କେନ୍ଦ୍ରାପଡ଼ା,୨୬ା୧୧: ଜିଲ୍ଲା ସ୍ତରୀୟ ଯୁବ ଉତ୍ସବ ନିମନ୍ତେ ବୁଧବାର ସନ୍ଧ୍ୟାରେ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାପ୍ରଶାସନ(କ୍ରୀଡା ବିଭାଗ) ଦ୍ୱାରା ଆୟୋଜିତ ହେବାକୁ ଥିବା ଏହି ଯୁବ ଉତ୍ସବ ଆସନ୍ତା ଡିସେମ୍ବରମାସ ୫ତାରିଖରେ ସ୍ଥାନୀୟ କେନ୍ଦ୍ରାପଡ଼ା ସ୍ୱୟଂଶାସିତ ମହାବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହେବ। ରାଜ୍ୟ କ୍ରୀଡା ଓ ଯୁବ ସେବା ବିଭାଗ ନିର୍ଦ୍ଦେଶନାମା ଅନୁଯାୟୀ ୧୫ ବର୍ଷରୁ ୨୯ ବର୍ଷ ବୟସର ଯୁବକ ଓଚ […]

କେନ୍ଦ୍ରାପଡ଼ା,୨୬ା୧୧:କେନ୍ଦ୍ରାପଡା ପ୍ରଭାଗୀୟ ଶ୍ରମ ଆୟୁକ୍ତଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଆଇ.ଏନ.ଟି.ୟୁ.ସି., ଏ.ଆଇ.ଟି.ୟୁ.ସି., ହିନ୍ଦ୍ ମଜଦୁର ସଭା, ସି.ଆଇ.ଟି.ୟୁ.,ଏ.ଆଇ.ସି.ସି.ଟି.ୟୁ., ୟୁ.ଟି.ୟୁ.ସି. ଓ ଜିଲ୍ଲା କୃଷକ ମଞ୍ଚ ପକ୍ଷରୁ ଗତ ୨୧ତାରିଖରେ କେନ୍ଦ୍ର ସରକାର ଲାଗୁ କରିଥିବା ୪ଟି ଶ୍ରମ କୋଡ୍ ବିରୋଧରେ ମିଳିତ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା। ଏଥିସହିତ ରାଜ୍ୟପାଳଙ୍କ ଉଦେଶ୍ୟରେ ଏହି ଶ୍ରମ କୋଡକୁ ବାତିଲ କରାଯିବା ପାଇଁ ଏକ ସ୍ମାରକପତ୍ର ପ୍ରଭାଗୀୟ ଶ୍ରମ ଆୟୁକ୍ତଙ୍କୁ ପ୍ରଦାନ କରାଯାଇଥିଲା। ପୂର୍ବରୁ ଥିବା […]

କେନ୍ଦ୍ରାପଡ଼ା,୨୬ା୧୧:କଜଳାସ୍ଥିତ ଜିଲ୍ଲା କଂଗ୍ରେସ ଭବନରେ ଅନୁଷ୍ଠିତ ସମ୍ବିଧାନ ଦିବସ ପାଳନ ଉତ୍ସବରେ ଜିଲ୍ଲା କଂଗ୍ରେସ ସଭାପତି ଡାକ୍ତର ଦେବସ୍ମିତା ଶର୍ମା ଅଧ୍ୟକ୍ଷତା କରିଥିଲେ। ବରିଷ୍ଠ କଂଗ୍ରେସ ନେତା ଫକୀର ଚରଣ ଖଟୁଆ ଭାରତ ବର୍ଷର ସମ୍ବିଧାନ ଦିବସ ବା ଜାତୀୟ ଆଇନ ଦିବସରେ କହିଥିଲେ ଯେ ୧୯୪୯ମସିହାର ଆଜିର ଦିନରେ ସମ୍ବିଧାନ କମିଟିରେ ପ୍ରସ୍ତୁତ ଚିଠାକୁ ସର୍ବସମ୍ମତକ୍ରମେ ଗ୍ରହଣ କରାଯାଇ ୧୯୫୦ ଜାନୁଆରୀମାସ ୨୬ତାରିଖରେ ଦେଶର ଜନସାଧାରଣଙ୍କର ସ୍ୱାର୍ଥରକ୍ଷା ଓ […]

ଅଇନିପଡ଼ା-ପଛପଡ଼ା ଗାଁ ଉତ୍ସବ ‘ବସୁଧା’ ଉଦଯାପିତ କେନ୍ଦ୍ରାପଡା ୨୫/୧୧-ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ଅନୁଯାୟୀ ପ୍ରାଚୀନ ଭାରତର ଆତ୍ମା ଗାଁରେ ରହିଛି । ଆମ ଦେଶର ଗ୍ରାମଗୁଡ଼ିକ ସର୍ବଦା ପାରସ୍ପରିକ ସହଯୋଗ, ଭାଇଚାରା ଏବଂ ସାମୁହିକ ଜୀବନର ପ୍ରତୀକ ହୋଇଆସିଛି। ଲୋକମାନେ ପରସ୍ପରର ସୁଖ ଏବଂ ଦୁଃଖରେ ଏକାଠି ଠିଆ ହୋଇଥିଲେ, ଏବଂ ପ୍ରତ୍ୟେକ ପରିବାର ଏକ ଅତୁଟ ବନ୍ଧନ ବାଣ୍ଟୁଥିଲେ । ଗ୍ରାମଗୁଡ଼ିକର ଏହି ବୈଶିଷ୍ଟ୍ୟଗୁଡ଼ିକ ସେମାନଙ୍କୁ ସହରାଞ୍ଚଳ […]

କେନ୍ଦ୍ରାପଡ଼ା,୨୫ା୧୧:ଓଡିଶା ଆୟୁଷ ଡାକ୍ତର ମିଳିତ କ୍ରିୟାନୁଷ୍ଠାନ କମିଟି (ଏମ. ଏଚ. ୟୁ. ଆୟୁଷ ଡାକ୍ତର, କଲୋକେଟେଡ଼ ପ୍ରାଥମିକ ସ୍ୱାସ୍ଥକେନ୍ଦ୍ର / ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର / ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଆୟୁଷ ଡାକ୍ତର ଏବଂ ଆର. ବି. ଏସ. କେ. ଆୟୁଷ ଡାକ୍ତର) ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ଉଦେଶ୍ୟରେ କେନ୍ଦ୍ରାପଡା ଜିଲ୍ଲାପାଳ ରଘୁରାମ ଆର. ଆୟାରଙ୍କୁ ଏକ ୧୦ଦଫା ସମ୍ବଳିତ ଦାବିପତ୍ର ପ୍ରଦାନ କରାଯାଇଛି। ସେହି ଦାବିପତ୍ରରେ ଉଲ୍ଲେଖ ରହିଛି ଯେ […]

କେନ୍ଦ୍ରାପଡ଼ା,୨୫ା୧୧:କେନ୍ଦ୍ରାପଡ଼ା ଜିଲ୍ଲା ଆଞ୍ଚଳିକ କାର୍ଯ୍ୟାଳୟ ପକ୍ଷରୁ ସଡକ ଦୁର୍ଘଟଣାଜନିତ ଶୂନ ମୃତାହତ ପକ୍ଷ ପାଳିତ ହୋଇଯାଇଛି। ଏହି ଉପଲକ୍ଷେ ଅତିରିକ୍ତ ଜିଲ୍ଲାପାଳ(ସାଧାରଣ) ନବକ୍ରିଷ୍ଣ ଜେନା ଏକ ସଚେତନତା ରଥ ଓ ଶୁଭାଯାତ୍ରାକୁ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ। ସକାଳ ସାଢେ ୯ଟାରେ ୪ଶହରୁ ଉର୍ଦ୍ଧ ବିଭିନ୍ନ କଲେଜର ଛାତ୍ରଛାତ୍ରୀ, ସ୍କାଉଟ ଓ ଗାଇଡ଼ର ଛାତ୍ରଛାତ୍ରୀ,ସ୍ୱେଚ୍ଛାସେବୀ ଅନୁଷ୍ଠାନର କର୍ମକର୍ତ୍ତା, ଜନସାଧାରଣ ତିନିମୁହାଣୀ ଜିଓ ପେଟ୍ରୋଲ ପମ୍ପ ନିକଟରୁ ବାହାରି ନୂଆ ବସଷ୍ଟାଣ୍ଡ […]

ପଟ୍ଟାମୁଣ୍ଡାଇ ତା ୨୫/୧୧- ସମାଜର ଅବହେଳିତ ବିଭିନ୍ନବର୍ଗର ଲୋକ ଗରିବ ଖଟିଖିଆ ମୁଲିଆ ଆଦି ଗରିବ ଶ୍ରେଣୀର ଲୋକ ବିଶେଷ କରି ଗରିବ ମେଧାବୀ ଛାତ୍ରଙ୍କୁ ଉଚ୍ଚ ଶିକ୍ଷା ପାଇଁ ସହାୟତା, ଗରିବ ରୋଗୀଙ୍କୁ ଚିକିତ୍ସା ସହାୟତା ଓ ରୋଗରେ ମୃତ ଗରିବ ନିଃସହାୟଙ୍କୁ ଶୁଦ୍ଧି କାର୍ଯ୍ୟ ପାଇଁ ସହାୟତା ସର୍ବୋପରି ଗରିବ ଲୋକମାନଙ୍କୁ ଘର ପୋଡି ଆଦି ବିଭିନ୍ନ କ୍ଷେତ୍ରରେ କେନ୍ଦ୍ରାପଡ଼ା କ୍ରେଡିଟ କୋପରେଟିଭ ସୋସାଇଟି ପକ୍ଷରୁ ଦୀର୍ଘ […]

समय के साथ दुनिया में कई भाषाएँ बनीं और कुछ खत्म हो गईं। उनमें से संस्कृत दुनिया की एक प्राचीन भाषा है। संस्कृत में लिखे वेद एक ऐसे प्राचीन ग्रंथ हैं जिन्होंने पहले कभी दुनिया के रहस्यों को इतने प्रामाणिक तरीके से प्रस्तुत नहीं किया था। जब दुनिया में लिखने […]

भुवनेश्वर  24/11-केंद्रापदा जिला पट्टामुंडाई शहरी से लेकर ग्रामीण इलाकों में एकाधिक त्योहारों के दौरान डीजे का इस्तेमाल किया जा रहा है। डीजे बजाने पर हाईकोर्ट के प्रतिबंध का पट्टामुंडई इलाके में कोई असर नहीं होता है। ऐसा लगता है कि स्थानीय प्रशासन ने हाईकोर्ट के आदेश को कागजों पर सीमित […]

ପଟ୍ଟାମୁଣ୍ଡାଇ ତା ୨୪/୧୧- ଓଡ଼ିଶାର ପ୍ରଥମ ପାଣି ପାଇପ କାରିଗର ତାଲିମ କେନ୍ଦ୍ର ପଟ୍ଟାମୁଣ୍ଡାଇ ସରକାରୀ ଆଇ ଟି ଆଇ ପରିସରରେ ୧୨କୋଟି ଟଙ୍କା ବ୍ୟୟ ରେ ୨୦୦ଶଯ୍ୟା ବିଶିଷ୍ଟ ବାଳକ ହଷ୍ଟେଲ, ଷ୍ଟାଫ କ୍ୱାଟର ଓ ୱାର୍କ ସପ ଗୃହର ଶୁଭ ଶିଳାନ୍ୟାସ କରାଯାଇଛି । ଏହି ଉପଲକ୍ଷେ ଆୟୋଜିତ ସ୍ୱତନ୍ତ୍ର ଉତ୍ସବରେ ରାଜନଗର ବିଧାୟକ ଧ୍ରୁବ ସାହୁ ମୁଖ୍ୟଅତିଥି ଭାବେ ଯୋଗ ଦେଇ ସରକାରୀ ଆଇ ଟି […]

Breaking News