ଦେଶସେବା ଫାଉଣ୍ଡେସନର ବାର୍ଷିକ ଉତ୍ସବ

blank
କେନ୍ଦ୍ରାପଡ଼ା,୨୬ା୧୨:କେନ୍ଦ୍ରାପଡ଼ାର ଇନ୍ଦାଳରେ ଦେଶ ସେବା ଫାଉଣ୍ଡେସନ ପରିବାର ୨୦୧୬ ମସିହାରେ ଗଢି ଉଠିଥିଲା। ଏହାର ତୃତୀୟ ବାର୍ଷିକ ଉତ୍ସବ ପାଳନ ଅବସରରେ ମୁଖ୍ୟ ଅତିଥି ଭାବେ ଉପସ୍ଥିତ ଥିଲେ ନବପ୍ରଭାତ ଗ୍ରୁପ ଅଫ୍ ମ୍ୟାନେଜମେଣ୍ଟର ପ୍ରାଣ ପ୍ରତିଷ୍ଠାତା ଇଂ ମାନଗୋବିନ୍ଦ ପଣ୍ଡା, ସମ୍ମାନୀତ ଅତିଥି ସମାଜସେବୀ ମନୀଷା ପଣ୍ଡା, ଯୁବସମାଜସେବୀ ଅସିତ୍ ପ୍ରିୟଦଶିନୀ, ମା’ ମଞ୍ଜୁଲତା ମଲ୍ଲିକ, ଇଦାଳ ସରପଞ୍ଚ ଜ୍ୟୋସ୍ନାମୟୀ ବେହେରା, ପୂର୍ବତନ ସରପଞ୍ଚ ଅଶ୍ୱନୀ ମହାନ୍ତି ପ୍ରମୁଖ। ଏହି ଅବସରରେ ସାମ୍ବାଦିକ ସିତାକାନ୍ତ ନାୟକ, ଆଶୁତୋଷ ଶରଣସିଂ, ସମୀର କୁମାର ପ୍ରଧାନ, ଦେବାଶିଷ ସାହୁ, ସର୍ବେଶ୍ୱର ମଲ୍ଲିକ, ଯୁବ ସମାଜସେବୀ ମହେନ୍ଦ୍ର ମଲ୍ଲିକ ପ୍ରମୁଖଙ୍କୁ ଫାଉଣ୍ଡେସନ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଥିଲା। ସୁରେନ୍ଦ୍ରନାଥ ବାରିକ୍‌, ଅଧ୍ୟାପକ ପ୍ରଦୀପ ଜେନା ଅଙ୍ଗନୱାଡ଼ି ସହାୟିକା ମମତା ମହାପାତ୍ର, ଗୌତମ ମହାରଣା , ବାମ୍ବିଲୋ ସରକାରୀ ପ୍ରାଥମିକ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ବିଦ୍ୟୁତ୍ କୁମାର ମହାନ୍ତି, ପ୍ରଦିପ୍ତ କୁମାର ଶତପଥୀ, ଦେଶ ସେବା ଫାଉଣ୍ଡେସନ ପରିବାର ସମ୍ପାଦକ ଅକ୍ଷୟ କୁମାର ମଲ୍ଲିକ୍‌, ସଭାପତି ମାନସ କୁମାର ମଲ୍ଲିକ, ଉପ ସମ୍ପାଦିକା ନମିତା ମଲ୍ଲିକ୍ ,ଉପ ସଭାପତି ପୂଜା ଜେନା ,କୋଷାଧ୍ୟକ୍ଷ ଲୀନା ମଲ୍ଲିକ, ଉପଦେଷ୍ଟା ସୁରେନ୍ଦ୍ର ନାଥ ବାରିକ୍‌, ରାସବିହାରୀ କୁଣ୍ଡୁ, ସନ୍ତୋଷ ହିକାକା, କ୍ଷୀରୋଦ ପରିଡ଼ା, ଖଗେଶ୍ୱର ମଲ୍ଲିକ ,ଓମ ସାଇପ୍ରକାଶ, ଧନଞ୍ଜୟ ସାହୁ, ରୀନାରାଣୀ ଦାସ, ବେଣୁଧର ମଲ୍ଲିକ, ଆଶାନ୍ତି ସାହୁ, ସୁଶାନ୍ତ ମଲ୍ଲିକ, କଳ୍ପତରୁ ସାମଲ, ମହେଶ୍ୱର ନାୟକ, ପ୍ରଭାତ କୁମାର ସ୍ୱାଇଁ, ରଶ୍ମିତା ବରାଳ, ହେମନ୍ତ ମଲ୍ଲିକ, ଦୁଃଖିଶ୍ୟାମ ମଲ୍ଲିକ, କୁଳମଣି ମଲ୍ଲିକ, ଭଗିଆ ବାବୁ ପ୍ରମୁଖ ଯୋଗଦେଇ ଫାଉଣ୍ଡେସନର ପ୍ରତିଷ୍ଠାତାଙ୍କୁ କୃତଜ୍ଞତା ଅର୍ପଣ କରିଥିଲେ। ଏହି ଅଗ୍ରଣୀ ସ୍ୱେଚ୍ଛାସେବୀ ସଂଗଠନ ସାରା ଓଡ଼ିଶାରେ କାମକରି ପ୍ରଶଂସାର ପାତ୍ର ହୋଇପାରିଛି।

Next Post

ବଳଦେବ ସେନାର ରକ୍ତଦାନ ଶିବିର

Fri Dec 26 , 2025
କେନ୍ଦ୍ରାପଡ଼ା,୨୬ା୧୨:ବଳଦେବ ସେନା ଆନୁକୂଲ୍ୟରେ ଷଷ୍ଠ ବାର୍ଷିକ ରକ୍ତଦାନ ଶିବିର ଶ୍ରୀ ଶ୍ରୀ ସିଦ୍ଧ ବଳଦେବଜୀଉଙ୍କ ଯାତ୍ରୀ ନିବାସ ପରିସରରେ ସଫଳତାର ସହ ଅନୁଷ୍ଠିତ ହୋଇଯାଇଛି। ଏହି ମାନବିକ କାର୍ଯ୍ୟକ୍ରମରେ ସେନାର ସଦସ୍ୟମାନଙ୍କ ସହିତ ସ୍ଥାନୀୟ ଅଞ୍ଚଳବାସୀଙ୍କ ଉଲ୍ଲେଖନୀୟ ତଥା ଉତ୍ସାହଜନକ ସହଭାଗିତା ପ୍ରକାଶ ପାଇଥିଲା। କେନ୍ଦ୍ରାପଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ରକ୍ତ ଭଣ୍ଡାରର କର୍ମଚାରୀ ରାକେଶ କୁମାର ମିଶ୍ରଙ୍କ ସଂଯୋଜନାରେ ମୋଟ ୫୧ ୟୁନିଟ ରକ୍ତ ସଂଗ୍ରହ କରାଯାଇଥିଲା। ଏହା […]
blank

ଲୋକମତ

Breaking News

https://v3.adxpremium.services/dashboard/register-publisher

Discover more from Lokamata Odisha

Subscribe now to keep reading and get access to the full archive.

Continue reading