କେନ୍ଦ୍ରାପଡା ୧୦/୫- ଜମ୍ମୁ କଶ୍ମୀରର ଅନନ୍ତନାଗ ଜିଲା ପହଲଗାମରେ ଗତମାସ ୨୨ରେ ପାକିସ୍ତାନ ଦ୍ୱାରା କରାଯାଇଥିବା ବର୍ବର ଆତଙ୍କବାଦୀ ଆକ୍ରମଣର ପ୍ରତିଶୋଧରେ ଭାରତ ଓ ପାକିସ୍ତାନ ମଧ୍ୟରେ ଉତେଜନା ବୃଦ୍ଧି ପାଇଛି। ଏହି ପରିପ୍ରେକ୍ଷୀରେ ଦେଶ ସାରା ସମ୍ବେଦନଶୀଳ ଅଞ୍ଚଳରେ ହାଇ ଆଲର୍ଟ ଜାରି କରାଯାଇଛି। ହେଲେ ଶୁକ୍ରବାର ଅପରାହ୍ନରେ ବଙ୍ଗୋପସାଗର କୂଳରେ କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଅଧୀନ ସୁନିତି ଗୋଚ୍ଛାୟତପଡ଼ାର ମତ୍ସ୍ୟଜୀବୀ ଶ୍ରୀମନ୍ତ ଗୋଚ୍ଛାୟତ(୪୦) ସମୁଦ୍ରରେ ଜାଲ […]
HOME
ନୂଆଦିଲ୍ଲୀ ୧୦/୫- ଭାରତ ଏବଂ ପାକିସ୍ତାନ ମଧ୍ୟରେ ଉତ୍ତେଜନା ଶୀର୍ଷରେ ପହଞ୍ଚିଛି। ଏବେ ପାକିସ୍ତାନ ସେନା ସିଧାସଳଖ ଯୁଦ୍ଧ ଘୋଷଣା କରିଛି। ଅଲ ଜାଜିରା ଅନୁଯାୟୀ, ପାକିସ୍ତାନୀ ସେନା କହିଛି ଯେ ‘ଆମେ ଭାରତ ସହିତ ଯୁଦ୍ଧ ସ୍ଥିତିରେ ଅଛୁ।’ ଏହି ବୟାନ ଏପରି ଏକ ସମୟରେ ଆସିଛି ଯେତେବେଳେ ପାକିସ୍ତାନର ପ୍ରତିରକ୍ଷା ମନ୍ତ୍ରୀ ଖ୍ୱାଜା ଆସିଫ ପୂର୍ବରୁ କହିସାରିଛନ୍ତି ଯେ ଭାରତ ସହିତ ଯୁଦ୍ଧ ଏବେ ନିଶ୍ଚିତ। […]
କେନ୍ଦ୍ରାପଡ଼ା,୯ା୫:କେନ୍ଦ୍ରାପଡ଼ା ଟାଉନଥାନା ଅଧିନ କ୍ୟୁରେସୀ ମହଲାରେ ଗୁରୁବାର ବିଳମ୍ବିତ ରାତିରେ ବିପୁଳ ପରିମାଣର ଗୁଳି ଓ ବନ୍ଧୁକ ଥିବା ସୂଚନା ମିଳିିବା ପରେ ଟାଉନ ଥାନା ପୋଲିସର ପକ୍ଷରୁ ଚଢାଉ କରାଯାଇଥିଲା। ଶୁକବାର ମଧ୍ୟ ସେହି ସେହି ଚଢାଉ ଜାରି ରହିଥିବା ପୋଲିସ କହିଛି। ଏହି ବନ୍ଧୁକ ଓ ଗୁଳି ରଖିଥିବା ଯୁବକଙ୍କୁ ସନ୍ଦେହ କରାଯାଉଥିବା ବେଳେ ପୋଲିସ ଏ ଦିଗରେ କିଛି ସ୍ପଷ୍ଟ ସୂଚନା ଦେଇନାହିଁ। ସଂପୃକ୍ତ ଯୁବକ […]
କେନ୍ଦ୍ରାପଡା ୯/୫- ସାମ୍ପ୍ରତିକ ସମୟରେ ବହୁଧା ଚାପଗ୍ରସ୍ତ ମଣିଷ ଖୁବ୍ କମ୍ ହସିବାର ଅବକାଶ ପାଇଥାଏ। ମୁଖ୍ୟସ୍ରୋତର ସାହିତ୍ୟ ଉତ୍ସବରେ ହାସ୍ୟ ବିଭଟିକୁ ପ୍ରାୟତଃ ଅଣଦେଖା କରାଯାଇଥାଏ। କର୍ମବ୍ୟସ୍ତ ମଣିଷ ପାଇଁ ହାସ୍ୟରସର ଆବଶ୍ୟକତା ସୂଚାଇବାକୁ ଯାଇ ପ୍ରତିଷ୍ଠିତ ସାରସ୍ୱତ, କଳା ଓ ସାଂସ୍କୃତିକ ଅନୁଷ୍ଠାନ କେମ୍ ଓ ସିମ୍ଫୋନି ପକ୍ଷରୁ ଏକ ଅଭିନବ ହାସ୍ୟ ସୃଜନ କାର୍ଯ୍ୟକ୍ରମ “ଚୁଟକୁଳିଆ ସଞ୍ଜ’ ଅନୁଷ୍ଠିତ ହୋଇଯାଇଛି। ବ୍ୟଙ୍ଗ କବିତା, ଗଳ୍ପ, ସଙ୍ଗୀତ […]
ପଟ୍ଟାମୁଣ୍ଡାଇ ୯/୫ – ଜମ୍ମୁ କଶ୍ମୀରର ଅନନ୍ତନାଗ ଜିଲା ପହଲଗାମରେ ଗତମାସ ୨୨ରେ ପାକିସ୍ତାନ ଦ୍ୱାରା କରାଯାଇଥିବା ବର୍ବର ଆତଙ୍କବାଦୀ ଆକ୍ରମଣର ପ୍ରତିଶୋଧ ନେଇଛି ଭାରତ। ଅପରେଶନ ‘ସିନ୍ଦୂର’ ପରେ ଭାରତ ଓ ପାକିସ୍ତାନ ମଧ୍ୟରେ ଉତେଜନା ବୃଦ୍ଧି ପାଇଛି। ଏହାରି ମଧ୍ୟରେ ଭାରତ ସରକାର ଦେଶର ଜନତାଙ୍କୁ ଜାଗ୍ରତ କରିବା ନେଇ ୨୪୪ ଜିଲାରେ ଯୁଦ୍ଧ ପ୍ରସ୍ତୁତି ପାଇଁ ମକ୍ ଡ୍ରିଲ୍ କରାଇଥିବା ବେଳେ ଓଡିଶାର ୧୨ ଜିଲା […]
କେନ୍ଦ୍ରାପଡ଼ା,୯ା୫: କେନ୍ଦ୍ରାପଡ଼ା ବ୍ଲକ ଅନ୍ତର୍ଗତ ଚକ୍ରୋଡ଼ା ପଞ୍ଚାୟତରେ ଏକ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ସରପଞ୍ଚ ତନୁଜା ନାୟକଙ୍କ ସଭାପତିତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ବିଡ଼ିଓ ଅଭିଷେକ ସ୍ୱାଇଁ ମୁଖ୍ୟଅତିଥି ଭାବେ ଯୋଗଦେଇ ବରିଷ୍ଠ ନାଗରିକ, ପଞ୍ଚାୟତସ୍ତରରେ କୃତିତ୍ୱ ଅର୍ଜନ କରିଥିବା ଛାତ୍ରଛାତ୍ରୀ ଓ ସଫଳ ଚାଷୀଙ୍କୁ ସମ୍ବର୍ଦ୍ଧିତ କରିଥିଲେ। ସରପଞ୍ଚ ତନୁଜା ନାୟକଙ୍କୁ ପ୍ରଶଂସା କରିବା ସହ ବିନା ସରକାରୀ ସହାୟତାରେ ଏହିପରି ସମ୍ବର୍ଦ୍ଧନା ପର୍ବ ପଞ୍ଚାୟତ ପକ୍ଷରୁ […]
ପଟ୍ଟାମୁଣ୍ଡାଇ ୯/୫ – ଭାରତର ବୀର ଯବାନ ପାକିସ୍ତାନର ଆତଙ୍କବାଦୀ କାର୍ଯ୍ୟକ୍ରମକୁ ଦମନ କରିବା ପାଇଁ ଅପରେସନ ସିନ୍ଦୁର ଜାରି କରି ଯେଉଁ ସାହସ, ପରାକ୍ରମ ଓ ଶକ୍ତି ପ୍ରଦର୍ଶନ କରିଛନ୍ତି ତାର ସମ୍ମାନର୍ଥେ ଶୁକ୍ରବାର ସଂନ୍ଧ୍ୟାରେ ପଟ୍ଟାମୁଣ୍ଡାଇ ବିକାଶ ପରିଷଦ ପକ୍ଷରୁ ଭାରତୀୟ ସେନାକୁ ସାଲାମୀ ଉପଲକ୍ଷେ ଏକ ଶୋଭଯାତ୍ରା କରାଯାଇଛି । ଏହି ଶୋଭଯାତ୍ରା ପଟ୍ଟାମୁଣ୍ଡାଇ ବାଇପାସ ଛକରୁ ବାହାରି ବଜାର ପରିକ୍ରମା କରିବା ପରେ ଆମ୍ବେଦକର […]
ନୂଆଦିଲ୍ଲୀ,୯/୫- ରାତି ହେଉ ହେଉ ଭାରତର ୧୧ଟି ସ୍ଥାନରେ ପାକିସ୍ତାନ ଡ୍ରୋନ ଆକ୍ରମଣ କରିଛି । ଶୁକ୍ରବାରରେ ରାଜସ୍ତାନ, ପଞ୍ଜାବ ଓ ଜମ୍ମୁରେ ଆକ୍ରମଣ ହୋଇଥିବା ସୂଚନା ମିଳିଛି। ଗୋଟିଏ ପରେ ଗୋଟିଏ ଡ୍ରୋନ ଧ୍ୱଂସ କରୁଛି ବାୟୁସେନା। ଜମ୍ମୁ ଓ କଶ୍ମୀରରେ ଡ୍ରୋନ ଆଟାକ୍ ହେବା ପରେ ଜମ୍ମୁରେ ସମ୍ପୂର୍ଣ୍ଣ ବ୍ଲାକଆଉଟ ଜାରି କରାଯାଇଛି। ଏହା ସହିତ ସାଇରନର ଶବ୍ଦ ଶୁଣାଯାଇଥିବା ବେଳେ ଅତି କମରେ ଦୁଇଟି ବିସ୍ଫୋରଣର […]
କେନ୍ଦ୍ରାପଡ଼ା,୭ା୫:ପହଲଗାଓଁ ଆତଙ୍କବାଦୀ ଆକ୍ରମଣ ଘଟଣାପରେ ପାକିସ୍ତାନ ସହିତ ଲାଗି ରହିଥିବା ଯୁଦ୍ଧ ଉତ୍ତେଜନାକୁ ନେଇ କେନ୍ଦ୍ର ଗୃହମନ୍ତ୍ରଣାଳୟ ଓ ରାଜ୍ୟ ସରକାରଙ୍କ ଗୃହ ବିଭାଗ ପକ୍ଷରୁ ଓଡ଼ିଶାରେ ସିଭିଲ ଡିଫେନସ ଭିତ୍ତିିଭୂମିକୁ ସୁଦୃଢ କରିବାକୁ କେନ୍ଦ୍ରାପଡା ଜିଲ୍ଲାର ୧୭ଟି ସ୍ଥାନରେ ବୁଧବାର ଅପରାହ୍ଣରେ ସାଇରନ ବାଜିଛି। ଯୁଦ୍ଧ ସମୟରେ ସାଧାରଣ ନାଗରିକ କିପରି ନିଜକୁ ସୁରକ୍ଷିତ ରଖି ପାରିବେ ସେଥିପାଇଁ ଜିଲ୍ଲାରେ ୧୭ଟି ସ୍ଥାନରେ ସୁରକ୍ଷା ମକଡ୍ରିଲ ଅନୁଷ୍ଠିତ ହୋଇଯାଇଛି। […]
ନୂଆଦିଲ୍ଲୀ ୭/୫- ଜମ୍ମୁ ଓ କଶ୍ମୀରର ପହଲଗାମରେ ହୋଇଥିବା ଆତଙ୍କବାଦୀ ଆକ୍ରମଣର ପ୍ରତିଶୋଧ ସ୍ୱରୂପ ଭାରତ ମଙ୍ଗଳବାର ରାତିରେ ପାକିସ୍ତାନ ଓ ପାକିସ୍ତାନ ଅଧିକୃତ କାଶ୍ମୀରରେ ଥିବା ୯ଟି ଆତଙ୍କବାଦୀ ଅଡ୍ଡା ଉପରେ ମିସାଇଲ ଆକ୍ରମଣ କରିଛି। ଏହି ଅଭିଯାନକୁ ‘ଅପରେଶନ ସିନ୍ଦୁର’ ନାମ ଦିଆଯାଇଛି। ଭାରତୀୟ ବାୟୁସେନା, ସ୍ଥଳସେନା ଓ ନୌସେନାର ମିଳିତ ଉଦ୍ୟମରେ ଏହି ଆକ୍ରମଣ କରାଯାଇଥିବା ଭାରତୀୟ ପ୍ରତିରକ୍ଷା ମନ୍ତ୍ରଣାଳୟ ସୂଚନା ଦେଇଛି। ଏପ୍ରିଲ ୨୨ରେ […]

