ସୂର୍ଯ୍ୟ ଘର ବିଜୁଳି ଯୋଜନା ସମ୍ପର୍କରେ କର୍ମଶାଳା

blank
କେନ୍ଦ୍ରାପଡା, ୫ା୬ – କେନ୍ଦ୍ର ଓ ରାଜ୍ୟ ସରକାରର ସହଯୋଗିତା ଓ ରିହାତି ମାଧ୍ୟମରେ ଚାଲିଥିବା ପିଏମ ସୂର୍ଯ୍ୟ ଘର ବିଦ୍ୟୁତ ଯୋଜାର ଏକ କର୍ମଶାଳା କେନ୍ଦ୍ରାପଡା ସହରର ରିଡିଙ୍ଗ ରୁମ ପରିସରରେ ଗୁରୁବାର ଅନୁଷ୍ଠିତ ହୋଇଯାଇଛି । ଡି ଲୋକ କମ୍ପାନୀ ପକ୍ଷରୁ ଆୟୋଜିତ ଏହି କର୍ମଶାଳାରେ ବ୍ୟବସାୟ ପରିଚାଳନା ଅଧିକାରୀ ଅରନ୍ଦିମ ସାହୁ, ରାଜ୍ୟ ସଂଯୋଜକ ବିଭୁତିଭୂଷଣ ଆଚାର୍ଯ୍ୟ, ଜିଲା ସଂଜୋଜକ ସର୍ବେଶ୍ୱର ସାହୁ ଆଲୋଚକ ଭାବେ ଯୋଗ ଦେଇଥିଲେ । ସେମାନେ ବିଜୁଳି ଶକ୍ତିର ବ୍ୟବହାର ଓ ସୋଲାର ସିଷ୍ଟମ ସମ୍ପର୍କରେ ଆଲୋଚନା କରିବା ସହିତ ସରକାରୀ ଯୋଜନାରେ ରିହାତି ସମ୍ପର୍କରେ ତଥ୍ୟ ଉପସ୍ଥାପନ କରିଥିଲେ । ଏହି କର୍ମଶାଳା ଡ. ପ୍ରକାଶ କୁମାର ଜେନାଙ୍କ ନେତୃତ୍ୱରେ ହୋଇଥିବା ବେଳେ ରାମ ନାରାୟଣ ସିଂହ, ସୁରେନ୍ଦ୍ର ନାଥ ବାରିକ, ରାଜେନ୍ଦ୍ର କୁମାର ସାହୁ ପ୍ରମୁଖ ପରିଚାଳନା କରିଥିଲେ ।


Discover more from Lokamata Odisha

Subscribe to get the latest posts sent to your email.

Leave a Reply

Your email address will not be published. Required fields are marked *

Next Post

କେନ୍ଦ୍ରାପଡାର ୮ ଅନୁଷ୍ଠାନକୁ ପ୍ରକୃତି ମିତ୍ର ସମ୍ମାନ

Thu Jun 5 , 2025
କେନ୍ଦ୍ରାପଡା, ୫ା୬ – ଓଡିଶା ରାଜ୍ୟ ସରକାରର ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତନ ବିଭାଗ ପକ୍ଷରୁ ଚଳିତ ବର୍ଷର ପ୍ରକୃତି ମିତ୍ର ସମ୍ମାନ ସମାରୋହ ଭୂବନେଶ୍ୱରସ୍ଥ ଓୟୁଏଟି ପରିସରରେ ଗୁରୁବାର ଅନୁଷ୍ଠିତ ହୋଇଯାଇଛି । ଏହି ସମାରୋହରେ କେନ୍ଦ୍ରାପଡା ଜିଲାର ୮ଟି ଅନୁଷ୍ଠାନକୁ ଏହି ସମ୍ମାନରେ ସମ୍ମାନୀତ କରାଯାଇଛି । ସେଗୁଡିକ ହେଲେ କେନ୍ଦ୍ରାପଡା ବ୍ଲକ କୋରୋ ପଂଚାୟତ ନୋଡାଲ ସ୍କୁଲ, ଡେରାବିଷ ବ୍ଲକ ଅଳାବାଙ୍କର ଇନଷ୍ଟୁଚୁସନ ଅଫ […]
blank

ଲୋକମତ

Discover more from Lokamata Odisha

Subscribe now to keep reading and get access to the full archive.

Continue reading