କେନ୍ଦ୍ରାପଡା ୮/୮- ଉଭୟ ସଂଗଠିତ ଓ ଅସଂଗତିତ କ୍ଷେତ୍ରରେ କାର୍ଯ୍ୟରତା ମହିଳାମାନଙ୍କୁ ଏକ ସୁସ୍ଥ ଓ ନିରାପଦ କର୍ମ ପରିବେଶ ଯୋଗାଇ ଦେବା ଉଦ୍ଦେଶ୍ୟରେ ପୋସ୍ ଆଇନ, ୨୦୧୩ର ପ୍ରଣୟନ କରାଯାଇଅଛି । ଏହି ଯୌନଶୋଷଣ ନିରୋଧ ଆଇନରେ ରହିଥିବା ପ୍ରତିରୋଧଗତ, ବ୍ୟବସ୍ଥାଗତ ଓ ପ୍ରତିକାରଗତ ଦିଗଗୁଡିକ ଉପରେ କେନ୍ଦ୍ରାପଡ଼ା ଜିଲ୍ଲା ଓକିଲ ସଂଘର ଉପସଭାପତି ତଥା ବରିଷ୍ଠ ଆଡ଼ଭୋକେଟ୍ ସୁଶ୍ରୀ ନାୟକ ଆଲୋକପାତ କରିଥିଲେ। ଜିଲ୍ଲାରେ ଭିନ୍ନକ୍ଷମଙ୍କ ଥେରାପି […]
କେନ୍ଦ୍ରାପଡା ସଦର,୮ା୮ – କେନ୍ଦ୍ରାପଡା ଓଡିଶା ସ୍କୁଲ କଲେଜ ଶିକ୍ଷକ ଓ କର୍ମଚାରୀ ସମନ୍ୱୟ ସମିତିର ଆହ୍ୱାନରେ ୫ଦଫା ଦାବି ନେଇ କେନ୍ଦ୍ରାପଡା ଜିଲ୍ଲା ସମନ୍ୱୟ ସମିତିର ପାଞ୍ଚ ଶହରୁ ଉର୍ଦ୍ଧ ଶିକ୍ଷକ, ଶିକ୍ଷିକା ଓ କର୍ମଚାରୀ ନୁଆ ବସଷ୍ଟାଣ୍ଡ ନିକଟସ୍ଥ ଗୋବିନ୍ଦ ଜୀୟୁ ମନ୍ଦିର ସମ୍ମୁଖରେ ଏକ ବିଶାଳ ରାଲିରେ ସହର ପରିକ୍ରମା କରି ଜିଲ୍ଲାପାଳ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଓ ପ୍ରତିବାଦ ସଭା କରିଥିଲେ । ଜିଲ୍ଲା […]
କେନ୍ଦ୍ରାପଡା ୮/୮- ଛାତ୍ରୀ ଓ ନାରୀ ନିର୍ଯାତନା ବିରୋଧରେ ଜିଲ୍ଲା ଯୁବ ବିଜେଡି ପକ୍ଷରୁ ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କୁ ସ୍ମାରକପତ୍ର । ଗତ କିଛି ଦିନରେ ରାଜ୍ୟର ଛାତ୍ରୀ ଓ ନାରୀମାନେ ଯେପରି ନିର୍ଯାତନାର ଶିକାର ହେଉଛନ୍ତି, ତାହା ରାଜ୍ୟର ସମ୍ରଗ ଛାତ୍ର ସମାଜକୁ ସ୍ତମ୍ଭୀଭୂତ କରିଛି । ଅସଦାଚରଣ ,ଅପହରଣ,ଦୁଷ୍କର୍ମ,ଗଣଦୁର୍ଷ୍କମ, ହତ୍ୟା ଆଦି ଘଟଣା ପ୍ରତିଦିନ ଖବରକାଗଜର ଶିରୋନାମା ହେଉଛି । ନିୟମିତ ଭାବେ ଏହିଭଳି ହୃଦୟ ବିଦାରକ […]
କେନ୍ଦ୍ରାପଡା ୭/୮ – ସାରା ରାଜ୍ୟରେ ଆଲୋଡନ ସୃଷ୍ଟି କରିଥିବା କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ ବ୍ଲକ ବଡ଼ପଡା ପଂଚାୟତ କାଠିଆପଡା ଗ୍ରାମର ଛାତ୍ରୀ ପି ଡି ସଂଗୀତା ନିଆଁରେ ପୋଡି ମୃତଙ୍କ ପାଇଁ ମୁଖ୍ୟ ମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ କେନ୍ଦ୍ରାପଡା ବିଧାୟକ ଗଣେଶ୍ୱର ବେହେରାଙ୍କ ନେତୃତ୍ୱରେ ବିଜେଡିର ଶତାଧିକ କର୍ମିର୍ ଜିଲ୍ଲାପାଳଙ୍କୁ ଏକ ସ୍ମାରକ ପତ୍ର ଦେଇଥିଲେ । ଏହି ସ୍ମାରକ ପତ୍ରରେ ଉଲ୍ଲେଖ ଅଛି ଯେ ରାଜ୍ୟରେ ଆଇନ ଶୃଙ୍ଖଳା […]
କେନ୍ଦ୍ରାପଡ଼ା,୭ା୮:ଶ୍ରୀକ୍ଷେତ୍ର ପୁରୀରୁ ତୁଳସୀକ୍ଷେତ୍ରାଧିପତି ଶ୍ରୀବଳଦେବଜୀଉଙ୍କ ପାଇଁ ପାଟରାକ୍ଷୀ ଆସିଛି। ଆମ ସଂସ୍କୃତିର ଅନନ୍ୟ ପର୍ବ ହେଉଛି ପବିତ୍ର ରକ୍ଷା ବନ୍ଧନ। ଏହି ଦିନରେ ସମସ୍ତ ଭଗିନୀମାନେ ତାଙ୍କ ଭାଇଙ୍କ ହସ୍ତରେ ରକ୍ଷା ବନ୍ଧନ କରିଥାନ୍ତି। ଶ୍ରୀବଳଭଦ୍ର ମହାପ୍ରଭୁ ଓ ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କୁ ମା’ ସୁଭଦ୍ରା ରକ୍ଷା ବନ୍ଧନ କରିଥାନ୍ତି। ଏହି ଦିନ ମଧ୍ୟ ମହାପ୍ରଭୁ ଶ୍ରୀ ଶ୍ରୀ ସିଦ୍ଧ ବଳଦେବଜୀଉଙ୍କ ଜନ୍ମ ଦିବସ। ପୁରୀ ଶ୍ରୀକ୍ଷେତ୍ରରୁ ମା’ ସୁଭଦ୍ରା ପ୍ରତି […]
କେନ୍ଦ୍ରାପଡ଼ା,୭ା୮:ସାରା ରାଜ୍ୟରେ ଆଲୋଡନ ସୃଷ୍ଟି କରିଥିବା କେନ୍ଦ୍ରାପଡ଼ା ଜିଲ୍ଲାର ପଟ୍ଟାମୁଣ୍ଡାଇ ବ୍ଲକ ଅନ୍ତର୍ଗତ ବଡ଼ପଡା ପଞ୍ଚାୟତର କାଠିଆପଡା ଗ୍ରାମରେ ପ୍ରଦେଶ କଂଗ୍ରେସ କମିଟିର ତଥ୍ୟ ଅନୁସନ୍ଧାନକାରୀ କମିଟି ପହଞ୍ଚି ନିଆଁରେ ପୋଡି ମୃତ୍ୟୁବରଣ କରିଥିବା ଛାତ୍ରୀ ପି ଡି ସଂଗୀତାଙ୍କ ପରିବାରକୁ ଭେଟି ଏହି ସମବେଦନଶୀଳ ମାମଲାର ଅନୁଧ୍ୟାନ କରିଥିଲେ । ପି ସି ସି ସଭାପତି ଭକ୍ତ ଚରଣ ଦାସଙ୍କ ନିର୍ଦେଶରେ ପି ସି ସି ଉପସଭାପତି ସସ୍ମିତା […]
ପଟ୍ଟାମୁଣ୍ଡାଇ ୭/୮- କେନ୍ଦ୍ରାପଡା ଜିଲା ରାଜନଗର ବନଖଣ୍ଡ ବିଭାଗ ଅଧିନ ପଟ୍ଟାମୁଣ୍ଡାଇ ତୋରୋହି ଗ୍ରାମରେ ଗୁରୁବାର ସଂଦ୍ଧ୍ୟାରେ ପାଗଳା ଶିଆଳ ଆତଙ୍କ ଖେଳାଇଛି । ପାଗଳ ଶିଆଳ କାମୁଡାରେ ୧୭ ଜଣ ଆହତ ହୋଇଛନ୍ତି । ସେମାନଙ୍କୁ ପଟ୍ଟାମୁଣ୍ଡାଇ ଉପଖଣ୍ଡ ଚିକିତ୍ସାଳୟରେ ଭର୍ତି କରାଯାଇଛି। ଶିଆଳ ଭୟରେ ଅଂଚଳର ଲୋକମାନେ ଭୟଭୀତ ହୋଇ ଘରୁ ବାହାରିବା ପାଇଁ ଡରୁଛନ୍ତି। ରାସ୍ତାରେ ଯାଉଥିବା ସମୟରେ ହଠାତ ପାଗଳ ଶିଆଳ ଆସି ଆକ୍ରମଣ […]
ପଟ୍ଟାମୁଣ୍ଡାଇ ୭/୮- ରାଜ୍ୟରେ ବଢ଼ିଚାଲିଛି ଯୁବତୀ, ଛାତ୍ରୀ ଓ ମହିଳାଙ୍କ ଆତ୍ମହତ୍ୟା । ବାଲେଶ୍ୱର ଏଫଏମ କଲେଜ ଘଟଣା ଓ ପୁରୀ ବଳଙ୍ଗା ମାମଲା ସାରା ରାଜ୍ୟକୁ ଦୋହଲାଇ ଦେଇଥିବା ବେଳେ ଏବେ କେନ୍ଦ୍ରାପଡା ଜିଲା ପଟ୍ଟାମୁଣ୍ଡାଇ ବଡପଡାର ଛାତ୍ରୀ ବ୍ଲକମେଲିଗଂ ଶିକାର ହୋଇ ପୋଡିହୋଇ ମରିବା ଘଟଣା ସାରା ରାଜ୍ୟରେ ଆଲୋଡନ ସୃଷ୍ଟି କରିଛି । ସନ୍ଦେହ ଜନକ ଅବସ୍ଥାରେ ମୃତ୍ୟୁ ବରଣ କରିଥିବା ସଂଗୀତାଙ୍କ ମୃତ୍ୟୁ ରହସ୍ୟ […]
କେନ୍ଦ୍ରାପଡ଼ା: ଜିଲ୍ଲାର ପଟ୍ଟାମୁଣ୍ଡାଇ ଗ୍ରାମାଞ୍ଚଳ ଥାନା କାଠିଆପଡ଼ା ଗାଁରେ ଆଜି ଘର ଭିତରେ ଜଣେ ଯୁବତୀ ଜିଅନ୍ତା ଜଳିଯିବା ଘଟଣାରେ ଆରକ୍ଷୀ ଅଧୀକ୍ଷକ ସିଦ୍ଧାର୍ଥ କଟାରିଆ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇଛନ୍ତି। ସେ କହିଛନ୍ତି ମୃତ ଯୁବତୀଙ୍କ ବାପା ଓ ମା’ଙ୍କ ସହିତ କଥା ହୋଇଛି। କେନ୍ଦ୍ରାପଡ଼ା: ଜିଲ୍ଲାର ପଟ୍ଟାମୁଣ୍ଡାଇ ଗ୍ରାମାଞ୍ଚଳ ଥାନା କାଠିଆପଡ଼ା ଗାଁରେ ଆଜି ଘର ଭିତରେ ଜଣେ ଯୁବତୀ ଜିଅନ୍ତା ଜଳିଯିବା ଘଟଣାରେ ଆରକ୍ଷୀ ଅଧୀକ୍ଷକ ସିଦ୍ଧାର୍ଥ […]
କେନ୍ଦ୍ରାପଡ଼ା ପଟ୍ଟାମୁଣ୍ଡାଇ ଛାତ୍ରୀ ମୃତ୍ୟୁ ଘଟଣାରେ ପୋଲିସ ମୃତ ଛାତ୍ରୀଙ୍କ ମୋବାଇଲ୍ ସିଜ୍ କରିଛି । ମୋବାଇଲରୁ ସ୍ପଷ୍ଟ ହେବ ଛାତ୍ରୀଙ୍କ ପୁରୁଷ ବନ୍ଧୁର ରହସ୍ୟ ।ମୋବାଇଲ ଜବତ ପରେ କଲ୍ ଡିଟେଲ୍ସ ଯାଂଚ କରାଯାଉଛି । କାହାକୁ ହୋଇଥିଲା ଶେଷ କଲ୍ ତା’ର ଯାଂଚ ପୋଲିସ କରୁଛି ।ପୋଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି । ଏସପି, ଅତିରିକ୍ତ ଏସପି, ଏସଡିପିଓ, […]

