କେନ୍ଦ୍ରାପଡ଼ା,୨୨ା୨:କେନ୍ଦ୍ରାପଡପା ସ୍ୱୟଂଶାସିତ ମହାବିଦ୍ୟାଳୟ ସମ୍ମୁଖରେ କେତେକ ରାଜନେତା ନିଜର ଓ ଦଳର ପ୍ରଚାର ଓ ପ୍ରସାର କରିବା ପାଇଁ ହୋର୍ଡିଂ ମାରିଛନ୍ତି। ଏହି ହୋର୍ଡିଂକୁ ସେଠାରୁ ଉଚ୍ଛେଦ କରିବା ପାଇଁ ମହାବିଦ୍ୟାଳୟ ଅଧ୍ୟକ୍ଷ ପ୍ରଫେସର ଶାନ୍ତନୁ କୁମାର ଜେନା କେନ୍ଦ୍ରାପଡା ପୈାରପାଳିକା ନିର୍ବାହୀ ଅଧିକାରୀଙ୍କୁ ଚିଠି ଲେଖିଛନ୍ତି। ଅଧ୍ୟକ୍ଷ ଚିଠିରେ ଉଲ୍ଲେଖ କରିଛନ୍ତି ଯେ ସଂପୃକ୍ତ ରାଜନେତା ଏହି ସ୍ଥାନରେ ହୋର୍ଡିଂ ମାରିବା ପାଇଁ କଲେଜ କତ୍ତୃପକ୍ଷଙ୍କ ଠାରୁ କୈାଣସି […]

୫୩ନମ୍ବର ଜାତୀୟ ରାଜପଥର ଦୁହୁରିଆ ଅଣଓସାରିଆ ପୋଲ ସମ୍ପର୍କରେ ରାଜ୍ୟପାଳଙ୍କ ରିପୋର୍ଟ ତଲବ କେନ୍ଦ୍ରାପଡ଼ା,୨୨ା୨:ଚଣ୍ଡିଖୋଲ- ପାରାଦୀପ ୫୩ନମ୍ବର ଜାତୀୟ ରାଜପଥର ସଂପ୍ରସାରଣ ସମୟରେ ୨୦୧୩ମସିହାରେ ନିର୍ମାଣ କରାଯାଇଥିବା ଦୁହୁରିଆ ପୋଲକୁ ୩ମାସ କାଳ ଲାଗି ଭଙ୍ଗାଯାଇ ଏଠାରେ ଜଗତପୁର ଗୋଲେଇଛକ ଷ୍ଟାଇଲରେ ୨ଟି ପୋଲ ବିଶିଷ୍ଟ କରାଯିବା ପାଇଁ ନିଷ୍ପତ୍ତି ଗ୍ରହଣ କରାଯାଇଥିଲା। ମାତ୍ର ଦୁଃଖର କଥା ଯେତିକି ଓସାରର ପୋଲ ଭଙ୍ଗାଗଲା ତାକୁ ଚଉଡା କରାନଯାଇ ମାତ୍ର ଏକ […]

ପଟ୍ଟାମୁଣ୍ଡାଇ ତା ୨୨/୨- ସମଗ୍ର ଉତିକଣ ଓ ଧୋୟାଞ୍ଚଳର ସୁରକ୍ଷା କବଚ ବ୍ରାହ୍ମଣୀ ନଦୀ ବନ୍ଧ ଦୁର୍ବଳ ହୋଇପଡିଥିବାରୁ ବନ୍ୟା ବିଭେଷିକା ଭୟରେ ସମଗ୍ର ଉତିକଣ ଅଂଚଳ ସହିତ ବନ୍ୟା ବିପନ୍ନ ଧୋୟାଞ୍ଚଳବାସୀ ଆଶା ଆଶଙ୍କା ଓ ଚିନ୍ତାରେ ଥିଲେ ।  ଏ ସମ୍ପର୍କରେ ଅବଗତ ହେବା ପରେ ରାଜନଗର ବିଧାୟକ ଧ୍ରୁବ ସାହୁ ବ୍ରାହ୍ମଣୀ ନଦୀ ବନ୍ଧ ସୁଦୃଢ଼ୀ କରଣ ପାଇଁ ରାଜ୍ୟ ସରକାରଙ୍କ ଠାରେ ଦାବୀ ଉପସ୍ଥାପନ […]

ପଟ୍ଟାମୁଣ୍ଡାଇ ୨୧/୨ -କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ତହସିଲ ଅନ୍ତର୍ଗତ ଅଳଭା ଓ ନୀଳକଣ୍ଠପୁର ବ୍ରାହ୍ମଣୀ ନଦୀରୁ ଅବୈଧ ବାଲି ଖନନ ଉପରେ ପ୍ରଶାସନ ଦ୍ୱାରା କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି। ନଦୀ ଶଯ୍ୟାରୁ ବେଆଇନ ଭାବେ ବାଲି ଉତୋଳନ କରୁଥିବା ଚାଲାଣକାରୀଙ୍କ ବିରୋଧରେ ଚଢ଼ଉ, ଯନ୍ତ୍ରପାତି ଜବତ ଏବଂ ଜୋରିମାନା ଆଦାୟ କରାଯାଉଛି। ପରିବେଶ ସୁରକ୍ଷା ପାଇଁ ଏହି ଅଭିଯାନ ଜାରି ରହିଛି, ଯାହା ଫଳରେ ନଦୀର ସ୍ଥିତି ଏବଂ […]

ପଟ୍ଟାମୁଣ୍ଡାଇ ୨୧/୨ – ଓଡିଶାର ବିଶିଷ୍ଟ ସ୍ତମ୍ଭକାର ନାଟ୍ୟକାର, ନାଟ୍ୟ ନିର୍ଦେଶକ ତଥା ଶିକ୍ଷକ ନେତା ଦିବଂଗତ ଦିବାକର ବିଶ୍ୱାଳଙ୍କ ୯୬ ତମ ଜନ୍ମ ଜୟନ୍ତୀ ସ୍ଥାନୀୟ କଷଣଅଂଟା ରାଧାରାଣୀ ମଣ୍ଡପରେ ପାଳିତ ହୋଇ ଯାଇଛି। ଓଡ଼ିଶା ସାହିତ୍ୟଏକାଡ଼େମୀ ଓ ଲେଖାଲେଖି ପ୍ରକାଶନର ମିଳିତ ଆୟୋଜନରେ ଆୟୋଜିତ ଜୟନ୍ତୀ ସଭାରେ ପ୍ରଦୀପ୍ତ କୁମାର ବେହୁରା ପୌରହିତ୍ୟ କରିଥିଲେ । ଏଥିରେ ରାଜନଗର ପୁର୍ବତନ ବିଧାୟକ ଡ଼ ଅଲେଖ ଜେନା, ନାଟ୍ୟକାର […]

ପଟ୍ଟାମୁଣ୍ଡାଇ ୨୧/୨-ପଟ୍ଟାମୁଣ୍ଡାଇ କଲେଜରେ ଆତ୍ମରକ୍ଷା ପ୍ରଶିକ୍ଷଣ ଶିବିର ଉଦଘାଟିତ ହୋଇଯାଇଛି ।  ପଟ୍ଟାମୁଣ୍ଡାଇ କଲେଜ ଅଧ୍ୟକ୍ଷ ପ୍ରଫେସର ଉମାକାନ୍ତ ପାତ୍ର ଶିବିର ଉଦଘାଟନ କରି କହିଥିଲେ ଯେ  ବର୍ତ୍ତମାନ ସମାଜରେ ବଢ଼ି ଚାଲିଥିବା ହିଂସାକୁ ନେଇ ଛାତ୍ରୀମାନଙ୍କ ସୁରକ୍ଷା ମଧ୍ୟ ଚିନ୍ତାର ବିଷୟ ପାଲଟିଛି। ଏଣୁ କିଭଳି ଛାତ୍ରୀମାନେ ନିଜକୁ ନିଜେ ସୁରକ୍ଷା ଦେଇପାରିବେ ସେଥିନେଇ ଗୁରୁତ୍ୱାରୋପ କରିଥିଲେ। ଛାତ୍ରୀ ଧନଜୀବନର ସୁରକ୍ଷା ଲାଗି ଏକ ଆତ୍ମସୁରକ୍ଷା ତାଲିମ ପ୍ରଶିକ୍ଷଣ […]

କେନ୍ଦ୍ରାପଡ଼ା,୨୧ା୨:ମା’ବୁଢୀ ଜାଗୁଳାଇ ପାଲା ସଙ୍ଘ ପକ୍ଷରୁ କଷୋଟି ଦୁହୁରିଆ ସ୍ଥିତ ବିଲେଶ୍ୱର ଶିବ ମନ୍ଦିର ପ୍ରାଙ୍ଗଣରେ ମକର ମହୋତ୍ସବ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି। ଏହି ଉପଲକ୍ଷେ ସଙ୍ଘର ସମ୍ପାଦକ ଗାୟକ ପ୍ରକୃତିବନ୍ଧୁ ଗଗନବିହାରୀ ସିଂହଙ୍କ ସଂଯୋଜନାରେ ଅନୁଷ୍ଠିତ ଉତ୍ସବରେ ମୁଖ୍ୟଅତିଥି ଭାବେ ବରୋଦା ବ୍ୟାଙ୍କର ଅବସରପ୍ରାପ୍ତ ପରିଚାଳକ ଅମରେନ୍ଦ୍ର ସାହୁ, ମୁଖ୍ୟବକ୍ତା ଭାବେ ଆଞ୍ଚଳିକ ପରିବହନ ଅଧିକାରୀ ଲୋକନାଥ ମେହେର, ସମ୍ମାନିତ ଅତିଥି ଭାବେ ପଣ୍ଡିତ ଅଭୟ କୁମାର ଶତପଥୀ, […]

କେନ୍ଦ୍ରାପଡ଼ା,୨୦ା୨:୫୩ନମ୍ବର ଜାତୀୟ ରାଜପଥର ଦୁହୁରିଆ ନିକଟରେ ଆଜି ଦୁଇଟି ବାଇକ ମଧ୍ୟରେ ଧକ୍କା ହେବାରୁ ଜଣେ ଯୁବକଙ୍କର ମୃତ୍ୟୁ ହୋଇଯାଇଛି। ଘଟଣାରୁ ପ୍ରକାଶ ଯେ ଡେରାବିଶ ଥାନା ଅନ୍ତର୍ଗତ ନୂଆଗାଁ ଗ୍ରାମର ଯୋଗେନ୍ଦ୍ର ନାୟକଙ୍କ ସାନପୁଅ ଚିତ୍ତପ୍ରକାଶ ନାୟକ(୨୫) ଏକ ବାଇକରେ ଆଜି ସକାଳ ପ୍ରାୟ ସାଢେ ୮ଟା ବେଳେ ଦୁହୁରିଆ-ପାଣ୍ଡିରୀ ରାସ୍ତାରୁ ୫୩ନମ୍ବର ଜାତୀୟ ରାଜପଥ ଉପରକୁ ଉଠୁଥିବା ବେଳେ ଚଣ୍ଡିଖୋଲ ପାଶ୍ୱର୍ରୁ ଆସୁଥିବା ଅନ୍ୟ ଏକ ବାଇକ […]

କେନ୍ଦ୍ରାପଡ଼ା,୨୦ା୨: ଆଜିର ଏହି ଅତ୍ୟନ୍ତ ବ୍ୟସ୍ତ ବହୁଳ ଦୁନିଆରେ, ମଣିଷ ନିଜର ଦୈନନ୍ଦିନ କାର୍ଯ୍ୟ ଏବଂ ଜୀବିକା ନିର୍ବାହ ପାଇଁ ଏତେ ବ୍ୟସ୍ତ ରହୁଛି ଯେ ସେ ନିଜ ପାଇଁ, ପରିବାର ବନ୍ଧୂ ପାଇଁ କିମ୍ବା ମାନସିକ ଶାନ୍ତି ପାଇଁ ସମୟ ପାଇପାରୁନାହିଁ। କିନ୍ତୁ ଆପଣ ଜାଣି ବିଶ୍ମିତ ହେବେ କି ୫୮ ବର୍ଷ ଧରି ସ୍କୁଲ ଛାଡି ଥିବା ବୟବୃଦ୍ଧ ଛାତ୍ରୀଛାତ୍ର ମାନେ ଏକତ୍ରୀତ ହୋଇ ଏକ ଅଭୁଲା […]

ଅନ୍‌ଲାଇନ୍‌ରେ ବିଶେଷକରି ସୋସିଆଲ୍ ମିଡିଆର ପ୍ରେମ ଏବେ ଯୁବପିଢ଼ିଙ୍କଠାରେ ସବୁଠୁ ଅଧିକ ଦେଖିବାକୁ ମିଳୁଛି। ହେଲେ ଏହାଦ୍ୱାରା କେବେକେବେ ଅନେକଙ୍କୁ ବିଭିନ୍ନ ସମସ୍ୟାର ମଧ୍ୟ ସମ୍ମୁଖୀନ ହେବାକୁ ପଡୁଛି। କେତେବେଳେ ବିଶ୍ୱାସଘାତକତା ଓ ଅପରାଧିକ କାରଣ ପାଲଟୁଛି। ଏଭଳି ଏକ ଘଟଣା କେନ୍ଦ୍ରାପଡ଼ା ସଦର ଥାନା ଅଧୀନ ଶାମାଗୁଡ଼ିଆ ଅଂଚଳରେ ଚାଂଚଲ୍ୟ ଖେଳାଇ ଦେଇଛି । ସୋସିଆଲ୍ ମିଡିଆରୁ ପ୍ରେମ, ବିଶ୍ୱାସ ତାପରେ ବିବାହ ପ୍ରତିଶୃତି ପରେ ଦେହ ବ୍ୟବସାୟ […]

Breaking News