କେନ୍ଦ୍ରାପଡ଼ା,୨୧ା୧୦: ରାଜ୍ୟର ପୁରାତନ ସାଂସ୍କୃତିକ ଅନୁଷ୍ଠାନ ଜିଲ୍ଲା ବୋଇତ ବନ୍ଦାଣ ସମିତି କେନ୍ଦ୍ରାପଡାର ୫୭ତମ ବୋଇତ ବନ୍ଦାଣ ଉତ୍ସବର ଅବ୍ୟବହିତ ପୂର୍ବରୁ ମଙ୍ଗଳବାର ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁଯାୟୀ ତୁଳସୀ ମହିଳା ମହାବିଦ୍ୟାଳୟ ପରିସରରେ ବିଭିନ୍ନ ବିଭାଗରେ ୫ଶହରୁ ଉର୍ଦ୍ଧ୍ୱ ଛାତ୍ରଛାତ୍ରୀଙ୍କୁ ନେଇ ଏକ ଜିଲ୍ଲା ସ୍ତରୀୟ ପ୍ରତିଯୋଗୀ ସମାବେଶ ଅନୁଷ୍ଠିତ ହୋଇଯାଇଛି। ଏହି ପ୍ରତିଯୋଗିତାରେ ପ୍ରାଥମିକ ସ୍ତରରୁ ମହାବିଦ୍ୟାଳୟ ପର୍ଯ୍ୟନ୍ତ ଛାତ୍ରଛାତ୍ରୀମାନେ ଚିତ୍ରାଙ୍କନ, ବକ୍ତୃତା, ସଂଗୀତ, ନୃତ୍ୟ(ଭଜନ), ଝୋଟି(ମୁରୁଜ) […]
featured
चाय की दुकान पर कुछ दोस्त बातें कर रहे थे। एक दोस्त ने कहा, “भाई, तुम ऐसा क्यों कहते हो कि मरने के बाद स्वर्ग जाओगे? क्या स्वर्ग जाकर तुम इंसान से भगवान बन जाओगे?” दूसरे दोस्त ने कहा कि स्वर्ग में शांति है। उसने जवाब दिया, “अरे, मान लो […]
ବନ୍ଦ ହୋଇଛି ଅନେକ ସରକାରୀ ସ୍କୁଲ ଗଢି ଉଠୁଛି ଘରୋଇ ବିଦ୍ୟାଳୟ ବ୍ୟବସାୟୀଙ୍କ ନିୟନ୍ତ୍ରଣ ଶିକ୍ଷା ବ୍ୟବସ୍ଥା ବାଦ ପଡିବେ ଗରିବ ଛାତ୍ରୀଛାତ୍ର ପଟ୍ଟାମୁଣ୍ଡାଇ ୪/୧୦ -କେନ୍ଦ୍ରାପଡା ଜିଲା ପଟ୍ଟାମୁଣ୍ଡାଇ ଶିକ୍ଷାମଣ୍ଡଳ ଅଧିନରେ ଥିବା ପ୍ରାୟତ ସରକାରୀ ବିଦ୍ୟାଳୟରେ ଶିକ୍ଷା ବ୍ୟବସ୍ଥା ବିପର୍ଯ୍ୟସ୍ତ ହେବାରେ ଲାଗିଛି । ଏଥିପ୍ରତି ପ୍ରଶାସନ ତିଳେ ମାତ୍ର ଧ୍ୟାନ ଦେଉନାହାଁନ୍ତି । ସରକାରଙ୍କ ତରଫରୁ ଯେଉଁପରି ବ୍ୟବସ୍ଥା କରାଯିବା କଥା, ତାହା ଆଦୌ କରାଯାଉ […]
कोऑपरेटिव डिपार्टमेंट अधिकारिकी मनमानी नहर, नदी के किनारों पर ज़बरदस्ती कब्ज़ा किया जा रहा है, भूबनेस्वर २१/१० – ओडिशा एक कृषि प्रधान राज्य है, लगभग 80 प्रतिशत अर्थव्यवस्था कृषि पर निर्भर है। लेकिन लंबे समय से कृषि को पूरी तरह नज़रअंदाज़ किया गया है। सरकार अलग-अलग योजनाएँ लागू कर रही […]
କେନ୍ଦ୍ରାପଡ଼ା,୧୯ା୧୦:ସି.ଆଇ.ଟି.ୟୁ.ର ଦ୍ୱିତୀୟ ସମନ୍ୱୟ ସମିତି ସମ୍ମିଳନୀ ଖଡିଅଙ୍ଗସ୍ଥିତ ଜିଲ୍ଲା କାର୍ଯ୍ୟାଳୟରେ ସାଥୀ ଜଗତଜୀବନ ଦାଶଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି। ପ୍ରାୟ ୫୦ରୁ ଉର୍ଦ୍ଧ୍ୱ ଜିଲ୍ଲା ପ୍ରତିନିଧି ଏଥିରେ ଯୋଗଦେଇଥିଲେ। ଅତିତରେ ସିଟୁ ପକ୍ଷରୁ ନିର୍ମାଣ ଶ୍ରମିକ ଓ ବଦ୍ୟାଳୟ ପାଚିକା, ଅଣସଂଗଠିତ ତଥା ଗ୍ରାମୀଣ ଶ୍ରମିକ ଓ ବିଶେଷ କରି ଦାଦନ ଶ୍ରମିକ ମାନଙ୍କ ଉନ୍ନତି ପାଇଁ ଯେଉଁସବୁ କାର୍ଯ୍ୟ କରାଯାଇଥିଲା ସେ ସମ୍ପର୍କରେ ଆଲୋଚନା କରାଯାଇ ପ୍ରସ୍ତାବ ଗୃହିତ […]
ପଟ୍ଟାମୁଣ୍ଡାଇ ୧୯/୧୦ -କେନ୍ଦ୍ରାପଡା ଜିଲା ପଟ୍ଟାମୁଣ୍ଡାଇ ଆଦର୍ଶ ଥାନା ଆଇଆଇସି ବନ୍ଦନା ପାତ୍ରଙ୍କ ତତ୍ୱାବଧାନରେ ରବିିବାର ସାଇବର ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ପୁରୁଣା ବାଇପାସ ଛକ ଠାରେ ଏକ ସାଧାରଣ ସଚେତନତା ସଭା ଆୟୋଜନ କରାଯାଇଥିଲା । ଜନସଚେତନତା ସୃଷ୍ଟି କରିବା ଉଦେଶ୍ୟରେ ସରକାରଙ୍କ ଦ୍ୱାରା ପ୍ରସ୍ତୁତ ସାଇବର ଅପରାଧ ସଚେତନତା ରଥରେ ନୃତ୍ୟ ଓ ଗୀତ ମାଧ୍ୟମରେ ସାଇବର ସୁରକ୍ଷା ଉପରେ ଜନସାଧାରଣଙ୍କୁ ସଚେତନ […]
ପଟ୍ଟାମୁଣ୍ଡାଇ୧୮/୧୦- ପଟ୍ଟାମୁଣ୍ଡାଇ ବ୍ଲକ ଅନ୍ତର୍ଗତ ଅଳପୁଆ ପଞ୍ଚାୟତ ଧାନେଶ୍ୱରୀ ପୀଠରେ ଅଚ୍ୟୁତାନନ୍ଦ ମହାପୁରୁଷଙ୍କ ଗାଦି ଓ କଳ୍କୀ ଅବତାରଙ୍କ ବ୍ରହ୍ମ ଏକାକ୍ଷର ମେଳା ଅନୁଷ୍ଠିତ ହୋଇ ଯାଇଛି । ପିଠାଧୀଶ ପ୍ରଫୁଲ୍ଲ ଚନ୍ଦ୍ର ପଣ୍ଡା,ସେବକ ରତିକାନ୍ତ ଧଳ, ଗଗନ ମହାଳିକଙ୍କ ତତ୍ୱାବଧାନରେ ଆୟୋଜିତ ମେଳା ରେ ମଧୁସୂଦନ ସାହୁ, କବିତା ସାହୁ କର୍ତ୍ତା ଭାବେ ସମସ୍ତ ପୂଜାଵିଧି ସମ୍ପନ୍ନ କରିଥିଲେ I ସଂକ୍ରାନ୍ତି ଉପଲକ୍ଷେ ଆୟୋଜିତ ମେଳାରେ ସ୍ଥାନୀୟ ଅଞ୍ଚଳର […]
ପଟ୍ଟାମୁଣ୍ଡାଇ ୧୮/୧୦- ପଟ୍ଟାମୁଣ୍ଡାଇ ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ ଉଦୟପୁର ଗ୍ରାମରେ ଗତକାଲି ବିଳମ୍ବିତ ରାତିରେ ଏକ ବଡ଼ଧରଣର ଚୋରୀ ହୋଇଛି । ଚୋରମାନେ ନଗଦ ଟଙ୍କା ଓ ସୁନା ରୁପା ଅଳଙ୍କାର ଲୁଟି ନେଇଥିଲେ । ଏ ସମ୍ପର୍କରେ ଗୃହକର୍ତ୍ତା ପଟ୍ଟାମୁଣ୍ଡାଇ ଗ୍ରାମାଞ୍ଚଳ ଥାନାରେ ଏତଲା ଦେଇଥିଲେ । ପଟ୍ଟାମୁଣ୍ଡାଇ ଗ୍ରାମାଞ୍ଚଳ ଥାନା ଆଇଆଇସି ସାଇଣ୍ଟିଫିକ ଟିମ ସହିତ ଘଟଣାସ୍ଥଳରେ ପହଂଚି ତଦନ୍ତ ଆରମ୍ଭ କରିଛନ୍ତି । ଗତ କିଛି […]
କେନ୍ଦ୍ରାପଡ଼ା,୧୮ା୧୦: ରାଜ୍ୟ ସରକାରଙ୍କ ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ ଡାକ୍ତର କୃଷ୍ଣଚନ୍ଦ୍ର ମହାପାତ୍ର ଶନିବାର କେନ୍ଦ୍ରାପଡ଼ା ପୌରପାଳିକା ନୂତନ କାର୍ଯ୍ୟାଳୟ ଗୃହର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି। ପୈାରାଧ୍ୟକ୍ଷା ସରିତା ସାହୁଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉତ୍ସବରେ ମନ୍ତ୍ରୀ ଡା. ମହାପାତ୍ର ମୁଖ୍ୟଅତିଥି ଭାବେ ଯୋଗଦେଇ କହିଥିଲେ ଯେ କେନ୍ଦ୍ରାପଡ଼ା ହେଉଛି ୧୫୬ ବର୍ଷର ପୁରୁଣା ପୌରପାଳିକା। ଏହି ସହରକୁ ସ୍ୱଚ୍ଛ ସହର ଭାବେ ଆମକୁ ମିଳିମିଶି ଗଢି ତୋଳିବାକୁ ହେବ। […]
ପଟ୍ଟାମୁଣ୍ଡାଇ ୧୬/୧୦ -ପଟ୍ଟାମୁଣ୍ଡାଇ ବେଲତଳ ହରିହରା ନନ୍ଦ ଧ୍ୟାନମନ୍ଦିର ଆନୁକୂଲ୍ୟରେ ପ୍ରତିବର୍ଷ ପରି ଚଳିତ ବର୍ଷ ଡିସେମ୍ବର ୧୬ ରୁ ୧୮ ତାରିଖ ପର୍ଯ୍ୟନ୍ତ ଗୀତାଜ୍ଞାନ ଯଜ୍ଞ ଅନୁଷ୍ଠିତ ହେବ । ଏଥିନେଇ ବୁଧବାର ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ସଭାକୁ ପ୍ରଜ୍ଞାନ ମିଶନର ବରିଷ୍ଠ ସନ୍ଥ ସ୍ୱାମୀ ସୁଗିଦାନନ୍ଦ ଗିରି ସଭାପତିତ୍ୱ କରି ମାନବ କଲ୍ୟାଣ ଉଦ୍ଦେଶ୍ୟରେ ପ୍ରଜ୍ଞାନ ମିଶନ ସାରା ପୃଥିବୀରେ କାର୍ଯ୍ୟରତ […]

