କେନ୍ଦ୍ରାପଡ଼ା, ୧୭ା୩: ସମାନ କାମ ପାଇଁ ସମାନ ଦରମା ଏବଂ ସମାନ ପଦବୀ ନୀତି ହେଉ। ଅନୁଦାନ ପ୍ରାପ୍ତ ମହାବିଦ୍ୟାଳୟ ଗୁଡିକୁ ସରକାରୀ ଘୋଷଣା କରାଯାଉ। ଜିଲ୍ଲାର ସର୍ବ ପୁରାତନ ଶିକ୍ଷାନୁଷ୍ଠାନ କେନ୍ଦ୍ରାପଡ଼ା ସ୍ୱୟଂଶାସିତ ମହାବିଦ୍ୟାଳୟକୁ ବିଶ୍ୱବିଦ୍ୟାଳୟର ମାନ୍ୟତା ମିଳୁ ବୋଲି ଅଖିଳ ଭାରତୀୟ ରାଷ୍ଟ୍ରୀୟ ଶୈକ୍ଷିକ ମହାସଂଘ ଜିଲ୍ଲା ବୈଠକରେ ବକ୍ତାମାନେ ମତବ୍ୟକ୍ତ କରିଛନ୍ତି। ଏହି ବୈଠକ କେନ୍ଦ୍ରାପଡ଼ା ସ୍ୱୟଂଶାସିତ ମହାବିଦ୍ୟାଳୟ ଗାନ୍ଧୀ ଭବନରେ ଅନୁଷ୍ଠିତ ହୋଇଥିଲା। ପଟ୍ଟାମୁଣ୍ଡାଇ […]
featured
କେନ୍ଦ୍ରାପଡ଼ା,୧୭ା୩: ଚଣ୍ଡିଖୋଲ-ପାରାଦୀପ ଜାତୀୟ ରାଜପଥକୁ ୮ଲେନ ବିଶିଷ୍ଟ ରାଜପଥରେ ପରିଣତ କରାଯିବା ପାଇଁ ରାସ୍ତା ନିର୍ମାଣ ଚାଲିଛି। ଏହି ରାସ୍ତା ନିର୍ମାଣରେ ବ୍ୟବହୃତ ହେଉଥିବା କେନ୍ଦ୍ରାପଡାର ମାଟି ଓ ବାଲିକୁ ବନ୍ଦ କରାଯିବା ନିମନ୍ତେଌିଲ୍ଲାପାଳଙ୍କ ନିକଟରେ ଦାବି କରିଛି ମାଟି ବାଲି ପାଣି ସୁରକ୍ଷା ମଞ୍ଚ,କେନ୍ଦ୍ରାପଡା। ମଞ୍ଚ ପକ୍ଷରୁ ଆଇନଜୀବୀ ବିଧୁଭୂଷଣ ମହାପାତ୍ର କହିଛନ୍ତି ଯେ ଏହି ରାସ୍ତା ନିର୍ମାଣରେ ମାଟି ବ୍ୟବହାରକୁ ସଂପୂର୍ଣ୍ଣରୂପେ ବନ୍ଦ କରାଯିବା ସହିତ ଗତ […]
କେନ୍ଦ୍ରାପଡ଼ା, ୧୬ା୩ : କେନ୍ଦ୍ରାପଡ଼ା ଜିଲ୍ଲାର ରାଜକନିକା ବ୍ଲକ୍ରେ ୬ଶହ ବର୍ଷର କନିକା ରାଜମେଳଣ ଆନନ୍ଦ ଉତ୍ସାହର ସହିତ ଶେଷ ହୋଇଛି। ପାଂଚଦିନ ଧରି କାଳିକାପୁର, ଆୟତନ, ଦେଉଳି ଏବଂ ଗିରୀଆ ମେଳଣ ଉତ୍ସବ ପରେ କନିକାର ପ୍ରସିଦ୍ଧ ମେଳଣ ଉତ୍ସବର ଶେଷ ଦିନ କନିକା ରାଜପ୍ରସାଦ ଆଗରେ ରାଜ ମେଳଣ ଶାନ୍ତି ଶୃଙ୍ଖଳାର ସହ ଶେଷ ହୋଇଛି। ଏହି ରାଜ ମେଳଣ ଉତ୍ସବକୁ ଦେଖିବା ପାଇଁ ଲୋକେ ପ୍ରତିବର୍ଷ […]
ପଟ୍ଟାମୁଣ୍ଡାଇ ୧୬/୩ -କେନ୍ଦ୍ରାପଡା ଜିଲା ପଟ୍ଟାମୁଣ୍ଡାଇ ବ୍ଲକର ବିଭିନ୍ନ ସ୍ଥାନରେ ଦୋଳ ମେଳଣ ପାଳନ ହୋଇଯାଇଛି। ଏହି ଅବସରରେ ପଟ୍ଟାମୁଣ୍ଡାଇ ବଣିକ ସଂଘ ପକ୍ଷରୁ ଶ୍ରୀରାମ ମନ୍ଦିର ଠାରେ ମେଳଣର ଆୟୋଜନ କରାଯାଇଥିଲା। ଏହି ମେଳଣକୁ ପ୍ରାୟ ୧୪ଟି ଦୋଳ ବିମାନ ବିଭିନ୍ନ ଗ୍ରାମରୁ ଆସି ରାମମନ୍ଦିର ପାଢରେ ଏକତ୍ରିତ ହୋଇଥିଲେ। ମେଳଣ ପରେ ସମସ୍ତ ବିମାନରେ ଥିବା ରାଧାକୃଷ୍ଣଙ୍କୁ ଯଥାରୀତି ପୂଜାର୍ଚ୍ଚନା କରାଯାଇଥିଲା। ମେଳଣ ନିକଟରେ ସାରାଦିନ ଭଜନ […]
କିଛି ସ୍ଥାୟୀ ନୁହେଁ, କେହି ବି ଚିରଦିନ ନୁହଁନ୍ତି, ଏହା ଏକ ସତ୍ୟ ଯାହା ଆମେ ସମସ୍ତେ ଜାଣୁ । କିନ୍ତୁ, ସେହି ସତ୍ୟଟକୁି ଆମେ ସବୁଦିନ ପାଇଁ ମନରେ ରଖିବାକୁ ସକ୍ଷମ ହେଉନାହାଁନ୍ତି । ଅନେକ ଲୋକ ହୁଅନ୍ତୁ ବା ରାଜାନେତା ଯେଉଁମାନେ ପଦବୀ, ଖ୍ୟାତି, ଟଙ୍କା ଏବଂ କ୍ଷମତାକୁ ଅନନ୍ତ ବୋଲି ବିଶ୍ୱାସ କରନ୍ତି । ସେଗୁଡ଼ିକୁ ହାସଲ କରିବା ପାଇଁ ଯେକୌଣସି ସୀମାକୁ ଯାଆନ୍ତି । […]
ବିଶ୍ୱର ସମସ୍ତ ଦେଶ, ରାଜ୍ୟ ବିକାଶ ଆଡ଼କୁ ଦ୍ରୁତ ଗତିରେ ବଢିଚାଲୁଛି । ବିକାଶ ଆଡ଼କୁ ଅଗ୍ରଗତି କରି ଲୋକେ କୋଠାବାଟି ଗାଡି ଘୋଡା ବଢିଚାଲିଛି । ବଦ୍ଧିତ ସହରରେ ଲୋକେ ବ୍ୟସ୍ତତା ଭିତରେ ଜୀବନ ଅତିବାହିତ କରୁଛନ୍ତି । ହେଲେ ବିକାଶରେ ସାହାଯ୍ୟ କରିଥିବା ପ୍ରାକୃତିକ ସମ୍ପଦଗୁଡ଼ିକ ପ୍ରତି କେହି ଧ୍ୟାନ ଦେଉନାହାଁନ୍ତି । ଲୋକେ ନବୀକରଣୀୟ ଶକ୍ତି ଆଡକୁ ମୁହାଁଇବା ଆରମ୍ଭ କରୁଥିବା ବେଳେ ପ୍ରାକୃତିକ ସମ୍ପଦ […]
ପଟ୍ଟାମୁଣ୍ଡାଇ ୧୩/୩ – କେନ୍ଦ୍ରାପଡ଼ା କ୍ରେଡିଟ କୋ-ଅପରେଟିଭ ସୋସାଇଟି ପଟ୍ଟାମୁଣ୍ଡାଇ ଶାଖାର ୨୨ତମ ସ୍ୱନକ୍ଷତ୍ର ଉତ୍ସବ ସୋସାଇଟି ଶାଖା ପରିସରରେ ଗୁରୁବାର ଅନୁଷ୍ଠିତ ହୋଇଯାଇଛି । ପଟ୍ଟାମୁଣ୍ଡାଇ ଶାଖା ପରିଚାଳକ ମାନସ ରଞ୍ଜନ ରାଉତଙ୍କ ପୌରହିତ୍ୟରେ ଆୟୋଜିତ ଉତ୍ସବରେ କେସିସିଏଲ ସଭାପତି ପ୍ରମୋଦ ସାହୁ ମୁଖ୍ୟଅତିଥି ଭାବେ ଯୋଗ ଦେଇ ଦୀର୍ଘ ୨୨ବର୍ଷ ହେଲା ପଟ୍ଟାମୁଣ୍ଡାଇ ଶାଖା ସରକାରୀ ନୀତି ନିୟମ ମଧ୍ୟରେ ଉତମ ଗ୍ରାହକ ସେବା ଯୋଗାଇବା ସହିତ […]
କେନ୍ଦ୍ରାପଡ଼ା,୧୩ା୩: ଓଡିଶା ସରକାରୀ ଆଉଟସୋର୍ସିଂ କର୍ମଚାରୀ ମହାସଙ୍ଘ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ଉଦେଶ୍ୟରେ ଜିଲ୍ଲାପାଳଙ୍କୁ ଏକ ତିନି ଦଫା ସମ୍ବଳିତ ଦାବିପତ୍ର ପ୍ରଦାନ କରାଯାଇଛି। ସେହି ଦାବିପତ୍ରରେ ଉଲ୍ଲେଖ ରହିଛି ଯେ ସରକାରଙ୍କ ବିଭିନ୍ନ ବିଭାଗରୁ ଛଟେଇ ହୋଇଥିବା ସମସ୍ତ ସରକାରୀ ଆଉଟସୋର୍ସିଂ କର୍ମଚାରୀମାନଙ୍କୁ ପୁନଃ ନିଯୁକ୍ତି ଦିଆଯିବା, ଛଟେଇ ବନ୍ଦ କରାଯିବା, ଚାକିରୀ ସୁରକ୍ଷା ପ୍ରଦାନ, ଗୃହ ବିଭାଗର ପତ୍ରସଂଖ୍ୟା- ୨୩୫୮୨ ତା ୧୩.୦୭.୨୦୨୨କୁ ପ୍ରତ୍ୟାହାର କରାଯିବା, ସେବା ପ୍ରଦାନକାରୀ […]
କେନ୍ଦ୍ରାପଡ଼ା, ୧୩ା୩: ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗ, ଓଡ଼ିଶା ସରକାରଙ୍କ ଦ୍ୱାରା ନାନୋ ୟୁନିକର୍ନ୍ ଯୋଜନାର ସଫଳତା ନିମନ୍ତେ ଜିଲ୍ଲା ପ୍ରଶାସନ ଏବଂ ଜିଲ୍ଲା ଦକ୍ଷତା ବିକାଶ ଓ ନିୟୋଜନ କାର୍ଯ୍ୟାଳୟ ନାନୋ ୟୁନିକର୍ନ୍ ଯୋଜନା ମାଧ୍ୟମରେ ଦକ୍ଷତା ବିକାଶ ତାଲିମ ପ୍ରଦାନ ପାଇଥିବା ପ୍ରାର୍ଥୀ ଓ ପ୍ରାର୍ଥୀନୀ ମାନଙ୍କୁ ଉଦ୍ୟୋଗତା ରୂପେ ଆତ୍ମ ନିର୍ଭରଶୀଳ ହେବା ନିମନ୍ତେ ଏକ ଦଶ ଦିନିଆ ତାଲିମ ପ୍ରଦାନ କାର୍ଯ୍ୟକ୍ରମ […]
କେନ୍ଦ୍ରାପଡ଼ା, ୧୩ା୩: କେନ୍ଦ୍ରାପଡା ସହରର ନୂଆ ବସ୍ଷ୍ଟାଣ୍ଡସ୍ଥିତ ବଡକୋଠା ଠାରେ ଦୋଳ ମେଳଣ ଅନୁଷ୍ଠିତ ହୋଇଯାଇଛି । କାକଟର ରାଧାଗୋବିନ୍ଦଜୀଉଙ୍କ ନିମନ୍ତ୍ରଣରେ ସହର ଓ ଆଖାପାଖ ଅଞ୍ଚଳରୁ ୮ଟି ବିମାନରେ ରାଧାଗୋବିନ୍ଦଜୀଉ ଆସି ବଡକୋଠା ଠାରେ ଏକାଠି ହୋଇ ଭୋଗ ଖାଇଥିଲେ । ପ୍ରଥମେ କାକଟର ରାଧାଗୋବିନ୍ଦଜୀଉ ପୂର୍ବାହ୍ନ ୧୦ଟା ବେଳେ ଆସି ଦୋଳବେଦୀ ଉପରେ ବସିଥିଲେ । ଏହାପରେ ଇଚ୍ଛାପୁରର ରଘୁନାଥଜୀଉ, ଗଣାମାହାଲର ବିନୋଦବିହାରୀଜୀଉ, ବଣିଆମାଳର ତ୍ରିପାଠୀ ସାହି […]