କେନ୍ଦ୍ରାପଡ଼ା ୩ା୫: କେନ୍ଦ୍ରାପଡା ସହର ସ୍ଥିତ ମହିପାଳସ୍ଥିତ ବାୟାବଜାରର ନ୍ୟାୟ ଦେବତା ପୂଜା କମିଟି ଦ୍ୱାରା ଆୟୋଜିତ ଚର୍ତୁଦଶତମ ଜନ୍ମ ବାର୍ଷିକ ଉପଲକ୍ଷେ ଶନିଶ୍ଚର ମହାଯଜ୍ଞ ଓ ଜଳାଭିଷେକ ଅନୁଷ୍ଠିତ ହୋଇଯାଇଛି ଓ ସେହିପରି ସହରସ୍ଥ ଗଣାମାହାଲ ସ୍ଥିତ ବାଲାବାବା ମନ୍ଦିର ପ୍ରାଙ୍ଗଣରେ ଶନୈଶ୍ଚରାୟ ବିଶ୍ୱଶାନ୍ତି ମହାଯଜ୍ଞ କମିଟି ଆନୁକୂଲ୍ୟରେ ଉପଲକ୍ଷେ ଶୁକ୍ରବାର ସନ୍ଧ୍ୟା ୭ଟାରେ ଶୁଭାଧିବାସ କରାଯାଇ ଆଜ୍ଞାମାଳ ଶୋଭାଯାତ୍ରା ଅନୁଷ୍ଠିତ କରାଯାଇଥିଲା । ଶନିବାର ଦିନ ପ୍ରାତଃ […]
ODISHA
କେନ୍ଦ୍ରାପଡ଼ା,୨ା୫: କେନ୍ଦ୍ରାପଡା ଜିଲ୍ଲା ଆଇନସେବା ପ୍ରାଧିକରଣ ତରଫରୁ ଆନ୍ତର୍ଜାତିକ ଶ୍ରମିକ ଦିବସ ମ୍ୟୁନିସିପାଲିଟି ଟାଉନ ହଲ୍ରେ ପାଳିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ପ୍ରାଧିକରଣର ସଚିବ ସୁମିତ୍ରା ସାହୁ ଯୋଗଦେଇ ନିଜର ଅଭିଭାଷଣ ରଖିଥିଲେ । ତାଙ୍କ ଅଭିଭାଷଣରେ ସଚିବ ସାହୁ ଉପସ୍ଥିତ ଜନସାଧାରଣମାନଙ୍କ ଉଦ୍ଦେଶ୍ୟରେ କହିଥିଲେ ଯେ, ଶ୍ରମିକମାନେ ନିଜ ନିଜର ହକ୍ କିପରି ଆଇନ ଅନୁଯାୟୀ ପ୍ରାପ୍ତ କରିପାରିବେ ଓ ଶିଶୁ ଶ୍ରମିକ ପ୍ରଥା କିପରି ଉଚ୍ଛେଦ […]
କେନ୍ଦ୍ରାପଡ଼ା,୨ା୫: କେନ୍ଦ୍ରାପଡାର ଟିପିସିଓଡିଏଲ ମୁଖ୍ୟ କାର୍ଯ୍ୟାଳୟ ପରିସରରେ କେନ୍ଦ୍ରାପଡା ୟୁନାଇଟେଡ ଇଲକ୍ଟ୍ରିସିଟି ଏମ୍ପେ୍ଲାଇଜ ୟୁନିଅନ ପକ୍ଷରୁ ଶ୍ରମିକ ଦିବସ ପାଳନ କରାଯାଇଛି । ବିଦ୍ୟୁତ ଉପଭୋକ୍ତା ସଂଘର ସଭାପତି ଭୀମସେନ ପରିଡାଙ୍କ ସଭାପତିତ୍ୱରେ ମୁଖ୍ୟ ଅତିଥି ଭାବରେ ଟିପିସିଓଡିଏଲର ମୁଖ୍ୟ ପରିଚାଳକ ମନୋଜ ସିଂ ଓ ଅତିରିକ୍ତ ମୁଖ୍ୟ ଯନ୍ତ୍ରୀ ଶିବ ପ୍ରସାଦ ସ୍ୱାଇଁ ଯୋଗ ଦେଇଥିଲେ । ସେହିପରି ମୁଖ୍ୟବକ୍ତା ଭାବେ ଆଇନଜୀବୀ ରମଣୀରଞ୍ଜନ ରାଉତରାୟ, ସମ୍ମାନିତ ଅତିଥି […]
କେନ୍ଦ୍ରାପଡ଼ା,୨ା୫: ଇଣ୍ଡିଆନ ସ୍କୁଲ ସାର୍ଟପିକେଟ +୨ ବିଜ୍ଞାନ ପରୀକ୍ଷାରେ ରେଜଲ୍ଟ ଗତକାଲି ପ୍ରକାଶ ପାଇଛି । କେନ୍ଦ୍ରାପଡା ସେଣ୍ଟଯେସେଫ ସ୍କୁଲର ଛାତ୍ରୀ ବିନୀଶା ପ୍ରିୟଦର୍ଶନୀ ଓଡିଶାର ଦ୍ୱିତୀୟ ସ୍ଥାନ ଓ ସର୍ବଭାରତୀୟ ସ୍ତର୍ରରେ ୪ ସ୍ଥାନ ଅଧିକାର କରିଥିବାରୁ ଶୁଭେଛାର ସୁଅ ଛୁଟିବାରେ ଲାଗିଛି । ପିତା ଅଜୟ କୁମାର ସ୍ୱାଇଁ ଓ ମାତା ନିରୂପମା ସ୍ୱାଇଁ କୋଳମଣ୍ଡନ କରି ଧନ୍ୟ କରିଛନ୍ତି କେନ୍ଦ୍ରାପଡାକୁ । ଏହି ଅବସରରେ ମୁଡର […]
କେନ୍ଦ୍ରାପଡା ୨/୫ – ମହାକାଳପଡା ପଞ୍ଚିମେଶ୍ୱର ଶିବମନ୍ଦିର ପରିସରରେ ମହାକାଳପଡା ବିକାଶ ମଞ୍ଚର ସଭାପତି, ପରିବେଶବିତ୍ ତଥା ଦେଶପ୍ରେମୀ କାଶୀନାଥ ରାଉତରାୟଙ୍କ ନେତୃତ୍ୱରେ ଜାମ୍ମୁକାଶ୍ମୀରର ପହଲଗ୍ରାମ ଠାରେ ପାକିସ୍ଥାନର ସନ୍ତ୍ରାସବାଦୀମାନଙ୍କ ଦ୍ୱାରା ଅମାନୁଷିକ ଭାବରେ ହତ୍ୟା କରାଯାଇଥିବା ନିରୀହ ୨୬ଜଣ ଭାରତୀୟ ପର୍ଯ୍ୟଟକଙ୍କ ଆତ୍ମାର ସଦଗତି ନିମନ୍ତେ ଶ୍ରଦ୍ଧାଞ୍ଜଳୀ ପ୍ରଦାନ ସହ ଏକ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଯାଇଛି । ମଚଂର ସଭାପତି ରାଉତରାୟଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ପ୍ରତିବାଦ ସଭାରେ […]
କେନ୍ଦ୍ରାପଡ଼ା,୨ା୫: ସଂସଦରେ ଜାତି ଭିତ୍ତିକ ଜନଗଣନା ପାଇଁ କଂଗ୍ରେସ ସାଂସଦ ତଥା ବିରୋଧୀଦଳନେତା ରାହୁଲ ଗାନ୍ଧୀ ଯେଉଁ ଦାବି କରିଥିଲେ ତାହା ପୁରଣ ହୋଇଥିବାରୁ କେନ୍ଦ୍ରାପଡା ଜିଲ୍ଲା କଂଗ୍ରେସ ପକ୍ଷରୁ ଶୁକ୍ରବାର ଅପରାହ୍ନରେ ବିଜୟ ଦିବସ ପାଳନ କରାଯାଇଛି। ସହରର କଜଳାସ୍ଥିତ ଜିଲ୍ଲା କଂଗ୍ରେସ ଭବନରେ ଜିଲ୍ଲା କଂଗ୍ରେସ ସଂଯୋଜକ ପ୍ରଫୁଲ୍ଲ କୁମାର ଦାସଙ୍କ ନେତୃତ୍ୱରେ ଆୟୋଜିତ ଏହି ଉତ୍ସବରେ କଂଗ୍ରେସ ନେତାମାନେ କହିଲେ ଜାତି ଭିତ୍ତିକ ଜନଗଣନା ହେବା […]
କେନ୍ଦ୍ରାପଡ଼ା,୨ା୫ :ଆଜି ମାଟ୍ରିକ ପରୀକ୍ଷା ଫଳ ପ୍ରକାଶ ପାଇଛି। ଚଳିତ ବର୍ଷ ରାଜ୍ୟରେ ମାଟ୍ରିକ ପରୀକ୍ଷା ଫଳ ୯୪.୯୩ ପ୍ରତିଶତ ହୋଇଥିବା ବେଳେ କେନ୍ଦ୍ରାପଡା ଜିଲ୍ଲାରେ ଏହା ୯୬.୪ପ୍ରତିଶତ ହୋଇଛି। ମାଟ୍ରିକ ପରୀକ୍ଷା ଫଳ ପ୍ରକାଶିତ ହେବା ପରେ ସାରା ରାଜ୍ୟରେ କେନ୍ଦ୍ରାପଡା ଜିଲ୍ଲା ତୃତୀୟ ସ୍ଥାନରେ ରହିଥିବା ଜଣାପଡିଛି। ଜିଲ୍ଲାର ୩୪୬ଟି ବିଦ୍ୟାଳୟର ମୋଟ ୧୮ହଜାର ୧୯୩ଜଣ ଛାତ୍ରଛାତ୍ରୀ ଚଳିତବର୍ଷ ମାଟ୍ରିକ ପରୀକ୍ଷା ପାଇଁ ଫର୍ମ ପୁରଣ କରିଥିବା […]
ପଟ୍ଟାମୁଣ୍ଡାଇ ତା ୨/୫- ଓଡିଶା ସରକାରଙ୍କ ପ୍ରଧାନମନ୍ତ୍ରୀ ଆବାସ ଯୋଜନା -୨ ର ବ୍ୟାପକ ପ୍ରଚାର ପ୍ରସାର ଓ ଯୋଜନାରେ ଉପଯୁକ୍ତ ହିତାଧିକାରୀ ସାମିଲ ଉପରେ ଗୁରୁତ୍ୱାରୋପ କରୁଥିବାରୁ ପଟ୍ଟାମୁଣ୍ଡାଇ ପୌର ପ୍ରଶାସନ ଏ ଦିଗରେ ତତ୍ପରତାର ସହ କାର୍ୟ୍ୟ ଆରମ୍ଭ କରିଛି । ପଟ୍ଟାମୁଣ୍ଡାଇ ପୌର ପରିଷଦ ପ୍ରେକ୍ଷାଳୟ ଠାରେ ପ୍ରଧାନ ମନ୍ତ୍ରୀ ଆବାସ -୨ ସଚେତନତା କାର୍ୟ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ପୌର ପରିଷଦ ଅଧ୍ୟକ୍ଷ ହେମନ୍ତ […]
ପଟ୍ଟାମୁଣ୍ଡାଇ ତା ୨/୫- କେନ୍ଦ୍ରାପଡ଼ା ନିର୍ବାଚନମଣ୍ଡଳୀ ତଥା ପଟ୍ଟାମୁଣ୍ଡାଇ ବ୍ଲକ ଅନ୍ତର୍ଗତ ବଦମୂଳବସନ୍ତ ଓ ଡିହାପଡା ପଂଚାୟତର ସାର୍ବିକ ବିକାଶ ଆମର ସଂକଳ୍ପ ବୋଲି ୪କୋଟି ୩୦ଲକ୍ଷ ଟଙ୍କା ବ୍ୟୟ ଅଟକଳରେ ନପଙ୍ଗ – ବନ୍ଧସାହି ରାସ୍ତା ଶିଳାନ୍ୟାସ କରି ଆୟୋଜିତ ଉତ୍ସବରେ କେନ୍ଦ୍ରାପଡ଼ା ବିଧାୟକ ପୂର୍ବତନମନ୍ତ୍ରୀ ଗଣେଶ୍ୱର ବେହେରା ପ୍ରକାଶ କରିଛନ୍ତି । ବଡ଼ମୂଳବସନ୍ତ ସରପଞ୍ଚ ସନ୍ତୋଷ ସେଠୀଙ୍କ ପୌରହିତ୍ୟରେ ଆୟୋଜିତ ଉତ୍ସବରେ କେନ୍ଦ୍ରାପଡ଼ା ବିଧାୟକ ପୂର୍ବତନମନ୍ତ୍ରୀ ଶ୍ରୀବେହେରା […]
ପଟ୍ଟାମୁଣ୍ଡାଇ ୨/୫ – ଚଳିତବର୍ଷର ମାଟ୍ରିକ ପରୀକ୍ଷା ଫଳ ପ୍ରକାଶ ପାଇଛି । ପଟ୍ଟାମୁଣ୍ଡାଇ ବ୍ଲକରେ ୧୦ଜଣ ଛାତ୍ରଛାତ୍ରୀ ସର୍ବୋଚ୍ଚ ନମ୍ବର ରଖି ପ୍ରଥମ ୧୦ଜଣଙ୍କ ମଧ୍ୟରେ ସ୍ଥାନ ପାଇଛନ୍ତି । ସେମାନଙ୍କ ମଧ୍ୟରେ ପଟ୍ଟାମୁଣ୍ଡାଇ ବ୍ଲକ କାଠିଆପଡା ଦକ୍ଷିନେଶ୍ୱର ହାଇସ୍କୁଲର ଛାତ୍ର ତଥା ମନୋଜ ରାଉତ ଓ ମିନତୀ ସୁନ୍ଦରରାୟଙ୍କ ପୁତ୍ର ଶୁଭମ ଜ୍ୟୋତି ରାଉତ ସର୍ବୋଚ୍ଚ ୫୭୫ନମ୍ବର ରଖି ଜିଲା ଟପ୍ପର ହେବାର ଗୌରବ ଅର୍ଜନ କରିଛନ୍ତି […]

