କ୍ଷତ୍ରିୟ-ଖଣ୍ଡାୟତ ମହାସଂଘ ପକ୍ଷରୁ ଓଡ଼ିଆ ନବବର୍ଷ

blank
କେନ୍ଦ୍ରାପଡ଼ା,୧୪ା୪:କେନ୍ଦ୍ରାପଡ଼ା ଜିଲ୍ଲା କ୍ଷତ୍ରିୟ ଖଣ୍ଡାୟତ ମହାସଂଘ ତରଫରୁ ପବିତ୍ର ପଣା ସଂକ୍ରାନ୍ତି ଏବଂ ଓଡିଆ ନବବର୍ଷ ପାଳିତ ହୋଇଯାଇଛି। ଏହି ଉପଲକ୍ଷେ କେନ୍ଦ୍ରାପଡ଼ା ଦୃଷ୍ଟିବାଧିତ ଭିନ୍ନକ୍ଷମ ବିଦ୍ୟାଳୟର ସମସ୍ତ ଛାତ୍ରଛାତ୍ରୀଙ୍କୁ ଫଳ ଓ ଖାଦ୍ୟ ବଣ୍ଟନ କରାଯାଇଥିଲା। ପରେ ଇଛାପୁରସ୍ଥିତ ଶ୍ରୀବଳଦେବଜୀଉଙ୍କ ପବିତ୍ର ରଥ ଦାଣ୍ଡରେ ଭକ୍ତମାନଙ୍କୁ ଦହି ପଣା ବଣ୍ଟନ କରାଯାଇ ଥିଲା। ଏହି କାଯ୍ୟକ୍ରମରେ ସଭାପତି ଶରତ କୁମାର ବେହୁରା, ସାଧାରଣ ସଂପାଦକ ସୁମନ୍ତ କୁମାର ରାଉତ, କାଯ୍ୟକାରୀ ସଭାପତି ଗୋଲକ ଚନ୍ଦ୍ର ପଢିଆରୀ, ସଂଯୋଜକ ଚନ୍ଦନ ପରିଡ଼ା, ଡକ୍ଟର ଚୈତନ୍ୟ ଚରଣ ପରିଡ଼ା, ଭାଗିରଥି ଜେନା, ରଣେନ୍ଦ୍ର କୁମାର ସାଇଁ, ତରୁଣ ରଞ୍ଜନ ପ୍ରଧାନ, ଶାନ୍ତି ସୂରୁପ ଭୂୟାଁ, ରଶ୍ମିରଞ୍ଜନ ରାଉତ, ଜ୍ୟୋତିରଞ୍ଜନ ସାଇଁ, ସଂଗ୍ରାମ ଜେନା, ମଳୟ ରାଉତ, ଧୁନକିଶୋର ନାୟକ, ରଞ୍ଜନ ନାୟକ, ସରୋଜ ପରିଡ଼ା, ରଘୁନାଥ ସାଇଁ, ଗୋଲେଖ ପରିଡ଼ା, ରାଜକିଶୋର ମହାନ୍ତି, କ୍ଷିରୋଦ ମେକାପ, ଅକ୍ଷୟ କୁମାର ମେକାପ, ପ୍ରଭାତ କୁମାର ସାଇଁ, ଚିତସେନ ଖୁଣ୍ଟିଆ, ଭାଗିରଥି ଭୋଳ ପ୍ରମୁଖ କର୍ମକର୍ତ୍ତା ଯୋଗଦେଇ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

Next Post

ପୂର୍ବତନ ବିଧାୟକ କିଶୋର ତରାଇଙ୍କ ବିଭିନ୍ନ ଅଂଚଳ ଗସ୍ତ

Mon Apr 14 , 2025
ପଟ୍ଟାମୁଣ୍ଡାଇ ତା ୧୪/୪- କେନ୍ଦ୍ରାପଡ଼ା ନିର୍ବାଚନମଣ୍ଡଳୀର ପୂର୍ବତନ ବିଧାୟକ କିଶୋର ତରାଇ ଆଜି ହନୁମାନ ଜୟନ୍ତୀ ଓ ଓଡିଶା ନୂଆ ବର୍ଷ ଅବସରରେ ନିର୍ବାଚନମଣ୍ଡଳୀ ଗସ୍ତ କରିଥିଲେ। ଶ୍ରୀତରାଇ ଚନ୍ଦନପୁର, ଗାଙ୍ଗପଡା, ବଲୁରିଆ ଓ ବଡ଼ମୂଳବସନ୍ତ ପଂଚାୟତ ଗସ୍ତ କରି ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ । ପ୍ରଭୁ ହନୁମାନଜୀଉଙ୍କ ଦର୍ଶନ ସହିତ ଓଡ଼ିଆ ନୂଆ ବର୍ଷ ଉପଲକ୍ଷେ ଜନସାଧାରଣଙ୍କୁ ଅଭିନନ୍ଦନ ଜ୍ଞାପନ କରିଥିଲେ ।ଏଥି ସହିତ ବିଭିନ୍ନ ଯଜ୍ଞ […]
blank

ଲୋକମତ

Breaking News

https://v3.adxpremium.services/dashboard/register-publisher

Discover more from Lokamata Odisha

Subscribe now to keep reading and get access to the full archive.

Continue reading