केंद्रापड़ा जिले के पट्टामुंन्डाई ब्लॉक काखरूनी UG UP स्कूल में लंबे समय से टीचर की कमी है। स्कूल में करीब 350 स्टूडेंट्स पढ़ते हैं, लेकिन टीचर सिर्फ चार हैं। नियमों के मुताबिक, प्रिंसिपल मिड-डे मील मैनेजमेंट और दूसरे सरकारी कामों में बिज़ी रहते हैं, जिससे बाकी तीन टीचरों के लिए […]

ପେଟ୍ଟାମୁଣ୍ଡାଇ ୧୧/୨– କେନ୍ଦ୍ରାପଡା ଜିଲା ପଟ୍ଟାମୁଣ୍ଡାଇ ବ୍ଲକ କଖାରୁଣୀ ୟୁଜି ୟୁପି ବିଦ୍ୟାଳୟରେ ଦୀର୍ଘଦିନ ହେବ ଶିକ୍ଷକ ଅଭାବ ଦେଖାଦେଇଛି। ବିଦ୍ୟାଳୟରେ ପ୍ରାୟ ୩୫୦ଜଣ ଛାତ୍ରୀଛାତ୍ର ଅଧ୍ୟୟନ କରୁଥିବା ବେଳେ ୪ ଜଣ ଶିକ୍ଷକ ରହିଛନ୍ତି। ନିୟମ ଅନୁସାରେ ପ୍ରଧାନ ଶିକ୍ଷକ ମଧ୍ୟାହ୍ନ ଭୋଜନ ପରିଚାଳନା ଓ ଅନ୍ୟାନ୍ୟ ସରକାରୀ କାର୍ଯ୍ୟରେ ବ୍ୟସ୍ତ ରହୁଥିବା ବେଳେ ଅନ୍ୟ ତିନି ଜଣ ଶିକ୍ଷକ ଶିକ୍ଷାଦାନ କରାଇବା ଅସମ୍ଭବ ହୋଇପଡିଛି। ଯାହାକୁ ନେଇ […]

କେନ୍ଦ୍ରାପଡ଼ା,୧୧ା୨:ପୁଣ୍ୟ ବାଣ୍ଟୁଛନ୍ତି ସମାଜସେବୀ ସମୀର କୁମାର ଚାନ୍ଦ। ଶ୍ରୀବଳଦେବଜୀଉଙ୍କ କ୍ୟାଲେଣ୍ଡରକୁ ସେ ଲୋକମାନଙ୍କୁ ବାଣ୍ଟୁଛନ୍ତି। କେବଳ ସେତିକି ନୁହେଁ ଲୋକମାନଙ୍କ ଆତ୍ମା କିପରି ପବିତ୍ର ହେବ ସେ ନେଇ ମଧ୍ୟ ଉଦ୍ୟମ ଆରମ୍ଭ କରିଛନ୍ତି। କ୍ୟାଲେଣ୍ଡରେ ଥିବା ସ୍କାନର ଜରିଆରେ ଦାନ କରି ପୁଣ୍ୟ ଅର୍ଜ୍ଜନ କରିବା ପାଇଁ ସେ ଶ୍ରଦ୍ଧାଳୁ ମାନଙ୍କୁ ନିବେଦନ କରୁଛନ୍ତି। ଏହି କାର୍ଯ୍ୟ ଦ୍ୱାରା ସେ ମହା ଆନନ୍ଦ ଲାଭ କରୁଥିବା ପ୍ରକାଶ କରିଛନ୍ତି। […]

केंद्रापड़ा, 9:2: केंद्रापड़ा जिले में रेत की तस्करी बढ़ रही है। कई रेत खदानों की नीलामी नहीं हो रही है। इस वजह से सरकार को रेवेन्यू का नुकसान हो रहा है। रेत तस्कर सरकारी दफ्तरों के छोटे कर्मचारियों के जरिए अपना धंधा चला रहे हैं। वे हर महीने रेत की […]

ଧାନମଣ୍ଡିରେ ଚାଷୀଙ୍କୁ ଶୋଷଣର ପ୍ରତିବାଦ କେନ୍ଦ୍ରାପଡ଼ା,୧୦ା୨:ପ୍ରଦେଶ କଂଗ୍ରେସ କମିଟିର ନିର୍ଦ୍ଦେଶକ୍ରମେ କେନ୍ଦ୍ରାପଡା ଜିଲ୍ଲା କଂଗ୍ରେସ ପକ୍ଷରୁ ଧାନମଣ୍ଡିରେ ଚାଷୀଙ୍କୁ ଶୋଷଣ କରାଯିବା ପ୍ରତିବାଦରେ ମଙ୍ଗଳବାର କେନ୍ଦ୍ରାପଡା ସହରର ପୁରୁଣାବସଷ୍ଟାଣ୍ଡରେ କୃଷି ଓ ଯୋଗାଣ ମନ୍ତ୍ରୀଙ୍କ କୁଶପୂତଳିକା ଦାହ କରାଯାଇଛି। ଜିଲ୍ଲା କଂଗ୍ରେସ କିଷାନ ସେଲ ସଭାପତି ଜୟଦେବ ପରିଡାଙ୍କ ନେତୃତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ପୂର୍ବତନ ବିଧାୟିକା ଡ. ସିପ୍ରା ମଲ୍ଲିକ, ପୂର୍ବତନ ବିଧାୟକ ଚିନ୍ମୟ ପ୍ରସାଦ ବେହୁରା, ପୂର୍ବତନ […]

କେନ୍ଦ୍ରାପଡ଼ା,୧୦ା୨:ଜିଲ୍ଲାସ୍ତରୀୟ ସୁରକ୍ଷିତ ଇଣ୍ଟରନେଟ୍ ଦିବସ-୨୦୨୬ ପାଳିତ ହୋଇଯାଇଛି। ଏହି ଉପଲକ୍ଷେ ସରକାରୀ ପଲିଟେକ୍ନିକ୍ କଲେଜ, କେନ୍ଦ୍ରାପଡ଼ାଠାରେ ଏକ ସଚେତନତା କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ କେନ୍ଦ୍ରାପଡ଼ାର ଜିଲ୍ଲାପାଳ ରଘୁରାମ ଆର. ଆୟର ସାଇବର ସୁରକ୍ଷା ଏବଂ ଇଣ୍ଟରନେଟ୍ ବ୍ୟବହାରର ସର୍ବୋତ୍ତମ ବ୍ୟବହାର ସମ୍ପର୍କରେ ଗୁରୁତ୍ୱ ଦେଇ, ନିଜ ଅନୁଭବ ଆଧାରରେ ମୂଲ୍ୟବାନ ମତାମତ ରଖିଥିଲେ। ସାଇବର ଠକାମୀର ଶିକାର ହେଲେ ଜଣେ ବ୍ୟକ୍ତି ଯଦି ୩୦ ମିନିଟ […]

କେନ୍ଦ୍ରାପଡା କଲେଜ ଇଂରାଜୀ ବିଭାଗ ଜାତୀୟ ସମ୍ପାନ ଉଦ୍‌ଯାପିତ କେନ୍ଦ୍ରାପଡ଼ା,୮ା୨:କେନ୍ଦ୍ରାପଡା ସ୍ୱୟଂଶାସିତ ମହାବିଦ୍ୟାଳୟ ଇଂରାଜୀ ବିଭାଗ ପକ୍ଷରୁ ଦୁଇଦିବସୀୟ ଜାତୀୟ ସମ୍ପାନ “ଭୋକାଲ ଫର ଲୋକାଲ” ରବିବାର ଉଦଯାପିତ ହୋଇଯାଇଛି। ମହାବିଦ୍ୟାଳୟ ସମ୍ମିଳନୀ କକ୍ଷରେ ଇଂରାଜୀ ବିଭାଗ ମୁଖ୍ୟ ପ୍ରଫେସର ଡ. ପୂର୍ବାଶା ପ୍ରିୟଦର୍ଶିନୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସମ୍ପାନର ଦ୍ୱିତୀୟ ଦିବସକୁ କଲେଜ ଅଧ୍ୟକ୍ଷ ପ୍ରଫେସର ଶାନ୍ତନୁ କୁମାର ଜେନା ପ୍ରଦୀପ ପ୍ରଜ୍ଜ୍ୱଳନ ପୂର୍ବକ ଉଦଘାଟନ କରିଥିଲେ। ମୁଖ୍ୟଅତିଥି ଭାବେ […]

କେନ୍ଦ୍ରାପଡ଼ା,୮ା୨:କେନ୍ଦ୍ରାପଡା ପୈାରାଞ୍ଚଳର ମହିପାଳ ସ୍ଥିତ କୁନ୍ତଳା କୁମାରୀ ଚାରୁ ଓ କାରୁ କଳା ବିଦ୍ୟାଳୟରେ ବାର୍ଷିକ ପରୀକ୍ଷା ଆରମ୍ଭ ହୋଇଛି । ଓଡିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ ଦ୍ୱାରା ସ୍ୱୀକୃତି ପ୍ରାପ୍ତ ହେବା ପରେ ବିଦ୍ୟାଳୟ ତାର ପ୍ରଥମ ବାର୍ଷିକ ପରିକ୍ଷା ଓଡିଶା ଲଳିତ କଳା ଏକାଡେମୀ ତତ୍ତ୍ୱାବଧାନରେ ଅୟୋଜିତ କରିଛି । ଚଳିତ ବର୍ଷ ପ୍ରାଥମିକ ପରୀକ୍ଷାରେ ମୋଟ ୩୫ ଜଣ କୁନି କଳାକାର ଭାଗ […]

କେନ୍ଦ୍ରାପଡା ସ୍ୱୟଂଶାସିତ ମହାବିଦ୍ୟାଳୟରେ ଜାତୀୟ ସମ୍ପାନ ଉଦଘାଟିତ   କେନ୍ଦ୍ରାପଡ଼ା,୭ା୨:ଆଞ୍ଚଳିକ ଭାଷାରେ ପ୍ରକାଶ ପାଉଥିବା ସାହିତ୍ୟ ଅନୁବାଦ ହେବାର ଆବଶ୍ୟକତା ରହିଛି। ଏହାକୁ ଇଂରାଜୀ ଭାଷାରେ ଅନୁବାଦ କଲେ ତାହା ଆଞ୍ଚଳିକ ସ୍ତରରୁ ଆନ୍ତର୍ଜାତୀୟ ସ୍ତରରେ ପହଞ୍ଚି ପାରିବ ବୋଲି ବିଶେଷଜ୍ଞମାନେ ମତବ୍ୟକ୍ତ କରିଛନ୍ତି। କେନ୍ଦ୍ରାପଡା ସ୍ୱୟଂଶାସିତ ମହାବିଦ୍ୟାଳୟ ସମ୍ମିଳନୀ କକ୍ଷରେ ଇଂରାଜୀ ବିଭାଗ ପକ୍ଷରୁ ଆୟୋଜିତ ଜାତୀୟ ସମ୍ପାନ “ ଭୋକାଲ ଫର ଲୋକାଲ”ରେ ଯୋଗଦେଇ ଇଂରାଜୀ ଭାଷା […]

କେନ୍ଦ୍ରାପଡା ୭ା୨- ଆଜିର ସମାଜରେ କିଏ ଜନ୍ମଦିନ ଉପଲକ୍ଷେ କେକ୍ କଟୁଛିତ କିଏ ରକ୍ତଦାନ କରୁଛି ଆଉ କିଏ ନିଜ ସାଙ୍ଗ ସାଥି ଧରି ମଦ ମାଂସ ଆସର ବେଶ ଧୁମ ଧାମରେ ମଜା ମସ୍ତି କରି ପାଳନ କରୁଛନ୍ତି, ହିନ୍ଦୁ ସମାଜ ପାଇଁ ଗ୍ରହଣୀୟ ନୁହେଁ ବୋଲି କେନ୍ଦ୍ରାପଡ଼ାର ଚର୍ଚ୍ଚିତ ଚେହେରା ଯୁବ ସମାଜ ସେବୀ ଓ ଶିକ୍ଷାବିତ୍ ରଞ୍ଜନ ବେହେରା ନିଆରା ଢଙ୍ଗରେ ନିଜ ପରିବାର ସହିତ […]

Breaking News