ମାଟିଆ ୟୁ ଜି ୟୁ ପି ସ୍କୁଲ ବାର୍ଷିକ ଉତ୍ସବ ପଟ୍ଟାମୁଣ୍ଡାଇ, ତା ୭.୨-ଆଜିର ପ୍ରତିଯୋଗିତାମୂଳକ ଡିଜିଟାଲ୍ ଦୁନିଆରେ ବ୍ୟକ୍ତିବିଶେଷ ଓ ସମ୍ପ୍ରଦାୟର ବିକାଶ ପାଇଁ ଗୁଣାତ୍ମକ ଶିକ୍ଷାର ଉପଲବ୍ଧତା ଅତ୍ୟନ୍ତ ଜରୁରୀ । ଗୁଣାତ୍ମକ ଶିକ୍ଷା ଛାତ୍ରଛାତ୍ରୀଙ୍କୁ ସଫଳତାର ବାଟ ଦେଖାଏ ବୋଲି ରାଜନଗର ବିଧାୟକ ଧ୍ରୁବ ସାହୁ ପଟ୍ଟାମୁଣ୍ଡାଇ ପୌରାଞ୍ଚଳ ଅନ୍ତର୍ଗତ ମାଟିଆ ଉନ୍ନୀତ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ବାର୍ଷିକ ଉତ୍ସବରେ ମୁଖ୍ୟଅତିଥି ଭାବେ ଯୋଗ ଦେଇ […]

କେନ୍ଦ୍ରାପଡ଼ା ୭.୨: ଯେଉଁ ସନ୍ଧ୍ୟାରେ ଆମେ ପବିତ୍ର ସତସଂଗ ଭଳି ପବିତ୍ର ତୀର୍ଥ ପାଉ । ଏହା ଆମେ ଅନୁଭବ କରୁ । ଯେଉଁଠି ସତସଂଗ ହୁଏ ସେଠିକି ତିର୍ଥ ଆସିଥାନ୍ତି । ସତସଙ୍ଗ ଯେଉଁଠାରେ ହୁଏ ସେଠାକୁ ଦେବତା ଆସିଥାନ୍ତି । ଯେଉଁ ଅଞ୍ଚଳରେ ସତସଂଗ ହୁଏ ସେହି ଅଞ୍ଚଳର ଅତୃପ୍ତ ଆତ୍ମା ଏହି ସ୍ଥାନକୁ ଆସି ମୋକ୍ଷ ପ୍ରାପ୍ତି ହୋଇଥାନ୍ତି । ଫୁଲ ଚନ୍ଦନ ଦ୍ୱାରା ଦେବତା […]

କେନ୍ଦ୍ରାପଡା ୭/୨- କେନ୍ଦ୍ରାପଡା ଜିଲ୍ଳାରେ ଭିନ୍ନକ୍ଷମଙ୍କ ଥେରାପି ସେବା,ସଚେତନତା ଓ ସଶକ୍ତିକରଣ ନିମନ୍ତେ କାର୍ଯ୍ୟରତ ଅନୁଷ୍ଠାନ ପୁନର୍ବାସ ପକ୍ଷରୁ ଡାଇଲଗ ଅନ୍ ଡିଜାବିଲିଟି ବକ୍ତୃତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ସ୍ଥାନୀୟ ମାଧପୁରସ୍ଥିତ ପୁନର୍ବାସର ମିନି ସମ୍ମିଳନୀ କକ୍ଷରେ ଅନୁଷ୍ଠାନର ଉପଦେଷ୍ଟା ବିରଜା ରାଉତରାୟଙ୍କ ସଂଚାଳନରେ ଏହି ଡାଇଲଗ ସିରିଜର ଦ୍ୱିତୀୟ ପର୍ଯ୍ୟାୟ ଆୟୋଜିତ ହୋଇଥିଲା। କଟକସ୍ଥିତ ଜାତୀୟ ଆଇନ ବିଶ୍ୱବିଦ୍ୟାଳୟର ସହକାରୀ ପ୍ରଫେସର ଓ ଡିଜାବିଲିଟି ସେଲର ନିର୍ଦେଶକ ଡ଼ […]

କେନ୍ଦ୍ରାପଡ଼ା ୪ା୨: ସି.ଏମ୍‌.ଟ୍ରଫି ୧୪ ବର୍ଷରୁ କମ୍ ବାଳକ ଓ ବାଳିକା ଖୋ ଖୋ ପ୍ରତିଯୋଗିତାର ଚୟନ ପ୍ରତିଯୋଗୀତା ଶନିବାର ଦିନ କେନ୍ଦ୍ରାପଡା ମହାବିଦ୍ୟାଳୟ ପରିସରରେ ଜିଲ୍ଲାର ବ୍ଲକ ଓ ପୈାରାଞ୍ଚଳ ଅନ୍ତର୍ଗତ ଉଚ୍ଚ ବିଦ୍ୟାଳୟର ବିଭିନ୍ନ କ୍ରିଡାବିତ ମାନେ ଭାଗନେଇ ଥିଲେ । ପାଖାପଖି ୨୫୦ଟି ଭଲିବଲ ବାଳକ/ବାଳିକାମାନେ ଅଂଶଗ୍ରହଣ କରିଥିଲେ । ଏଥିରୁ ବଛାବଛା ଭଲ ପ୍ରଦର୍ଶନ କରିଥିବା ୧୦ଟି ଦଳ ବାଳକ ଓ ୬ଟି ବାଳିକା […]

  ପଟ୍ଟାମୁଣ୍ଡାଇ ୬/୨  – ପଟ୍ଟାମୁଣ୍ଡାଇ କଲେଜ ଗଣିତ ବିଭାଗ ପକ୍ଷରୁ ଏକ ଦକ୍ଷତା ବିକାଶ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । କଲେଜ ଅଧ୍ୟକ୍ଷ ପ୍ରଫେସର ଉମାକାନ୍ତ ପାତ୍ରଙ୍କ ତତ୍ୱାବଧାନ ଓ ଗଣିତ ବିଭାଗ ଅଧ୍ୟାପକ ଅରବିନ୍ଦ ପାଣ୍ଡବଙ୍କ ପୌରହିତ୍ୟରେ ଶୁକ୍ରବାର ଆୟୋଜିତ ଦକ୍ଷତା ବିକାଶ କାର୍ଯ୍ୟକ୍ରମରେ ମହାକାଳପଡା ଶ୍ରୀ ଶ୍ରୀ ବାୟାବାବା କଲେଜ ଗଣିତ ଅଧ୍ୟାପକ ଡ଼ ଅରୁଣ କୁମାର ତ୍ରପାଠୀ ମାର୍ଗଦର୍ଶକ ଭାବେ ଯୋଗ ଦେଇ ଫଜି […]

କେନ୍ଦ୍ରାପଡ଼ା,୬ା୨:ଆସନ୍ତା ୨୦୨୭ରେ ପ୍ରଥମ ପର୍ଯ୍ୟାୟ ଜନଗଣନା ନିମନ୍ତେ ଏକ ଜିଲ୍ଲାସ୍ତରୀୟ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଉପଲକ୍ଷେ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଶୁକ୍ରବାର ଅନୁଷ୍ଠିତ କାର୍ଯ୍ୟକ୍ରମରେ ଜିଲ୍ଲାସ୍ତରୀୟ ଜନଗଣନା ଅଧିକାରୀମାନଙ୍କୁ ନେଇ ଏକ ସମୀକ୍ଷା ଓ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ୨୦୧୧ମସିହା ପରେ ୧୫ ବର୍ଷ ବ୍ୟବଧାନରେ ଜନଗଣନା ହେଉଥିବାରୁ ସଠିକ ଏବଂ ଦାୟିତ୍ୱବାନ ହୋଇ ଜନଗଣନା କାର୍ଯ୍ୟ କରିବାକୁ ବୈଠକରେ ଅଧ୍ୟକ୍ଷତା କରୁଥିବା ଅତିରିକ୍ତ ଜିଲ୍ଲାପାଳ […]

କେନ୍ଦ୍ରାପଡ଼ା,୬ା୨:ପାରାଦୀପ- ଚଣ୍ଡିଖୋଲ ୫୩ନମ୍ବର ଜାତୀୟ ରାଜପଥର ଦୁହୁରିଆ ଠାରେ ଦ୍ୱିତୀୟ ଓଭରବ୍ରିଜ ନିର୍ମାଣ ପାଇଁ କେନ୍ଦ୍ରାପଡାର ବିଭିନ୍ନ ସମାଜକଲ୍ୟାଣ ସଂଗଠନ ପକ୍ଷରୁ ଦାବି କରାଯାଇ ପ୍ରଧାନମନ୍ତ୍ରୀଙ୍କ ଉଦେଶ୍ୟରେ ଏକ ଦାବିପତ୍ର ପ୍ରଦାନ କରାଯାଇଛି। ସେହି ଦାବିପତ୍ରରେ ଉଲ୍ଲେଖ କରାଯାଇଛି ଯେ ଦୁହୁରିଆ ଛକ କେନ୍ଦ୍ରାପଡାର ପ୍ରବେଶ ଦ୍ୱାର ହୋଇଥିବା ବେଳେ ଏହାର ପୂର୍ବରେ ଭଦ୍ରକ ଜିଲ୍ଲା, ପଶ୍ଚିମରେ କଟକ ଜିଲ୍ଲା, ଉତ୍ତରରେ ଯାଜପୁର ଜିଲ୍ଲା ଓ ଦକ୍ଷିଣରେ ଜଗତସିଂହପୁର ଜିଲ୍ଲାକୁ […]

ପଟ୍ଟାମୁଣ୍ଡାଇ ସରକାରୀ ବାଳିକା ହାଇସ୍କୁଲ ବାର୍ଷିକ ଉତ୍ସବ   ପଟ୍ଟାମୁଣ୍ଡାଇ ତା ୪/୨- ସାମ୍ପ୍ରତିକ ସମୟରେ ଛାତ୍ରୀମାନେ ଶୃଙ୍ଖଳିତ ହୋଇ ସମର୍ପଣ ଭାବ ନେଇ ଶିକ୍ଷା ପ୍ରତି ପ୍ରତିବଦ୍ଧ ହେଲେ ଜୀବନ ସବୁ କ୍ଷେତ୍ରରେ ସଫଳ ହେବା ସହିତ ନିଜର ସ୍ବପ୍ନ ସାକାର କରିପାରିବେ ବୋଲି ରାଜନଗର ବିଧାୟକ ଧ୍ରୁବ ସାହୁ ପଟ୍ଟାମୁଣ୍ଡାଇ ସରକାରୀ ବାଳିକା ହାଇସ୍କୁଲ ବାର୍ଷିକ ଉତ୍ସବର ଉଦଯାପନୀ ସମାରୋହରେ ମୁଖ୍ୟଅତିଥି ଭାବେ ଯୋଗ ଦେଇ ପ୍ରକାଶ […]

କେନ୍ଦ୍ରାପଡ଼ା,୪ା୨:କେନ୍ଦ୍ରାପଡା ବ୍ଲକ ଅଧିନ ପୁରୁଷୋତ୍ତମପୁର ପଞ୍ଚାୟତର ଏରା ଠାରୁ ନରେନ୍ଦ୍ରପୁର ଭାୟା କହ୍ନେଇପୁର ରାସ୍ତା ନିର୍ମାଣ କାର୍ଯ୍ୟରେ ଠିକାଦାର ଓ ଆରଡି ଡିଭିଜନର ଯନ୍ତ୍ରୀଙ୍କ ମଧ୍ୟରେ ମଧୁଚନ୍ଦ୍ରିକା ହୋଇ ସମସ୍ତ ନୀତିନିୟମକୁ ଦଳିମକଚି ଦିଆଯାଇଛି। ଏନେଇ ଜିଲ୍ଲାପାଳଙ୍କ ନିକଟରେ ପୁରୁଷୋତ୍ତମପୁର ଗ୍ରାମର ବଳରାମ ବେହେରାଙ୍କ ସମେତ କେତେକ ଗ୍ରାମବାସୀ ଅଭିଯୋଗ କରିଛନ୍ତି। ଅଭିଯୋଗରେ ଉଲ୍ଲେଖ ରହିଛି ଯେ ପ୍ରକଳ୍ପର ଅଟ୍ଟକଳ ଅନୁଯାୟୀ ଠିକାଦାର କାମ କରୁନାହାନ୍ତି। ରାସ୍ତାର ଯେଉଁସ୍ଥାନରେ ସ୍ଲୋପିଂ […]

କେନ୍ଦ୍ରାପଡ଼ା,୪ା୨:କେନ୍ଦ୍ରାପଡାର ବରିଷ୍ଠ ସାମ୍ବାଦିକ ତଥା ମହାକାଳପଡା ବ୍ଲକର ଗୋପିନାଥପୁର ଶାସନ ଗ୍ରାମର ବିଷ୍ଣୁଚରଣ କରଙ୍କ ଜ୍ୟେଷ୍ଠପୁତ୍ର ସନ୍ତୋଷ କୁମାର କରଙ୍କ ୬୩ବର୍ଷ ବୟସରେ କଟକ ବଡଡାକ୍ତରଖାନାରେ ପରଲୋକ ହୋଇଯାଇଛି। ସାମ୍ବାଦିକ ସ୍ୱର୍ଗତ କର ଦୈନିକ ଜନବାଣୀ, ବର୍ତ୍ତମାନ ସମାଚାର, ଦିନଲିପି ଓ ପରେ ଉତ୍କଳମେଲରେ ଦୀର୍ଘ ବର୍ଷ ଧରି କାର୍ଯ୍ୟରତ ଥିଲେ। ସେ ଜଣେ ଧର୍ମପରାୟଣ, ମିଷ୍ଟଭାଷୀ, ପରୋପକାରୀ ଓ କର୍ତ୍ତବ୍ୟରତ ସାମ୍ବାଦିକ ଭାବେ ସାଧାରଣରେ ଜଣାଶୁଣା ଥିଲେ। ସେ […]

Breaking News