କେନ୍ଦ୍ରାପଡା,୧୦ା୪: କେନ୍ଦ୍ରାପଡା ଅବସରପ୍ରାପ୍ତ ସରକାରୀ ସଂଘର ୪୨ତମ ବାର୍ଷିକ ସମାରୋହ କେନ୍ଦ୍ରାପଡା ସଦରଥାନା ନିକଟସ୍ଥ ଚଣ୍ଡିଆ ପ୍ୟାଲେସ୍ ସଭାଗୃହରେ ଅନୁଷ୍ଠିତ ହୋଇଥିଲା । ପୀତାମ୍ବର ଦାସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସମାରୋହରେ କେନ୍ଦ୍ରାପଡା ବିଧାୟକ ଗଣେଶ୍ୱର ବେହେରା ମୁଖ୍ୟଅତିଥି ଭାବେ ଯୋଗଦେଇ ପ୍ରଦୀପ ପ୍ରଜ୍ୱଳନ କରି ସମାରୋହକୁ ଉଦ୍ଘାଟନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ କେନ୍ଦ୍ରାପଡା ଜିଲ୍ଲା କୋଷାଗାର ଅଧିକାରୀ ପ୍ରମୋଦ କୁମାର ରାଉତ୍ ଏବଂ ଭାରତୀୟ ଷ୍ଟେଟ୍ ବ୍ୟାଙ୍କ ମୁଖ୍ୟ […]
ପଟ୍ଟାମୁଣ୍ଡାଇ ତା ୧୦/୪- ରାଜ୍ୟ ବିଜେପି କାର୍ଯ୍ୟକାରିଣୀ ସଦସ୍ୟ ତଥା କେନ୍ଦ୍ରାପଡ଼ା ବିଧାୟିକା ପ୍ରାର୍ଥୀ ଗୀତାଞ୍ଜଳି ସେଠୀ କେନ୍ଦ୍ରାପଡ଼ା ନିର୍ବାଚନମଣ୍ଡଳୀ ତଥା ପଟ୍ଟାମୁଣ୍ଡାଇ ବ୍ଲକ ଅନ୍ତର୍ଗତ ଅଣ୍ଢରା, ଅମୃତ ମଣୋହି, ବଲୁରିଆ ଆଦି ବିଭିନ୍ନ ପଂଚାୟତ ଗସ୍ତ କରି ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେବା ସହିତ ଜନସାଧାରଣଙ୍କ ବିଭିନ୍ନ ସମସ୍ୟା ସମ୍ପର୍କରେ ଆଲୋଚନା କରିଥିଲେ । ଏଇ ଅବସରରେ ଅଣ୍ଢରା ଗୁଡ଼ିଆ ଜୋର ସେତୁ ନିର୍ମାଣ ପାଇଁ ସରକାର ଅନୁମୋଦନ […]
ପଟ୍ଟାମୁଣ୍ଡାଇ ୧୦/୪ – ଉତ୍କୃଷ୍ଟତା ଏବଂ ମହିଳା ସଶକ୍ତିକରଣର ଏକ ଦୀପ୍ତିମାନ ଉତ୍ସବରେ ପଟ୍ଟାମୁଣ୍ଡାଇ ଅଂଚଳର ବିଶିଷ୍ଟ ଡାକ୍ତର ବାସୁଦେବ ପାତ୍ରଙ୍କ ବୋହୁ ଓ ଶିଳ୍ପଦ୍ୟୋଗୀ ଗୌରବ ପାତ୍ରଙ୍କ ପତ୍ନୀ ମୀନାକ୍ଷୀ ମହାନ୍ତିଙ୍କୁ ମହିଳା ସଶକ୍ତିକରଣ ଦିଗରେ ଉଲ୍ଲେଖନୀୟ ଅବଦାନ ପାଇଁ ସୂତା ମହିଳା କୃତି ସମ୍ମାନ ପ୍ରଦାନ କରାଯାଇଛି । ଏହି ଉପଲକ୍ଷେ ୱାର୍ଡଲୁମ ଓ ଖ୍ୟାତିନାମା ଲେଖକ କରଣ ପୁରୀଙ୍କ ପୌରହିତ୍ୟରେ ଗୁରୁଗ୍ରାମ ସେକ୍ଟର ୨୯ରେ ଅବସ୍ଥିତ […]
ପଟ୍ଟାମୁଣ୍ଡାଇ ୧୦/୪ – କେନ୍ଦ୍ରାପଡା ସାଂସଦ ତଥା ଭାଜପା ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା ରାଜନଗର ନିର୍ବାଚନ ମଣ୍ଡଳୀ ପଟ୍ଟାମୁଣ୍ଡାଇ ବ୍ଲକ ଚନ୍ଦନଗର ପଂଚାୟତ ଗସ୍ତରେ ଆସି ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି । ସାଂସଦ ପଣ୍ଡା ହେଲିକପଟର ଯୋଗେ ବନ୍ତୋ ପଡିଆରେ ଅବତରଣ କରିଥିଲେ । ତାଙ୍କୁ ଭାଜପା ନେତା କର୍ମକର୍ତର୍ା ମାନେ ଭବ୍ୟ ସମ୍ବର୍ଦ୍ଧନା ଜ୍ଞାପନ କରି ଶୋଭାଯାତ୍ରାରେ ଚନ୍ଦନନଗର ପଦ୍ମଲୋଚନ ବିଦ୍ୟାପୀଠକୁ ନେଇଥିଲେ । ସେଠାରେ […]
କେନ୍ଦ୍ରାପଡ଼ା,୯ା୪: କେନ୍ଦ୍ରାପଡା ସ୍ୱୟଂ ଶାସିତ ମହାବିଦ୍ୟାଳୟର ମାଇଁ ଏନସିସି ଆଲୁମିନି ଆସୋସିଏସନର ଅଷ୍ଟମ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି। ଏହି ଉପଲକ୍ଷେ ଅନୁଷ୍ଠିତ ଉତ୍ସବରେ ଓଡିଶାର ସୁନାମଧନ୍ୟ ସମାଜସେବୀ ତଥା ଶବର ଶେଷ ସାଥି ରୂପେ ପରିଚିତ ଗଗନ କୁମାର ପାଇଟାଳ, ସମାଜସେବୀ ତଥା ରୋଗୀର ଶେଷ ସାଥି ରୂପେ ପରିଚତ ଲଳିତ କୁମାର ରାୟ ଅତିଥି ଭାବେ ଯୋଗଦେଇଥିଲେ। ପ୍ରତିଷ୍ଠା ଦିବସ ଅବସରରେ ଆସୋସିଏସନର ସଦସ୍ୟମାନେ କେନ୍ଦ୍ରାପଡାରୁ ସୁଦୂର […]
କେନ୍ଦ୍ରାପଡ଼ା ଅବକାରୀ ବିଭାଗ ପକ୍ଷରୁ ବିଭିନ୍ନ ସ୍ଥାନରେ ଚଢାଉ କରାଯାଇ ଟ୍ରକ ୧୧୮ ଲିଟର ମଦ ସହ ୬ ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି। କେନ୍ଦ୍ରାପଡା ଜିଲ୍ଲାପାଳଙ୍କ ନିର୍ଦ୍ଦେଶକ୍ରମେ ଅବକାରୀ ଅଧୀକ୍ଷକ ବିପ୍ର ମଣ୍ଡଳଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଅବକାରୀ ନିରିକ୍ଷକ ହିତାଂଶୁ ଶେଖର ମଲ୍ଲିକ, ପଦ୍ମଲୋଚାନ ନାୟକ, ଅବକାରୀ ଉପ ନିରିକ୍ଷକ ଧର୍ମପଦ ଦାସ, ନରେଶ କୁମାର ପଣ୍ଡା ଏବଂ ଅନ୍ୟ କର୍ମଚାରୀ ସାମିଲ କେନ୍ଦ୍ରାପଡ଼ା ସଦର, କେନ୍ଦ୍ରାପଡ଼ା ଟାଉନ […]
କେନ୍ଦ୍ରାପଡ଼ା, ୯ା୪: କେନ୍ଦ୍ରାପଡା ପୌରାସଂସ୍ଥା ଅନ୍ତର୍ଗତ ବଳଗଣ୍ଡିରେ ଥିବା କେନ୍ଦ୍ରାପଡା ଅର୍ବାନ ବ୍ୟାଙ୍କରେ ଅଗ୍ନିକାଣ୍ଡ ଘଟି ବିଭିନ୍ନ ଜିନିଷପତ୍ର ନଷ୍ଟ ହୋଇଛି। ଖବର ନେବାରୁ ଜଣାପଡିଛି ଯେ ବ୍ୟାଙ୍କର ପୁରୁଣା ବସଷ୍ଟାଣ୍ଡ ଶାଖାରେ ବୁଧବାର ପୂର୍ବାହ୍ନ ପ୍ରାୟ ୧୧ଟା ବେଳେ ବିଦ୍ୟୁତ ସର୍ଟସର୍କିଟରୁ ହଠାତ୍ ବ୍ୟାଙ୍କ ପରିସରରେ ନିଆଁ ଲାଗି ଯାଇଥିଲା । ବ୍ୟାଙ୍କ ପରିସରରେ ନିଆଁ ବ୍ୟାପିି ଯିବାରୁ ସେଠାରେ ଥିବା ନଥିପତ୍ରରେ ନିଆଁ ଲାଗି ଯାଇଥିଲା। ନିଆଁରେ […]
ପଟ୍ଟାମୁଣ୍ଡାଇ ୯/୪ – ପଟ୍ଟାମୁଣ୍ଡାଇ ବ୍ଲକ ଅନ୍ତର୍ଗତ ଶ୍ରୀରାମପୁର ଶ୍ରୀରାମ ମନ୍ଦିର ୨ୟ ବାର୍ଷିକ ଉତ୍ସବ ଗତ ୫, ୬, ୭ ତାରିଖ ୩ଦିନ ବ୍ୟାପି ପବିତ୍ର ଶ୍ରୀରାମ ନବମୀ ଅବସରରେ ପାଳିତ ହୋଇଯାଇଛି । ମନ୍ଦିର ପୂଜକ ରବୀନ୍ଦ୍ର ପଣ୍ଡା ପ୍ରଭୁ ଶ୍ରୀରାମ ମା ସୀତା ପ୍ରଭୁ ଲଷ୍ମଣ ଓ ପ୍ରଭୁ ହନୁମାନଜୀଉଙ୍କ ଯଥାବିଧି ପୂଜାର୍ଚନା କରିଥିଲେ । ଏଇ ଅବସରରେ ୩ଦିନ ବ୍ୟାପି ମହାଯଜ୍ଞ ଅନୁଷ୍ଠିତ ହୋଇଥିଲା […]
ପଟ୍ଟାମୁଣ୍ଡାଇ ୯/୪ – ପଟ୍ଟାମୁଣ୍ଡାଇ ବ୍ଲକ ଅନ୍ତର୍ଗତ ପେଣ୍ଠପାଳ ପଂଚାୟତ ଦାଣ୍ଡିସାହି ଜୟହିନ୍ଦ ହାଇସ୍କୁଲ ଉତ୍ତମ ଶିକ୍ଷାଦାନ, ଭିତ୍ତିଭୂମି ପାଇଁ ସମ୍ପ୍ରତି ପଟ୍ଟାମୁଣ୍ଡାଇ ବ୍ଲକରେ ଏକମାତ୍ର ସ୍କୁଲ ଭାବେ ପି ଏମ ଶ୍ରୀ ମାନ୍ୟତା ପାଇଛି । ସରକାରୀ ନିର୍ଦେଶ ଅନୁଯାୟୀ ବୁଧବାର ଦାଣ୍ଡିସାହି ଜୟହିନ୍ଦ ହାଇସ୍କୁଲରେ ପି ଏମ ଶ୍ରୀ କ୍ରୀଡା ଉତ୍ସବ ଅନୁଷ୍ଠିତ ହୋଇଯାଇଛି ।ପ୍ରଧାନଶିକ୍ଷକ ଭାସ୍କର ଚନ୍ଦ୍ର ବେହେରାଙ୍କ ପୌରହିତ୍ୟ ସହକାରୀ ଶିକ୍ଷୟତ୍ରୀ ବିଜୟଲଷ୍ମୀ ଦାଶଙ୍କ […]
କେନ୍ଦ୍ରାପଡ଼ା,୯ା୪: ସଖିବଟରେ ବିଶ୍ୱଶାନ୍ତି ମହାଯଜ୍ଞ ଅନୁଷ୍ଠିତ ହୋଇଯାଇଛି। ଗରାପୁର ଦିବ୍ୟଜୀବନ ସଙ୍ଘ ଶିବାନନ୍ଦ ଆଶ୍ରମର ଅଧ୍ୟକ୍ଷା ଶ୍ରୀମା ଦିବ୍ୟସ୍ୱରୂପାନନ୍ଦ ସରସ୍ୱତୀ ଏହାକୁ ଉଦଘାଟନ କରି କହିଲେ ଯେ ଯଜ୍ଞ୍ୟାନାଂ ଜପ ଯଜ୍ଞାସ୍ମୀନ ଶୃଙ୍ଗରନାମ ହିମାଳୟ ଏହି ନ୍ୟାୟରେ ଭାରତବର୍ଷ ମୁନିଋଷିମାନଙ୍କର ତପସ୍ୟାର କେନ୍ଦ୍ରବିନ୍ଦୁ ଯାହାଙ୍କର କୃପାରୁ ଏଦେଶର ପାଣି, ପବନ, ବୃକ୍ଷଲତା, ନଦନଦୀମାନେ ମଧ୍ୟ ଧର୍ମରେ ଜଡିତ। ଏହି ଦେଶରେ ଆମର ଜନ୍ମ। ଆମେ ସମସ୍ତେ ମିଳିତ ହୋଇ ଦେଶ, […]