ଓକିଲ ସଙ୍ଘ ପକ୍ଷରୁ ଡ଼କ୍ଟର ରାଧାକ୍ରୀଷ୍ଣାଙ୍କ ଜୟନ୍ତୀ ପାଳିତ

blank
ପଟ୍ଟାମୁଣ୍ଡାଇ ୫/୯ -ପଟ୍ଟାମୁଣ୍ଡାଇ ଓକିଲ ସଙ୍ଘ ପକ୍ଷରୁ ଭାରତର ରାଷ୍ଟ୍ରପତି ଡ଼କ୍ଟର ରାଧାକ୍ରୀଷ୍ଣାଙ୍କ ଜନ୍ମଜୟନ୍ତୀ ଶୁକ୍ରବାର ପାଳିତ ହୋଇଯାଇଅଛି । ଏହି ଅବସରରେ ଓକିଲ ସଙ୍ଘ କାର୍ଯ୍ୟାଳୟରେ ଡ଼କ୍ଟର ସର୍ବପଲ୍ଲୀ ରାଧାକ୍ରୀଷ୍ଣାଙ୍କ ଫଠୋଚିତ୍ରରେ ପୁଷ୍ପମାଲ୍ୟ ଅଳ୍ପଣ କରାଯାଇଥିଲା । ପରେ ଡ଼କ୍ଟର ରାଧାକ୍ରୀଷ୍ଣାଙ୍କ ଜୀବନ ଉପରେ ସଂଘର ପକ୍ଷରୁ ଆଲୋଚନା କରାଯାଇଥିଲା । ୧୮୮୪ ମସିହା ଡିସେମ୍ବର ୩ ତାରିଖରେ ସେ ବିହାରର ଜିରାଦେଇରେ ଜନ୍ମଗ୍ରହଣ କରିଥିଲେ । ତାଙ୍କର ପ୍ରାଥମିକ ଶିକ୍ଷା ବିହାରର ଛପରା ଜିଲା ସ୍କୁଲରେ ଶେଷ ହୋଇଥିଲା । ସେ ଜଣେ ଶିକ୍ଷକ, ଓକିଲ, ସ୍ୱାଧୀନତା ସଂଗ୍ରାମୀ ଓ ଶେଷରେ ରାଷ୍ଟ୍ରପତି ହୋଇଥିଲେ । ଡ. ରାଜେନ୍ଦ୍ର ପ୍ରସାଦ ଜଣେ ସୁନାମଧନ୍ୟ ଲେଖକ ଭାବେ ସୁପରିଚିତ ଥିଲେ । ଶିକ୍ଷା ସମାପ୍ତ ପରେ ଡ. ରାଜେନ୍ଦ୍ର ପ୍ରସାଦ ବିହାରର ଏକ କଲେଜରେ ଇରାଜୀ ପ୍ରଫେସର ଭାବେ ଯୋଗଦେଇଥିଲେ । ତେବେ ପରେ ସେ ଆଇନ ପାଠ ପଢିଥିଲେ । ଆଇନ ପାଠ ପଢିବା ସମୟରେ କୋଲକାତାର ଏକ କଲେଜରେ ମଧ୍ୟ ଡ. ରାଜେନ୍ଦ୍ର ପ୍ରସାଦ ଶିକ୍ଷାଦାନ କରୁଥିଲେ । ପରେ ଆହ୍ଲାବାଦ ବିଶ୍ୱବିଦ୍ୟାଳୟରୁ ସେ ଆଇନରେ ଡକ୍ଟରେଟ୍ ପାଇଥିଲେ । ଭାରତର ସ୍ୱାଧୀନତା ସଂଗ୍ରାମ ସମୟରେ ସେ ଭାରତୀୟ ଜାତୀୟ କଂଗ୍ରେସରେ ଯୋଗ ଦେଇଥିଲେ । ଭାରତର ସମ୍ବିଧାନ ନିର୍ମାଣରେ ତାଙ୍କର ବେଶ ଗୁରୁତ୍ୱପୂର୍ଣ୍ଣ ଭୂମିକା ଥିଲା । ଡ. ରାଜେନ୍ଦ୍ର ପ୍ରସାଦ ୧୯୫୦ ମସିହାରୁ ୧୯୬୨ ମସିହା ଯାଏଁ ଭାରତ ରାଷ୍ଟ୍ରପତି ଭାର ସମ୍ଭାଳିଥିଲେ । ସେ ନିଜର କାମ ପ୍ରତି ଥିବା ସମର୍ପଣ ଭାବ ପାଇଁ ବେଶ୍ ପରିଚିତ ଥିଲେ । ୧୯୫୦ ମସିହା ଜାନୁଆରୀ ୨୫ ତାରିଖରେ ତାଙ୍କ ଭଉଣୀଙ୍କର ଦେହାନ୍ତ ହୋଇଥିବାବେଳେ ତା ପରଦିନ ଭାରତର ପ୍ରଥମ ସାଧାରଣତନ୍ତ୍ର ଦିବସ ଥିଲା । ହେଲେ ନିଜର କାମକୁ ପ୍ରାଧାନ୍ୟ ଦେଇ ସେ ପ୍ୟାରେଡରେ ଯୋଗ ଦେଇଥିଲେ । ଡ. ରାଜେନ୍ଦ୍ର ପ୍ରସାଦ ୧୯୬୨ ମସିହାରେ ଭାରତର ସର୍ବୋଚ୍ଚ ସମ୍ମାନ ଭାରତ ରତ୍ନ ପାଇଥିଲେ । ୧୯୬୩ ମସିହା ଫେବୃଆରୀ ୨୮ ତାରିଖରେ ୭୮ ବର୍ଷ ବୟସରେ ଡ. ରାଜେନ୍ଦ୍ର ପ୍ରସାଦଙ୍କ ଦେହାନ୍ତ ହୋଇଥିଲା । ଜଣେ ବିଶିଷ୍ଟ ବିଦ୍ୱାନ ଏବଂ ଶିକ୍ଷାବିତ୍ ଡକ୍ଟର ସର୍ବପଲ୍ଲୀ ରାଧାକୃଷ୍ଣନଙ୍କ ଜନ୍ମବାର୍ଷିକୀକୁ ଭାରତରେ ଶିକ୍ଷକ ଦିବସ ଭାବରେ ପାଳନ କରାଯାଏ। ଶିକ୍ଷକ ଦିବସ ଭାବରେ ପାଳନ କରାଯାଏ।ଏହି ଆଲୋଚନା ଚକ୍ରରେ ପଟ୍ଟାମୁଣ୍ଡାଇ ବାରର ପୂର୍ବତନ ସଭାପତି ଆଇନୀଜୀବୀ ତପନ କୁମାର ମିଶ୍ର. ସଙ୍ଘର ସମ୍ପାଦକ ରବୀନ୍ଦ୍ର କୁମାର ଦାଶ. ଯୁଗ ସମ୍ପାଦକ ମନୋଜ କୁମାର ନାୟକ ଓ ବରିଷ୍ଠ ଆଇନୀଜୀବୀ ଭବାନୀ ଶଙ୍କର ପଣ୍ଡା. ହୃଦାନନ୍ଦ ମହାନ୍ତି. ଗୋପୀନାଥ ତ୍ରିପାଠୀ. ରମେଶ ଚନ୍ଦ୍ର ଦାଶ, ଅଶ୍ୱନୀ ଚୌଧୁରୀ ପ୍ରମୁଖ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ ।

Next Post

ମହାପୁରୁଷ ମହମ୍ମଦଙ୍କ ଜୟନ୍ତୀ ପାଳିତ

Fri Sep 5 , 2025
ପଟ୍ଟାମୁଣ୍ଡାଇ ୫/୯ କେନ୍ଦ୍ରାପଡା ଜିଲା ପଟ୍ଟାମୁଣ୍ଡାଇ ସଂଖ୍ୟାଲଘୁ ବସ୍ତିରେ ଶୁକ୍ରବାର ଆନନ୍ଦଉଲ୍ଲାସର ସହ ମହାପୁରୁଷ ମହମ୍ମଦଙ୍କ ଜନ୍ମଜୟନ୍ତୀ ପାଳିତ ହୋଇଯାଇଛି । ଏହି ଅବସରରେ ସକାଳ ୯ଘଟିକା ସମୟରେ ସଂଖ୍ୟାଲଘୁ ବସ୍ତିରେ ଥିବା ମଦ୍ରାସା ନିକଟରୁ ଶୋଭାଯାତ୍ରା ବାହାରି ପଟ୍ଟାମୁଣ୍ଡାଇ କେନାଲ ପୋଲ ଓ ବଜାର ପରିକ୍ରମା କରି ବାଳିକା ହାଇସ୍କୁଲ ଦେଇ ମଦ୍ରାସା ନିକଟରେ ପହଂଚି ଥିଲା । ମଦ୍ରସା ପ୍ରଙ୍ଗଣରେ ସମୂହ ପ୍ରାର୍ଥନାସଭା ଅନୁଷ୍ଠିତ ହୋଇଥିଲା । […]
blank

ଲୋକମତ

Breaking News

https://v3.adxpremium.services/dashboard/register-publisher

Discover more from Lokamata Odisha

Subscribe now to keep reading and get access to the full archive.

Continue reading