ଜିଲ୍ଲାରେ ମେଡ଼ିକାଲ କଲେଜ ଦାବି ଅହୋରାତ୍ର ଗଣଧାରଣାକୁ ତିନି ଦିନ ପୁରିଲା କେନ୍ଦ୍ରାପଡ଼ା,୨୪ା୯: ମେଡ଼ିକାଲ କଲେଜ ପ୍ରତିଷ୍ଠା ପାଇଁ ଚାଲିଥିବା ଆନ୍ଦୋଳନର ସ୍ୱର ଦୃଢ ଭାବରେ ବିଧାନସଭାରେ ଶୁଣିବାକୁ ମିଳିଛି। ବିଧାନସଭାରେ ଆଜି କେନ୍ଦ୍ରାପଡ଼ା ବିଧାୟକ ଗଣେଶ୍ୱର ବେହେରାଙ୍କ ଦ୍ୱାରା ଦୃଢ ଭାବରେ ଉପସ୍ଥାପିତ ଏ ସମ୍ପର୍କିତ ପ୍ରଶ୍ନର ସରକାରଙ୍କ ପକ୍ଷରୁ କୌଣସି ଉତ୍ତର ମିଳି ନଥିବାରୁ ଏହା ଆନ୍ଦୋଳନକାରୀଙ୍କୁ ଉତ୍ତେଜିତ କରିଛି। ଆଜି ଅହୋରାତ୍ର ଗଣଧାରଣାକୁ ତିନି ଦିନ […]
ODISHA
କେନ୍ଦ୍ରାପଡ଼ା, ୨୪ା୯: କେନ୍ଦ୍ରାପଡ଼ା ସ୍ୱୟଂଶାସିତ ମହାବିଦ୍ୟାଳୟ ପରିସରରେ ମାଇଁ ଏନ ସି ସି ଆଲୁମନି ଆସୋସିଏସନ ପକ୍ଷରୁ ଏକ ମାଗଣା ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଆୟୋଜିତ ହୋଇଯାଇଛି। ଉକ୍ତ ଶିବିରକୁ ମହାବିଦ୍ୟାଳୟ ଅଧ୍ୟକ୍ଷ ପ୍ରଫେସର ଶାନ୍ତନୁ କୁମାର ଜେନା ଓ ଏନ ସି ସି ବାଳକ ବିଭାଗର ଏଏନଓ ଲେଫ୍ଟନାଣ୍ଟ ରଜନୀକାନ୍ତ ତ୍ରିପାଠୀ ଉଦଘାଟନ କରିଥିଲେ । ଏହି କାଯ୍ର୍ୟକ୍ରମ ଜିଲ୍ଲାପାଳଙ୍କ ଅନୁମତିରେ ଏବଂ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ସହଯୋଗରେ […]
କେନ୍ଦ୍ରାପଡ଼ା,୨୩ା୯:ଜଣେ ବ୍ୟକ୍ତିଙ୍କ ଘର ସମ୍ମୁଖରୁ ଜବରଦଖଲ ଉଚ୍ଛେଦ କରିବା ପାଇଁ ୨୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ କେନ୍ଦ୍ରାପଡ଼ା ଜିଲ୍ଲାର ମହାକାଳପଡ଼ା ତହସିଲଦାର ଶିବ ମଲ୍ଲିକ ଦୁନୀତି ନିବାରଣ ବିଭାଗ ଦ୍ୱାରା ମଙ୍ଗଳବାର ଗିରଫ ହୋଇଛନ୍ତି। ଶ୍ରୀ ମଲ୍ଲିକଙ୍କୁ ଗିରଫ କରିବା ପରେ ଭିଜିଲାନ୍ସ ଅଧିକାରୀ ତାଙ୍କୁ କେନ୍ଦ୍ରାପଡ଼ା ଦୁର୍ନୀତି ନିବାରଣ କାର୍ଯ୍ୟାଳୟକୁ ନେଇଥିଲେ। ପରେ ତାଙ୍କୁ କଟକସ୍ଥିତ ଦୁର୍ନୀତି ନିବାରଣ ବିଭାଗ ମୁଖ୍ୟାଳୟକୁ ନେଇଥିଲେ। ଶ୍ରୀ ମଲ୍ଲିକଙ୍କୁ […]
ପଟ୍ଟାମୁଣ୍ଡାଇ ତା ୨୩/୯- ପଟ୍ଟାମୁଣ୍ଡାଇ ପୌର ପରିଷଦରେ ସ୍ୱଚ୍ଛତା ହିଁ ସେବା କାର୍ଯ୍ୟକ୍ରମ ଆୟୋଜିତ ହୋଇଛି । ଏହି କାର୍ଯ୍ୟକ୍ରମ ଗତ ସେପ୍ଟେମ୍ବର ୧୭ତାରିଖରୁ ଆରମ୍ଭ ହୋଇ ଅକ୍ଟୋବର ୨ତାରିଖ ଗାନ୍ଧୀ ଜୟନ୍ତୀ ପର୍ଯ୍ୟନ୍ତ ଜାରି ରହିବ । ଏହି କାର୍ଯ୍ୟକ୍ରମର ୭ମ ଦିବସରେ ପଟ୍ଟାମୁଣ୍ଡାଇ ପୌରପରିଷଦ ପକ୍ଷରୁ ଏକ ଜନସଚେତନ ଶୋଭାଯାତ୍ରା ଆୟୋଜନ କରାଯାଇଥିଲା । ପଟ୍ଟାମୁଣ୍ଡାଇ ପୌର ପରିଷଦ ଅଧକ୍ଷ ହେମନ୍ତ ସାହୁଙ୍କ ନିର୍ଦେଶରେ ପୌର ପରିଷଦ […]
ପଟ୍ଟାମୁଣ୍ଡାଇ ତା ୨୩/୯- ପଟ୍ଟାମୁଣ୍ଡାଇ ବ୍ଲକ ଅନ୍ତର୍ଗତ ସଂସାରଫଳ ପଂଚାୟତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନ୍ମ ଦିନ ଅବସରରେ ଏକ ପେଡ ମା କେ ଲିୟେ -୨କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା । ଏହି କାର୍ଯ୍ୟକ୍ରମକୁ ସଂସାରଫଳ ସରପଞ୍ଚ ଦମୟନ୍ତୀ ସାମନ୍ତରାୟ ଉଦଘାଟନ କରିଥିଲେ । ଏଇ ଅବସରରେ ଆୟୋଜିତ ବୃକ୍ଷ ରୋପଣ କାର୍ଯ୍ୟକ୍ରମରେ ସଂସାରଫଳ ପଂଚାୟତ ପି ଇ ଓ ତପନ ପ୍ରଧାନ, ଏ ଡି ଇ ଓ ଦୀପ୍ତି […]
ପଟ୍ଟାମୁଣ୍ଡାଇ ୨୩/୯ – କେନ୍ଦ୍ରାପଡା ଜିଲା ପଟ୍ଟାମୁଣ୍ଡାଇ ବ୍ଲକ ସମ୍ମୁଖରେ ବ୍ଲକ ଜିପିଏଲଏଫ ସଂଘ ପକ୍ଷରୁ ମଙ୍ଗଳବାର ବିଭିନ୍ନ ଦାବି ନେଇ ବ୍ଲକ ସମ୍ମୁଖରେ ଧାରଣା ଦେଇଥିଲେ। ଏହି ଧାରଣାରେ ବ୍ଲକ ସିଆରପି, ଏମବିକେ, ପ୍ରାଣୀମିତ୍ର, କୃଷି ମିତ୍ର, ବ୍ୟାଙ୍କ ମିତ୍ର, ଏଲଏସପି ର ମହିଳା କର୍ମଚାରୀମାନେ ଏହି ଗଣଧାରଣାରେ ସାମିଲ ହୋଇଛନ୍ତି । ସଂଘ ପକ୍ଷରୁ ରାଜ୍ୟ ସରକାରଙ୍କ ଉଦେଶ୍ୟରେ ଏକ ଦାବୀପତ୍ର ପଟ୍ଟାମୁଣ୍ଡାଇ ବିଡ଼ିଓଙ୍କୁ ପ୍ରଦାନ କରାଯାଇଛି […]
ପଟ୍ଟାମୁଣ୍ଡାଇ ତା ୨୩/୯- ସମ୍ପ୍ରତି ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପାଇଥିବା ଏମ ଏନ ହାଇସ୍କୁଲର ୪ଜଣ ଶିକ୍ଷକଙ୍କୁ ସମ୍ବର୍ଦ୍ଧିତ କରାଯାଇଛି । ଏହି ଉପଲକ୍ଷେ ଆୟୋଜିତ ସମ୍ବର୍ଦ୍ଧନା ସଭାରେ ଏମ ଏନ ହାଇସ୍କୁଲ ପ୍ରଧାନଶିକ୍ଷକ ଅଶୋକ ରାଉତରାୟ, ସହକାରୀ ଶିକ୍ଷକ ଅଶୋକ ଦାଶ, ପଟ୍ଟାମୁଣ୍ଡାଇ ବିକାଶ ପରିଷଦ ସଭାପତି ଗୋପୀବଲ୍ଲଭ ନାୟକ, ବିଦ୍ୟାଳୟ ପରିଚାଳନା କମିଟି ସଭାପତି ତପନ ଦାଶ, ଅଭିଭାବକ ସଂଘ ସଭାପତି ଗୋପୀନାଥ ତ୍ରିପାଠୀ ଓ ପୁରାତନ […]
ପଟ୍ଟାମୁଣ୍ଡାଇ ୨୨/୯ -କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ସହରରେ ଚାଲିଥିବା ଜବର ଦଖଲ ଉଛେଦ ଅଭିଯାନ ସୋମବାର ୩ୟ ଦିନରେ ପହଁଚିଛି । ଗତ ଶୁକ୍ରବାର ଠାରୁ ଆରମ୍ଭ ହୋଇଥିବା ଜବରଦଖଲ ଉଛେଦ ଅଭିଯାନ ରବିବାର ଛୁଟି ଦିନ ପାଇଁ ବନ୍ଦ ରହିଥିଲା । ସୋମବାର ପୂର୍ବାହ୍ନ ୧୦ଟାରୁ ଆରମ୍ଭହୋଇ ପଟ୍ଟାମୁଣ୍ଡାଇ ବିଦ୍ୟୁତ ବିଭାଗ ଅଫିସ ନିକଟରୁ ହୋଇ ଅପରାହ୍ନ ରେ ବାଳିକା ବିଦ୍ୟାଳୟ ପର୍ଯ୍ୟନ୍ତ ଜବରଦଖଲ ଅଭିଯାନ ଜାରି ରହିଥିଲ।। […]
କେନ୍ଦ୍ରାପଡ଼ା,୨୨ା୯: ଆଜକୁ ୫ ଦିନ ହେଲା ରାଜକନିକା ଥାନା ଅଧିକାରୀ ସଞ୍ଜୟ ମଳିକଙ୍କ ବିରୋଧରେ ସ୍ୱର ଉେଉାଳନ କରିଥିବା ମହିଳାମାନେ କେନ୍ଦ୍ରାପଡ଼ା ଏସ୍.ପି. ଅଫିସ୍ ସମ୍ମୁଖରେ ଆମରଣ ଅନଶନରେ ବସି ରହିଛନ୍ତି। କିନ୍ତୁ ଦୁଃଖର କଥା, ଜିଲ୍ଲା ପ୍ରଶାସନ ନିଦାବିଷ୍ଣୁ ସାଜି ସେମାନଙ୍କ ଦାବି ପ୍ରତି କଣ୍ଣର୍ପାତ କରୁନାହିଁ ବୋଲି କେନ୍ଦ୍ରାପଡ଼ାର ବହୁ ବୁଦ୍ଧିଜୀବୀ କ୍ଷୋଭପ୍ରକାଶ କରି କହିଛନ୍ତି। ପୋଲିସ ଡିଜି, ୠହ ବିଭାଗ ସଚିବ, ମୁଖ୍ୟ ଶାସନସଚିବ ପ୍ରମୁଖ […]
କେନ୍ଦ୍ରାପଡ଼ା,୨୨ା୯: ପଦ୍ମ ଘୁଞ୍ଚି ଘଞ୍ଚି ଯାଉଛି। ସ୍ୱାଧୀନତାର ୭୯ ବର୍ଷ ପରେ ମଧ୍ୟ ନାହିଁ ନାହିଁର ଜିଲ୍ଲା କେନ୍ଦ୍ରାପଡା ସବୁଥିରୁ ବଞ୍ଚିତ। ଅର୍ଥନୈତିକ ବିକାଶର ୨୯ତମ ସ୍ଥାନରେ ଥିବା କେନ୍ଦ୍ରାପଡା ଜିଲ୍ଲାର ଲୋକେ ସାଧାରଣ ସ୍ୱାସ୍ଥ୍ୟ ସେବାରୁ ବଞ୍ଚିତ। ଜିଲ୍ଲାର ଛାତି ଚିରି ୫୩ନମ୍ବର ଜାତୀୟ ରାଜପଥ ଏବଂ ରେଳପଥ ଯାଇଛି। କେନ୍ଦ୍ରାପଡାବାସୀ ଦେଶର ବିକାଶ ପାଇଁ ହଜାର ହଜାର ଏକର ଜମି ଦେଇଛନ୍ତି। ପାଇଛନ୍ତି କଣ ବୋଲି ଆଜି […]

