ପଟ୍ଟାମୁଣ୍ଡାଇ ଧୋୟାଂଚଳରେ ଜନ ଆକ୍ରୋଶ ମହିଳା ସମାବେଶ

blank
ପଟ୍ଟାମୁଣ୍ଡାଇ ୨/୫ – ରାଜ୍ୟ ଭାରତୀୟ ଜନତା ପାଟୀ ଆହ୍ୱାନକ୍ରମେ ଶୁକ୍ରବାର କେନ୍ଦ୍ରାପଡ଼ା ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ଧୋୟାଂଚଳ ୧୫ନଂ ଜୋନ ପକ୍ଷରୁ ଜନ ଆକ୍ରୋଶ ମହିଳା ସମାବେଶ ଅନୁଷ୍ଠିତ ହୋଇଯାଇଛି । ଏହି ଉପଲକ୍ଷେ କେନ୍ଦ୍ରାପଡ଼ା ନିର୍ବାଚନ ମଣ୍ଡଳୀ ଭାଜାପା ପ୍ରାର୍ଥୀନୀ ଗୀତାଞ୍ଜଳି ସେଠୀଙ୍କ ନେତୃତ୍ୱରେ ଏକ ମହିଳା ଶୋଭାଯାତ୍ରା ଧୋୟାଂଚଳର ବିଭିନ୍ନ ପଂଚାୟତ ପରିକ୍ରମା କରିବା ପରେ ସମାବେଶ ଓ ସଭା ଅନୁଷ୍ଠିତ ହୋଇଥିଲା ଓ ଏଥିରେ ପଟ୍ଟାମୁଣ୍ଡାଇ ବ୍ଲକ ପ୍ରାକ୍ତନ ଉପାଧ୍ୟକ୍ଷ ସୁଶାନ୍ତ ଦାସ ୧୫ନଂ ଜୋନ ଭାଜପା ସଭାପତି ଆରୋସିଷ ରାଉତ ଶକ୍ତି ରଞ୍ଜନ ବିଶ୍ୱାଳ, ବ୍ରଜ ବିହାରୀ ଧଳ, ଦୀପକ ଦାସ, ରଂଜିତ ମଲ୍ଲି. ସଞ୍ଜୟ ନନ୍ଦ, ସ୍ନେହାଂଶୁ ଜ୍ୟୋତି ନାୟ. ସୌମ୍ୟ ରଞ୍ଜନ ପଣ୍ଡା, ସୁଶାନ୍ତ ମଲ୍ଲିକ, ମୀନାରାଣୀ ଦାସ , ସୋନାଲି ପ୍ରଧାନ, ଯଶୋବନ୍ତୀ ମଲ୍ଲିକ, ସନ୍ଧ୍ୟାରାଣୀ ମଲ୍ଲିକ, ପୁଷ୍ପଲତା ସୂତା. ସରୋଜିନୀ ବିଶ୍ୱାଳ, ଶ୍ରଦ୍ଧାଞ୍ଜଳି ପରିଡା, ଆଶାଲତା ମଲ୍ଲିକ, ସସ୍ମିତା ପାତ୍ର, ମମତା ଜେନା, କାଦମ୍ବିନୀ ମଲ୍ଲିକ, ସୋନାଲି ସାହୁ, ଡଲି ପାତ୍ର, ମାନସୀ ଦାସ, ରଶ୍ମିତା ଦାସ ପ୍ରମୁଖ ଯୋଗ ଦେଇଥିଲେ ।

Next Post

ଅଖିଳ ଭାରତ ଟ୍ରେଡ ୟୁନିଅନ କଂଗ୍ରେସ ପକ୍ଷରୁ ଆନ୍ତର୍ଜାତୀୟ ଶ୍ରମ ଦିବସ

Sat May 2 , 2026
କେନ୍ଦ୍ରାପଡ଼ା,୨ା୫:ନିଜ ଭାରରେ ଭାରାକ୍ରାନ୍ତ ପୁଞ୍ଜିବାଦୀ ବ୍ୟବସ୍ଥା ଏବେ ଘୋର ଆର୍ôଥକ ସଂକଟ ଦେଇ ଗତି କରୁଥିବାବେଳେ ସେଥିରୁ ରକ୍ଷା ପାଇବା ପାଇଁ ସମଗ୍ର ବିଶ୍ୱ ଉପରେ ଅନାବଶ୍ୟକ ପ୍ରଳୟଙ୍କରୀ ଯୁଦ୍ଧ ଲଦି ଦିଆଯାଇଛି। ସେହି ଯୁଦ୍ଧ ବିରୋଧି ବିଚାର, ଆଠ ଘଣ୍ଟା କାମ, କାର୍ଯ୍ୟ କ୍ଷେତ୍ରରେ ଉପଯୁକ୍ତ ପରିବେଶ ଓ ଉପଯୁକ୍ତ ମଜୁରୀ ଦାବିରେ ପ୍ରଥମ ସାମ୍ରାଜ୍ୟବାଦୀ ବିଶ୍ୱଯୁଦ୍ଧ ପରେ ପରେ ୧୯୨୦ ମସିହାରେ ସୃଷ୍ଟି ହୋଇଥିଲା ଦେଶର ପ୍ରଥମ […]
blank

ଲୋକମତ

Breaking News

https://v3.adxpremium.services/dashboard/register-publisher

Discover more from Lokamata Odisha

Subscribe now to keep reading and get access to the full archive.

Continue reading