ପଟ୍ଟାମୁଣ୍ଡାଇ ୨୧/୨ – ଓଡିଶାର ବିଶିଷ୍ଟ ସ୍ତମ୍ଭକାର ନାଟ୍ୟକାର, ନାଟ୍ୟ ନିର୍ଦେଶକ ତଥା ଶିକ୍ଷକ ନେତା ଦିବଂଗତ ଦିବାକର ବିଶ୍ୱାଳଙ୍କ ୯୬ ତମ ଜନ୍ମ ଜୟନ୍ତୀ ସ୍ଥାନୀୟ କଷଣଅଂଟା ରାଧାରାଣୀ ମଣ୍ଡପରେ ପାଳିତ ହୋଇ ଯାଇଛି। ଓଡ଼ିଶା ସାହିତ୍ୟଏକାଡ଼େମୀ ଓ ଲେଖାଲେଖି ପ୍ରକାଶନର ମିଳିତ ଆୟୋଜନରେ ଆୟୋଜିତ ଜୟନ୍ତୀ ସଭାରେ ପ୍ରଦୀପ୍ତ କୁମାର ବେହୁରା ପୌରହିତ୍ୟ କରିଥିଲେ । ଏଥିରେ ରାଜନଗର ପୁର୍ବତନ ବିଧାୟକ ଡ଼ ଅଲେଖ ଜେନା, ନାଟ୍ୟକାର […]
ODISHA
ପଟ୍ଟାମୁଣ୍ଡାଇ ୨୧/୨-ପଟ୍ଟାମୁଣ୍ଡାଇ କଲେଜରେ ଆତ୍ମରକ୍ଷା ପ୍ରଶିକ୍ଷଣ ଶିବିର ଉଦଘାଟିତ ହୋଇଯାଇଛି । ପଟ୍ଟାମୁଣ୍ଡାଇ କଲେଜ ଅଧ୍ୟକ୍ଷ ପ୍ରଫେସର ଉମାକାନ୍ତ ପାତ୍ର ଶିବିର ଉଦଘାଟନ କରି କହିଥିଲେ ଯେ ବର୍ତ୍ତମାନ ସମାଜରେ ବଢ଼ି ଚାଲିଥିବା ହିଂସାକୁ ନେଇ ଛାତ୍ରୀମାନଙ୍କ ସୁରକ୍ଷା ମଧ୍ୟ ଚିନ୍ତାର ବିଷୟ ପାଲଟିଛି। ଏଣୁ କିଭଳି ଛାତ୍ରୀମାନେ ନିଜକୁ ନିଜେ ସୁରକ୍ଷା ଦେଇପାରିବେ ସେଥିନେଇ ଗୁରୁତ୍ୱାରୋପ କରିଥିଲେ। ଛାତ୍ରୀ ଧନଜୀବନର ସୁରକ୍ଷା ଲାଗି ଏକ ଆତ୍ମସୁରକ୍ଷା ତାଲିମ ପ୍ରଶିକ୍ଷଣ […]
କେନ୍ଦ୍ରାପଡ଼ା,୨୧ା୨:ମା’ବୁଢୀ ଜାଗୁଳାଇ ପାଲା ସଙ୍ଘ ପକ୍ଷରୁ କଷୋଟି ଦୁହୁରିଆ ସ୍ଥିତ ବିଲେଶ୍ୱର ଶିବ ମନ୍ଦିର ପ୍ରାଙ୍ଗଣରେ ମକର ମହୋତ୍ସବ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି। ଏହି ଉପଲକ୍ଷେ ସଙ୍ଘର ସମ୍ପାଦକ ଗାୟକ ପ୍ରକୃତିବନ୍ଧୁ ଗଗନବିହାରୀ ସିଂହଙ୍କ ସଂଯୋଜନାରେ ଅନୁଷ୍ଠିତ ଉତ୍ସବରେ ମୁଖ୍ୟଅତିଥି ଭାବେ ବରୋଦା ବ୍ୟାଙ୍କର ଅବସରପ୍ରାପ୍ତ ପରିଚାଳକ ଅମରେନ୍ଦ୍ର ସାହୁ, ମୁଖ୍ୟବକ୍ତା ଭାବେ ଆଞ୍ଚଳିକ ପରିବହନ ଅଧିକାରୀ ଲୋକନାଥ ମେହେର, ସମ୍ମାନିତ ଅତିଥି ଭାବେ ପଣ୍ଡିତ ଅଭୟ କୁମାର ଶତପଥୀ, […]
କେନ୍ଦ୍ରାପଡ଼ା,୨୦ା୨:୫୩ନମ୍ବର ଜାତୀୟ ରାଜପଥର ଦୁହୁରିଆ ନିକଟରେ ଆଜି ଦୁଇଟି ବାଇକ ମଧ୍ୟରେ ଧକ୍କା ହେବାରୁ ଜଣେ ଯୁବକଙ୍କର ମୃତ୍ୟୁ ହୋଇଯାଇଛି। ଘଟଣାରୁ ପ୍ରକାଶ ଯେ ଡେରାବିଶ ଥାନା ଅନ୍ତର୍ଗତ ନୂଆଗାଁ ଗ୍ରାମର ଯୋଗେନ୍ଦ୍ର ନାୟକଙ୍କ ସାନପୁଅ ଚିତ୍ତପ୍ରକାଶ ନାୟକ(୨୫) ଏକ ବାଇକରେ ଆଜି ସକାଳ ପ୍ରାୟ ସାଢେ ୮ଟା ବେଳେ ଦୁହୁରିଆ-ପାଣ୍ଡିରୀ ରାସ୍ତାରୁ ୫୩ନମ୍ବର ଜାତୀୟ ରାଜପଥ ଉପରକୁ ଉଠୁଥିବା ବେଳେ ଚଣ୍ଡିଖୋଲ ପାଶ୍ୱର୍ରୁ ଆସୁଥିବା ଅନ୍ୟ ଏକ ବାଇକ […]
କେନ୍ଦ୍ରାପଡ଼ା,୨୦ା୨: ଆଜିର ଏହି ଅତ୍ୟନ୍ତ ବ୍ୟସ୍ତ ବହୁଳ ଦୁନିଆରେ, ମଣିଷ ନିଜର ଦୈନନ୍ଦିନ କାର୍ଯ୍ୟ ଏବଂ ଜୀବିକା ନିର୍ବାହ ପାଇଁ ଏତେ ବ୍ୟସ୍ତ ରହୁଛି ଯେ ସେ ନିଜ ପାଇଁ, ପରିବାର ବନ୍ଧୂ ପାଇଁ କିମ୍ବା ମାନସିକ ଶାନ୍ତି ପାଇଁ ସମୟ ପାଇପାରୁନାହିଁ। କିନ୍ତୁ ଆପଣ ଜାଣି ବିଶ୍ମିତ ହେବେ କି ୫୮ ବର୍ଷ ଧରି ସ୍କୁଲ ଛାଡି ଥିବା ବୟବୃଦ୍ଧ ଛାତ୍ରୀଛାତ୍ର ମାନେ ଏକତ୍ରୀତ ହୋଇ ଏକ ଅଭୁଲା […]
ଅନ୍ଲାଇନ୍ରେ ବିଶେଷକରି ସୋସିଆଲ୍ ମିଡିଆର ପ୍ରେମ ଏବେ ଯୁବପିଢ଼ିଙ୍କଠାରେ ସବୁଠୁ ଅଧିକ ଦେଖିବାକୁ ମିଳୁଛି। ହେଲେ ଏହାଦ୍ୱାରା କେବେକେବେ ଅନେକଙ୍କୁ ବିଭିନ୍ନ ସମସ୍ୟାର ମଧ୍ୟ ସମ୍ମୁଖୀନ ହେବାକୁ ପଡୁଛି। କେତେବେଳେ ବିଶ୍ୱାସଘାତକତା ଓ ଅପରାଧିକ କାରଣ ପାଲଟୁଛି। ଏଭଳି ଏକ ଘଟଣା କେନ୍ଦ୍ରାପଡ଼ା ସଦର ଥାନା ଅଧୀନ ଶାମାଗୁଡ଼ିଆ ଅଂଚଳରେ ଚାଂଚଲ୍ୟ ଖେଳାଇ ଦେଇଛି । ସୋସିଆଲ୍ ମିଡିଆରୁ ପ୍ରେମ, ବିଶ୍ୱାସ ତାପରେ ବିବାହ ପ୍ରତିଶୃତି ପରେ ଦେହ ବ୍ୟବସାୟ […]
କେନ୍ଦ୍ରାପଡ଼ା,୧୮ା୨:ଜନକଲ୍ୟାଣ ଶାନ୍ତି ଟ୍ରଷ୍ଟ ପକ୍ଷରୁ ଜିଲ୍ଲାପାଳ ରଘୁରାମ ଆର. ଆୟରଙ୍କୁ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି। ଟ୍ରଷ୍ଟର ଅଧ୍ୟକ୍ଷ ଆଇନଜୀବୀ ଧରଣୀଧର ସାହୁ, ନିର୍ଦ୍ଦେଶକ ଆଇନଜୀବୀ ସଞ୍ଜୟ କୁମାର ଜେନା, ସନ୍ତୋଷ ପୋଥାଳ, ବରିଷ୍ଠ ଆଇନଜୀବୀ ଗଗନବିହାରୀ ଜେନା ଓ ଧିରେନ୍ଦ୍ର ଦାସ ପ୍ରମୁଖ ଉତ୍ତରୀୟ ଓ ପୁଷ୍ପଗୁଛ ପ୍ରଦାନ ପୂର୍ବକ ଜିଲ୍ଲାପାଳ ଶ୍ରୀ ଆୟରଙ୍କୁ ସମ୍ବର୍ଦ୍ଧିତ କରିଥିଲେ। ଟ୍ରଷ୍ଟ ପକ୍ଷରୁ ହେଉଥିବା ବିଭିନ୍ନ ସମାଜକଲ୍ୟାଣ କାର୍ଯ୍ୟକ୍ରମ ସମ୍ପର୍କରେ ଅନ୍ୟମାନଙ୍କ ମଧ୍ୟରେ […]
କେନ୍ଦ୍ରାପଡ଼ା,୧୮ା୨:କେନ୍ଦ୍ରାପଡା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରୀକ୍ଷାକେନ୍ଦ୍ରରେ +୨ ପରୀକ୍ଷା ବୁଧବାର ଆରମ୍ଭ ହୋଇଛି। ମାର୍ଚ୍ଚମାସ ୨୫ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି +୨ପରୀକ୍ଷା ନିମନ୍ତେ କେନ୍ଦ୍ରାପଡା ସ୍ୱୟଂଶାସିତ ମହାବିଦ୍ୟାଳୟ ପରୀକ୍ଷାକେନ୍ଦ୍ରରେ କେନ୍ଦ୍ରାପଡା ଉଚ୍ଚମାଧ୍ୟମିକ ବିଦ୍ୟାଳୟ ସମେତ ୮ଟି ଘରୋଇ ଆବାସୀକ ବିଜ୍ଞାନ ଉଚ୍ଚମାଧ୍ୟମିକ ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ପରୀକ୍ଷା ଦେଇଛନ୍ତି। ଆଜି ପରୀକ୍ଷାର ପ୍ରଥମ ଦିବସରେ +୨ ବିଜ୍ଞାନର ଏମ.ଆଇ.ଏଲ. (ଓଡିଆ) ବିଷୟରେ ପରୀକ୍ଷା ଥିଲା। ଏହି ପରୀକ୍ଷା କେନ୍ଦ୍ରର ୧୭ଟି […]
କେନ୍ଦ୍ରାପଡ଼ା,୧୩ା୨:ମାଇଁ ଭାରତ ଓ ତ୍ରିପୁରା କ୍ଲବର ମିଳିତ ଆନୁକୂଲ୍ୟରେ ଏକ ଜିଲ୍ଲା ସ୍ତରୀୟ କ୍ରୀଡା ପ୍ରତିଯୋଗିତା କେନ୍ଦ୍ରାପଡା ବ୍ଲକ ଅଧିନ ବଗଡା ସ୍ପୋର୍ଟସ ଏକାଡେମୀ ପରିସରରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ କବାଡି, ଭଲିବଲ, ସ୍ଲୋ ସାଇକେଲ, ଏକଶହ ଓ ଦୁଇଶହ ମିଟର ରେସ, ମ୍ୟୁଜିକ ଚେୟାର ପ୍ରଭୃତି ପ୍ରତିଯୋଗିତାମାନ ଅନୁଷ୍ଠିତ ହୋଇଥିଲା। ପ୍ରତିଯୋଗିତାରେ ଜିଲ୍ଲାର ପ୍ରତ୍ୟେକ ବ୍ଲକରୁ ୧୫ରୁ ୨୯ବର୍ଷ ବୟସ ବର୍ଗର କ୍ରୀଡାବିତମାନେ ଅଂଶଗ୍ରହଣ କରିଥିଲେ। ଏହି ପ୍ରତିଯୋଗିତାକୁ […]
ବାଣିଜ୍ୟ ବିଭାଗ ପକ୍ଷରୁ କେନ୍ଦ୍ରାପଡା କଲେଜରେ ଜାତୀୟ ସମ୍ପାନ କେନ୍ଦ୍ରାପଡ଼ା,୧୩ା୨:କେନ୍ଦ୍ରାପଡା ସ୍ୱୟଂଶାସିତ ମହାବିଦ୍ୟାଳୟର ବାଣିଜ୍ୟ ଓ ପରିଚାଳନା ବିଭାଗ ପକ୍ଷରୁ “ବାଣିଜ୍ୟ ଦୋଛକିରେ: ବାଣିଜ୍ୟ, ପ୍ରଯୁକ୍ତିବିଦ୍ୟା ଓ ଧାରଣୀୟ ବିକାଶର ଅନ୍ତଃବିଭାଗୀୟ ଦୃଷ୍ଟିକୋଣ(କମର୍ସ ଆଟ୍ ଦ କ୍ରସରୋଡସ:ଇଣ୍ଟର ଡିସପ୍ଲିନାରୀ ପ୍ରସପେକ୍ଟିଭ ଅଫ କମର୍ସ, ଟେକନୋଲୋଜି ଆଣ୍ଡ ସଷ୍ଟେନବିଲିଟି)” ଶୀର୍ଷକ ଏକ ଜାତୀୟ ସମ୍ପାନ କଲେଜ ସମ୍ମିଳନୀ କକ୍ଷରେ ଉଦଘାଟିତ ହୋଇଯାଇଛି। ସମ୍ପାନର ଯୁଗ୍ମ ସମ୍ପାଦକ ଅଧ୍ୟାପକ ବିକାଶ କୁମାର ନାୟକଙ୍କ […]

