ସଖିବଟରେ ବିଶ୍ୱଶାନ୍ତି ମହାଯଜ୍ଞ

blank
କେନ୍ଦ୍ରାପଡ଼ା,୯ା୪: ସଖିବଟରେ ବିଶ୍ୱଶାନ୍ତି ମହାଯଜ୍ଞ ଅନୁଷ୍ଠିତ ହୋଇଯାଇଛି। ଗରାପୁର ଦିବ୍ୟଜୀବନ ସଙ୍ଘ ଶିବାନନ୍ଦ ଆଶ୍ରମର ଅଧ୍ୟକ୍ଷା ଶ୍ରୀମା ଦିବ୍ୟସ୍ୱରୂପାନନ୍ଦ ସରସ୍ୱତୀ ଏହାକୁ ଉଦଘାଟନ କରି କହିଲେ ଯେ ଯଜ୍ଞ୍ୟାନାଂ ଜପ ଯଜ୍ଞାସ୍ମୀନ ଶୃଙ୍ଗରନାମ ହିମାଳୟ ଏହି ନ୍ୟାୟରେ ଭାରତବର୍ଷ ମୁନିଋଷିମାନଙ୍କର ତପସ୍ୟାର କେନ୍ଦ୍ରବିନ୍ଦୁ ଯାହାଙ୍କର କୃପାରୁ ଏଦେଶର ପାଣି, ପବନ, ବୃକ୍ଷଲତା, ନଦନଦୀମାନେ ମଧ୍ୟ ଧର୍ମରେ ଜଡିତ। ଏହି ଦେଶରେ ଆମର ଜନ୍ମ। ଆମେ ସମସ୍ତେ ମିଳିତ ହୋଇ ଦେଶ, ଜାତି ଓ ସମାଜ ଗଠନରେ ସହଯୋଗ କଲେ ଏକ ସୁସ୍ଥ ସମାଜ ଗଠନ ସହଜ ହୋଇପାରିବ ବୋଲି ଶ୍ରୀ’ମା କହିଥିଲେ। ପଣ୍ଡିତ ପ୍ରତାପ ପତି, ବାବାଜୀ ଦାସ, ପଣ୍ଡିତ ଗଗନ ଆଚାର୍ଯ୍ୟ ପ୍ରଭୃତିଙ୍କ ଗହଣରେ ଏକ ଜିଲ୍ଲା ସ୍ତରୀୟ ନୃତି ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ଏହି ପ୍ରତିଯୋଗିତାର କୃତି ପ୍ରତିଯୋଗୀମାନଙ୍କୁ ଶ୍ରୀମା ପୁରସ୍କୃତ କରିଥିଲେ।

Next Post

ଦାଣ୍ଡିସାହି ଜୟହିନ୍ଦ ହାଇସ୍କୁଲ ପିଏମ ଶ୍ରୀ କ୍ରୀଡା ଉତ୍ସବ

Wed Apr 9 , 2025
ପଟ୍ଟାମୁଣ୍ଡାଇ ୯/୪ – ପଟ୍ଟାମୁଣ୍ଡାଇ ବ୍ଲକ ଅନ୍ତର୍ଗତ ପେଣ୍ଠପାଳ ପଂଚାୟତ ଦାଣ୍ଡିସାହି ଜୟହିନ୍ଦ ହାଇସ୍କୁଲ ଉତ୍ତମ ଶିକ୍ଷାଦାନ, ଭିତ୍ତିଭୂମି ପାଇଁ ସମ୍ପ୍ରତି ପଟ୍ଟାମୁଣ୍ଡାଇ ବ୍ଲକରେ ଏକମାତ୍ର ସ୍କୁଲ ଭାବେ ପି ଏମ ଶ୍ରୀ ମାନ୍ୟତା ପାଇଛି । ସରକାରୀ ନିର୍ଦେଶ ଅନୁଯାୟୀ ବୁଧବାର ଦାଣ୍ଡିସାହି ଜୟହିନ୍ଦ ହାଇସ୍କୁଲରେ ପି ଏମ ଶ୍ରୀ କ୍ରୀଡା ଉତ୍ସବ ଅନୁଷ୍ଠିତ ହୋଇଯାଇଛି ।ପ୍ରଧାନଶିକ୍ଷକ ଭାସ୍କର ଚନ୍ଦ୍ର ବେହେରାଙ୍କ ପୌରହିତ୍ୟ ସହକାରୀ ଶିକ୍ଷୟତ୍ରୀ ବିଜୟଲଷ୍ମୀ ଦାଶଙ୍କ […]
blank

ଲୋକମତ

Breaking News

https://v3.adxpremium.services/dashboard/register-publisher

Discover more from Lokamata Odisha

Subscribe now to keep reading and get access to the full archive.

Continue reading