ଡେରାବିଶ:- ୩-୨ – ଉଚ୍ଚ ଶଦ୍ଦ ସମ୍ପନ୍ନ ଡିଜେ ବାଦ୍ୟକୁ ପ୍ରଶାସନିକ ସ୍ତରରେ ସମ୍ପୂର୍ଣ ନିଷେଧ କରାଯାଇଛି। ହେଲେ କେନ୍ଦ୍ରାପଡା ଜିଲାର ଏକାଧିକ ଥାନା ଅଞ୍ଚଳରେ ହେଉଥିବା ପର୍ବ ପର୍ବାଣୀ କିମ୍ବା ବିବାହ ଶୋଭାଯାତ୍ରାରେ ଏହି ନିୟମକୁ ଉଲ୍ଲଂଘନ କରାଯାଇ ଗ୍ରାମ ଠାରୁ ସହର ସବୁଠି ବିକଟାଳ ଶବ୍ଦରେ ଡିଜେ ଗର୍ଜୁଛି । ଯାହାକୁ ନେଇ ଜନସାଧାରଣରେ ଅସନ୍ତୋଷ ବୃଦ୍ଧି ପାଉଛି । ବାରମ୍ବାର ଅଭିଯୋଗ ହେଉଥିଲେ ମଧ୍ୟ ଜେ […]
ODISHA
କେନ୍ଦ୍ରାପଡ଼ା,୨ା୨:ଦୁହୁରିଆ ନିକଟରେ ଦୁଇଟି ଅଣ୍ଡରପାସ ନିର୍ମାଣ କରିବାକୁ ଯୋଜନା ହୋଇଥିବା ବେଳେ ଠିକାସଂସ୍ଥା ଗୋଟିଏ ଅଣ୍ଡରପାସ ନିର୍ମାଣ କରି ଚୁପ ହୋଇ ବସିଛି। ଏହାଦ୍ୱାରା ଭବିଷ୍ୟତରେ ବହୁ ଦୁର୍ଘଟଣା ଘଟିବ। ଯେଉଁଥିରେ ଅନେକ ଲୋକଙ୍କ ପ୍ରାଣହାନୀ ଘଟିବ। ଏହି ସମସ୍ୟାକୁ ଜିଲ୍ଲା ପ୍ରଶାସନ ହୃଦୟଙ୍ଗମ କରି ଠିକାସଂସ୍ଥା ସହ ବାରମ୍ବାର ଆଲୋଚନା ପର୍ଯ୍ୟାଲୋଚନା କରିଥିଲେ ସୁଧା ଠିକାସଂସ୍ଥା ଏହାକୁ କର୍ଣ୍ଣପାତ କରୁନାହିଁ। ଏହାକୁ ନେଇ କେନ୍ଦ୍ରାପଡାର ବୁଦ୍ଧିଜିବୀମାନେ ଜାତୀୟ ରାଜପଥର […]
ପଟ୍ଟାମୁଣ୍ଡାଇ ତା ୨/୨-ପଟ୍ଟାମୁଣ୍ଡାଇ ବଣିକ ସଂଘ ଆନୁକୂଲ୍ୟରେ ଦୀର୍ଘ ୭୭ବର୍ଷ ଧରି ଅନୁଷ୍ଠିତ ହୋଇ ଆସୁଥିବା ଏ ଅଂଚଳର ଅନ୍ୟତମ ଗଣପର୍ବ ତଥା ମହାନ ଆଧ୍ୟାତ୍ମିକ କାର୍ଯ୍ୟକ୍ରମ ବିଶ୍ୱଶାନ୍ତି ମହାଯଜ୍ଞ ଗତ ଜାନୁଆରୀ ୨୪ତାରିଖ ଠାରୁ ଫେବୃୟାରୀ ୧ ତାରିଖ ପର୍ଯ୍ୟନ୍ତ ୯ଦିନ ବ୍ୟାପି ଆୟୋଜିତ ହୋଇ ୧ ତାରିଖ ଅଗ୍ନି ପୂର୍ଣ୍ଣିମା ଅବସରରେ ପୂର୍ଣ୍ଣାହୂତି ଦିଆଯାଇ ଉଦଯାପନ କରାଯାଇଛି । ପଣ୍ଡିତ ବ୍ରହ୍ମାନନ୍ଦ ନନ୍ଦ ଓ ପଣ୍ଡିତ ଭ୍ରମରବର […]
ପଟ୍ଟାମୁଣ୍ଡାଇ ୨/୨- ପଟ୍ଟାମୁଣ୍ଡାଇ ପୌରାଂଚଳ ଅନ୍ତର୍ଗତ ସିଦ୍ଧପାଟଣା ସିଦ୍ଧ ବଳଦେବଜୀଉ ମଠର ପୂଜକ ସୋମବାର ସକଳେ ଠାକୁର ପୂଜା ପାଣି ଆଣିବାକୁ ଯାଇ କୂଅରେ ପଡି ମୃତ୍ୟୁବରଣ କରିଛନ୍ତି । ସ୍ଥାନୀୟ ଲୋକେ ଅଗ୍ନିଶମ ବାହିନୀ ତାଙ୍କୁ କୂଅରୁ ଉଦ୍ଧାର କରି ପଟ୍ଟାମୁଣ୍ଡାଇ ଉପଖଣ୍ଡ ଡକ୍ତରଖାନା ଆଣିଥିଲେ । ମାତ୍ର ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ପଟ୍ଟାମୁଣ୍ଡାଇ ନୂଆଗାଁ ଗ୍ରାମର ପ୍ରମୋଦ ଦାଶ (୪୬) ସିଦ୍ଧପାଟଣା ସିଦ୍ଧ […]
ବଡ଼ବଡ଼ିଆଙ୍କ କୋଠାରେ ବୁଲଡୋଜର ବୁଲିବା ସ୍ୱପ୍ନ ସରକାରୀ ଜାଗା ଉତ୍ସେଦ ନିର୍ଦ୍ଧେଶକୁ ମାନୁନାହାଁନ୍ତି ଅଧିକାରୀ ଗରିବଙ୍କ ଝୁମ୍ପୁଡି ଘର ଓ ପେଟପାଟଣାରେ ହେଉଛି ନାତ ପଟ୍ଟାମୁଣ୍ଡାଇ ୩୦/୧ -ସରକାରୀ ଜମି ହଡ଼ପ କରିଥିଲେ ହୋଇଯାଆନ୍ତୁ ସାବଧାନ ଚାଲିବ ବୁଲଡୋଜର । ସରକାରୀ ଜମିଗୁଡ଼ିକ ମୁଖ୍ୟତଃ ବିକାଶ ଓ ସର୍ବସାଧାରଣ କଲ୍ୟାଣ କାର୍ଯ୍ୟ ନିମନ୍ତେ ବ୍ୟବହାର ହୁଏ। ଜବରଦଖଲ ଯୋଗୁ ବିକାଶ ବାଧାପ୍ରାପ୍ତ ହେଉଛି। ଓଡିଶାରେ ଭାଜପା ସରକାର ଗଠନ ପରେ […]
କେନ୍ଦ୍ରାପଡ଼ା,୧ା୨:କନ୍ଦରାସୁର ବଧ ବେଶରେ ଦର୍ଶନ ଦେଲେ ତୁଳସୀକ୍ଷେତ୍ରାଧିପତି ମହାପ୍ରଭୁ ଶ୍ରୀବଳଦେବଜୀଉ। ଆଜି ପବିତ୍ର ମାଘ ପୂର୍ଣ୍ଣିମାରେ ଆରାଧ୍ୟ ଦେବତା କନ୍ଦରାସୁର ବଧ ବେଶରେ ଭକ୍ତମାନଙ୍କୁ ଦର୍ଶନ ଦେଇଛନ୍ତି। ସନ୍ଧ୍ୟା ନୀତି ସମ୍ପନ୍ନ ପରେ ପୂଜାପଣ୍ଡାଙ୍କ ଦ୍ୱାରା ଶ୍ରୀଜୀଉଙ୍କ ବେଶ ଅନୁଷ୍ଠିତ ହୋଇଥିଲା। ଶ୍ରୀ ଜୀଉଙ୍କୁ ମାଠ ଏବଂ ମଉଳି ପିନ୍ଧା ଯାଇ ସୋଲ ମଣ୍ଡଳ ଦିଆଯାଇ ହସ୍ତ, ଶ୍ରୀପୟର ଏବଂ ହସ୍ତରେ ହଳ ମୁଷଳ ଦ୍ୱାରା ଦାନବ ସୁର […]
ପଟ୍ଟାମୁଣ୍ଡାଇ ୨/୧ – କୃଷି ଓ କୃଷକଙ୍କ ବିକାଶ ପାଇଁ ରାଜ୍ୟ ସରକାର କରୁଛନ୍ତି ଅନେକ ଯୋଜନା । ବିଶେଷ କରି ଚାଷୀ ତା’ର ଉତ୍ପାଦିତ ଧାନକୁ ବିକ୍ରି କରି ଲାଭ ପାଇପାରିବା ନେଇ ସରକାର ମଣ୍ଡିର ବ୍ୟାବସ୍ଥା କରାଇଛନ୍ତି । ହେଲେ କେନ୍ଦ୍ରାପଡା ଜିଲା ପଟ୍ଟାମୁଣ୍ଡାଇ ଅଂଚଳର ଅନେକ ଧାନ ମଣ୍ଡିରେ ଅବ୍ୟବସ୍ଥା ଦେଖାଦେଉଛି । ମଣ୍ଡିରେ ଧାନ ନେଉନଥିବାରୁ ମିଲରେ ଦିନ ଦିନ ଧରି ଧାନ ପକାଇ […]
ଦୁର୍ଘଟଣା ରୋକିବା ପାଇଁ ସ୍ପିଡ଼ ବେକର ଲଗାଇବାକୁ ଦାବୀ ପଟ୍ଟାମୁଣ୍ଡାଇ ୧/୨ – ପଟ୍ଟାମୁଣ୍ଡାଇ ପୌରାଂଚଳର ଜନସଂଖ୍ୟା ଓ ଯାନବାହନ ସଂଖ୍ୟା ଆଶାତୀତ ଭାବେ ବୃଦ୍ଧି ପାଇଛି । ଫଳରେ ଅଧିକାଂଶ ମୁଖ୍ୟ ସଡ଼କ ଗାଡ଼ି ମୋଟରରେ ଉଛୁଳି ପଡ଼ୁଥିବା ବେଳେ ଘଂଟା ଘଂଟା ଯାନବାହନ ଅଟକି ରହୁଛି । ପୂଜା ପର୍ବପର୍ବାଣୀ ବେଳେ ଆଣ୍ଠେଇ ପଡ଼ୁଛି ଟ୍ରାଫିକ୍ ପରିଚାଳନା ବ୍ୟବସ୍ଥା ଜନସାଧାରଣ ଦହଗଞ୍ଜ ହେଉଛନ୍ତି । ଅବୈଧ ପାର୍କିଂ […]
ପଟ୍ଟାମୁଣ୍ଡାଇ୧/୨- ଲୋକମାନଙ୍କୁ ବିଶୁଦ୍ଧ ପାନୀୟ ଜଳଯୋଗାଣ ପାଇଁ ସରକାର ବିଭିନ୍ନ ସ୍ଥାନରେ ମେଗା ପାନୀୟଜଳ ପ୍ରକଳ୍ପର ପରିକଳ୍ପନା କରିଛନ୍ତି। ଏଥିନେଇ ପଟ୍ଟାମୁଣ୍ଡାଇ ୩୧ ପଂଚାୟତକୁ ପାନୀୟଜଳ ଯୋଗାଣ ପାଇଁ ପ୍ରାୟ ୧୬୫ କୋଟି ଟଙ୍କା ବ୍ୟୟରେ ମେଗା ଜଳପ୍ରକଳ୍ପ ନର୍ମାଣକାର୍ଯ୍ୟ ଜାରି ରହିଛି । ଏଥିନେଇ ସମସ୍ତ ଗ୍ରାମକୁ ପାନୀୟ ଜଳ ଯୋଗାଣ ବ୍ୟବସ୍ଥା ପାଇଁ ପାଣି ପାଇପ୍ ସଂଯୋଗ ହୋଇଛି। ମାତ୍ର କାମ କରୁଥିବା ଠିକା ସଂସ୍ଥାର ମନମୁଖୀ […]
କେନ୍ଦ୍ରାପଡ଼ା,୩୧ା୧:କେନ୍ଦ୍ରାପଡା ସ୍ୱୟଂଶାସିତ ମହାବିଦ୍ୟାଳୟର ବାଣିଜ୍ୟ ଓ ପରିଚାଳନା ବିଭାଗ ପକ୍ଷରୁ ବଡମୋହନପୁର ପଞ୍ଚାୟତ ଅନ୍ତର୍ଗତ ମଙ୍ଗଳପଡା ଗ୍ରାମର ମନ୍ଦିର ପ୍ରାଙ୍ଗଣରେ ସୁଭନ୍ଦ୍ରା ଯୋଜନା ହିତାଧିକାରୀଙ୍କ ଆର୍ଥିକ ସାକ୍ଷରତା ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି । ଅଧ୍ୟାପକ ବିକାଶ କୁମାର ନାୟକଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି ଶିବିରରେ ସୁଭନ୍ଦ୍ରା ଯୋଜନା ଲାଭାନ୍ୱିତ ମହିଳାମାନଙ୍କୁ ଅର୍ଥର ଆୟବ୍ୟୟ ଓ ସଞ୍ଚୟ ସମ୍ବନ୍ଧୀୟ ସୂଚନା ଦେବା ସହ ଇଣ୍ଟରନେଟ୍ ମାଧ୍ୟମରେ ହେଉଥିବା ଠକେଇ ପ୍ରତି […]

