ପ୍ରବଚନ ମାଧ୍ୟମରେ ଜଗନ୍ନାଥ ସଂସ୍କୃତିର ପ୍ରଚାର ପ୍ରସାର କରୁଥିଲେ କେନ୍ଦ୍ରାପଡ଼ା,୧୯ା୭ :ସନାତନ ଧର୍ମ ପାଇଁ ଦୀର୍ଘ ୫୦ ବର୍ଷ ଧରି ଅବିରତ ସେବାରେ ନିୟୋଜିତ ଥିବା ୮୩ ବର୍ଷୀୟ ବୃଦ୍ଧ ଗୋସ୍ୱାମୀ ଅନାମ ଚରଣ ଦାଶଙ୍କୁ ରାଜସ୍ଥାନର ଜୟପୁରରେ ଜଗନ୍ନାଥ ସେବା ସମ୍ମାନରେ ସମ୍ମାନିତ କରାଯାଇଛି। ଓଡ଼ିଶାର କେନ୍ଦ୍ରାପଡ଼ା ଜିଲ୍ଲାର ଗରଦପୁର ବ୍ଲକର ବ୍ରହ୍ମପୁର ଗ୍ରାମର ବିଶିଷ୍ଟ ସନାତନ ଧର୍ମ ବେଦାନ୍ତ ଓ ପୌରାଣିକ ଆଚାର୍ଯ୍ୟ ଗୋସ୍ୱାମୀ ଅନାମ ଚରଣ […]
ODISHA
ବାଣୀକଣ୍ଠ ନିମାଇଁ ଚରଣ ହରିଚନ୍ଦନଙ୍କ ସ୍ମୃତି ସମାରୋହରେ ବିଶିଷ୍ଟ ବ୍ୟକ୍ତିଙ୍କ ମତ କେନ୍ଦ୍ରାପଡ଼ା,୧୯/୭- ବୈଦ୍ଧିକ ଜଗତକୁ ପଦ୍ମଶ୍ରୀ ବାଣୀକଣ୍ଠ ନିମାଇଁ ଚରଣ ହରିଚନ୍ଦନଙ୍କ ଅବଦାନ ଅବିସ୍ମରଣୀୟ ହୋଇ ରହିବ । ସେ ଏକାଧାରାରେ ଥିଲେ ସୁନାମଧନ୍ୟ କଣ୍ଠଶୀଳ୍ପି ,ଗୀତିକାର,ସଂସ୍କାରକ ଓ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପରମ ଭକ୍ତ ତଥା ସେବକ । ତାଙ୍କ ସଂଗୀତ ସାଧନା ଓ ସମର୍ପିିତ ବ୍ୟକ୍ତତ୍ୱ ଓଡ଼ିଆ ଜାତି ପାଇଁ ପ୍ରେରଣା ଉସ୍ô ହୋଇ ରହିବ । […]
ପଟ୍ଟାମୁଣ୍ଡାଇ ୧୯/୭ – କେନ୍ଦ୍ରାପଡା ଜିଲାର ପଟ୍ଟାମୁଣ୍ଡାଇ ବ୍ଲକ ଓ ପୌରାଂଚଳ ଅନ୍ତର୍ଗତ ବ୍ରାହ୍ମଣୀ ନଦୀରେ ବନ୍ୟା ଯୋଗୁ ବ୍ୟାପକ ଅଂଚଳ ଜଳମଗ୍ନ ହୋଇଛି। ୧୦ ଟି ପଂଚାୟତ ଓ ପୌରାଂଚଳର ୯ଟି ୱାର୍ଡ ବିଶେଷ ଭାବେ କ୍ଷତିଗସ୍ତ ହୋଇଛି । ସାଧାରଣ ଲୋକେ ଓ ଗୃଷପାଳିତ ପ୍ରାଣୀ ଉଚ୍ଚ ସ୍ଥାନକୁ ଚାଲି ଯାଇଛନ୍ତି। ମାତ୍ର ପ୍ରଶାସନ ପକ୍ଷରୁ ଏ ପର୍ଯ୍ୟନ୍ତ ସମସ୍ତ ବିପନ୍ନଙ୍କୁ ରିଲିଫ, ପଲିଥିନ, ଔଷଧ ଓ […]
ପଟ୍ଟାମୁଣ୍ଡାଇ ତା ୧୯/୭- ଚଳିତ ପ୍ରଳୟଙ୍କରୀ ବନ୍ୟାରେ ପଟ୍ଟାମୁଣ୍ଡାଇ ବ୍ଲକର ୧୪ଟି ପଂଚାୟତ ଓ ପୌରାଞ୍ଚଳର ୯ଟି ୱାର୍ଡ ବିଶେଷ ଭାବେ କ୍ଷତିଗସ୍ତ ହୋଇଛି । ବନ୍ୟାର ଭୟାବହତା ଓ ପ୍ରକୃତ ସ୍ଥିତି ଅନୁଧ୍ୟାନ କରିବା ପାଇଁ କେନ୍ଦ୍ରାପଡ଼ା ଜିଲ୍ଲାପାଳ ସ୍ମୃତି ରଞ୍ଜନ ପ୍ରଧାନଙ୍କ ନିର୍ଦେଶରେ ଜିଲ୍ଲା ପ୍ରକଳ୍ପ ନିର୍ଦେଶକ ଅଜାମ୍ବର ମହାନ୍ତି ବନ୍ୟା ବିପନ୍ନ ଧୋୟା ଞ୍ଚଳର ବିଭିନ୍ନ ପଂଚାୟତ ଗସ୍ତ କରି ସ୍ଥିତି ଆକଳନ କରିବା ସହିତ […]
ପଟ୍ଟାମୁଣ୍ଡାଇ ୧୯/୭ -କେନ୍ଦ୍ରାପଡା ଜିଲା ପଟ୍ଟାମୁଣ୍ଡାଇ ଗ୍ରାମାଂଚଳ ଥାନା ଅଧୀନ ବଡପଡା ପଂଚାୟତ କାଠିଆପଡା ଗ୍ରାମର କାବେରୀ ପାଢ଼ୀ ନାମକ ଜଣେ ମହିଳାଙ୍କୁ ଶାଶୁଘର ଲୋକେ ମାରିଦେଇଥିବା ନେଇ ପଟ୍ଟାମୁଣ୍ଡାଇ ଗ୍ରାମଂଚଳ ଥାନାରେ ଅଭିଯୋଗ ହୋଇଛି। ଏନେଇ ପୋଲିସ ଏକ ମାମଲା(ନଂ ୨୬୮ /୨୫) ରୁଜୁକରି ତଦନ୍ତ ଚଳାଇଛି। ଅଭିଯୋଗ ଅନୁଯାୟୀ କାଠିଆପଡା ଗ୍ରାମର ବିକ୍ରମ ପାଢ଼ୀଙ୍କ ପୁତ୍ର ଶିବପ୍ରସାଦ ପାଢ଼ୀ ଗତ ୬ ମାସ ତଳେ ରାଜନଗର ଅଂଚଳର […]
ପଟ୍ଟାମୁଣ୍ଡାଇ ତା ୧୮/୭- ଓଳାଭର ଅଂଚଳର ବିଶିଷ୍ଟ ସମାଜସେବୀ ତଥା ଲଷ୍ମୀନାରାୟଣ ମଦିର ପ୍ରତିଷ୍ଠାତା ଘନଶ୍ୟାମ ଜଗତିଙ୍କ ତାଙ୍କ ବାସବଭବନରେ ପରଲୋକ ହୋଇଯାଇଛି । ତାଙ୍କୁ ୯୪ ବର୍ଷ ହୋଇଥିଲା। ଶେଷ ସମୟରେ ତାଙ୍କ ମୃତ୍ୟୁ ଶଯ୍ୟା ନିକଟରେ ବାବନ କିଶୋର ଜଗତି, ବିରେନ କୁମାର ଜଗତି, ସମାଜ ସେବୀ ଦାମୋଦର ନାୟକ, ସାମ୍ବାଦିକ ଅକ୍ଷୟ କୁମାର ସାହୁ ନମିତା ନାୟକ, ସୁମିତ୍ରା ସାହୁ, ଅତିରିକ୍ତ ଜିଲ୍ଲାଜଜ ବିଦ୍ୟାଧର ପୃଷ୍ଟି, […]
କେନ୍ଦ୍ରାପଡ଼ା,୧୮ା୭ :କେନ୍ଦ୍ରାପଡା ଜିଲ୍ଲା ଶିକ୍ଷା ଅଧିକାରୀ ଭାବେ ପବିତ୍ର ମୋହନ ବାରିକ ଆନୁଷ୍ଠାନିକ ରୂପେ ଜିଲ୍ଲା କାର୍ଯ୍ୟାଳୟରେ କାର୍ଯ୍ୟଭାର ଗ୍ରହଣ କରିଛନ୍ତି। କିଛି ମାସ ତଳେ ଶିକ୍ଷାଧିକାରୀ ଭାବେ ବସନ୍ତ କୁମାର ନାୟକ ଉକ୍ତ ପଦବୀରେ ଅବସ୍ଥାପିତ ହୋଇ କାର୍ଯ୍ୟ ସମ୍ପାଦନ କରୁଥିବା ବେଳେ ରାଜ୍ୟ ସରକାର ତାଙ୍କୁ ଅନ୍ୟତ୍ର ବଦଳି କରି ତାଙ୍କ ସ୍ଥାନରେ ଶ୍ରୀ ବାରିକଙ୍କୁ ନିଯୁକ୍ତି ପ୍ରଦାନ କରିଛନ୍ତି। ନୂତନ ଜିଲ୍ଲା ଶିକ୍ଷା ଅଧିକାରୀ ଭାବେ […]
ବହୁ ଅଂଚଳ ବାହ୍ୟଜଗତରୁ ବିଛିନ୍ନ ଗୃହପାଳିତ ପ୍ରଣୀଙ୍କ ପାଇଁ ଗୋ ଖାଦ୍ୟ ଯୋଗାଇବାକୁ ଦାବୀ କୁମ୍ଭୀର ଦେଖାଯାଉଥିବାରୁ ଲୋକେ ଆତଙ୍କିତ ପଟ୍ଟାମୁଣ୍ଡାଇ୧୮/୭ – ପଟ୍ଟାମୁଣ୍ଡାଇ ବ୍ଲକ ଧୋୟାଂଚଳର ବାସୀ ଗତ ୨ ସପ୍ତା ହେବ ବନ୍ୟାରେ ଆଉଟୁ ପାଉଟୁ ହେଉଥିବା ବେଳେ ଗତ ୪ ଦିନ ହେବ ଜଳବନ୍ଦୀ ଅବସ୍ଥାରେ ରହିଛନ୍ତି। ପଟ୍ଟାମୁଣ୍ଡାଇ ବ୍ଲକର ୧୦ ପଂଚାୟତର ୬୦ହଜାରରୁ ଉର୍ଦ୍ଧ ଲୋକ ଓ ପୌରାଂଚଳର ୧୧ଟି ୱାର୍ଡର ୧୧ହଜାର ଲୋକ […]
କେନ୍ଦ୍ରାପଡା ୧୮/୭- କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ଘାଗରାଡିଆ ଅଞ୍ଚଳରେ ବନ୍ୟା । ଏହି ଅଞ୍ଚଳରେ ଲୋକମାନେ ନାହିନଥିବା ଅସୁବିଧାରେ ଅଛନ୍ତି । ଆଜି ଏହି ଅଞ୍ଚଳରେ ମେଡିକାଲ ଟିମ ପହଞ୍ôଚ ଲୋକମାନଙ୍କୁ ଔଷଧ ବଣ୍ଟନ କରିଥିଲେ । ଏହି ମେଡିକାଲ ଟିମ ମେଡିସିନ ବଣ୍ଟନ କରିବା ସହିତ ପିଇବା ପାଣିରେ ହାଲୋଜିନ ବଟିକା ପକାଇ ପଣିକୁ ବିଶୋଧନ କରିଛନ୍ତି । ଏହି ଟିମରେ ବିପିଏମ, ମଞ୍ଜୁଶ୍ରୀ ବିଶ୍ୱାଳ, ଆଶା କର୍ମୀ […]
କେନ୍ଦ୍ରାପଡ଼ା,୧୮ା୭:ଷ୍ଟେଟବ୍ୟାଙ୍କ ବାଣିଜ୍ୟ ଆଞ୍ଚଳିକ କାର୍ଯ୍ୟାଳୟ ପକ୍ଷରୁ ଶୁକ୍ରବାର ଅପରାହ୍ନରେ କେନ୍ଦ୍ରାପଡା ଷ୍ଟେଟବ୍ୟାଙ୍କ ମୁଖ୍ୟଶାଖା ସମ୍ମିଳନୀକକ୍ଷରେ ଷ୍ଟେଟବ୍ୟାଙ୍କ ପେନସନର୍ସ ସମସ୍ୟା ସମାଧାନ ବୈଠକ ଆଞ୍ଚଳିକ ମହାପରିଚାଳକ ବିଜୟ କୁମାର ବେହେରାଙ୍କ ପୈାରହିତ୍ୟରେ ଅନୁଷ୍ଠିତ ହୋଇଯାଇଛି। ଆଞ୍ଚଳିକ କାର୍ଯ୍ୟାଳୟ ମାନବ ସମ୍ବଳ ବିକାଶ ପରିଚାଳକ ସୁଶାନ୍ତ କୁମାର ଦାସ ଓ କେନ୍ଦ୍ରାପଡା ଷ୍ଟେଟବ୍ୟାଙ୍କ ମୁଖ୍ୟଶାଖାର ମୁଖ୍ୟ ପରିଚାଳକ ଅର୍କଜ୍ୟୋତି ଭଟ୍ଟାଚାର୍ଯ୍ୟ ବୈଠକ ପରିଚାଳନା କରିଥିଲେ। ଷ୍ଟେଟବ୍ୟାଙ୍କ ପେନସନରର୍ସ ସଙ୍ଘ ଓଡିଶା ସର୍କଲର ଆଞ୍ଚଳିକ […]

