ସରକାରୀ ରାସ୍ତାରେ ବେଆଇନ ଗୃହ ନିର୍ମାଣ ପ୍ରତିବାଦରେ ଅନଶନ ଭିତିହିନ ଅନଶନ ବିରୋଧରେ ଶତାଧିକ ଗ୍ରାମବାସୀ ସାମୁହିକ ସ୍ୱାର୍ଥ ସମ୍ବଳିତ ସ୍ୱଚ୍ଛ ଘର ନିର୍ମାଣ ପାଇଁ ତହସିଲଦାରଙ୍କୁ ଦାବିପତ୍ର ପଟ୍ଟାମୁଣ୍ଡାଇ ୬/୮ – କେନ୍ଦ୍ରାପଡା ଜିଲା ପଟ୍ଟାମୁଣ୍ଡାଇ ତହସିଲ ଅନ୍ତର୍ଗତ ମଳିପୁର ଗ୍ରାମରେ ଥିବା ଶନିଦେବ ମନ୍ଦିର ପାଖ ସରକାରୀ ରାସ୍ତା କଡରେ ବେଆଇନ ଗୃହ ନିର୍ମାଣ (ସରକାରୀ ଗୋଷ୍ଟି ଶୌଚାଳୟ) କୁ ନେଇ ସୃଷ୍ଟି ହୋଇଥିବା ବିବାଦ ଗୁରୁବାର […]
TOP STORIES
ଚାପଟ୍ଟାମୁଣ୍ଡାଇ ୫/୮ -ଓଡ଼ିଶା ସ୍କୁଲ କଲେଜ ଶିକ୍ଷକ ଓ କର୍ମଚାରୀ ସମନ୍ୱୟ ସମିତି ପକ୍ଷରୁ ଦୀର୍ଘଦିନର ବିଭିନ୍ନ ସମସ୍ୟା ଓ ନ୍ୟାଯ୍ୟ ଦାବିର ସ୍ଥାୟୀ ସମାଧାନ ନିମନ୍ତେ ପଟ୍ଟାମୁଣ୍ଡାଇ ବ୍ଲକ ପରିସରରେ ଏକ ବିକ୍ଷୋଭ ପ୍ରଦର୍ଶନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି ଆନ୍ଦୋଳନରେ ବ୍ଲକ ଅଂଚଳର ବିଭିନ୍ନ ବିଦ୍ୟାଳୟ ଓ ମହାବିଦ୍ୟାଳୟର ଶିକ୍ଷୟିତ୍ରୀ/ଶିକ୍ଷକ ଓ ଅଣଶିକ୍ଷକ କର୍ମଚାରୀ ସାମିଲ ହୋଇ ସରକାରଙ୍କ ନୀତି ବିରୋଧରେ ସ୍ଲୋଗାନବାଜି କରିଥିଲେ। ସଭା ଶେଷରେ […]
ପଟ୍ଟାମୁଣ୍ଡାଇ ତା ୫/୮- ପଟ୍ଟାମୁଣ୍ଡାଇ ଆଦର୍ଶ ଥାନା ଅନ୍ତର୍ଗତ ବେଲତଳ ବନ୍ଧପଡା ଗ୍ରାମରେ ଗତକାଲି ବିଳମ୍ବିତ ରାତିରେ ଚୋରୀ ହୋଇଥିବା ନେଇ ଥାନାରେ ଲିଖିତ ଏତଲା ଦିଆଯାଇଛି । ସ୍ଥାନୀୟ ପୋଲିସ ଏହି ଘଟଣାର ତଦନ୍ତ ଆରମ୍ଭ କରିଛି । ପଟ୍ଟାମୁଣ୍ଡାଇ ଆଦର୍ଶ ଥାନାରେ ହୋଇଥିବା ଏତଲା ଅନୁଯାୟୀ ବେଲତଳ ବନ୍ଧପଡା ଗ୍ରାମର ସ୍ବର୍ଗତ ଗୋପୀନାଥ ଦାଶ ଙ୍କ ଘରେ ଗତକାଲି ବିଳମ୍ବିତ ରାତିରେ ଚୋର ମାନେ ଘର ଝରକା […]
କେନ୍ଦ୍ରାପଡ଼ା,୪ା୮:ଓଡ଼ିଶାର ଉପମୁଖ୍ୟମନ୍ତ୍ରୀ ତଥା କୃଷି ଓ କୃଷକ ସଶକ୍ତିକରଣ ଏବଂ ଶକ୍ତି ବିଭାଗ ମନ୍ତ୍ରୀ କେ.ଭି. ସିଂହଦେଓ ଆଜି କେନ୍ଦ୍ରାପଡ଼ା ଜିଲ୍ଲାର ବିଭିନ୍ନ ବନ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କରି ବନ୍ୟା ପରିସ୍ଥିତି, ରିଲିଫ୍ ଓ ଉଦ୍ଧାର କାର୍ଯ୍ୟ ଏବଂ ଜିଲ୍ଲା ପ୍ରଶାସନର ପ୍ରସ୍ତୁତି ଓ ପଦକ୍ଷେପ ସମ୍ପର୍କରେ ସ୍ଥିତି ସମୀକ୍ଷା କରିଛନ୍ତି। ଆଜି ସକାଳେ ଉପମୁଖ୍ୟମନ୍ତ୍ରୀ ପଟ୍ଟାମୁଣ୍ଡାଇ ବ୍ଲକ ଅନ୍ତର୍ଗତ ଦାଣ୍ଡିସାହି ଛକ, କୃଷ୍ଣଦାସପୁର (ସିଂହଗାଁ), ଅଣ୍ଡରା ଗ୍ରାମ […]
ପଟ୍ଟାମୁଣ୍ଡାଇ ତା ୪/୮- ପଟ୍ଟାମୁଣ୍ଡାଇ ବ୍ଲକ ଅନ୍ତର୍ଗତ ଅଳପୁଆ ପଂଚାୟତ ଦାମୋଦରପାଟଣା ଗ୍ରାମର ସୁଚିତ୍ରା ଦାସ (୪୬) ଗତକାଲି ସକାଳ ୫ଟା ସମୟରେ ସବୁ ଦିନ ପରି ବ୍ରାହ୍ମଣୀ ନଦୀକୁ ଶୌଚ ହେବାକୁ ଯାଇଥିଲେ । ମାତ୍ର ଦୀର୍ଘ ସମୟ ପରେ ସେ ଘରକୁ ନଫେରିବାରୁ ପରିବାର ଓ ଗ୍ରାମବାସୀ ନଦୀକୂଳରେ ଖୋଜାଖୋଜି କରି ନପାଇବାରୁ ପଟ୍ଟାମୁଣ୍ଡାଇ ଦମକଳ ବାହିନୀକୁ ଖବର ଦେଇଥିଲେ । ଏହି ଖବର ପ୍ରଚାରିତ ହେବା […]
ପଟ୍ଟାମୁଣ୍ଡାଇ୪/୮ – ଲଘୁଚାପଜନିତ ଲଗାଣ ବର୍ଷା ସହ ବ୍ରାହ୍ମଣୀ କାଣୀ ନଦୀର ବନ୍ୟା ଆସି ପଟ୍ଟାମୁଣ୍ଡାଇ ବ୍ଲକର ୧୪ ପଂଚାୟତ ସମେତ ପୌରାଂଚଳର ୧୧ ଟି ଓାର୍ଡରେ ବ୍ୟାପକ କ୍ଷୟକ୍ଷତି ହୋଇଛି। ବନ୍ୟାରେ ହଜାର ହଜାର ଏକର ଫସଲହାନି ଘଟିବା ସହ ରାସ୍ତାଘାଟ ଧୋଇଯାଇଛି । ବନ୍ୟା ପାଣି ପଶି ବହୁ କଚା ଘର ଭାଙ୍ଗି ଯାଇ ଥିବାରୁ ଗରିବ ଶ୍ରେଣୀର ଲୋକ ମାନଙ୍କ ଘରେ ଚୁଲି ଜଳୁନି । […]
ପଟାମୁଣ୍ଡାଇ ୩/୮ – ଉତ୍କଳ ସଂସ୍କୃତ ଶିକ୍ଷକ ମହାସଂଘ କେନ୍ଦ୍ରାପଡ଼ା ଶାଖା ସଭାପତି ପଣ୍ଡିତ ପ୍ରମୋଦ ତ୍ରିପାଠୀଙ୍କ ପୌରହିତ୍ୟରେ କଷଣଅଂଟା ପଂଚାୟତ ହାଇସ୍କୁଲ ଠାରେ ମହାସଂଘ ର ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଥିରେ କେନ୍ଦ୍ରାପଡ଼ା ଜିଲାର ୯ଟି ମଣ୍ଡଳରୁ ଆସିଥିବା କର୍ମକର୍ତା ଯୋଗ ଦେଇ ଗତ ବର୍ଷ ପାଳିତ ହୋଇଥିବା ସଂସ୍କୃତ ଦିବସର ସମୀକ୍ଷା କରିବା ସହିତ ଆୟବ୍ୟୟ ତାଲିକା ସଂପାଦକ ପଣ୍ଡିତ ଭଗବାନ ସାହୁ ଉପସ୍ଥାପନ କରିବା […]
ପିଏମଏଓାଇ ଯୋଜନାର ତ୍ରୁଟିପୂର୍ଣ୍ଣ କାର୍ଯ୍ୟକାରିତା ବନ୍ୟା ଉଜାଡ଼ିଦେଲା ଗରୀବଙ୍କ ଚାଳଛପର ବାସହୀନ ହୋଇ ପଡିଛନ୍ତି ବହୁ ଖଟିଖିଆ ପଟ୍ଟମୁଣ୍ଡାଇ ୩/୮ନରେନ୍ଦ୍ର ଧଳ- ସାମ୍ପ୍ରତିକ ବନ୍ୟା ପଟ୍ଟମୁଣ୍ଡାଇ ଅଂଚଳରେ ତାଣ୍ଡବ ରଚିଥିବା ବେଳେ ସରକାରଙ୍କ ବହୁପ୍ରଚାରିତ ପ୍ରଧାନମନ୍ତ୍ରୀ ଆବାସ ଯୋଜନାର ପ୍ରକୃତ ଚେହେରାକୁ ପଦାରେ ପକାଇଦେଇଛି। ଲଗାଣ ବର୍ଷା ଓ ସାଂଘାତିକ ବନ୍ୟା ପରିସ୍ଥିତି ଯୋଗୁଁ ଧୋୟାଂଚଳର ଶହ ଶହ ଗରିବ ପରିବାରର ମାଟି ଓ ଚାଳଛପର ଘର ଗୁଡ଼ିକର ନଷ୍ଟ […]
ପଟ୍ଟାମୁଣ୍ଡାଇ ୩/୮ ପଟ୍ଟାମୁଣ୍ଡାଇ ବ୍ଲକ୍ ଅଳପୁଆ ପଞ୍ଚାୟତ ଦାମୋଦରପାଟଣା ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି। ଗ୍ରାମର ଜନୈକା ମହିଳା ସୁଚିତ୍ରା ଦାସ ଶୌଚ ପାଇଁ ନଦୀକୂଳକୁ ଯାଇଥିବା ବେଳେ ତାଙ୍କୁ କୁମ୍ଭୀର ଟାଣି ନେଇଥିବା ସନ୍ଦେହ କରାଯାଉଛି। ସୂଚନା ଅନୁସାରେ, ବନ୍ୟା ଜଳ ହ୍ରାସ ପାଇବା ପରେ ନଦୀଗୁଡ଼ିକରେ କୁମ୍ଭୀରଙ୍କ ପ୍ରାଦୁର୍ଭାବ ବୃଦ୍ଧି ପାଇଛି। ସୁଚିତ୍ରା ସକାଳେ ନିକଟସ୍ଥ ନଦୀକୂଳକୁ ଶୌଚ ପାଇଁ ଯାଇଥିଲେ। ମାତ୍ର ବହୁ ସମୟ […]
ପଟ୍ଟାମୁଣ୍ଡାଇ ତା ୨/୮- ପଟ୍ଟାମୁଣ୍ଡାଇ ବ୍ଲକ ଚନ୍ଦନନଗର ପଂଚାୟତ ତେତେଲଙ୍ଗା ଗ୍ରାମର ରମେଶ ମଲିକଙ୍କ ପତ୍ନୀ ଝୁନା ମଲିକ (୪୫) ନିଜର ମାନସିକ ପୂରଣ ପାଇଁ ନିଜ ଗାଁରୁ ୨୦ଜଣ ବୋଲବମ ଭକ୍ତଙ୍କ ସହିତ ପାଣି ଭାର ନେଇ ବାହାରି ଥିଲେ I କଖାରୁଣୀ ପୋଲ ନିକଟରେ ପହଂଚିବା ପରେ ଝୁନା ହଠାତ ଅସୁସ୍ଥ ହୋଇପଡିବା ସହିତ ଚେତାଶୂନ୍ୟ ହୋଇଥିଲେ । ଏହା ଦେଖି ସାଥିରେ ଥିବା ଅନ୍ୟ ବୋଲବମ […]

