କେନ୍ଦ୍ରାପଡାର ନୃତ୍ୟ ଗ୍ରୁପ୍ ଆନ୍ଧ୍ରରେ ସମ୍ବର୍ଦ୍ଧିତ

blank
କେନ୍ଦ୍ରାପଡା,୨ା୪: ଆନ୍ଧ୍ର ପ୍ରଦେଶର ବିଶାଖାପାଟଣାଠାରେ “ଉତ୍କଳ ସାଂସ୍କୃତିକ ସମାଜ” ଦ୍ୱାରା ଆୟୋଜିତ ଉତ୍କଳ ଦିବସ ଉତ୍ସବରେ ନୃତ୍ୟପ୍ରିୟା ଡ୍ୟାନ୍ସ ଏକାଡେମୀ ଏବଂ ଶ୍ରୀବଳଦେବଜୀଉ ଡ୍ୟାନ୍ସ ଏକାଡେମୀ ଅଫ୍ ଡ୍ରାମା ଆଣ୍ଡ୍ କଲ୍‌ଚର (Dance Academy of Drama and Culture)ଓଡିଶା ସରକାରଙ୍କ ଦ୍ୱାରା ପ୍ରେରିତ ହୋଇ ଆକର୍ଷଣୀୟ ଓଡିଶୀ ନୃତ୍ୟ ଓ ପଲ୍ଲୀ ନୃତ୍ୟ ପରିବେଷଣ କରି ଉଚ୍ଚ ପ୍ରଶଂସିତ ହେବା ସହ ସମ୍ବର୍ଦ୍ଧିତ ହୋଇ କେନ୍ଦ୍ରାପଡାର ଗୌରବ ବୃଦ୍ଧି କରିଛନ୍ତି । ଏହି ସାଂସ୍କୃତିକ ଦଳରେ ତପସ୍ୱିନୀ ନାୟକ, ଅଭିରାମ ନାୟକ, ରାକ୍ଷୀ ତ୍ରିପାଠୀ, ପୂର୍ଣ୍ଣିମା ତ୍ରିପାଠୀ, ଶିବାନୀ ମହାନ୍ତି, ଦେବସ୍ମିତା ଦାସ, ସୋନାଲି ଦାସ ପ୍ରମୁଖ ଓଡିଶୀ ନୃତ୍ୟ ଶିଳ୍ପୀ ସାମିଲ୍ ଥିଲେ ।

Next Post

ଜିଲ୍ଲାସ୍ତରୀୟ ପ୍ରବେଶ ଉତ୍ସବ ଓ ଖଡିଛୁଆଁ ଦିବସ-୨୦୨୫

Wed Apr 2 , 2025
କେନ୍ଦ୍ରାପଡା,୨ା୪: ଡେରାବିଶ ବ୍ଲକ ଅନ୍ତର୍ଗତ ଠାକୁରପାଟଣା ପ୍ରକଳ୍ପ ଉନ୍ନୀତ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଠାକୁରହାଟଠାରେ ରାଜ୍ୟର ପିଲାମାନଙ୍କ ଗୁଣାତ୍ମକ ଶିକ୍ଷାକୁ ସୁନିଶ୍ଚିତ କରିବା ନିମନ୍ତେ ଶିକ୍ଷାନୀତି ୨୦୨୦ ଆଧାରରେ ସମସ୍ତ ପ୍ରାଥମିକ ବିଦ୍ୟାଳୟରେ ଶିଶୁବାଟିକା ଆରମ୍ଭ ଅବସରରେ ଏକ ଜିଲ୍ଲା ଜିଲ୍ଲାସ୍ତରୀୟ ପ୍ରବେଶ ଉତ୍ସବ ଓ ଖଡିଛୁଆଁ କାର୍ଯ୍ୟକ୍ରମ ସକାଳ ୮ଘଟିକା ସମୟରେ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମକୁ ସାଂସଦଙ୍କ ପ୍ରତିନିଧି କିଶୋର କୁମାର ପଣ୍ଡା, ଜିଲ୍ଲା ପରିଷଦ […]
blank

ଲୋକମତ

Breaking News

https://v3.adxpremium.services/dashboard/register-publisher

Discover more from Lokamata Odisha

Subscribe now to keep reading and get access to the full archive.

Continue reading