କେନ୍ଦ୍ରାପଡ଼ା,୧୧/୭: ଓଡ଼ିଶୀ ନୃତ୍ୟଗୁରୁ କେନ୍ଦ୍ରାପଡ଼ା ମାଟିର ଝିଅ ଭାନୁପ୍ରିୟା ଖଟୁଆଙ୍କୁ ବଙ୍ଗରତ୍ନ ସମ୍ମାନରେ ସମ୍ମାନୀତ କରାଯାଇଛି । ଭାରତ ସରକାରଙ୍କ ଅଧିନସ୍ଥ କଲଚରାଲ ଡ଼େଭଲମେଣ୍ଟ ଫାଉଣ୍ଡେସନ ପକ୍ଷରୁ ପଶ୍ଚିମବଙ୍ଗର କୋଲକାତା ଠାରେ ଆୟୋଜିତ ଆନ୍ତର୍ଜାତୀୟ ମେଗା ସୁପରକ୍ଲାସ୍ ଡ଼୍ୟାନ୍ସ ଓ ମ୍ୟୁଜିକ୍ ଫେଷ୍ଟିଭାଲ ରେ ସୁଶ୍ରୀ ଭାନୁପ୍ରିୟାଙ୍କୁ ଏହି ସମ୍ମାନ ମିଳିଛି । କେନ୍ଦ୍ରାପଡ଼ାର ସର୍ବପ୍ରାଚୀନ ଗୋକୁଳ ଚନ୍ଦ୍ର ସଂଗୀତ ସଦନରେ ଓଡ଼ିଶୀ ନୃତ୍ୟ ଶିକ୍ଷା ଦେଉଥିବା ସୁଶ୍ରୀ ଭାନୁପ୍ରିୟା […]

ପଟ୍ଟାମୁଣ୍ଡାଇ ୧୧/୭– ଆଗାମୀ ଦୁଇ ହଜାର ତିରିଶି ସୁଦ୍ଧା ଦୀର୍ଘ ସ୍ଥାୟୀ ଯୋଜନା ମାଧ୍ୟମରେ ଆଗାମୀ ପିଢ଼ିକୁ ସମସ୍ତ ସୁରକ୍ଷା ପ୍ରଦାନ ଲକ୍ଷରେ ପଟ୍ଟାମୁଣ୍ଡାଇ ବ୍ଲକ୍ ସମ୍ମିଳନୀ କକ୍ଷରେ ତାଲିମ ଶିବିର ଦୁଇଦିନ ଧରି ଅନୁଷ୍ଠିତ ହୋଇ ଶୁକ୍ରବାର ଉଦଯାପିତ ହୋଇଯାଇଛି । ପଂଚାୟତର ଆଗ ଧାଡ଼ିର ଯୋଦ୍ଧା ଯଥା- ଆଶା, ଅଙ୍ଗନବାଡି କର୍ମୀ,ଶିକ୍ଷକ,ସରପଂଚ, ଜିଆରଏସ,ଏମବିକେ ,ପିଇଓ, ଗ୍ରାମସେବକ ଭଳି ପଂଚାୟତର ଯୋଦ୍ଧା ମାନଙ୍କ କର୍ମଶାଳା ଅନୁଷ୍ଠିତ ହୋଇଥିଲା। ଏହି […]

କେନ୍ଦ୍ରାପଡ଼ା,୧୧/୭: କ୍ଷୁଦ୍ର ବ୍ୟବସାୟୀ ସଭ୍ୟସଭ୍ୟାଙ୍କ ଆର୍ଥୀକ ଅଭିବୃଦ୍ଧି ପାଇଁ ଅଗ୍ରାଧିକାର ଭିତ୍ତିରେ ସହଜ ଋଣ ମଂଜୁର କରାଯିବ । କେନ୍ଦ୍ରାପଡ଼ା ଜନଚେତନା ବହୁମୁଖୀ ସମବାୟ ସମିତିର ପରିଚାଳନା କମିଟି ବୈଠକରେ ଆଜି ଏହି ନିଷ୍ପତ୍ତି ଗ୍ରହଣ କରାଯାଇଛି । ସମିତିର ସଭାପତି ଅମ୍ବିକା ପ୍ରସାଦ ଦାସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ଉପସଭାନେତ୍ରୀ ରୋଜାଲିନୀ ଦାସ, କ୍ଷିରୋଦ ପ୍ରାସଦ ସିଂହ, ସରୋଜକାନ୍ତ ସାହୁ, ଗଣେଶ୍ୱର ସାହୁ, ବିଜୟ କୁମାର ଲେଙ୍କା, […]

ପାଣିରେ ଭାସୁଛି ସୁନା ଫସଲ ବ୍ୟାପକ ଫସଲ ଓ ପନିପରିବା ନଷ୍ଟ ପରିବା ଦର ଆକାଶ ଛୁଆଁ   ପଟ୍ଟାମୁଣ୍ଡାଇ ୧୧/୭ – ବାରମ୍ବାର ଲଘୁଚାପ ଜନିତ ଲଗାଣବର୍ଷା ଓ ରେଙ୍ଗାଲି ପାଣି ଛାଡିବା ଯୋଗୁଁ କେନ୍ଦ୍ରାପଡା ଜିଲା ପଟ୍ଟାମୁଣ୍ଡାଇ ଧୋୟାଂଚଳରେ ଦେଇ ପ୍ରବାହିତ ବ୍ରାହ୍ମଣୀ, ବୈତରଣୀ ଓ କାଣୀ ନଦୀରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇ ଗତ ତିନିଦିନ ହେବ ପାଣି ସ୍ଥିର ରହିଛି । କିଛି ଅଂଶର […]

ପଟ୍ଟାମୁଣ୍ଡାଇ ୧୦/୭ – ପଟ୍ଟାମୁଣ୍ଡାଇ ବ୍ଲକ ଗଙ୍ଗାରାମପୁର ଦାରୁବ୍ରହ୍ମ ରଥଯାତ୍ରା “ନୀଳାଦ୍ରି ବିଜେ” ମହୋତ୍ସବର ସୋମବାର ସନ୍ଧ୍ୟାରେ ଓଡ଼ିଶାର ସର୍ବବୃହତ ପଂଚକଳା ପ୍ରତିଷ୍ଠାନ ଗୋପାଳ ଦାଶ ସ୍ମାରକୀ ସାଂସ୍କୃତିକ ସଙ୍ଗଠନ (ଗଡମେକ)ର୍ ଶିଳ୍ପୀବୃନ୍ଦଙ୍କ ଦ୍ୱାରା ଗୀତିନାଟ୍ୟ କାଂଚି କାବେରୀ ଶ୍ରଦ୍ଧାଳୁମାନଙ୍କ ସ୍ମରଣୀୟ ସନ୍ଧ୍ୟା ହୋଇଥିଲା । ଶ୍ରୀଜଗନ୍ନାଥଙ୍କ ଲୀଳା ଆଧାରିତ ଗୀତିନାଟ୍ୟ ‘କାଚି କାବେରୀ’ରେ ଗଜପତି ପୁରୁଷୋତମ ଦେବଙ୍କ ଚିର ସ୍ମରଣୀୟ କାଂଚି ବିଜୟ ଘଟଣା ପ୍ରତିଫଳିତ ହୋଇଥଲା। ମାଣିକ […]

ଗତ ସାଧାରଣ ନିର୍ବାଚନ ପୂର୍ବରୁ ଭାଜପା ସରକାର ଗଢିଲେ ଓଡିଶାକୁ ମଦ ମୁକ୍ତ କରିବ ବୋଲି ପ୍ରତିଶୃତି ଦେଇଥିଲେ । ଏଥିପାଇଁ ଭାଜପା ସରକାରକୁ ଆସିବା ପରେ ଓଡିଶାକୁ ନିଶା ମୁକ୍ତ କରିବା ଲାଗି ଯୋଜନା ହେବ ବୋଲି ୨୦୨୪ ଜୁନ ମାସ ୨୬ ରେ ଲୋକସେବା ଭବନରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ପ୍ରକାଶ କରିଥିଲେ। ଅବକାରୀ ସମେତ ବିଭିନ୍ନ ବିଭାଗ ସହ ଆଲୋଚନା କରି […]

ଡ଼େରାବିଶ ୧୦ । ୦୭ (ଅଜୟ ଦାସ) – ଦିନ ଦ୍ୱୀପ୍ରହରରେ ପରିବାର ଲୋକଙ୍କୁ ମାରାଣାସ୍ତ୍ର ଦେଖାଇ ଲକ୍ଷାଧିକ ଟଙ୍କା ସମେତ ବହୁ ମୁଲ୍ୟବାନ ଗହଣା , ମୋବାଇଲ ଓ ଅନ୍ୟାନ୍ୟ ସାମଗ୍ରୀ ଦୁର୍ବୁତମାନେ ଲୁଟି ନେଇଯାଇଛନ୍ତି। ଏଭଳି ଅଭାବନୀୟ ଘଟଣା କେନ୍ଦ୍ରାପଡା ଜିଲ୍ଲା ଅଧିନ ଡେରାବିଶ ଥାନା ଅଂଚଳରେ ଘଟିଛି। ସୁଚନା ଅନୁଯାଇ ଏହି ଥାନା ଅଧିନ ଚାଟରାଚକଡା ପଂଚାୟତର ଓଲଢି ଗ୍ରାମର ଅବସରପ୍ରାପ୍ତ ଡା ଜଲିଲ ଅହେମ୍ମଦ […]

  ପଟ୍ଟାମୁଣ୍ଡାଇ ୯/୮ -କେନ୍ଦ୍ରାପଡା ଜିଲା ପଟ୍ଟାମୁଣ୍ଡାଇ ଆଦର୍ଶ ଥାନା ଅଧିନ ପୌରାଂଚଳ ଚାହାପଡା ଗାଁରେ ତେଜିଲା ମଦମୁକ୍ତି ଆନ୍ଦୋଳନ । ଏହି ଗ୍ରାମରେ ସରକାରୀ ଆଇଟିଆଇ ସମୁଖ ରାସ୍ତା ଛକରେ ବେଆଇନ ଚୋରା ମଦ ସମେତ ବିଭିନ୍ନ ନିଶା କାରବାର ବୃଦ୍ଧି ପାଇବା ସହିତ ଅସାମାଜିକ କାର୍ଯ୍ୟକଳାପ ବଢ଼ିବାରେ ଲାଗିଛି । ବେଆଇନ ମଦ ଓ ନିଶା କାରବାରକୁ ରୋକିବା ପାଇଁ ଚାହାପଡା ଗ୍ରାମ ବିଭିନ୍ନ ସ୍ୱୟଂ ସହାୟକ […]

ପଟ୍ଟାମୁଣ୍ଡାଇ ୯/୭ -ଭାରତର ବିଭିନ୍ନ ବାମପନ୍ଥୀ ଦଳ ଶ୍ରମିକ ସଂଗଠନ ଆହ୍ୱାନରେ ଆଜି ପଟ୍ଟାମୁଣ୍ଡାଇର ଗ୍ରାମାଂଚଳ ଠାରୁ ସହରାଂଚଳରେ ଭାରତ ବନ୍ଦ ହରତାଳ ଦେଖିବାକୁ ମିଳିଛି । କେନ୍ଦ୍ର ସରକାରଙ୍କ ଶ୍ରମିକମାରଣ ନୀତି ବିରୋଧରେ ପଟ୍ଟାମୁଣ୍ଡାଇ ଠାରେ ଏଆଇସିସିଟିୟୁ ଓ ସିପିଆଇଏମଏଲ ପକ୍ଷରୁ ମିଳିତ ଭାରତବନ୍ଦ ପରିପ୍ରେକ୍ଷୀରେ ଶୋଭାଯାତ୍ରା, ରାସ୍ତାରୋକ ଆଦି ହରତାଳ କରାଯାଇଥିଲା । ଶ୍ରମିକ ସଂଗଠନ ଜିଲ୍ଲା ସମ୍ପାଦକ ବସନ୍ତ ମଲିକ ଓ ସିପିଆଇଏମଏଲ ନେତା ସଂଜୀବ […]

କେନ୍ଦ୍ରାପଡା ୯/୭- କେନ୍ଦ୍ରାପଡ଼ା ସହର ମାଧପୁରସ୍ଥିତ “ପୁନର୍ବାସ” ଥେରାପି କେନ୍ଦ୍ରରେ “ବାଞ୍ଛାନିଧି ଦାସ ଓ ଶ୍ରୀମତୀ ଦେବୀ ଚାରିଟେବୁଲ ଟ୍ରଷ୍ଟ”ର ସହଯୋଗରେ ଭିନ୍ନକ୍ଷମ ଶିଶୁଙ୍କୁ ପ୍ରୋଷ୍ଟେଟିକ୍ ସହାୟକ ଉପକରଣ ପ୍ରଦାନ କରାଯାଇଛି। ଏଇ ଦ୍ୱିତୀୟ ପର୍ଯ୍ୟାୟ ପ୍ରୋଷ୍ଟେଟିକ୍ ସହାୟକ ଉପକରଣ ପ୍ରଦାନ କାର୍ଯ୍ୟକ୍ରମରେ ସମୁଦାୟ ଦଶଜଣ ମସ୍ତିଷ୍କ ପକ୍ଷାଘାତ ଶିଶୁଙ୍କୁ ପ୍ରଦାନ କରାଯାଇଛି। ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଜିଲ୍ଲାପରିଷଦର ମୁଖ୍ୟ ଉନ୍ନୟନ ତଥା କାର୍ଯ୍ୟ ନିର୍ବାହୀ ଅଧିକାରୀ ଅଜାମ୍ବର ମହାନ୍ତି […]

Breaking News