ନିକିରାଇ ଆଇଆଇସି ପଦ୍ମାଳୟା ପ୍ରଧାନଙ୍କୁ ଶିଶୁମିତ୍ର ପୋଲିସ ଅଧିକାରୀ ଭାବେ ସମ୍ବର୍ଦ୍ଧିତ କେନ୍ଦ୍ରାପଡା,୬ା୬: ଜିଲ୍ଲା ଶିଶୁ ସୁରକ୍ଷା ବିଭାଗ ଓ ଚାଇଲଡ ଫଣ୍ଡ୍ ଇଣ୍ଡିଆର ମିଳିତ ଆନୁକୂଲ୍ୟରେ ଜିଲ୍ଲା ପରିଷଦ ସଭାଗୃହରେ ଶିଶୁ ସୁରକ୍ଷା ଉପରେ ଅନଲାଇନରେ ଶିଶୁକୁ କରାଯାଉଥିବା ଯୌନ ଶୋଷଣ ଓ ଦୁର୍ବ୍ୟବହାର ସମ୍ପର୍କରେ ଆଇନଗତ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥିଭାବେ ଜିଲ୍ଲା ପରିଷଦର ସଭାପତି ସୁଶ୍ରୀ ଲିଳିତା ଦାସ […]
ରାଜ୍ୟ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ଓ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଆନୁକୂଲ୍ୟରେ ଆୟୋଜିତ ୫ ଜୁନ ୨୦୨୫ ଦିନ ରାଜ୍ୟସ୍ତରୀୟ ବିଶ୍ୱ ପରିବେଶ ଦିବସ ପାଳନ ଉତ୍ସବରେ ପଟ୍ଟାମୁଣ୍ଡାଇ ବାଲିପାଟଣା ହରା ଭାରତ ଅନୁଷ୍ଠାନକୁ ପ୍ରକୃତି ମିତ୍ର ପୁରସ୍କାର ପ୍ରଦାନ କାରାଯାଇଛି । ପରିବେଶ ସୁରକ୍ଷା ଓ ଜଙ୍ଗଲ ସୁରକ୍ଷା ତଥା ବୃକ୍ଷ ରୋପଣ କାର୍ଯ୍ୟକ୍ରମ ସହିତ ଜନ ପ୍ରେରଣା ସୃଷ୍ଠି କରୁଥିବା ହରା ଭାରତ […]
କେନ୍ଦ୍ରାପଡା, ୫ା୬ – ଓଡିଶା ରାଜ୍ୟ ସରକାରର ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତନ ବିଭାଗ ପକ୍ଷରୁ ଚଳିତ ବର୍ଷର ପ୍ରକୃତି ମିତ୍ର ସମ୍ମାନ ସମାରୋହ ଭୂବନେଶ୍ୱରସ୍ଥ ଓୟୁଏଟି ପରିସରରେ ଗୁରୁବାର ଅନୁଷ୍ଠିତ ହୋଇଯାଇଛି । ଏହି ସମାରୋହରେ କେନ୍ଦ୍ରାପଡା ଜିଲାର ୮ଟି ଅନୁଷ୍ଠାନକୁ ଏହି ସମ୍ମାନରେ ସମ୍ମାନୀତ କରାଯାଇଛି । ସେଗୁଡିକ ହେଲେ କେନ୍ଦ୍ରାପଡା ବ୍ଲକ କୋରୋ ପଂଚାୟତ ନୋଡାଲ ସ୍କୁଲ, ଡେରାବିଷ ବ୍ଲକ ଅଳାବାଙ୍କର ଇନଷ୍ଟୁଚୁସନ ଅଫ […]
କେନ୍ଦ୍ରାପଡା, ୫ା୬ – କେନ୍ଦ୍ର ଓ ରାଜ୍ୟ ସରକାରର ସହଯୋଗିତା ଓ ରିହାତି ମାଧ୍ୟମରେ ଚାଲିଥିବା ପିଏମ ସୂର୍ଯ୍ୟ ଘର ବିଦ୍ୟୁତ ଯୋଜାର ଏକ କର୍ମଶାଳା କେନ୍ଦ୍ରାପଡା ସହରର ରିଡିଙ୍ଗ ରୁମ ପରିସରରେ ଗୁରୁବାର ଅନୁଷ୍ଠିତ ହୋଇଯାଇଛି । ଡି ଲୋକ କମ୍ପାନୀ ପକ୍ଷରୁ ଆୟୋଜିତ ଏହି କର୍ମଶାଳାରେ ବ୍ୟବସାୟ ପରିଚାଳନା ଅଧିକାରୀ ଅରନ୍ଦିମ ସାହୁ, ରାଜ୍ୟ ସଂଯୋଜକ ବିଭୁତିଭୂଷଣ ଆଚାର୍ଯ୍ୟ, ଜିଲା ସଂଜୋଜକ ସର୍ବେଶ୍ୱର ସାହୁ ଆଲୋଚକ ଭାବେ […]
କେନ୍ଦ୍ରାପଡା,୫ା୬: କେନ୍ଦ୍ରାପଡା ମ୍ୟୁନିସିପାଲିଟି ରଣପଡା ସ୍ଥିତ ୧୩ ନଂ ୱାର୍ଡରେ କିଛି ଖଳ ପ୍ରକୃତିର ଲୋକ ମାଟି ପକାଇବା ଦ୍ୱାରା ଜଳ ନିଷ୍କାସନ ହେଉନାହିଁ । ଯାହା ଫଳରେ ଟିକେ ବର୍ଷାହେଲେ ୧୩ନଂ ୱାର୍ଡ ନୁର ମଜଜିଦ ସମ୍ମୁଖରେରେ ପାଣି ଯାଇ ନପାରିବାରୁ ରଣପଡାଠାରେ ରହୁଥିବା ପୌରବାସୀମାନେ ନାହିଁ ନଥିବାର ଅସୁବିଧା ଭୋଗୁଛନ୍ତି । ତେଣୁ ଜନଶକ୍ତି ପାର୍ଟି ଅଧ୍ୟକ୍ଷ ବରିଷ୍ଠ ଆଇନଜୀବୀ ପ୍ରଦୀପ ଦାଶ ଓ ସେଠିକାର ବାସିନ୍ଦାମାନଙ୍କ […]
କେନ୍ଦ୍ରାପଡା,୫ା୬: ରାଜ୍ୟ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ଓ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଆନୁକୂଲ୍ୟରେ ଆୟୋଜିତ ୫ ଜୁନ ୨୦୨୫ ଦିନ ରାଜ୍ୟସ୍ତରୀୟ ବିଶ୍ୱ ପରିବେଶ ଦିବସ ପାଳନ ଉତ୍ସବରେ କୋରୋ ପଞ୍ଚାୟତ ନୋଡାଲ ଉଚ୍ଚ ବିଦ୍ୟାଳୟ ପ୍ରକୃତି ମିତ୍ର ପୁରସ୍କାରପ୍ରାପ୍ତ କରିଛି । ପ୍ରକୃତି ଓ ପରିବେଶକୁ ପରିବର୍ତ୍ତନ କରିବା, ପରିବେଶକୁ ସବୁଜ ସୁନ୍ଦର କରିବା, ପରିବେଶକୁ ପ୍ଲାଷ୍ଟିକ ମୁକ୍ତ କରିବା ଓ ବିଭିନ୍ନ ପରିବେଶ […]
ପଟ୍ଟାମୁଣ୍ଡାଇ ତା ୫/୬-ପଟ୍ଟାମୁଣ୍ଡାଇ ପଂଚାୟତ ସମିତି ବୈଠକ ବ୍ଲକ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇ ଯାଇଛି । ପଂଚାୟତ ସମିତି ଅଧ୍ୟକ୍ଷ ପ୍ରଦ୍ୟୁମ୍ନ ସାମନ୍ତରାୟଙ୍କ ପୌରହିତ୍ୟରେ ଗୁରୁବାର ଅନୁଷ୍ଠିତ ୫ମ ସାଧାରଣ ବୈଠକରେ କେନ୍ଦ୍ରାପଡ଼ା ବିଧାୟକ ଗଣେଶ୍ୱର ବେହେରା ଯୋଗ ଦେଇ ପଟ୍ଟାମୁଣ୍ଡାଇ ପଂଚାୟତ ସମିତର ସାମଗ୍ରିକ ବିକାଶ ପାଇଁ ସମ୍ପୂର୍ଣ ସହଯୋଗ କରିବା ସହ ପଟ୍ଟାମୁଣ୍ଡାଇକୁ ଜିଲ୍ଲାର ଏକ ନମ୍ବର ପଂଚାୟତ ସମିତି କରିବା ପାଇଁ ସମସ୍ତ ସହଯୋଗ […]
ପଟ୍ଟାମୁଣ୍ଡାଇ ୫/୬ -ପଟ୍ଟାମୁଣ୍ଡାଇ ପୌରାଂଚଳ ଅନ୍ତର୍ଗତ ପୋଖରୀପଡା ପତିତପାବନ ରଥ ଯାତ୍ରା ପାଇଁ ଏକ ପ୍ରସ୍ତୁତି ବୈଠଳ ଅନୁଷ୍ଠିତ ହୋଇଯାଇଛି । ରାଜନଗର ବିଧାୟକ ଧ୍ରୁବ ସାହୁଙ୍କ ପୌରହିତ୍ୟରେ ଆୟୋଜିତ ବୈଠକରେ ପୌରଧ୍ୟକ୍ଷ ହେମନ୍ତ ସାହୁ, ବ୍ଲକ ଅଧ୍ୟକ୍ଷ ପ୍ରଦ୍ୟୁମ୍ନ ସାମନ୍ତରାୟ, ଅତିରିକ୍ତ ତହସିଲଦାର ଦିଲ୍ଲୀପ ନାୟକ, ପୌର ପରିଷଦ ନିର୍ବାହୀ ଅଧିକାରୀ ରଞ୍ଜନ ଦାଶ, ମନ୍ଦିର ପରିଚାଳନା କମିଟି ସଭାପତି ପୂର୍ଣ୍ଣ ଚନ୍ଦ୍ର ଦାଶ, ମାଉସୀ ମା ମନ୍ଦିର […]
ପଟ୍ଟାମୁଣ୍ଡାଇ ୫/୬ -ପଟ୍ଟାମୁଣ୍ଡାଇରୁ କଥାକାର ପ୍ରଦୀପ ନାୟକଙ୍କ ସମ୍ପାଦନାରେ ପ୍ରକାଶିତ ସର୍ଜନାର ଊର୍ମୀ ” ସାହିତ୍ୟଭୂମି ” ପତ୍ରିକାର ଷଷ୍ଠ ବର୍ଷ ସଂଖ୍ୟା ସ୍ଥାନୀୟ ଟାଉନ କ୍ଳବ୍ ପରିସରରେ ଉନ୍ମୋଚିତ ହୋଇଯାଇଛି । ସାହିତ୍ୟଭୂମି ଲେଖକ ସଂସଦର ସଭାପତି ଶିକ୍ଷାବିତ୍ ଶଚିନନ୍ଦନ ଦାସଙ୍କ ପୌରୋହିତ୍ୟରେ ଆୟୋଜିତ ସଭାରେ ପ୍ର. ଅନିରୁଦ୍ଧ ରାଉଳ ମୁଖ୍ୟ ଅତିଥି, ପଟ୍ଟାମୁଣ୍ଡାଇ ମହାବିଦ୍ୟାଳୟର ଅଧ୍ୟକ୍ଷ ଡ଼. ଦୁଃଶାସନ ପରିଡ଼ା ମୁଖ୍ୟବକ୍ତା,ପ୍ର. ରମେଶ ଚନ୍ଦ୍ର ଜେନା, ପ୍ର. […]
ପଟ୍ଟାମୁଣ୍ଡାଇ ୫/୬ – ଉତମ ରାଜସ୍ୱ ସେବା ଯୋଗାଇ ସାଧାରଣରେ ଆଦୃତ ହୋଇଥିବା ପଟ୍ଟାମୁଣ୍ଡାଇ ତହସିଲଦାର ପଂଚାନନ ନାୟକଙ୍କୁ ରାଜ୍ୟ ସ୍ତରରେ ପୁରସ୍କୃତ କରାଯାଇଛି । ଏହି ଉପଲକ୍ଷେ ଭୁବନେଶ୍ୱର ଲୋକସେବା ଭବନ ଠାରେ ଆୟୋଜିତ ରାଜ୍ୟ ରାଜସ୍ୱ ଅଧିକାରୀ ସମ୍ମିଳନୀରେ ରାଜସ୍ୱ ସେବା ପାଇଁ ରାଜ୍ୟରେ ୫ମ ସ୍ଥାନ ଅଧିକାର କରିଥବା ପଟ୍ଟାମୁଣ୍ଡାଇ ତହସିଲଦାର ପଂଚାନନ ନାୟକଙ୍କୁ ରାଜ୍ୟ ଉପମୁଖ୍ୟମନ୍ତୀ କନକ ବର୍ଦ୍ଧନ ସିଂହଦେଓ, ରାଜସ୍ୱ ଓ ବିପର୍ଯ୍ୟୟ […]