କେନ୍ଦ୍ରାପଡ଼ା,୪ା୬: କେନ୍ଦ୍ରାପଡ଼ା ବ୍ଲକ ଅନ୍ତର୍ଗତ ବଗଡ଼ା ପ୍ରାଥମିକ କୃଷି ସମବାୟ ସମିତିର ପରିଚାଳନା ସମିତି ବୈଠକ ଓ ଚଳିତ ରବି ବିପଣନ ଋତୁ ୨୦୨୪/୨୫ ନିମନ୍ତେ ମୁଗମଣ୍ଡି ଉଦ୍‌ଘାଟନ ବିଧିମତେ ବୁଧବାର ଅନୁଷ୍ଠିତ ହୋଇଯାଇଛି। ସମିତି ପରିସରରେ ସଭାପତି ଇଂ ଅକ୍ଷୟ କୁମାର ପାଣିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ସମ୍ପାଦକ କାଳନ୍ଦୀ ଚରଣ ବିଶ୍ୱାଳ ପୂର୍ବସଭାର ବିବରଣୀ ପଠନ କରିବା ପରେ ଏହାର ଦୃଢ଼ୀକରଣ କରାଯାଇଥିଲା। ଗତ ଖରିଫ ଋତୁରେ […]

ଡେରାବିସ ୩/୬– ୮୦ ବର୍ଷ ବୟସରୁ ଊର୍ଦ୍ଧ୍ୱ ସମସ୍ତ ବୃଦ୍ଧ ବୃଦ୍ଧାଙ୍କୁ ବାର୍ଦ୍ଧକ୍ୟ ଭତା ୩୫୦୦ ଟଙ୍କା ପ୍ରଦାନ ଲାଗି ସରକାରଙ୍କ ପକ୍ଷରୁ ଘୋଷଣା କରାଯାଇ ପ୍ରଦାନ କରାଗଲାଣି। କିନ୍ତୁ ବୟସ ହୋଇଯିବା ପରେ ବି ବର୍ଦ୍ଧିତ ଭତା ପାଇବାରୁ ବଂଚିତ ହୋଇଛନ୍ତି କେନ୍ଦ୍ରାପଡା ଜିଲା ଡେରାବିସ ବ୍ଲକ ଲକ୍ଷ୍ମୀନାରାୟଣ ପଂଚାୟତର ନୂଆହାଟ ଗ୍ରାମରେ ରହୁଥିବା ଜଣେ ଅସାହାୟ ୮୩ ବର୍ଷ ବୟସର ବୃଦ୍ଧା ବିମଳି ଜେନା । ନୂଆହାଟ […]

କେନ୍ଦ୍ରାପଡ଼ା,୩ା୬: ବାଲେଶ୍ୱରର ଶ୍ରୀଲିପ୍ତା ପ୍ରିଣ୍ଟ ମିଡିଆ ଦୈନିକି ଖବରକାଗଜ ‘ଅପରାହ୍ନ’ର ଆନୁକୂଲ୍ୟରେ ରାଜ୍ୟସ୍ତରୀୟ ସାରସ୍ୱତ ମହୋତ୍ସବ ଓ କବିତାକୁମ୍ଭ ପୁସ୍ତକ ମହୋତ୍ସବରେ କେନ୍ଦ୍ରାପଡାର ଜଣାଶୁଣା ପ୍ରକୃତିବନ୍ଧୁ କବି ନୃସିଂହ ଚରଣ ତ୍ରିପାଠୀଙ୍କୁ ‘ସୃଜନଶ୍ରୀ’ ସମ୍ମାନ ପ୍ରଦାନ କରାଯାଇଛି । ଉଦ୍‌ଯାପନୀ ଉତ୍ସବରେ ନୟାଗଡ ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ଡଃ ଅରୁଣ କୁମାର ସାହୁ ଉଦ୍‌ଘାଟକ ଭାବରେ, ରେବତୀର ସମ୍ପାଦିକା ତଥା ବସ୍ତା ବିଧାୟିକା ସୁବାସିନୀ ଜେନା ମୁଖ୍ୟ ଅତିଥି […]

କେନ୍ଦ୍ରାପଡ଼ା,୩ା୬: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ଭୁବନେଶ୍ୱରସ୍ଥିତ ଲୋକସେବା ଭବନର କନଭେନସନ ସେଣ୍ଟରଠାରେ ବିଭିନ୍ନ ଉନ୍ନତିମୂଳକ ପ୍ରକଳ୍ପର ଲୋକାର୍ପଣ ଓ ଶିଳାନ୍ୟାସ କରିଛନ୍ତି। ଏହି ପରିପ୍ରେକ୍ଷୀରେ ରାଜ୍ୟର ସମସ୍ତ ଜିଲ୍ଲା ଭିଡ଼ିଓ କନଫୋରେନ୍ସ ମାଧ୍ୟମରେ ଯୋଡ଼ି ହୋଇଥିଲେ। ଏହି କ୍ରମରେ କେନ୍ଦ୍ରାପଡ଼ା ଜିଲ୍ଲା ମଧ୍ୟ ଭିଡ଼ିଓ କନଫୋରେନସିଂରେ ଯୋଡ଼ି ହୋଇଥିଲା। ବାଣିଜ୍ୟ ଓ ପରିବହନ ବିଭାଗ ଦ୍ୱାରା ଆୟୋଜିତ ଜିଲ୍ଲା କାର୍ଯ୍ୟକ୍ରମରେ କେନ୍ଦ୍ରାପଡ଼ା ବିଧାୟକ ଗଣେଶ୍ୱର ବେହେରା, ମହାକାଳପଡ଼ା […]

ମୌସୁମୀ ବର୍ଷାର ପ୍ରଥମ ଛୁଆଁରେ ଆନ ମନା ହୋଇଛି ଧରଣିରାଣୀ , ଧରଣିରାଣୀର ବୁକୁ ଚିରି ବାହାରି ଆସୁଛନ୍ତି ଲାଲ ଟୁକୁ ଟୁକୁ ସାଧବବୋହୂ । ପ୍ରକୃତିର ପରଶ ଛୁଆଁରେ ସତେ ଅବା କେହି ଜଣେ ରଙ୍ଗର ତୁଳି ଧରି ଆଙ୍କିଦେଇଛି ରଙ୍ଗ ବେରଙ୍ଗର ସୁନ୍ଦର ଉପମା ସବୁକୁ । ନଦୀ, ଝରଣା, ପାହାଡ, ପର୍ବତ, ସାଗର ସହିତ ରଙ୍ଗ ବେରଙ୍ଗର ବୃକ୍ଷରାଜି । ଏହି ସୁନ୍ଦର ସୃଷ୍ଟିରେ ସୃଷ୍ଟିକର୍ତ୍ତାଙ୍କ […]

Bhubaneswar 3/6-ପୁଣି ଧୋକା ଦେଲା ମୌସୁମୀ। ଓଡ଼ିଶା ଛୁଇଁବା ପୂର୍ବରୁ ଲଘୁଚାପ ଫାନ୍ଦରେ ପଡ଼ି ବାଟରେ ଅଟକି ଗଲା। ଦିନେ ଦୁଇଦିନ ବୁନ୍ଦା ଝାଡ଼ି ପ୍ରାକ୍ ମୌସୁମୀ ବର୍ଷା ବି ଓଡ଼ିଶାରୁ ମୁହଁ ଫେରାଇ ନେଲା। ଏହାପରେ ରାଜ୍ୟରେ ପୁଣି ଖରାପାଗ ବଢ଼ିବା ସହ ତାତି ବଢ଼ିଛି, ଆରମ୍ଭ ହୋଇଛି ପ୍ରଚଣ୍ଡ ଗୁଳୁଗୁଳି। ଆଭ୍ୟନ୍ତରୀଣ ଓଡ଼ିଶାରେ ୫ରୁ ୬ଡିଗ୍ରୀ ପର୍ଯ୍ୟନ୍ତ ତାପମାତ୍ରା ବୃଦ୍ଧି ପାଇଛି। ଆସନ୍ତା ଦୁଇ ସପ୍ତାହ ପର୍ଯ୍ୟନ୍ତ […]

ପଟ୍ଟାମୁଣ୍ଡାଇ୨/୬- କେନ୍ଦ୍ରାପଡା ଜିଲା ପଟ୍ଟାମୁଣ୍ଡାଇ ତହସିଲ ଅନ୍ତର୍ଗତ କଠିଆପଡା ଗ୍ରାମର ଜଳ ନିଷ୍କାସନ ପଥ ନୟନଜୋରିକୁ ଜଣେ ମୁଷ୍ଟିମେୟ ବ୍ୟକ୍ତି ଜବରଦଖଲ କରିବା ସହିତ ଯୁବକସଂଘ ଜାଗାକୁ ଅକ୍ତିଆରକୁ ନେଇ ଦୋକାନ ଘର ନିର୍ମାଣ କରି ବ୍ୟବସାୟରେ ଲଗାଇଛନ୍ତି। ଫଳରେ ବର୍ଷାଦିନେ ଉଦବୁତ ଜଳ ନିଷ୍କାସନ ହୋଇନପାରି ଜମିରହୁଛି ।ଏନେଇ ଗ୍ରାମବାସୀ ବାରମ୍ବାର ତହସିଲ ପ୍ରଶାସନଠାରୁ ଆରମ୍ଭ କରି ଜିଲ୍ଲା ପ୍ରଶାସନ ପର୍ଯର୍୍ୟନ୍ତ ଅଭିଯୋଗ କରି ଆସିଛନ୍ତି। ଏଠାରେ ଜବରଦଖଲକାରୀଙ୍କ […]

Bhubaneswar, ୨/୬- ଓଡ଼ିଶାରେ କରୋନା ସଂକ୍ରମଣ ମାମଲା ବୃଦ୍ଧି ପାଇଛି ଏବଂ ନୂଆ ତିନୋଟି ମାମଲା ଚିହ୍ନଟ ହେବା ପରେ ରାଜ୍ୟରେ ସକ୍ରିୟ ପଜିଟିଭ ମାମଲା ସଂଖ୍ୟା ୧୫କୁ ବୃଦ୍ଧି ପାଇଛି ବୋଲି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡକ୍ଟର ନୀଳକଣ୍ଠ ମିଶ୍ର ସୋମବାର ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ ରାଜ୍ୟରେ କୋଭିଡ ମାମଲା ସଂଖ୍ୟା ୧୨ ଥିଲା, କିନ୍ତୁ ସ୍ୱାସ୍ଥ୍ୟ ବିଭାଗକୁ ଗତ ରାତି ପର୍ଯ୍ୟନ୍ତ ମିଳିଥିବା ସୂଚନା ଅନୁସାରେ […]

କେନ୍ଦ୍ରାପଡା,୨ା୬: କେନ୍ଦ୍ରାପଡା ମ୍ୟୁନିସିପାଲିଟି ୧୫ ନଂ ୱାର୍ଡରେ ଥିବା ୧୦୦ ବର୍ଷର ଦୁଇଟି କଲଭର୍ଟ କିଛି ଖଳ ପ୍ରକୃତିର ଲୋକ ମାଟି ପକାଇବା ଦ୍ୱାରା ଜଳ ନିଷ୍କାସନ ହେଉ ନାହିଁ । ଯାହା ଫଳରେ ଟିକେ ବର୍ଷାହେଲେ ୧୫ନଂ ୱାର୍ଡରେ ପାଣି ଯାଇ ନପାରିବାରୁ ସେଠାରେ ରହୁଥିବା ପୌରବାସୀମାନେ ନାହି ନଥିବାର ଅସୁବିଧା ଭୋଗୁଛନ୍ତି । ତେଣୁ ଜନଶକ୍ତି ପାର୍ଟି ଅଧ୍ୟକ୍ଷ ବରିଷ୍ଠ ଆଇନଜୀବୀ ପ୍ରଦୀପ ଦାଶ ଓ ସେଠିକାର […]

ଆବଶ୍ୟକ ଶିକ୍ଷକ ପଦବୀ ଖାଲି ବଖରାଏ ଘରେ ଏକାଧିକ ଶ୍ରେଣୀର ପିଲା ପାଠ ପଢ଼ୁଛନ୍ତି ୨୧ ଟି ବିଦ୍ୟାଳୟରେ ଜଣେ ଜଣେ ଶିକ୍ଷକ ପଟ୍ଟାମୁଣ୍ଡାଇ ୩୧/୫ -କେନ୍ଦ୍ରାପଡା ଜିଲା ପଟ୍ଟାମୁଣ୍ଡାଇ ଅଂଚଳରେ ବର୍ଷବର୍ଷ ଧରି ବହୁସଂଖ୍ୟକ ଶିକ୍ଷକ ପଦ ଖାଲି ପଡିଥିବାରୁ ଶିକ୍ଷା ବ୍ୟବସ୍ଥା ଏକ ପ୍ରକାର ଭୁସୁଡି ପଡିଛି । ପ୍ରାଥମିକ ବିଦ୍ୟାଳୟରୁ ଉଚ୍ଚ ଓ ମହାବିଦ୍ୟାଳୟ ପର୍ଯ୍ୟନ୍ତ ଉତ୍କଟ ଶିକ୍ଷକ ମରୁଡି ଲାଗି ରହି ଗୁଣାତ୍ମକ ଶିକ୍ଷା […]

Breaking News