କେନ୍ଦ୍ରାପଡା ୧୫/୧୦- କେନ୍ଦ୍ରାପଡ଼ା ଜିଲ୍ଲାରେ ଥେରାପି ସେବା, ଭିନ୍ନକ୍ଷମଙ୍କ ଅଧିକାର ସଚେତନତା ଓ ସଶକ୍ତିକରଣ ନିମନ୍ତେ କାର୍ଯ୍ୟରତ ସ୍ୱେଚ୍ଛାସେବୀ ଅନୁଷ୍ଠାନ ପୁନର୍ବାସ ପକ୍ଷରୁ ଭିନ୍ନକ୍ଷମ ଶିଶୁଙ୍କ ଥେରାପି ସେବା ନିମନ୍ତେ ଏକ ନୂତନ ଥେରାପି କେନ୍ଦ୍ର କାର୍ଯ୍ୟକ୍ଷମ ହେବାକୁ ଯାଉଛି। କେନ୍ଦ୍ରାପଡ଼ା ସହରର ସ୍ଥାନୀୟ ମାଧପୁରସ୍ଥିତ ଅମରଉଦ୍ୟାନ ମଣ୍ଡପ ପ୍ରଥମ ମହଲାରେ ଖୁବ୍ ଶୀଘ୍ର ଏହି ବୃହତ୍ ଏକକ କେନ୍ଦ୍ରର ଶୁଭାରମ୍ଭ କରାଯିବ। ଏହି ଅତ୍ୟାଧୁନିକ କେନ୍ଦ୍ର ନିମନ୍ତେ ଆବଶ୍ୟକ […]
ODISHA
କେନ୍ଦ୍ରାପଡ଼ା,୧୫ା୧୦:୬୯ତମ ଓଡିଶା ରାଜ୍ୟ ବିଦ୍ୟାଳୟ ସମୁହ ଭଲିବଲ ପ୍ରତିଯୋଗିତା- ୨୦୨୫ରେ କେନ୍ଦ୍ରାପଡା ଜିଲ୍ଲା ତିନୋଟି ବର୍ଗରେ ଚମ୍ପିୟନ ଆଖ୍ୟା ଅର୍ଜ୍ଜନ କରିବା ସହ ୩ଟି ଟ୍ରଫି ହାସଲ କରିଛି। ଚଳିତମାସ ୧୧ତାରିଖରୁ ୧୪ତାରିଖ ପର୍ଯ୍ୟନ୍ତ ୪ଦିନ ଧରି ଭଦ୍ରକ ଜିଲ୍ଲାର ଚରମ୍ପାସ୍ଥିତ ଶ୍ରୀ ଶ୍ରୀ ହନୁମାନଜୀଉ ଉଚ୍ଚବିଦ୍ୟାଳୟ ରେ ରାଜ୍ୟ ସରକାରଙ୍କ ଦ୍ୱାରା ଆୟୋଜିତ ରାଜ୍ୟ ବିଦ୍ୟାଳୟ ସମୁହ ୬୯ତମ ଭଲିବଲ ପ୍ରତିଯୋଗିତାରେ ୧୪ବର୍ଷରୁ କମ ବର୍ଗର ବାଳକ ବିଭାଗରେ […]
ପଟ୍ଟାମୁଣ୍ଡାଇ ୧୫/୧୦ – କେନ୍ଦ୍ରାପଡା ଜିଲା ପଟ୍ଟାମୁଣ୍ଡାଇ ଅବକାରୀ ବିଭାଗ ପକ୍ଷରୁ ବୁଧବାର ପଟ୍ଟାମୁଣ୍ଡାଇ ମେଡିକାଲ ଛକ ଓ ପୋଖରିଆପଡା ଗ୍ରାମରେ ଚଢ଼ାଉ କରାଯାଇ ୧୧୫ ଗ୍ରାମର ବ୍ରାଉନ ସୁଗାର ଜବତ କରିବା ସହିତ ୨ ଜଣଙ୍କୁ ଗିରଫ କରାଯାଇଛି। ଏମାନେ ହେଲେ ପୌରାଂଚଳର ୧୧ ନଂ ୱାର୍ଡର ଏସକେ ମୁଜାଫର ଅଲ୍ଲି ଓ ଡିକେ ସମସେର ଅଲ୍ଲିଙ୍କୁ ବୋଲି ଅବକାରୀ ପୋଲିସ କହିଛି । ଜବତ ବ୍ରାଉନ ସୁଗାରର […]
କେନ୍ଦ୍ରାପଡ଼ା,୧୫ା୧୦:କେନ୍ଦ୍ରାପଡ଼ାର ଆରାଧ୍ୟ ପ୍ରଭୁ ସିଦ୍ଧ ଶ୍ରୀବଳଦେବଜୀଉ ମନ୍ଦିରର ସର୍ବେକ୍ଷଣ ପାଇଁ ପ୍ରତ୍ନତତ୍ତ୍ୱ ବିଭାଗର ଏକ ଦଳ ବୁଧବାର କେନ୍ଦ୍ରାପଡ଼ାରେ ପହଞ୍ଚି ମନ୍ଦିରର ସ୍ଥିତି ପରଖିଛନ୍ତି। ଏହି ଦଳ ପ୍ରଥମେ ଶ୍ରୀଜୀଉଙ୍କ ମୁଖ୍ୟ ଦେଉଳର ଜଗମୋହନରେ ଥିବା ଖୁମ୍ବର ଫାଟକୁ ତଦାରଖ କରିଥିଲେ। ପୂର୍ବରୁ ପ୍ଲେଟ୍ ପଡିବା ଯୋଗୁଁ ସମସ୍ୟା ସୃଷ୍ଟି ହୋଇଛି। ତେଣୁ ଏବେ ଯେଉଁ ଡିପିଆର ପ୍ରସ୍ତୁତ ହେବ ସେଥିରେ ପ୍ଲେଟ୍ ଲାଗିବାର ବ୍ୟବସ୍ଥା ରହିବ ନାହିଁ। ଏକ […]
केंद्रापड़ा 14/10: केंद्रापड़ा की पूर्व विधायक डॉ. शिप्रा मलिक ने केंद्रपाड़ा प्रखंड अंतर्गत चकरोडा ग्राम पंचायत की सड़क प्रकाश परियोजना में हुए भ्रष्टाचार की सतर्कता जांच की मांग की है। डॉ. मलिक ने एक प्रेस विज्ञप्ति में कहा कि राज्यसभा सांसद सुलता देव ने केंन्द्रापाड़ा निर्वाचन क्षेत्र में सड़क प्रकाश […]
କେନ୍ଦ୍ରାପଡ଼ା,୧୪ା୧୦:କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ଚକ୍ରୋଡା ଗ୍ରାମପଞ୍ଚାୟତର ପଥ ଆଲୋକୀକରଣ ପ୍ରକଳ୍ପ ଦୁର୍ନୀତିର ଭିନଜିଲାନ୍ସ ତଦନ୍ତ ଦାବି କରିଛନ୍ତି ପ୍ରାକ୍ତନ ବିଧାୟିକା ଡ. ସିପ୍ରା ମଲ୍ଲିକ। ଡ. ମଲ୍ଲିକ ଏକ ପ୍ରେସ ବିଜ୍ଞପ୍ତିରେ କହିଛନ୍ତି ଯେ କେନ୍ଦ୍ରାପଡା ନିର୍ବାଚନ ମଣ୍ଡଳୀରେ ପଥ ଆଲୋକୀକରଣ ନିମନ୍ତେ ରାଜ୍ୟସଭା ସାଂସଦ ସୁଲତା ଦେଓ ପ୍ରାୟ ଏକ କୋଟି ଟଙ୍କା ସାଂସଦଙ୍କ ଆଞ୍ଚଳିକ ଉନ୍ନୟନ ପାଣ୍ଠିରୁ ପ୍ରଦାନ କରିଥିଲେ। ସେଥିମଧ୍ୟରୁ କେବଳ ଚକ୍ରୋଡା ଗ୍ରାମପଞ୍ଚାୟତକୁ ୫୦ଲକ୍ଷ […]
କେନ୍ଦ୍ରାପଡ଼ା,୧୪ା୧୦:କେନ୍ଦ୍ରାପଡାରେ ଗଜଲକ୍ଷ୍ମୀ ପୂଜା, ମେଲଣ ଓ ଭଷାଣୀ ହେଉଛି ଭାଇଚାରାର ପର୍ବ। ଯାହାକୁ ଗଣପର୍ବ ଭାବେ ପାଳନ କରାଯାଇଥାଏ। ଏହି ପୂଜାରେ ଜାତି, ଧର୍ମ,ବର୍ଣ୍ଣ ନିର୍ବିଶେଷରେ ସମସ୍ତେ ଏକାଠି ହୋଇ ଗଜଲକ୍ଷ୍ମୀ ପୂଜା, ମେଲଣ ଓ ଭଷାଣୀ ଉତ୍ସବକୁ ଅତି ଆନନ୍ଦ ଉଲ୍ଲାସର ସହିତ ପାଳନ କରିଥାନ୍ତି। ଏହାର ଏକ ନିଦର୍ଶନ ଦେଖିବାକୁ ମିଳିଛି ସୋମବାର ରାତିରେ ଗଜଲକ୍ଷ୍ମୀ ମେଲଣରେ ପୁରୁଣା ବସଷ୍ଟାଣ୍ଡ ମେଢ ନିକଟରେ ଜାତି, ଧର୍ମ,ବର୍ଣ୍ଣ ନିର୍ବିଶେଷରେ […]
କେନ୍ଦ୍ରାପଡ଼ା,୧୪ା୧୦: କେନ୍ଦ୍ରାପଡ଼ାର ଗଜଲକ୍ଷ୍ମୀ ପୂଜା ମେଳଣ ସୋମବାର ଆରମ୍ଭ ହୋଇଥିବା ବେଳେ ମଙ୍ଗଳବାର ଭଷାଣୀ ଉତ୍ସବ ହୋଇଛି। ରାତି ସୁଦ୍ଧା କେତେକ ମେଢ ପାଣିରେ ବିସର୍ଜିତ ହୋଇଥିବା ବେଳେ ବାକି ମେଢ ରାସ୍ତାରେ ଅଟକି ରହିଛନ୍ତି। ପ୍ରଶାସନିକ ନିଷ୍ପତ୍ତି ଅନୁଯାୟୀ ଦୁଇ ଦିନରେ ମେଳଣ ଓ ଭଷାଣୀ ଉତ୍ସବ ଶେଷ ହେବା ପରିବର୍ତ୍ତେର୍ ଏହା ତୃତୀୟ ଦିନକୁ ଗଡିଯିବ ବୋଲି ଅନୁମାନ କରାଯାଉଛି। କେନ୍ଦ୍ରାପଡ଼ା ସହରରେ ହୋଇଥିବା ଜଗଲକ୍ଷ୍ମୀ […]
केंद्रपाड़ा, 13/10: केंद्रपाड़ा में प्रसिद्ध गजलक्ष्मी पूजा रविवार को संपन्न हुई और माँ गजलक्ष्मी के बिदाइ उत्सव सोमवार को धूमधाम से शुरू हुआ। माँ लक्ष्मी मंडप से निकलकर मेलाके मैदान की ओर चल पड़ीं। लेकिन देर रात तक मेलाकी मैदान सबी बीमान नहीं पहुँच पाए थे, इसलिए उनका स्वागत नहीं […]
केंद्रपाड़ा 13/10- सरकारी मोटर कर्मचारी संघ की बैठक डीआरडीए कार्यालय, केंद्रपाड़ा के परिसर में हुई। इस बैठक में अध्यक्ष अनिरुद्ध बेहरा की अध्यक्षता में संघ की विभिन्न समस्याओं पर चर्चा की गई। सदस्यों ने अपनी समस्याएं रखीं। आशीष कुमार बिस्वाल ने संघ की वार्षिक रिपोर्ट प्रस्तुत की। इसके बाद सेवानिवृत्त […]

