
ପଟ୍ଟାମୁଣ୍ଡାଇ,୮/୭ – ପଟ୍ଟାମୁଣ୍ଡାଇ ବ୍ଲକ ନରସିଂହପୁର ପଂଚାୟତ ଅନ୍ତର୍ଗତ ଅଠରବାଟିଆ ଗ୍ରାମରେ ଏକ ହରିଣ ବୁଲୁଥିବାର ଖବର ମିଳିଛି । ଏହି ହରିଣ ଧାନ ବିଲରେରେ ପଶି ପଡିଥିବା ତଳିକୁ ଖାଇବା ସହିତ ଧାନ ବିଲକୁ ଘାଟି ପକାଉଛି । ଏନେଇ ସ୍ଥାନୀୟ ଲୋକେ ବନ ବିଭାଗକୁ ଜଣାଇଥିଲେ । ବନ ବିଭାଗ ପକ୍ଷରୁ ଏକ ୫ ଜଣିଆ ଟିମ ହରିଣ ଧରିବାକୁ ଆସି ବିଫଳ ହୋଇ ଫେରି ଯାଇଥିବା ଖବର ମିଳିଛି ।
Related
Tue Jul 8 , 2025
କେନ୍ଦ୍ରାପଡ଼ା,୭ା୭:କେନ୍ଦ୍ରାପଡ଼ା ଜିଲ୍ଲା କ୍ଷତ୍ରୀୟ ଖଣ୍ଡାୟତ ମହାସଂଘ ପକ୍ଷରୁ ଶ୍ରୀ ସିଦ୍ଧ ବଳଦେବଜୀଉଙ୍କ ରଥଯାତ୍ରା ଅବସରରେ ଶ୍ରଦ୍ଧାଳୁ ମାନଙ୍କୁ ଅନ୍ନପ୍ରସାଦ ସେବା କାର୍ଯ୍ୟ ଅନୁଷ୍ଠିତ ହୋଇଯାଇଛି। ସଂଘ ପକ୍ଷରୁ ରଥ ଦାଣ୍ଡରେ ହଜାର ହଜାର ଶ୍ରଦ୍ଧାଳୁଙ୍କ ପାଇଁଁ ପ୍ରସାଦ ସେବନର ବ୍ୟବସ୍ଥା କରାଯାଇଥିଲା। ସେବାକାର୍ଯ୍ୟର ନେତୃତ୍ୱ ନେଇଥିଲେ ସଙ୍ଘ ସଭାପତି ଶରତ କୁମାର ବେହୁରା ଓ ଯୁବ ସଂଗଠକ ସୁଧାଂଶୁ କୁମାର ବେଉରା। ଅନନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ସଂଯୋଜକ ଚନ୍ଦନ ପରିଡା, […]