ଅହଲ୍ୟା ବାଇ ହୋଲକର ଜୟନ୍ତୀ , ୧୯ନଂ ୱାର୍ଡରେ ପ୍ରଧାନମନ୍ତ୍ରୀଙ୍କ ମନ କି ବାତ କାର୍ଯ୍ୟକ୍ରମ

blank
ପଟ୍ଟାମୁଣ୍ଡାଇ ୨୫/୫ – ମୟୀୟସୀ ମହିଳା ଅହଲ୍ୟା ବାଇ ହୋଲକରଙ୍କ ୩୦୦ତମ ଜୟନ୍ତୀ ପରିପ୍ରେକ୍ଷୀରେ ପଟ୍ଟାମୁଣ୍ଡାଇ ନଗର ଭାଜପା ପକ୍ଷରୁ ପୌରପରିଷଦ ଅନ୍ତର୍ଗତ ୧୯ନଂ ୱାର୍ଡରେ ୧୨୨ତମ ପ୍ରଧାନମନ୍ତ୍ରୀଙ୍କ ମନକିବାତ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଜିଲ୍ଲା ଭାଜପା ସଭାପତି ଶଶାଙ୍କ ଶେଖର ସେଠୀ, ନଗର ଭାଜପା ସଭାପତି ଅଶୋକ ସାହୁ, ବରିଷ୍ଠ ଭାଜପା ନେତା ଆଇନଜୀବୀ ଭାରତ ଭୂଷଣ ଦାସ, ମନ କି ବାତ ସଂଯୋଜକ ରବୀନ୍ଦ୍ର ବିଶ୍ୱାଳ, ଜିଲ୍ଲା ସମ୍ପାଦକ ଚନ୍ଦନ ପାତ୍ର, ବୁଥ ସଭାପତି ଅଶୋକ ବେହେରା, କାଉନସିଲର ବିଦ୍ୟାଧର ସେଠୀ, ଆଇନଜୀବୀ ପ୍ରମୋଦ ସାହୁ ସୁଶୀଲ ପରିଡା, ଗିରିଜା ଶଙ୍କର ସାମଲ, ସମୀର ପାତ୍ର,ବୀରେନ୍ଦ୍ର ପ୍ରଧାନ, ପାରେଶ୍ୱର ପାତ୍ର, ଶେଷଦେବ ସାହୁ, ରମେଶ ବେହେରା, ଦେବାଶିଷ ମଲିକ, ଅବନୀ ପାତ୍ର, ଆଡ଼ଭୋକେଟ ପ୍ରକାଶ ପାତ୍ର, ମିନତୀ ପାତ୍ର, ପୁଷ୍ପକାନ୍ତି ପାତ୍ର ମଞ୍ଜୁଲତା ପାତ୍ର, ପୁଷ୍ପଲତା ଜେନା, ବେଙ୍ଗଳତା ବେହେରା, ଶ୍ୟାମଳୀ ଦାସ, ବଳରାମ ବେହେରା, ଉର୍ମିଳା ବେହେରା, ବାସନ୍ତୀ ବାରିକ, ଅନ୍ନପୂର୍ଣ୍ଣା ଜେନା, ଶରତ ସେଠୀ, ବସନ୍ତ ଚୌଧୁରୀ ପ୍ରମୁଖ ବହୁ ଭାଜପା ନେତା କର୍ମକର୍ତା ଓ ଜନସାଧାରଣ ଯୋଗ ଦେଇଥିଲେ ।

Next Post

ସାବିତ୍ରୀବ୍ରତ ପାଇଁ ହରପାର୍ବତୀ ଓ ବିଭିନ୍ନ ମନ୍ଦିରରେ ଭିଡ଼

Mon May 26 , 2025
ପଟ୍ଟାମୁଣ୍ଡାଇ ତା ୨୬/୫-ଓଡ଼ିଆ ପରମ୍ପରାରେ ବାରମାସରେ ତେରପର୍ବ ମଧ୍ୟରେ ସାବିତ୍ରୀ ବ୍ରତ ଅନ୍ୟତମ  । ସଧବା ନାରୀମାନେ ସ୍ୱାମୀଙ୍କ ଦୀର୍ଘଜୀବନ କାମନା କରି ଏହି ବ୍ରତ କରିଥାନ୍ତି ।  ସାବିତ୍ରୀ ନିଜ ମୃତ ସ୍ୱାମୀ ସତ୍ୟବାନଙ୍କୁ ଯମଙ୍କ ଠାରୁ ଛଡାଇ ଆଣିବା ସହିତ ଦୀର୍ଘ ଜୀବନ ପାଇଁ ବର ପ୍ରାପ୍ତ ହୋଇଥିଲେ । ଏହି ପରମ୍ପରାକୁ ବଜାୟ ରଖିବା ପାଇଁ କାହିଁ କେଉ ସ୍ମରଣାତୀତ କାଳରୁ ଏହି ବ୍ରତ ପାଳନ […]
blank

ଲୋକମତ

Breaking News

https://v3.adxpremium.services/dashboard/register-publisher

Discover more from Lokamata Odisha

Subscribe now to keep reading and get access to the full archive.

Continue reading