କେନ୍ଦ୍ରାପଡା,୧୪ା୪: କେନ୍ଦ୍ରାପଡା ବ୍ଲକର ବାରୋ ପଞ୍ଚାୟତ ଅନ୍ତର୍ଗତ ଇଟିପୁର ଗିରିମଠଠାରେ ମହାଦେବ ସେନା ପକ୍ଷରୁ ନବବର୍ଷ ପାଳନ କରାଯାଇଛି । ମହାଦେବସେନାର ରାଜ୍ୟ ସଭାପତି ବାବା ଧନେଶ୍ୱର ଦାସଙ୍କ ସଭାପତିତ୍ୱରେ ମହାବିଷୁବ ସଂକ୍ରାନ୍ତି ଉପଲକ୍ଷେ ଓଡିଆ ନବବର୍ଷ ପାଳିତ ହୋଇଯାଇଛି । ଓଡିଆ ନବବର୍ଷର ଐତିହ୍ୟ ଓ ପରମ୍ପରାର ସଂସ୍କୃତିକୁ ମନେପକାଇ ଜନଶକ୍ତି ପାର୍ଟି ରାଜ୍ୟ ସଭାପତି ପ୍ରଦୀପ ଦାସ ମୁଖ୍ୟ ଅତିଥି ଭାବେ ଯୋଗଦେଇ ସାମ୍ବାଦିକ ଶରତ ସାହୁଙ୍କୁ […]

କେନ୍ଦ୍ରାପଡା ୧୪/୪ – ପଣାସଂକ୍ରାନ୍ତି ଓ ନବବର୍ଷ ଉପଲକ୍ଷେ ପ୍ରଭୁ ଶ୍ରୀରାମ ଦୂତ ମହାବୀର ହନୁମାନଙ୍କ ଜନ୍ମୋତ୍ସବ ଅବସରରେ ପ୍ରତିବର୍ଷ ଭଳି ଏ ବର୍ଷ ମଧ୍ୟ କେନ୍ଦ୍ରାପଡା ବିଶ୍ୱହିନ୍ଦୁ ପରିଷଦ ଓ ବଜରଙ୍ଗ ଦଳ ତରଫରୁ ଜାତି, ଧର୍ମ ଓ ବୈଷମ୍ୟକୁ ଦୂର କରି ସମସ୍ତ ହିନ୍ଦୁ ସମାଜ ଏକତ୍ରିତ କରାଇବା ଉଦ୍ଦେଶ୍ୟରେ ବିଶ୍ୱହିନ୍ଦୁ ପରିଷଦର ଜିଲ୍ଲା ସଭାପତି ଗୋପିନାଥ ତ୍ରିପାଠୀ, ଜିଲ୍ଲା ସମ୍ପାଦକ ବିରେନ୍ଦ୍ର କୁମାର ସାମଲ, ବଜରଙ୍ଗ […]

କେନ୍ଦ୍ରାପଡା,୧୪ା୪: ଓଡିଶା ସ୍କୁଲ-କଲେଜ ଶିକ୍ଷକ ଓ କର୍ମଚାରୀ ସମନ୍ୱୟ ସମିତିର ଏକ ଜରୁରୀ ବୈଠକ କେନ୍ଦ୍ରାପଡା ଜିଲ୍ଲାର ମାଧ୍ୟମିକ ସ୍କୁଲ ଶିକ୍ଷକ ସଂଘ(ଓଷ୍ଟା) ଦୁହୁରିଆସ୍ଥିତ କାର୍ଯ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଥିଲା । ଏହି ବୈଠକରେ ଜିଲ୍ଲା ଓଷ୍ଠା ସଭାପତି ଅଶୋକ କୁମାର ପରିଜାଙ୍କ ସଭାପତିତ୍ୱରେ ସରକାରଙ୍କ ଦ୍ୱାରା ପ୍ରଚଳିତ ୟୁଏଏସ୍ ପୋର୍ଟାଲ ସିଷ୍ଟମ୍ ବ୍ୟବସ୍ଥାକୁ ତୀବ୍ର ବିରୋଧ କରାଯାଇଥିଲା । ରାଜ୍ୟ ସରକାରଙ୍କ ପକ୍ଷରୁ ଗତ ଏପ୍ରିଲ ୪ ତାରିଖଠାରୁ […]

ପଟ୍ଟାମୁଣ୍ଡାଇ ୧୪/୪- ପଟ୍ଟାମୁଣ୍ଡାଇ ବ୍ଲକ ଅନ୍ତର୍ଗତ ଅଣ୍ଢରା ଶ୍ରୀରାମ ସେବକ ସଂଘ ପକ୍ଷରୁ ସ୍ଥାନୀୟ ଶ୍ରୀରାମ ମନ୍ଦିର ଠାରେ ୪୩ତମ ଶ୍ରୀରାମ ଚରିତ ମାନସ ନବାନ୍ନ ପାରାୟଣ ପ୍ରବଚନ ଜ୍ଞାନଯଜ୍ଞ ଗତ ୫ ତାରିଖରୁ ୧୩ତାରିଖ ପର୍ଯ୍ୟନ୍ତ ୯ ଦିନ ବ୍ୟାପି ଅନୁଷ୍ଠିତ ହୋଇଯାଇଛି । ଶ୍ରୀରାମ ସେବକ ସଂଘ ସଭାପତି ବସନ୍ତ ସ୍ୱାଇଁଙ୍କ ପୌରହିତ୍ୟ ଓ ଉପସଭାପତି ପ୍ରାଧ୍ୟାପକ ଡ଼ଃ ସୁନୀଲ କୁମାର ପ୍ରଧାନଙ୍କ ସଂଯୋଜନାରେ ଆୟୋଜିତ କାର୍ଯ୍ୟକ୍ରମରେ […]

ପଟ୍ଟାମୁଣ୍ଡାଇ ୧୪/୪ -କେନ୍ଦ୍ରାପଡା ଜିଲା ପଟ୍ଟାମୁଣ୍ଡାଇ ଅଂଚଳର ଅଗ୍ରଣୀ ନୃତ୍ୟ ସଂଗୀତ ଅନୁଷ୍ଠାନ କସ୍ତୁରୀ କଳା ନିକେତନର ୩୨ତମ ବାର୍ଷିକ ଉତ୍ସବ ରବିବାର ସଂନ୍ଧ୍ୟାରେ ଅନୁଷ୍ଠିତ ହୋଇଯାଇଛି ।କସ୍ତୁରୀ କଳା ନିକେତନ ସଭାପତି ଶିକ୍ଷାବିତ ସୁରେଶ ଜେନାଙ୍କ ପୌରହିତ୍ୟରେ ଆୟୋଜିତ ଉତ୍ସବରେ ମୁଖ୍ୟଅତିଥି ଭାବେ ଯୋଗ ଦେଇ ରାଜନଗର ବିଧାୟକ ଧ୍ରୁବ ସାହୁ ଯୋଗଦେଇ ପ୍ରକାଶ କରିଛନ୍ତି ଯେ ସମଗ୍ର ବିଶ୍ୱରେ କଳା, ସାହିତ୍ୟ ଓ ସଂସ୍କୃତିକୁ ରୁଦ୍ଧିମନ୍ତ କରିବାରେ […]

କେନ୍ଦ୍ରାପଡା,୧୩ା୪: କେନ୍ଦ୍ରାପଡା,କଟକ ଓ ଜଗତସିଂହପୁର ଜିଲ୍ଲାର ୨୯ଟି ପଂଚାୟତରେ ପରିବ୍ୟାପ୍ତ ଅଶୃଖୋଳା ଆଦ୍ରଭୂମି ର ସୁରକ୍ଷା ଓ ଏହାର ବିକାଶ ଲକ୍ଷ୍ୟରେ ଗଠିତ ଅଶୃଖୋଳା ଉନ୍ନୟନ ପରିଷଦର ଏକ ଜୋନାଲ ବୈଠକ ଆଜି ଅଶୃଖୋଳା ତଟ କଣ୍ଟପଦା ବେଲବଣ ମଠରେ ଅନୁଷ୍ଠିତ ହୋଇ ଯାଇଛି । ପରିଷଦର ଉପସଭାପତି ଗଙ୍ଗାଧର ପରିଡ଼ାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ୧ନମ୍ବର ଜୋନ୍ ଅନ୍ତର୍ଗତ ୭ଟି ପଂଚାୟତରୁ ବିଶିଷ୍ଟବ୍ୟକ୍ତିମାନେ ଯୋଗଦାନ କରିଥିଲେ । […]

କେନ୍ଦ୍ରାପଡ଼ା,୧୩ା୪: ସାଂପ୍ରତିକ ଓଡିଆ ସାହିତ୍ୟର ବିଶିଷ୍ଟ କବୀ ଅପର୍ଣ୍ଣା ମହାନ୍ତି ଚଳିତ ବର୍ଷ ମର୍ଯ୍ୟାଦାଜନକ ‘ବିଷୁବ ପୁରସ୍କାର’ ପାଇବେ ବୋଲି ପ୍ରଜାତନ୍ତ୍ର ପ୍ରଚାର ସମିତି ପକ୍ଷରୁ ଘୋଷଣା ହୋଇଛି। ଏହି ପୁରସ୍କାର ବାବଦକୁ ସେ ଏକ ଲକ୍ଷ ଟଙ୍କା ଓ ମାନପତ୍ର, ଅଙ୍ଗାଭରଣ ଦ୍ୱାରା ଆସନ୍ତା ୧୪ ତାରିଖ ଦିନ ସମ୍ୱର୍ଦ୍ଧିତ ହେବେ। ଓଡିଆ ଭାଷା ସାହିତ୍ୟର ପ୍ରାଧ୍ୟାପକ ଭାବେ ଶ୍ରୀମତି ମହାନ୍ତି କେନ୍ଦ୍ରାପଡ଼ା ସ୍ୱୟଂ ଶାସିତ ମହାବିଦ୍ୟାଳୟରୁ ଅବସର […]

କେନ୍ଦ୍ରାପଡ଼ା,୧୩ା୪: କେନ୍ଦ୍ରାପଡ଼ା ସ୍ୱୟଂଶାସିତ ମହାବିଦ୍ୟାଳୟ ଉଦ୍ଭିଦ ବିଜ୍ଞାନ ବିଭାଗ ଓ ପୁରାତନ ଛାତ୍ର ସଂଗଠନ ଆନୁକୂଲ୍ୟରେ ତା’ର ସୁବର୍ଣ୍ଣ ଜୟନ୍ତୀ ପାଳନ କରିଛି। କେନ୍ଦ୍ରାପଡ଼ା ସ୍ୱୟଂଶାସିତ ମହାବିଦ୍ୟାଳୟ ଅଧକ୍ଷ ଡ଼. ସଞ୍ଜୀବ କୁମାର ମହାନ୍ତିଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉତ୍ସବରେ ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ଗବେଷଣା ଗାରର ମୁଖ୍ୟ ବୈଜ୍ଞାନିକ ଡ଼. ଉମାକାନ୍ତ ସୁବୁଧି ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ବିଭାଗୀୟ ମୁଖ୍ୟ ଡ଼.ଗୌତମ ଚରଣ ଦାସ ଅତିଥି ପରିଚୟ ଓ […]

କେନ୍ଦ୍ରାପଡ଼ା,୧୩ା୪: ଜିଲ୍ଲା ପ୍ରତିଭା ପୂଜା ସଂସଦ ଆନୁକୂଲ୍ୟରେ ପୂର୍ବତନ ସାଂସଦ ସ୍ୱର୍ଗତ ଗୟାଚାନ୍ଦ ଭୂୟାଁଙ୍କ ୩୭ତମ ଶ୍ରାଦ୍ଧଦିବସ ଅବସରରେ ପୈାରସଂସ୍ଥା ଟାଉନହଲ ପରିସରରେ ଏକ ସ୍ମୃତିସଭା ଅନୁଷ୍ଠିତ ହୋଇଯାଇଛି। ସଂସଦର ସଭାପତି ପ୍ରଦିପ କୁମାର ମହାନ୍ତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସ୍ମୃତିସଭାରେ ପୂର୍ବତନ ଅର୍ଥମନ୍ତ୍ରୀ ପ୍ରଫୁଲ୍ଲ ଚନ୍ଦ୍ର ଘଡାଇ ମୁଖ୍ୟ ଅତିଥି, ବିଶିଷ୍ଟ ଟିଭି ଉପସ୍ଥାପକ ପ୍ରାଧ୍ୟାପକ ଡ. ମୃତ୍ୟୁଞ୍ଜୟ ରଥ ମୁଖ୍ୟବକ୍ତା, ସାମ୍ବାଦିକ ଅକ୍ଷୟ କୁମାର ପତି ବିଶିଷ୍ଟ […]

କେନ୍ଦ୍ରାପଡ଼ା,୧୨ା୪: କେନ୍ଦ୍ରାପଡ଼ା ଜିଲ୍ଲା ସ୍ୱତନ୍ତ୍ର ପୋକସୋ କୋର୍ଟ ଜଜ୍ ଏକ ଗଣବଳାତ୍କାର ମାମଲାର ବିଚାର କରି ବଳାତ୍କାରରେ ସହଯୋଗ କରିଥିବା ଛାତ୍ରୀଙ୍କ ସହପାଠୀକୁ ୨୦ ବର୍ଷ ଜେଲ ଦଣ୍ଡରେ ଦଣ୍ଡିତ କରିଛନ୍ତି। ଏଥିସହ ସହପାଠୀଙ୍କୁ ୧୮ ହଜାର ଟଙ୍କା ଜୋରିମାନା ଦଣ୍ଡାଦେଶ ମଧ୍ୟ ଶୁଣାଇଛନ୍ତି। ଜୋରିମାନା ଅନାଦେୟ ଅଧିକ ଏକ ବର୍ଷ ଜେଲ ଦଣ୍ଡ ଭୋଗିବାକୁ ପଡିବ ବୋଲି ଜଜ୍ ତାଙ୍କ ରାୟରେ ଉଲ୍ଲେଖ କରିଛନ୍ତି। ଦୋଷୀ ସାବ୍ୟସ୍ତ ହୋଇ […]

Breaking News