ପଟ୍ଟାମୁଣ୍ଡାଇ ତା ୧୩/୧୧-ଓଡିଶା ଗ୍ରାମ ପଂଚାୟତ କର୍ମଚାରୀ ପିଅନ ମହା ସଂଘ ଆହ୍ୱାନରେ ବିଭିନ୍ନ ଦାବୀ ପୂରଣ ପାଇଁ ଆନ୍ଦୋଳନ କରିବା ନିମନ୍ତେ ପଟ୍ଟାମୁଣ୍ଡାଇ ବ୍ଲକ ଗ୍ରାମ ପଂଚାୟତ କର୍ମଚାରୀ ପିଅନ ମହାସଂଘ ପକ୍ଷରୁ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ମହାସଂଘ ସଭାପତି ଦିଲ୍ଲୀପ କୁମାର ପାଗଳଙ୍କ ପୌରହିତ୍ୟରେ ଆୟୋଜିତ ବୈଠକରେ ସୁନାକାର ରାଉତ, ସୁରେଶ ଲେଙ୍କା, ସାଗର ବାରିକ, ସତ୍ୟ ପ୍ରକାଶ ରାଉତ ସନ୍ତୋଷ ମଲିକ […]
featured
ପଟ୍ଟାମୁଣ୍ଡାଇ ୧୩/୧୧ – ପଟ୍ଟାମୁଣ୍ଡାଇ ସବଡିଭିଜନ ହସ୍ପିଟାଲ ସଭା ଗୃହରେ ବୁଧବାର ପଟ୍ଟାମୁଣ୍ଡାଇ ରୋଗୀ କଲ୍ୟାଣ ସମିତି ବୈଠକ ଅନୁଷ୍ଠିତ ହୋଇଯାଇଛି । ରୋଗୀ କଲ୍ୟାଣ ସମିତି ଅଧ୍ୟକ୍ଷ ରାଜନଗର ବିଧାୟକ ଧ୍ରୁବ ସାହୁ ବୈଠକରେ ଅଧ୍ୟକ୍ଷତା କରି କଷଣଅଂଟା ଠାରେ ନିର୍ମାଣାଧୀନ ୧୦୦ ଶଯ୍ୟା ବିଶିଷ୍ଟ ନୂତନ ସବଡିଭିଜନ ହସ୍ପିଟାଲ କାର୍ଯ୍ୟ ତ୍ୱରାନ୍ୱିତ କରିବା, ୨୪ଘଂଟା ଉତମ ରୋଗୀ ସେବା ଯୋଗାଇବା, ମାଗଣା ଔଷଧ ବଂଟନ, ହସ୍ପିଟାଲ ପରିବେଶ […]
ପଟ୍ଟାମୁଣ୍ଡାଇ ୧୩/୧୧ -ପଟ୍ଟାମୁଣ୍ଡାଇ ପୌର ପରିଷଦ ଅନ୍ତର୍ଗତ ବକ୍ତାରପୁର ନୋଡାଲ ଉ. ପ୍ରା. ସ୍କୁଲର ଶିକ୍ଷକ ବଦଳି ପ୍ରତିବାଦରେ ଗୁରୁବାର ସ୍କୁଲ ସମ୍ମୁଖରେ ଛାତ୍ର ଅଭିଭାବକ ଓ ସ୍କୁଲ କମିଟି ସଦସ୍ୟମାନେ ଧାରଣା ଦେଇଥିଲେ । ଏଥି ନେଇ ସ୍ଥାନୀୟ ଅଂଚଳରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି । ପ୍ରକାଶ ଯେ ପଟ୍ଟାମୁଣ୍ଡାଇ ପୌରାଂଚଳ ଅନ୍ତର୍ଗତ ବକ୍ତାରପୁର ନୋଡାଲ ୟୁପି ସ୍କୁଲ ଏକ ଖ୍ୟାତ ନାମା ସ୍କୁଲ ଭାବେ ସ୍ଥାନୀୟ […]
ପୁସ୍ତକ ଗଛ ସହ କଥା ହେବା ଉନ୍ମୋଚିତ ପଟ୍ଟାମୁଣ୍ଡାଇ ୧୨/୧୧ – ପଟ୍ଟାମୁଣ୍ଡାଇ ଅଂଚଳର ବିଶିଷ୍ଟ କବି ଡାଃ ମନୋରଞ୍ଜନ ଦାଶଙ୍କ ଦଶମ କବିତା ସଂକଳନ” ଗଛ ସହ କଥା ହେବା ” ବୁଧବାର ସଂନ୍ଧ୍ୟାରେ ଉନ୍ମୋଚିତ ହୋଇଯାଇଛି। ଉକ୍ତ ଉନ୍ମୋଚନ ଉତ୍ସବରେ କଥାକାର ତଥା ପ୍ରାବନ୍ଧିକ ଅଧ୍ୟାପକ ଡ଼ଃ ନୀଳମଣି ଲେଙ୍କା ମୁଖ୍ୟ ଅତିଥି ଭାବେ ଯୋଗଦେଇ ପରିବେଶ ହିଁ ଆମର ଅମୂଲ୍ୟ ସମ୍ପତି,ତା’ର ସୁରକ୍ଷା ପ୍ରତି ପ୍ରତ୍ୟେକଙ୍କର […]
ଅଣ୍ଢରା ବନ୍ଦେ ମାତରମ ହାଇସ୍କୁଲରେ ଗୁରୁପୂଜନ, ବନ୍ଧୁ ମିଳନ ପଟ୍ଟାମୁଣ୍ଡାଇ ୧୨/୧୧- ଭାରତୀୟ ପରମ୍ପରାରେ ଗୁରୁ କେବଳ ଜଣେ ବ୍ୟକ୍ତି ନୁହନ୍ତି, ବରଂ ଏକ ଶକ୍ତିର ଉତ୍ସ ବା ଜୀବନ ଗଢ଼ିବାର ମହାସୂତ୍ର। ଗୁରୁଙ୍କ ଆଚରଣରେ ଥାଏ ଅମୃତର ପ୍ରଲେପ। ତାଙ୍କର ପ୍ରତିଟି ଚିନ୍ତା ଓ ଚେତନାରେ ପ୍ରକାଶ ପାଏ ଐଶ୍ୱରିକ ବିଭୂତି। ସେ ସାଧାରଣ ମନେହେଲେ ବି ଅସାଧାରଣ। ମଣିଷ ହେଲେ ବି ଦେବତା। ସେ ହେଉଛନ୍ତି ଛାତ୍ରଛାତ୍ରୀଙ୍କ […]
ପଟ୍ଟାମୁଣ୍ଡାଇ ୧୧/୧୧ – ପଟ୍ଟାମୁଣ୍ଡାଇ ବ୍ଲକରେ ଥିବା ବିଭିନ୍ନ ପ୍ରାଥମିକ ବିଦ୍ୟାଳୟରେ ଶିକ୍ଷକ ସମସ୍ୟା ଉତ୍କଟ ରୂପ ଧାରଣ କରିଛି । ଶିକ୍ଷକ ଅଭାବରୁ ବହୁ ସ୍କୁଲରେ ଶିକ୍ଷାଦାନ ବ୍ୟାହତ ହୋଇପଡିଛି । ଖାଲି ପଡ଼ିଥିବା ଶିକ୍ଷକ ପଦବୀ ପୂରଣ କରିବା ପାଇଁ ଅଂଚଳବାସୀ ବାରମ୍ବାର ଦୌଡ଼ି ନିରାଶ ହେବା ପରେ ମଙ୍ଗଳବାର ପଟ୍ଟାମୁଣ୍ଡାଇ ବ୍ଲକର ୩ଟି ସ୍କୁଲରେ ତାଲା ପଡିଛି । ଛାତ୍ରୀଛାତ୍ର ଅଭିଭାବକ ମାନେ ରାସ୍ତାରେ ବସି […]
କେନ୍ଦ୍ରାପଡ଼ା,୧୧ା୧୧: କେନ୍ଦ୍ରାପଡା ଟାଉନ ଥାନା ଅଞ୍ଚଳର ଜଣେ ମହିଳାଙ୍କୁ ବିବାହ ପ୍ରତିଶ୍ରୁତି ଦେଇ ବ୍ୟକ୍ତି ଜଣଙ୍କ ଶାରୀରିକ ସମ୍ପର୍କ ରଖିବା ସହିତ ଜାଗା କିଣାଇ ଦେବା ବାହାନାରେ ୧୪ ଳକ୍ଷ ଟଙ୍କା ନେଇଥିଲେ । ପୁଅ ବାହାଘର ସରିବା ପରେ ମହିଳାଙ୍କୁ ବିବାହ କରିବେ ବୋଲି ପ୍ରତିଶ୍ରୁତି ଦେଲେ। ହେଲେ ମହିଳାଙ୍କୁ ବିବାହ କଲେ ନାହିଁ କି ତାଙ୍କ ଟଙ୍କା ଫେରାଉ ନାହାଁନ୍ତି। ଓଲଟା ମହିଳାଙ୍କୁ ଜୀବନରୁ ମାରିଦେବେ ବୋଲି […]
ପଟ୍ଟାମୁଣ୍ଡାଇ ୧୧/୧୧ – ପଟ୍ଟାମୁଣ୍ଡାଇ ବାଇପାସ ନିକଟ ମୁଖ୍ୟ କେନାଲରେ ମଙ୍ଗଳବାର ରାତିରେ ଏକ କୁମ୍ଭୀର ଭାସୁ ଥିବା ନେଇ କେତେକ ଲୋକ ଦେଖୁବାକୁ ପାଇଥିଲେ । ଏହି ଖବର ପ୍ରଚାରିତ ହେବା ପରେ କେନାଲ ନିକଟରେ ଲୋକଙ୍କ ଭିଡ଼ ଜମି ଥିଲା । ସ୍ଥାନୀୟ ପୋଲିସକୁ ଖବର ଦେବା ପରେ ପଟ୍ଟାମୁଣ୍ଡାଇ ଆଦର୍ଶ ଥାନା ପୋଲିସ ଘଟଣାସ୍ଥଳକୁ ଯାଇ ସରଜମିନ ଅନୁଧ୍ୟାନ କରିଥିଲେ । ମାତ୍ର ଲୋକଙ୍କ ଗହଳି […]
भारत में, प्रत्येक राज्य विधानसभा में विधायकों की संख्या राज्य की जनसंख्या और क्षेत्रफल के आधार पर निर्धारित होती है। ये विधायक अपने निर्वाचन क्षेत्र की जनता का प्रतिनिधित्व करते हैं और विधानसभा सत्र में अपने क्षेत्र की समस्याओं को प्रस्तुत करके राज्य सरकार की नीति और कानून निर्माण में […]
ଭାରତରେ, ପ୍ରତ୍ୟେକ ରାଜ୍ୟର ବିଧାନସଭାରେ ବିଧାୟକଙ୍କ ସଂଖ୍ୟା ରାଜ୍ୟର ଜନସଂଖ୍ୟା ଏବଂ କ୍ଷେତ୍ରଫଳ ଆଧାରରେ ନିର୍ଣ୍ଣୟ କରାଯାଏ। ଏହି ବିଧାୟକମାନେ ସେମାନଙ୍କ ନିର୍ବାଚନମଣ୍ଡଳୀର ଜନସାଧାରଣଙ୍କୁ ପ୍ରତିନିଧିତ୍ୱ କରନ୍ତି ଏବଂ ନିଜ ଅଂଚଳର ସମସ୍ୟା ବିଧାନସଭା ଅଧିବେଶନରେ ଆଗତ କରନ୍ତିା ରାଜ୍ୟ ସରକାରଙ୍କ ନୀତି ଏବଂ ଆଇନ ପ୍ରଣୟନରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାନ୍ତି। ସେହିପରି ଏକ ସଂସଦୀୟ କ୍ଷେତ୍ରରେ ମଧ୍ୟ ଜଣେ ସାଂସଦ ନିଜ ଅଂଚଳର ସମସ୍ୟା ସଂସଦରେ ଆଗତ […]

