ପଟ୍ଟାମୁଣ୍ଡାଇ ୧୪/୧୧- ଆପଣ କୌଣସି ସୁରାକ୍ ପାଇବେ ନାହିଁ, ଆପଣଙ୍କ ମୋବାଇଲ ନମ୍ବର ବ୍ୟବହାର କରି ଅନ୍ୟ ଜଣେ ଅସୀମିତ କଲ୍ କରିପାରିବ। ଆପଣଙ୍କ ମୋବାଇଲ୍ ନମ୍ବର ବ୍ୟବହାର କରି ଅନ୍ୟ କାହାକୁ ଠକି ପାରିବ। ଗୋଟିଏ ଲିଙ୍କ୍ ଜରିଆରେ ଆପଣଙ୍କ ଆକାଉଣ୍ଟ୍ରୁ ଲକ୍ଷ ଲକ୍ଷ ଟଙ୍କା ନିମିଷକେ ଗାୟବ ହୋଇଯିବ। ସାଇବର୍ ଅପରାଧୀ ଏଭଳି କୌଶଳ ବ୍ୟବହାର କରି ଦିନକୁ ଦିନ ଠକିବାରେ ଲାଗିଛନ୍ତି, ଯାହାର ମୁକାବିଲା ସମଗ୍ର […]
featured
ପଟ୍ଟାମୁଣ୍ଡାଇ ତା ୧୫/୧୧- ପଟ୍ଟାମୁଣ୍ଡାଇ କଲେଜ ଇଂରାଜୀ ବିଭାଗ ପକ୍ଷରୁ ଇଣ୍ଟର ଉୟରିଂ ଆଇଡେଣ୍ଟଟିଟି, ଜେନେରାଲ କଲଚର ଲିଟ୍ରେଚର ଇନ ଇଣ୍ଡିଆନ କଣ୍ଟେଣ୍ଟ ଶୀର୍ଷକ ୨ ଦିନିଆ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । କଲେଜ ଅଧ୍ୟକ୍ଷ ପ୍ରଫେସର ଉମାକାନ୍ତ ପାତ୍ରଙ୍କ ପୌରହିତ୍ୟରେ ଆୟୋଜିତ ଜାତୀୟ ସମ୍ମିଳନୀରେ ପଣ୍ଡିଚେରୀ ବିଶ୍ୱବିଦ୍ୟାଳୟର ଡ଼ କଳ୍ପନା ରାଉତ,ଦକ୍ଷିଣ ଗୁଜୁରାଟ ବୀର ନର୍ମଦ ବିଶ୍ୱବିଦ୍ୟାଳୟର ଡ଼ ମହେଶ ଦେ, ବାରିପଦା ମହାରାଜା ରାମ ଚନ୍ଦ୍ର ଭଞ୍ଜଦେଓ […]
କେନ୍ଦ୍ରାପଡ଼ା,୧୪ା୧୧: ଶ୍ରୀ ନିଳାଚଳ ନିଖିଳୋତ୍କଳ ପାଲା ଗାୟକ ପରିଷଦ ଆନୁକୂଲ୍ୟରେ ତଥା ଓଡିଶା ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ ସହଯୋଗରେ ଗରାପୁରସ୍ଥିତ ଶିବାନନ୍ଦ ଆଶ୍ରମ ପରିସରରେ ଗାୟକରତ୍ନ ହରେକୃଷ୍ଣ ନାଥଶର୍ମାଙ୍କ ୧୧୫ତମ ଜୟନ୍ତୀ ଓ ଜିଲ୍ଲା ସ୍ତରୀୟ ପାଲା ଗାୟକ ପରିଷଦର ସମ୍ମିଳନୀ ଶୁକ୍ରବାର ଉଦ୍ଘାଟିତ ହୋଇଯାଇଛି। ଶିବାନନ୍ଦ ଆଶ୍ରମର ଅଧ୍ୟକ୍ଷା ଶ୍ରୀମା ସ୍ୱାମୀ ଦିବ୍ୟସ୍ୱରୂପାନନ୍ଦ ସରସ୍ୱତୀ ଉଦଘାଟକ ଭାବେ ଯୋଗଦେଇ ପ୍ରଦୀପ ପ୍ରଜ୍ଜ୍ୱଳନ ପୂର୍ବକ ଉତ୍ସବକୁ ଉଦଘାଟନ […]
କେନ୍ଦ୍ରାପଡ଼ା,୧୪ା୧୧:ଜିଲ୍ଲା କଂଗ୍ରେସ ପକ୍ଷରୁ ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ପଣ୍ଡିତ ଜବାହରଲାଲ ନେହେରୁଙ୍କ ୧୩୬ ତମ ଜୟନ୍ତୀ ସହରର କଜଳାସ୍ଥିତ ଜିଲ୍ଲା କଂଗ୍ରେସ ଭବନରେ ପାଳିତ ହୋଇଯାଇଛି। ଏହି ଉପଲକ୍ଷେ ଅନୁଷ୍ଠିତ ସଭାରେ କେନ୍ଦ୍ରାପଡ଼ା ଜିଲ୍ଲା କଂଗ୍ରେସ ସଭାନେତ୍ରୀ ଡାକ୍ତର ଦେବସ୍ମିତା ଶର୍ମା ଅଧ୍ୟକ୍ଷତା କରି ଶ୍ରଦ୍ଧାଞ୍ଜଳି ଅର୍ପଣ ପୂର୍ବକ କହିଲେ ଜବାହରଲାଲ ନେହେରୁଙ୍କ ଅବଦାନ ଭାରତ ପାଇଁ ଅତୁଳନୀୟ ଥିଲା। ତାଙ୍କ ଅବଦାନ ସମ୍ପର୍କରେ ବର୍ତ୍ତମାନର ଯୁବପୀଢି ଅଧ୍ୟୟନ କରିବା […]
ପଟ୍ଟାମୁଣ୍ଡାଇ ୧୪/୧୧ – ପଟ୍ଟାମୁଣ୍ଡାଇ ପୌରାଂଚଳ ଅନ୍ତର୍ଗତ ପୋଖରିଆପଡ଼ା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପଟ୍ଟାମୁଣ୍ଡାଇ ତାଲୁକ୍ ଆଇନ ସେବା ସମିତି ପକ୍ଷରୁ “ଶିଶୁଦିବସ” ପାଳିତ ହୋଇଯାଇଛି । ପଟ୍ଟାମୁଣ୍ଡାଇ ତାଲୁକ୍ ଆଇନ ସେବା ସମିତି ଅଧ୍ୟକ୍ଷ ଅତିରିକ୍ତ ଜିଲ୍ଲା ଜଜ ବିଦ୍ୟାଧର ପୃଷ୍ଟିଙ୍କ ପୌରହିତ୍ୟ ଓ ପ୍ୟାନେଲ ଆଇନଜୀବୀ ଧୀରେନ୍ଦ୍ରନାଥ ସାହୁଙ୍କ ସଂଯୋଜନାରେ ଆୟୋଜିତ ଉତ୍ସବରେ ଜେଏମଏଫସି ବିଦ୍ୟୁତଲତା ପ୍ରଧାନ ଜେଏମଏଫ୍ସି ଡି.କେ.ବାଲକ୍ରିଷ୍ଣନ୍, ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ବୀରକିଶୋର […]
ପଟ୍ଟାମୁଣ୍ଡାଇ୧୪/୧୧ – କେନ୍ଦ୍ରାପଡା ଜିଲା ପଟ୍ଟାମୁଣ୍ଡାଇ ଏମଏନ ହାଇସ୍କୁଲ ପରିସରରେ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ବିଭାଗ ଆନୁକୂଲ୍ୟରେ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଅଭିଯାନ ଶିବିର ଅନୁଷ୍ଠିତ ହୋଇଯାଇଛି। ଉକ୍ତ ଶିବିରରେ ମୋଟ ୫୨୪ ଜଣ ଭିନ୍ନକ୍ଷମଙ୍କୁ ଚି଼ହ୍ନଟ କରାଯାଇଛି। ବିଡ଼ିଓ ଶୀତଲ ଅଗରୱାଲାଙ୍କ ତତ୍ୱାବଧାନରେ ଉକ୍ତ ଶିବିର ଅନୁଷ୍ଠିତ ହୋଇଥିଲା। ଏଥିରେ କେନ୍ଦ୍ରାପଡା ବିଧାୟକ ଗଣେଶ୍ୱର ବେହେରା, ରାଜନଗର ବିଧାୟକ ଧ୍ରୁବ ସାହୁ ମୁଖ୍ୟଅତିଥି ଭାବେ ଯୋଗଦେଇ […]
ପଟ୍ଟାମୁଣ୍ଡାଇ ୧୪/୧୧ – କେନ୍ଦ୍ରାପଡା ଜିଲା ପଟ୍ଟାମୁଣ୍ଡାଇ ଏମଏନ ହାଇସ୍କୁଲ ପରିସରରେ ଶୁକ୍ରବାର ବ୍ଲକସ୍ତରୀୟ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ଅନୁଷ୍ଠିତ ହୋଇଥିଲା । ସ୍କୁଲ ଭିତରେ ଡାକ୍ତରମାନେ ଭିନ୍ନକ୍ଷମ ମାନଙ୍କ କ୍ରମାଙ୍କ ଅନୁଶାଂରେ ଚିହ୍ନଟ କରୁଥିବା ବେଳେ କ୍ରମାଙ୍କ ସଂଖ୍ୟା ଧାର୍ଯ୍ୟ ପଡିଆରେ କରାଯାଉଥିଲା । ଭିନ୍ନକ୍ଷମ ମାନେ ଆଣ୍ଠୋଇ ଭରାଦେଇ ଲାଇନରେଥିବା ଦେଖିବାକୁ ମିଳିଥିଲା । ଶିବିରରରେ ପାଇଖାନା ବ୍ୟବସ୍ଥା ନଥିଲା । ଉଠାପାଇଖାନା ଶିବିର ସରିବା […]
भुवनेश्वर-केंद्रपड़ा ज़िले के पट्टामुंडई एमएन हाई स्कूल परिसर में शुक्रवार को ब्लॉक स्तरीय भीमभोई दिव्यांग सशक्तिकरण शिविर का आयोजन किया गया हे । स्कूल के अंदर डॉक्टर दिव्यांगों की नंबर अनुजाई भिन्न्ख्यम का पहचान कर रहे थे, लेकिन बाहर खोलमेला स्थान पर नंबर दिया जा रहता । दिव्यांग लोगोने लाइन […]
କେନ୍ଦ୍ରାପଡ଼ା,୧୩ା୧୧: ଦିଲ୍ଲୀର ଲାଲକିଲ୍ଲା ଅଂଂଚଳରେ ହୋଇଥିବା ଭୟଙ୍କର ବିସ୍ଫୋରଣ ପରେ, ଓଡିଶା ସୁରକ୍ଷା ଏଜେନ୍ସିଗୁଡ଼ିକ ସତର୍କତା ଅବଲମ୍ବନ କରିଛନ୍ତି। ଉପକୂଳ ଅଂଚଳରେ ସତର୍କ ସୂଚନା ଜାରି କରାଯାଇଛି ବୋଲି ପୋଲିସ ପକ୍ଷରୁ ସୂଚନା ମିଳିଛି।ସେହିପରି କେନ୍ଦ୍ରାପଡ଼ା ଜିଲାରେ ହାଇ ଆଲର୍ଟ ଜାରି କରାଯାଇଛି। ମହାକାଳପଡ଼ା ଓ ରାଜନଗର ବ୍ଲକରେ ଥିବା ସାମୁଦ୍ରିକ ଥାନାଗୁଡିକୁ ଆଲର୍ଟ ଜାରି କରାଯାଇଛି ।ଜିଲ୍ଲାର ୧୬ଟି ଥାନା ଅଂଚଳରେ ସୋମବାର ସକାଳୁ ନାକାବନ୍ଦୀ ଆରମ୍ଭ ହୋଇଛି। […]
କେନ୍ଦ୍ରାପଡ଼ା,୧୩ା୧୧:ଖାଖିରେ ଲାଗିଛି ଦାଗ। ମାର୍ଶାଘାଇ ଥାନା ଅଞ୍ଚଳର ଜଣେ ମହିଳାଙ୍କୁ ପ୍ରେମ ନିବେଦନ କରିବା ଅଭିଯୋଗରେ ମାର୍ଶାଘାଇ ଥାନା ଇନ୍ସପେକ୍ଟର ତପନ କୁମାର ନାୟକ ଜଣେ ପୁଲିସ କନଷ୍ଟେବଳଙ୍କୁ ଗିରଫ କରିଛନ୍ତି। ଗିରଫ ପୁଲିସ କନଷ୍ଟେବଳ ଜଣକ ହେଉଛନ୍ତି କୁଦାନଗରୀ ଥାନାର ପୂର୍ବତନ କର୍ମଚାରୀ ଅଜୟ କୁମାର ସାହୁ। ଅଜୟ ମାର୍ଶାଘାଇ ଥାନା ଅଂଚଳର ଜଣେ ମହିଳାଙ୍କୁ ପ୍ରେମ ନିବେଦନ କରିଥିଲେ। ଏହାପରେ ତାଙ୍କୁ ସାମାଜିକ ଗଣମାଧ୍ୟମରେ ବଦନାମ କରିଦେବେ […]

