କେନ୍ଦ୍ରାପଡ଼ା,୫ା୮: ଚଳିତ ବର୍ଷ ଅଗଷ୍ଟ ୯ କ୍ରାନ୍ତୀ ଦିବସ ତିନିମୁହାଣୀସ୍ଥିତ ଗାନ୍ଧୀସ୍ମାରକୀ ପୀଠରେ ପାଳନ କରାଯିବ। ଏଥି ନିମନ୍ତେ ଏକ ପ୍ରସ୍ତୁତି ବୈଠକ ଗରାପୁରସ୍ଥିତ ଗାନ୍ଧୀଭବନରେ ଗାନ୍ଧୀ ପଦଯାତ୍ରା ସ୍ମୃତି ପରିଷଦ ସଭାପତି ଅଧ୍ୟାପକ ଅଜୟ ସାମଲଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି।୧୯୪୨ମସିହା ଅଗଷ୍ଟମାସ ୯ତାରିଖ ଭାରତ ଇତିହାସରେ ଏକ ଅବିସ୍ମରଣୀୟ ଦିନ। ଏହିଦିନ ଭାରତକୁ ପରାଧୀନତାର ବେଡିରୁ ମୁକୁଳାଇବା ପାଇଁ ଇଂରେଜମାନଙ୍କୁ ମହାତ୍ମାଗାନ୍ଧୀ ଆହ୍ୱାନ ଦେଇଥିଲେ ଭାରତଛାଡ । ସେହି […]

କେନ୍ଦ୍ରାପଡ଼ା,୪ା୮:ଓଡ଼ିଶାର ଉପମୁଖ୍ୟମନ୍ତ୍ରୀ ତଥା କୃଷି ଓ କୃଷକ ସଶକ୍ତିକରଣ ଏବଂ ଶକ୍ତି ବିଭାଗ ମନ୍ତ୍ରୀ କେ.ଭି. ସିଂହଦେଓ ଆଜି କେନ୍ଦ୍ରାପଡ଼ା ଜିଲ୍ଲାର ବିଭିନ୍ନ ବନ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କରି ବନ୍ୟା ପରିସ୍ଥିତି, ରିଲିଫ୍ ଓ ଉଦ୍ଧାର କାର୍ଯ୍ୟ ଏବଂ ଜିଲ୍ଲା ପ୍ରଶାସନର ପ୍ରସ୍ତୁତି ଓ ପଦକ୍ଷେପ ସମ୍ପର୍କରେ ସ୍ଥିତି ସମୀକ୍ଷା କରିଛନ୍ତି। ଆଜି ସକାଳେ ଉପମୁଖ୍ୟମନ୍ତ୍ରୀ ପଟ୍ଟାମୁଣ୍ଡାଇ ବ୍ଲକ ଅନ୍ତର୍ଗତ ଦାଣ୍ଡିସାହି ଛକ, କୃଷ୍ଣଦାସପୁର (ସିଂହଗାଁ), ଅଣ୍ଡରା ଗ୍ରାମ […]

ପଟ୍ଟାମୁଣ୍ଡାଇ ତା ୪/୮- ପଟ୍ଟାମୁଣ୍ଡାଇ ବ୍ଲକ ଅନ୍ତର୍ଗତ ଅଳପୁଆ ପଂଚାୟତ ଦାମୋଦରପାଟଣା ଗ୍ରାମର ସୁଚିତ୍ରା ଦାସ (୪୬) ଗତକାଲି ସକାଳ ୫ଟା ସମୟରେ ସବୁ ଦିନ ପରି ବ୍ରାହ୍ମଣୀ ନଦୀକୁ ଶୌଚ ହେବାକୁ ଯାଇଥିଲେ । ମାତ୍ର ଦୀର୍ଘ ସମୟ ପରେ ସେ ଘରକୁ ନଫେରିବାରୁ ପରିବାର ଓ ଗ୍ରାମବାସୀ ନଦୀକୂଳରେ ଖୋଜାଖୋଜି କରି ନପାଇବାରୁ ପଟ୍ଟାମୁଣ୍ଡାଇ ଦମକଳ ବାହିନୀକୁ ଖବର ଦେଇଥିଲେ । ଏହି ଖବର ପ୍ରଚାରିତ ହେବା […]

ପଟ୍ଟାମୁଣ୍ଡାଇ୪/୮ – ଲଘୁଚାପଜନିତ ଲଗାଣ ବର୍ଷା ସହ ବ୍ରାହ୍ମଣୀ କାଣୀ ନଦୀର ବନ୍ୟା ଆସି ପଟ୍ଟାମୁଣ୍ଡାଇ ବ୍ଲକର ୧୪ ପଂଚାୟତ ସମେତ ପୌରାଂଚଳର ୧୧ ଟି ଓାର୍ଡରେ ବ୍ୟାପକ କ୍ଷୟକ୍ଷତି ହୋଇଛି। ବନ୍ୟାରେ ହଜାର ହଜାର ଏକର ଫସଲହାନି ଘଟିବା ସହ ରାସ୍ତାଘାଟ ଧୋଇଯାଇଛି । ବନ୍ୟା ପାଣି ପଶି ବହୁ କଚା ଘର ଭାଙ୍ଗି ଯାଇ ଥିବାରୁ ଗରିବ ଶ୍ରେଣୀର ଲୋକ ମାନଙ୍କ ଘରେ ଚୁଲି ଜଳୁନି । […]

ପଟାମୁଣ୍ଡାଇ ୩/୮ – ଉତ୍କଳ ସଂସ୍କୃତ ଶିକ୍ଷକ ମହାସଂଘ କେନ୍ଦ୍ରାପଡ଼ା ଶାଖା ସଭାପତି ପଣ୍ଡିତ ପ୍ରମୋଦ ତ୍ରିପାଠୀଙ୍କ ପୌରହିତ୍ୟରେ କଷଣଅଂଟା ପଂଚାୟତ ହାଇସ୍କୁଲ ଠାରେ ମହାସଂଘ ର ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଥିରେ କେନ୍ଦ୍ରାପଡ଼ା ଜିଲାର ୯ଟି ମଣ୍ଡଳରୁ ଆସିଥିବା କର୍ମକର୍ତା ଯୋଗ ଦେଇ ଗତ ବର୍ଷ ପାଳିତ ହୋଇଥିବା ସଂସ୍କୃତ ଦିବସର ସମୀକ୍ଷା କରିବା ସହିତ ଆୟବ୍ୟୟ ତାଲିକା ସଂପାଦକ ପଣ୍ଡିତ ଭଗବାନ ସାହୁ ଉପସ୍ଥାପନ କରିବା […]

କେନ୍ଦ୍ରାପଡା ୩/୮: କେନ୍ଦ୍ରାପଡା ଜିଲ୍ଲାରେ ଦେଢ଼ ଦଶନ୍ଧି ଧରି ଭିନ୍ନକ୍ଷମଙ୍କ ନିମନ୍ତେ କାର୍ଯ୍ୟରତ ଅନୁଷ୍ଠାନ ପୁନର୍ବାସ ପକ୍ଷରୁ ଦିବ୍ୟାଙ୍ଗଶିଶୁଙ୍କ ପାଇଁ ସଘନ ଥେରାପି ସେବା ଆରମ୍ଭ କରାଯାଇଛି । ଏଥି ନିମନ୍ତେ ମାଧପୁର ଅମରଉଦ୍ୟାନ ପରିସରସ୍ଥ ପୁନର୍ବାସ ଶିଶୁ ଥେରାପି କେନ୍ଦ୍ରରୁ ଏହି ସଘନ ଥେରାପିଯାନକୁ ସବୁଜ ପତାକା ଦେଖାଇ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ସଂଗ୍ରାମ କେଶରୀ ବେଉରା ଶୁଭାରମ୍ଭ କରିଥିଲେ । ଏହି ଅବସରରେ ଉପସ୍ଥିତ ଅନୁଷ୍ଠାନର […]

କେନ୍ଦ୍ରାପଡ଼ା,୩ା୮: କେନ୍ଦ୍ରାପଡ଼ା ଜିଲ୍ଲାର ବନ୍ୟା ପ୍ରଭାବିତ ଅଞ୍ଚଳ ଗୁଡ଼ିକରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଉଦ୍ଧାର, ରିଲିଫ ଓ ପୁନରୁଦ୍ଧାର କାର୍ଯ୍ୟ ଯୁଦ୍ଧକାଳୀନ ଭିତ୍ତିରେ ଜାରି ରହିଛି। ଆଜି ଅପରାହ୍ନ ସୁଦ୍ଧା ପ୍ରକାଶିତ ବନ୍ୟା ପରିସ୍ଥିତି ରିପୋର୍ଟ ଅନୁଯାୟୀ ଜିଲ୍ଲାର ରାଜକନିକା, ପଟ୍ଟାମୁଣ୍ଡାଇ, ଆଳି, ଗରଦପୁର, ରାଜନଗର, କେନ୍ଦ୍ରାପଡ଼ା, ମାର୍ଶାଘାଇ, ମହାକାଳପଡ଼ା ଓ ଡେରାବିଶ ସମେତ ୯ଟି ବ୍ଲକ ବନ୍ୟା ପ୍ରଭାବିତ ହୋଇଛି। ମୋଟ ୮୧ଟି ଗ୍ରାମ ପଞ୍ଚାୟତ, ୧୪୧ଟି ଗ୍ରାମ […]

ପିଏମଏଓାଇ ଯୋଜନାର ତ୍ରୁଟିପୂର୍ଣ୍ଣ କାର୍ଯ୍ୟକାରିତା ବନ୍ୟା ଉଜାଡ଼ିଦେଲା ଗରୀବଙ୍କ ଚାଳଛପର ବାସହୀନ ହୋଇ ପଡିଛନ୍ତି ବହୁ ଖଟିଖିଆ ପଟ୍ଟମୁଣ୍ଡାଇ ୩/୮ନରେନ୍ଦ୍ର ଧଳ- ସାମ୍ପ୍ରତିକ ବନ୍ୟା ପଟ୍ଟମୁଣ୍ଡାଇ ଅଂଚଳରେ ତାଣ୍ଡବ ରଚିଥିବା ବେଳେ ସରକାରଙ୍କ ବହୁପ୍ରଚାରିତ ପ୍ରଧାନମନ୍ତ୍ରୀ ଆବାସ ଯୋଜନାର ପ୍ରକୃତ ଚେହେରାକୁ ପଦାରେ ପକାଇଦେଇଛି। ଲଗାଣ ବର୍ଷା ଓ ସାଂଘାତିକ ବନ୍ୟା ପରିସ୍ଥିତି ଯୋଗୁଁ ଧୋୟାଂଚଳର ଶହ ଶହ ଗରିବ ପରିବାରର ମାଟି ଓ ଚାଳଛପର ଘର ଗୁଡ଼ିକର ନଷ୍ଟ […]

ପଟ୍ଟାମୁଣ୍ଡାଇ ୩/୮ ପଟ୍ଟାମୁଣ୍ଡାଇ ବ୍ଲକ୍ ଅଳପୁଆ ପଞ୍ଚାୟତ ଦାମୋଦରପାଟଣା ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି। ଗ୍ରାମର ଜନୈକା ମହିଳା ସୁଚିତ୍ରା ଦାସ ଶୌଚ ପାଇଁ ନଦୀକୂଳକୁ ଯାଇଥିବା ବେଳେ ତାଙ୍କୁ କୁମ୍ଭୀର ଟାଣି ନେଇଥିବା ସନ୍ଦେହ କରାଯାଉଛି। ସୂଚନା ଅନୁସାରେ, ବନ୍ୟା ଜଳ ହ୍ରାସ ପାଇବା ପରେ ନଦୀଗୁଡ଼ିକରେ କୁମ୍ଭୀରଙ୍କ ପ୍ରାଦୁର୍ଭାବ ବୃଦ୍ଧି ପାଇଛି। ସୁଚିତ୍ରା ସକାଳେ ନିକଟସ୍ଥ ନଦୀକୂଳକୁ ଶୌଚ ପାଇଁ ଯାଇଥିଲେ। ମାତ୍ର ବହୁ ସମୟ […]

ପଟ୍ଟାମୁଣ୍ଡାଇ ତା ୨/୮- ପଟ୍ଟାମୁଣ୍ଡାଇ ବ୍ଲକ ଚନ୍ଦନନଗର ପଂଚାୟତ ତେତେଲଙ୍ଗା ଗ୍ରାମର ରମେଶ ମଲିକଙ୍କ ପତ୍ନୀ ଝୁନା ମଲିକ (୪୫) ନିଜର ମାନସିକ ପୂରଣ ପାଇଁ ନିଜ ଗାଁରୁ ୨୦ଜଣ ବୋଲବମ ଭକ୍ତଙ୍କ ସହିତ ପାଣି ଭାର ନେଇ ବାହାରି ଥିଲେ I କଖାରୁଣୀ ପୋଲ ନିକଟରେ ପହଂଚିବା ପରେ ଝୁନା ହଠାତ ଅସୁସ୍ଥ ହୋଇପଡିବା ସହିତ ଚେତାଶୂନ୍ୟ ହୋଇଥିଲେ । ଏହା ଦେଖି ସାଥିରେ ଥିବା ଅନ୍ୟ ବୋଲବମ […]

Breaking News