କେନ୍ଦ୍ରାପଡା ୭/୭ – କେନ୍ଦ୍ରାପଡା ଜିଲ୍ଲାରେ ମେଡିକାଲ କଲେଜ ପ୍ରତିଷ୍ଠା ଦାବିରେ ଲଢେଇ ଏକ ନିର୍ଣ୍ଣାୟକ ମୋଡ଼ରେ ପହଞ୍ଚିଛି। ରାଜନୈତିକ ପସାପାଲିରେ ବାରମ୍ବାର ପ୍ରତାରିତ କେନ୍ଦ୍ରାପଡା ଜିଲ୍ଲା ଆଜି ଅର୍ଥନୈତିକ ଦୁର୍ଗତିରେ ସଢ଼ୁଛି। ସରକାର ପରେ ସରକାର ବଦଳୁଛି। କିନ୍ତୁ ବିକାଶର ନା ଧରୁନି। ପ୍ରତିଶ୍ରୁତିର ଅଭାବ ନାହିଁ। ପ୍ରତ୍ୟେକ କେନ୍ଦ୍ରାପଡ଼ିଆଙ୍କ ଦାବି ମେଡିକାଲ କଲେଜ ପ୍ରତିଷ୍ଠା ହେଉ। ଦାବିର ଯଥାର୍ଥତା ମଧ୍ୟ ରହିଛି। କିନ୍ତୁ ପଦ୍ମ ଘୁଞ୍ôଚ ଘୁଞ୍ôଚ […]
ODISHA
କେନ୍ଦ୍ରାପଡା ୭/୭- ଯଶସ୍ୱୀ ରାଜନେତା ଭାଗବତ ପ୍ରସାଦ ମହାନ୍ତିଙ୍କ ୯୭ତମ ଜୟନ୍ତୀ ସ୍ଥାନୀୟ ଦିନବନ୍ଧୁସାହୁ ଆଇନ ମହାବିଦ୍ୟାଳୟ ସଭାଗୃହରେ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି । ଭାଗବତ ପ୍ରସାଦ ମହାନ୍ତି ଟ୍ରଷ୍ଟ ଆନୁକୂଲ୍ୟରେ ଏହି ସଭାରେ ପ୍ରାକ୍ତନ ମନ୍ତ୍ରୀ ପ୍ରଫୁଲ୍ଲ ସାମଲ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଭାଗବତ ବାବୁଙ୍କ ଜୀବନୀ ଏକ ସାଲିସ ବିହିନ ସଂଗ୍ରମୀ ଥିଲା ବୋଲି ମତବ୍ୟକ୍ତ କରିଥିଲେ । ସଂପ୍ରତି ବିପନ୍ନ ହୋଇପଡୁଥିବା ଗଣତନ୍ତ୍ରକୁ ରକ୍ଷାକରିବା […]
କେନ୍ଦ୍ରାପଡା ୭/୭ – କେନ୍ଦ୍ରାପଡ଼ା ଜିଲ୍ଲାରର ଅଗ୍ରଣୀ ସ୍ୱେଚ୍ଛାସେବୀ ଅନୁଷ୍ଠାନ ଯୁବ ସ୍ୱାଭିମାନ ପକ୍ଷରୁ ଶ୍ୟାମସୁ୍ନ୍ଦରପୁର ଗ୍ରାମପଞ୍ଚାୟତ, ପୁରୁଷୋତ୍ତମପୁର ଗ୍ରାମର ସ୍ୱର୍ଗତଃ କାର୍ତ୍ତିକ ସେଠୀ (୩୯) ଙ୍କ ଅସହାୟ ପରିବାରକୁ ନଗଦ ୨୦ ହଜାର ଟଙ୍କାର ଆର୍ôଥକ ସହାୟତା ପ୍ରଦାନ କରାଯାଇଛି। ଖବର ମୁତାବକ ଗତ ଜୁନ ୮ ତାରିଖ ରବିବାର ଦିନ ପୋଖରୀ ରେ ବୁଡ଼ି କାର୍ତ୍ତିକ ଙ୍କ ମୃତ୍ୟୁ ଘଟିଥିଲା। ପରିବାର ରେ ଅସହାୟ ସ୍ତ୍ରୀ ଏବଂ […]
କେନ୍ଦ୍ରାପଡ଼ା,୭ା୭:ତୁଳସୀକ୍ଷେତ୍ର କେନ୍ଦ୍ରାପଡାର ବ୍ରହ୍ମତାଳଧ୍ୱଜ ରଥ ଚନ୍ଦନପୋଖରୀ ନିକଟରେ ଅଟକି ଥିବା ବେଳେ ସୋମବାର ମୁଖ୍ୟ ଦେଉଳ ନିକଟ ଦୋଳବେଦି ପାଖରେ ଲାଗିଛି। ।ମଙ୍ଗଳବାର ପୂର୍ବାହ୍ନରେ ରଥ ଉପରେ ମହାପ୍ରଭୁଙ୍କ ରଘୁନାଥ ବେଶ ଅନୁଷ୍ଠିତ ହେବ ବୋଲି ସୂଚନା ଦିଆଯାଇଛି । ରଥାରୁଢ ଠାକୁରମାନଙ୍କ ଦର୍ଶନ କରିବା ପାଇଁ ସୋମବାର ମଧ୍ୟ ହଜାର ହଜାର ଭକ୍ତଙ୍କ ସମାଗମ ରଥଦାଣ୍ଡରେ ହୋଇଥିଲା। ସୋମବାର ସକାଳୁ ଝିପି ଝିପି ମେଘ ଲାଗି ରହିଥିଲା। ଏହା ସତ୍ବେ […]
କେନ୍ଦ୍ରାପଡ଼ା,୭ା୭:କେନ୍ଦ୍ରାପଡା ପୈାରସଂସ୍ଥା ଟାଉନ ହଲରେ ସୋମବାର ଜିଲ୍ଲାପାଳ ଏବଂ ଆରକ୍ଷୀ ଅଧିକ୍ଷକଙ୍କ ମିଳିତ ଜନଅଭିଯୋଗ ଶୁଣାଣୀ ଅନୁଷ୍ଠିତ ହୋଇଯାଇଛି । ଏହି ଜନ ଅଭିଯୋଗ ଶୁଣାଣୀ ଶିବିରରେ ମୋଟ ୧୨୩ଟି ଅଭିଯୋଗ ପଞ୍ଜିକୃତ ହୋଇଥିଲା। ସେଥିମଧ୍ୟରୁ ୧୧୨ ଟି ବ୍ୟକ୍ତିଗତ ହୋଇଥିବା ବେଳେ୧୧ଟି ସାମୂହିକ ଅଭିଯୋଗ ଥିଲା। ଅଭିଯୋଗ ଶୁଣାଣୀରେ ୯ ଜଣଙ୍କୁ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ମୋଟ ୩୭ହଜାର ଟଙ୍କା ଆର୍ôଥକ ସହାୟତା ପ୍ରଦାନ କରାଯାଇଛି। ଅଭିଯୋଗ ଶୁଣାଣୀରେ […]
କେନ୍ଦ୍ରାପଡା ୭/୭- ସମ୍ବିଧାନ ବଞ୍ଚାଅ ସମାବେଶ ଓ ନ୍ୟାୟବାଦୀ ନେଇ ଏକ ପ୍ରସ୍ତୁତି ବୈଠକ ପ୍ରବେଶ କଂଗ୍ରେସ କମିଟି ସଭାପତି ଭକ୍ତ ଚରଣ ଦାସଙ୍କ ନିର୍ଦ୍ଦେଶ କମେ କେନ୍ଦ୍ରାପଡା ଜିଲ୍ଲା କଂଗ୍ରେସ ଭବନରେ ଜିଲ୍ଲା ସଂଯୋଜକ ପ୍ରଫୁଲ କୁମାର ଦାସଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଥିଲା । ଜୁଲାଇ ୧୧ ସମାବେଶରେ ଭାରତବର୍ଷର ଯୁବମାନସର ପ୍ରତୀକ ଲୋକସଭାର ବିପକ୍ଷ ନେତା ରାହୁଲୁ ଗାନ୍ଧୀ, ନିଖୀଳଭାରତ କଂଗ୍ରେସ କମିଟି ସଭାପତି ରାଜ୍ୟସଭାର ବିପକ୍ଷ […]
କେନ୍ଦ୍ରାପଡା ୭/୭ – କେନ୍ଦ୍ରାପଡା ଜିଲା ପଟ୍ଟାମୁଣ୍ଡାଇ ବ୍ଲକର ପ୍ରାଣୀ ଚିକିତ୍ସାଳୟ ବର୍ଷା ପାଣି ଜମି ଅବସ୍ଥା ଶୋଚନୀୟ ହୋଇପଡ଼ିଛି। ବର୍ଷା ପାଣି ଭର୍ତି ହୋଇ ଡାକ୍ତରଖାନା ପରିସରରେ ଅଧାଆଣ୍ଠୁ ପାଣି ରହିଥିବା ବେଳେ ଅଫିସ ମଧ୍ୟରେ ଅପରିଷ୍କାର ଜଳ ପ୍ରବେଶ କରି ପଶୁ ଚିକିତ୍ସାରେ ବାଧା ସୃଷ୍ଟି କରୁଛି । ପଶୁ ଡାକ୍ତରଖାନା ନୂତନ ଗୃହ ନିର୍ମାଣ କାର୍ଯ୍ୟ ଚାଲିଥିବାରୁ ଜଳ ନିଷ୍କାସନ ପଥ ବନ୍ଦ ହୋଇଯାଇଛି । […]
କେନ୍ଦ୍ରାପଡ଼ା,୬/୭- ବାରୁଅ ସ୍ଥିତ ଅଗ୍ରଣୀ ସାଂସ୍କୃତିକ ଅନୁଷ୍ଠାନ ଭାବଗ୍ରାହୀ କଳା ନିକେତନ ଆନୁକୁଲ୍ୟରେ ଏବଂ ଭାରତ ସରକାରଙ୍କ କ୍ରୀଡା ଓ ଯୁବସେବା ମନ୍ତ୍ରଣାଳୟ ଅଧୀନସ୍ତ ମେରା ଯୁବ ଭାରତ ସଙ୍ଗଠନ ସହାୟତାରେ ଚିର ସବୁଜ ଅକ୍ଷୟ ମହାନ୍ତି କକ୍ଷରେ ମହାନ୍ ଦେଶପ୍ରେମୀ ଜାତୀୟତାବାଦୀ ନେତା ଡ. ଶ୍ୟାମାପ୍ରସାଦ ମୁଖାର୍ଜୀଙ୍କ ଜନ୍ମ ଶତବାର୍ଷିକୀ ଉପଲକ୍ଷେ ଭବ୍ୟ ଜୟନ୍ତୀ ଉତ୍ସବ ଯଥାବିଧି ପାଳିତ ହୋଇଯାଇଛି। କଳା ନିକେତନ ଏବଂ ରେଡ଼ିଓ ଭାବଗ୍ରାହୀର ପ୍ରତିଷ୍ଠାତା […]
କେନ୍ଦ୍ରାପଡା ୬/୭ -କେନ୍ଦ୍ରାପଡା ଜିଲା ପଟ୍ଟାମୁଣ୍ଡାଇ ଅଂଚଳରେ ଦ୍ରୁତ ସହରୀକରଣ ଯୋଗୁଁ ଲୋକଙ୍କ ଘର ପାଇଁ ଜମିର ଆବଶ୍ୟକତା ମଧ୍ୟ ବୃଦ୍ଧି ପାଇବାରେ ଲାଗିଛି । ଜମିର ଗୁରୁତ୍ୱକୁ ଦୃଷ୍ଟିରେ ରଖି କେତେକ ପ୍ରଭାବଶାଳି ଲୋକ ସହର ଓ ଏହାର ନିକଟବର୍ତୀ ଅଂଚଳର ସରକାରୀ ଜମି ଓ ଜଳାଶୟ ଭଳି ପ୍ରାୟ ୨ ଶହ ଏକର ଜମି ଜବରଦଖଲ କରି ବିକ୍ରୀ କରାଯାଇଛି। ଏଠାକାର ଜମି ମୂଲ୍ୟ ଆକାଶ ଛୁଆଁ […]
କେନ୍ଦ୍ରାପଡା ୬/୭- ଭିନ୍ନକ୍ଷମମାନଙ୍କ ଥେରାପି ସେବା ଓ ସଶକ୍ତିକରଣ ନିମନ୍ତେ କାର୍ଯ୍ୟରତ ଅନୁଷ୍ଠାନ “ପୁନର୍ବାସ’ ଆନୁକୁଲ୍ୟରେ ପ୍ରଥମ ଥର ପାଇଁ ଜିଲ୍ଲା ପାରା କ୍ରୀଡା ସଙ୍ଘ ଗଠିତ ହୋଇଛି । କେନ୍ଦ୍ରାପଡା ଜିଲ୍ଲାରେ ପାରାକ୍ରୀଡ଼ାର ବିକାଶ ଓ ପ୍ରୋତ୍ସାହନକୁ ଧ୍ୟାନ ଦେବା ସହିତ ଏହା ଲୁକାୟିତ ଭାବେ ଥିବା ଯୋଗ୍ୟ ଭିନ୍ନକ୍ଷମ କ୍ରୀଡାବିତ୍ ମାନଙ୍କୁ ପ୍ରତିଭା ବିକାଶରେ ସହାୟତା ପାଇଁ ଉଦ୍ୟମ କରିବ । ଏହାର ମୁଖ୍ୟ ଉପଦେଷ୍ଟା ଭାବେ […]

