ପଟ୍ଟାମୁଣ୍ଡାଇ ୨୧/୭ – ଲଘୁଚାପ ଜନିତ ଲଗାଣ ବର୍ଷା ଯୋଗୁଁ ବିଭିନ୍ନ ସ୍ଥାନରେ ପ୍ରଳୟଙ୍କରି ବନ୍ୟାର ବିତ୍ପାତ ଜାରିରହିଥିବା ସମୟରେ କେନ୍ଦ୍ରାପଡା ଜିଲା ପଟ୍ଟାମୁଣ୍ଡାଇ ବ୍ଲକ ଫୌରାଂଚଳରେ ଏହି ପ୍ରଳୟଙ୍କରି ବନ୍ୟାର ପ୍ରକୋପ ଦେଖିବାକୁ ମିଳିଛି । ଏହି ବନ୍ୟାରେ ପଟ୍ଟାମୁଣ୍ଡାଇ ଅଂଚଳର ପ୍ରାୟ୭୦ ହଜାର ଲୋକ ପ୍ରଭାବିତ ହୋଇଥିଲେ । କିନ୍ତୁ ସରକାରୀ ସହାୟତା ପହଁଚିଂ ନଥିଲା । ପ୍ରଳୟଙ୍କରି ବନ୍ୟାର ବିଭିଷିକା ବହୁ ଗରିବ ପରିବାର ଭୋକ […]
କେନ୍ଦ୍ରାପଡ଼ା,୨୨ା୭: ଗ୍ରାମାଞ୍ଚଳରେ ସ୍ୱାସ୍ଥ୍ୟସେବାର ବାହାକ ସାଜିବ ଆୟୁଷ୍ମାନ ସ୍ୱାସ୍ଥ୍ୟ ମନ୍ଦିର। ଗାଁ ଗାଁରେ ରୋଗୀମାନଙ୍କୁ ଉତ୍ତମ ସ୍ୱାସ୍ଥ୍ୟ ସେବା ଯୋଗାଇ ଦେବା ସ୍ୱାସ୍ଥ୍ୟ ମନ୍ଦିରର ପ୍ରମୁଖ ଉଦ୍ଦେଶ୍ୟ। ସେହିପରି ଏହି ସ୍ୱାସ୍ଥ୍ୟ ମନ୍ଦିରରେ ମଧୁମେହ, ରକ୍ତ ସର୍କରା, ରକ୍ତଚାପ ଭଳି ୧୨୦ ପ୍ରକାର ଔଷଧ ମାଗଣାରେ ମିଳିବ। ତେଣୁ ଗରିବ ରୋଗୀମାନଙ୍କୁ ଏଣିକି କୌଣସି ରୋଗ ପାଇଁ ଔଷଧ ଦୋକାନରୁ ଔଷଧ କିଣିବାକୁ ପଡିବ ନାହିଁ ବୋଲି ସ୍ୱାସ୍ଥ୍ୟମନ୍ତ୍ରୀ ଡା. […]
କେନ୍ଦ୍ରାପଡ଼ା, ୨୨ା୭: ଅତିରିକ୍ତ ଜିଲ୍ଲାପାଳ(ସାଧାରଣ)ନବକ୍ରିଷ୍ଣ ଜେନାଙ୍କ କାର୍ଯ୍ୟାଳୟ କକ୍ଷରେ ଯୌନ ଉତ୍ପୀଡ଼ନ( ନିବାରଣ,ନିଷେଧ ଓ ପ୍ରତିକାର) ଆଇନ-୨୦୧୩ ର କାର୍ଯକାରୀତାକୁ ନେଇ ଏକ ବୈଠକ ମଙ୍ଗଳବାର ଅନୁଷ୍ଠିତ ହୋଇଯାଇଛି । ବୈଠକରେ କାର୍ଯ୍ୟକ୍ଷେତ୍ରରେ ଯୌନ ନିର୍ଯାତନାର ପ୍ରକାର ଭେଦ, ଏହାର ପ୍ରଭାବ, ଅଭିଯୋଗ କରିବାର ପ୍ରକ୍ରିୟା, ଆଭ୍ୟନ୍ତରୀଣ ଅଭିଯୋଗ କମିଟି ଗଠନ, ଦଣ୍ଡବିଧାନ ବ୍ୟବସ୍ଥା ଇତ୍ୟାଦି ଉପରେ ଆଲୋଚନା କରାଯାଇଥିଲା। ପ୍ରତ୍ୟେକ କାର୍ଯ୍ୟାଳୟରେ ତୁରନ୍ତ କମିଟି ଗଠନ କରିବାକୁ ସମସ୍ତ […]
କେନ୍ଦ୍ରାପଡା,୨୨ା୭- ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ମୁକେଶ ମହାଲିଙ୍ଗ ଜୁଲାଇ ୨ତାରଖରେ କେନ୍ଦ୍ରାପଡା ଗସ୍ତ ଅବସରରେ ଏଠାରେ ମେଡିକାଲ କଲେଜ ପ୍ରତିଷ୍ଠା ହେବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି । ଏହା ସରକାରଙ୍କ ଟପ ୨୧ ଏଜେଣ୍ଡାରେ ଥିବା କହିଛନ୍ତି । ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ଏହି ବୟାନ ଆସିବା ପରେ ବିରୋର୍ôଧ ବିଜୁ ଜନତା ଦଳ ମନ୍ତ୍ରୀଙ୍କୁ ସମାଲୋଚନା କରିଛି । ଏ ନେଇ ଜାରି ପ୍ରେସ ବିବୃତିରେ କେନ୍ଦ୍ରାପଡା […]
ପଟ୍ଟାମୁଣ୍ଡାଇ ୨୧/୭ -ଶ୍ରାବଣ ମାସରେ ବିଭିନ୍ନ ଶୈବ ପୀଠରେ ଜଳାଭିଷେକ କରିବା ବୋଲବମ ଭକ୍ତଙ୍କ ଭିଡ଼ ଦେଖିବାକୁ ମିଳିଥାଏ । ସାରା ରାଜ୍ୟର ବିଭିନ୍ନ ଅଂଚଳରେ ସକାଳ ଠାରୁ ରାତ୍ରୀ ପର୍ଯ୍ୟନ୍ତ ବିଭିନ୍ନ ସ୍ଥାନରେ ବୋଲବମ ଭକ୍ତଙ୍କ ଶୋଭାଯାତ୍ରା ଚାଲିଥାଏ । ବୋଲବମ ଭକ୍ତମାନେ ଶୁଦ୍ଧପୁତ ଭାବେ ନୂତନ ଗେରୁଆ ବସ୍ତ୍ର ପରିଧାନ କରିବା ସହିତ କାନ୍ଧରେ ପାଣି ଭରା କଳସୀ ଧରି ଶୋଭାଯାତ୍ରାରେ ବିଭିନ୍ନ ଶୈବ ପୀଠକୁ ଯାତ୍ରା […]
କେନ୍ଦ୍ରାପଡ଼ା,୨୧ା୭ :ମୌସୁମୀ ସାହିତ୍ୟ ଓ ସଂସ୍କୃତି ପରିଷଦ ଆନୁକୂଲ୍ୟରେ ସ୍ଥାନୀୟ ସାଂଧ୍ୟ୍ୟ ମହାବିଦ୍ୟାଳୟ ସଭା ଗୃହରେ କବି ଡ଼. ଶ୍ରୀଧର ସାମଲଙ୍କ ନୂତନ କବିତା ସଂକଳନ “ନିରବତାର ସେପାଖରେ’ର ଶୁଭ ଉନ୍ମୋଚନ ସହ ଏକ ଭବ୍ୟ ବର୍ଷା କବିତା ଆସର ଅନୁଷ୍ଠିତ ହୋଇଯାଇଛି। ପ୍ରଫେସର ନନ୍ଦ କିଶୋର ପରିଡାଙ୍କ ପୌରହିତ୍ୟରେ ଅନୁଷ୍ଠିତ ଏହି ସମାରୋହରେ ସମ୍ପାଦକ ଡ଼ ଶ୍ରୀଧର ସାମଲ ସ୍ୱାଗତ ଭାଷଣ ଦେଇଥିବା ବେଳେ ମୁଖ୍ୟଅତିଥି ଭାବେ ବିଶିଷ୍ଠ […]
କେନ୍ଦ୍ରାପଡ଼ା,୨୧ା୭ :କେନ୍ଦ୍ରାପଡ଼ା ସହର ଦେଇ ଗଣ୍ଡାକିଆ ପର୍ଯ୍ୟନ୍ତ ବୋହି ଯାଇଥିବା ଗୋବରୀ କେନାଲ ବା କେନ୍ଦ୍ରାପଡା କେନାଲରୁ ଦଳ ସଫା ହେଉନାହିଁ। ଯାହା ଫଳରେ ତଳ ମୁଣ୍ଡୁକୁ ପାଣି ମାଡି ପାରୁନାହିଁ। ପାଣି ମାଡି ପାରୁ ନଥିବାରୁ ଚାଷୀମାନେ କେନାଲ ଜଳକୁ ଜମିରେ ବ୍ୟବହାର କରିପାରୁନାହାଁନ୍ତି। ଫଳରେ ପନିପରିବା ଚାଷ କରିବାରେ ସମସ୍ୟା ସୃଷ୍ଟି ହେଉଛି। ଚାଷୀମାନେ ବାଧ୍ୟହୋଇ ବିଲରେ ବୋରିଂ କରି ପାଣି ମଡାଉଛନ୍ତି। ତେଣୁ ଏତେ ବଡ଼ […]
କେନ୍ଦ୍ରାପଡା,୨୧ା୭: କେନ୍ଦ୍ରାପଡା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ପଟ୍ଟାମୁଣ୍ଡାଇ ଧୋୟାଂଚଳ ଦେଇ ପ୍ରବାହିତ ବ୍ରାହ୍ମଣୀ, ବୈତରଣୀ, କାଣୀ ଆଦି ନଦୀର ତଟବର୍ତ୍ତୀ ଅଞ୍ଚଳବାସୀ ବର୍ଷା ଦିନ ଆସିଲେ ଭୟରେ କାଳାତିପାତ କରନ୍ତି। ଏହି ସବୁ ନଦୀରେ ପ୍ରାୟ ପ୍ରତିବର୍ଷ ବନ୍ୟା ହେଉଥିବାବେଳେ ଚଳିତ ବନ୍ୟା ଲୋକଙ୍କ ଆର୍ଥିକ ମେରୁଦଣ୍ଡକୁ ଦୋହଲାଇ ଦେଇଛି। ତଥାପି ବନ୍ୟାର ସ୍ଥାୟୀ ପ୍ରତିକାର ଦିଗରେ ଦୃଢ଼ ପଦକ୍ଷେପ ନିଆଯାଇପାରିନାହିଁ। କେବଳ ସମ୍ଭାବ୍ୟ ବନ୍ୟାର କିଛିଦିନ ପୂର୍ବରୁ ଏବଂ […]
ପଟ୍ଟାମୁଣ୍ଡାଇ ୨୦/୭ – ପଟ୍ଟାମୁଣ୍ଡାଇ ବ୍ଲକ ଅନ୍ତର୍ଗତ ଦାଣ୍ଡିସାହି ଜୟ ହିନ୍ଦ ହାଇସ୍କୁଲ ୧୯୮୦ବ୍ୟାଚର ମେଧାବୀ ଛାତ୍ର ତଥା ଓଡିଶା ସରକାରଙ୍କ ପୂର୍ବତନ ଅଧିକାରୀ ନୂଆପଡା ଗ୍ରାମର ଦିବଂଗତ ବିମଳ ରାଉତଙ୍କ ଆତ୍ମାର ସଦଗତି ପାଇଁ ଅଣ୍ଢରା ଶ୍ରୀରାମ ମନ୍ଦିର ଠାରେ ୧୯୮୦ ବ୍ୟାଚ ପୁରାତନ ଛାତ୍ର ସଂସଦ ପକ୍ଷରୁ ପୂଜାପାଠ ଓ ସମୂହ ଦୀପଦାନ କରାଯାଇଛି । ପୁରାତନ ଛାତ୍ର ପ୍ରଦୀପ୍ତ କିଶୋର ବିଶ୍ୱାଳଙ୍କ ନେତୃତ୍ୱରେ ଆୟୋଜିତ ସମୂହ […]
ପଟ୍ଟାମୁଣ୍ଡାଇ ତା ୨୦/୭- ଚଳିତ ବ୍ରାହ୍ମଣୀ ବନ୍ୟାରେ ପଟ୍ଟାମୁଣ୍ଡାଇ ବ୍ଲକ ର ୧୪ଟି ପଂଚାୟତ ଓ ପୌରାଞ୍ଚଳର ୯ଟି ୱାର୍ଡ ବିଶେଷ ଭାବେ କ୍ଷତିଗସ୍ତ ହୋଇଛି । ଲୋକମାନେ ପ୍ରାୟ ୧ସପ୍ତାହ ଧରି ଜଳବନ୍ଦୀ ହୋଇ ଦୁର୍ଦଶା ଭୋଗ କରୁଥିବାବେଳେ ଗୃହ ପାଳିତ ପଶୁ ମାନେ ବିଲକୁ ଚାରିବାକୁ ଯାଇ ପାରୁନାହାନ୍ତି । ବନ୍ୟାଞ୍ଚଳର ଚାରିଆଡେ କୁମ୍ଭୀର ଦେଖା ଦେଉଥିବାରୁ ଲୋକମାନେ ଆତଙ୍କିତ ଅବସ୍ଥାରେ ଅଛନ୍ତି । ଏ ସମ୍ପର୍କରେ […]

