ପଟ୍ଟାମୁଣ୍ଡାଇ ତା ୧୪/୫ – ଦୀର୍ଘ ୪୬ ବର୍ଷର ବ୍ୟବଧାନ ପରେ ପଟ୍ଟାମୁଣ୍ଡାଇ ବ୍ଲକ ଜରିଆ ବଳଦେବ ହାଇସ୍କୁଲ ୧୯୮୧ ମସିହା ମେଟ୍ରିକ ବ୍ୟାଚର ବନ୍ଧୁମାନେ ଏକତ୍ରିତ ହୋଇଥିଲେ ।   ବୁଧବାର ସ୍ଥାନୀୟ ମା ଛୂଆଳିଆ ପୀଠରେ ଏକ ବନ୍ଧୁମିଳନ କାର୍ଯ୍ୟକ୍ରମ  ଅନୁଷ୍ଠିତ କରିଥିଲେ । ସେବେକର ସାଙ୍ଗମାନେ ଏକାଠୀ ହୋଇ ପୁରୁଣା ସ୍ମୃତିକୁ ସତେଜ କରିବା ଏବଂ ସୁଖ-ଦୁଃଖ ବାଂଟିବା ପାଇଁ ଏହି ଭାବପୂର୍ଣ୍ଣ ମୂହୃର୍ତ ଆୟୋଜନ କରାଇଥିଲେ […]

କେନ୍ଦ୍ରାପଡା,୧୪ା୫- ମଣ୍ଡଳ ଶିକ୍ଷା ଅଧିକାରୀ କାର୍ଯ୍ୟାଲୟ ଓ ଓଡିଶା ମାଧ୍ୟମିକ ସ୍କୁଲ ଶିକ୍ଷକ ସଂଘ ଓଷ୍ଟା କେନ୍ଦ୍ରାପଡା ବ୍ଲକ୍ ତରଫରୁ ମାଟ୍ରିକ୍ ପରୀକ୍ଷାରେ ଏ୧ ଗ୍ରେଡ୍‌ରେ ଉତୀର୍ଣ୍ଣ ହୋଇଥିବା ଛାତ୍ରଛାତ୍ରୀ ମାନଙ୍କୁ ପ୍ରତିଭା ସମ୍ମାନରେ ସମ୍ବର୍ଦ୍ଧତ କରାଯାଇଅଛି । ସ୍ଥାନୀୟ ଭାରତୀ ବିଦ୍ୟାମନ୍ଦିର କଜଳା ପରିସରରେ ଅନୁଷ୍ଠିତ ହୋଇଥିବା ସମ୍ବର୍ଦ୍ଧନା ସଭାରେ କେନ୍ଦ୍ରାପଡା ବ୍ଲକ ମାଧ୍ୟମିକ ସ୍କୁଲ ଶିକ୍ଷକ ସଂଘର ସଭାପତି ତପନ କୁମାର ଦାଶ ସଭାପତିତ୍ୱ କରିଥିଲେ । […]

କେନ୍ଦ୍ରାପଡ଼ା,୧୨ା୫:ଶ୍ରୀବଳଦେବଜୀଉଙ୍କ ମନ୍ଦିର ସେବକ, ବଳଦେବ ସେନାର ମୁଖ୍ୟ ଉପଦେଷ୍ଟା ତଥା ବିଶିଷ୍ଟ ଗବେଷକ ନିରଞ୍ଜନ ମେକାପଙ୍କ ସ୍ମୃତିରେ ବଳଦେବ ସେନା ପକ୍ଷରୁ ସାନ୍ତସାହିସ୍ଥିତ ଶ୍ରୀବଳଦେବଜୀଉ କଲ୍ୟାଣ ମଣ୍ଡପରେ ଏକ ସ୍ମୃତି ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଯାଇଛି। ବଳଦେବ ସେନାର ଉପସଭାପତି ନିରଞ୍ଜନ ସୁଆରଙ୍କ ପରିଚାଳନାରେ ଅନୁଷ୍ଠିତ ସଭାରେ କେନ୍ଦ୍ରାପଡ଼ା ବିଧାୟକ ଗଣେଶ୍ୱର ବେହେରା, ପଣ୍ଡିତ ହୃଷୀକେଶ ରଥ, ମେଜର ଭରତ ଚନ୍ଦ୍ର ଜେନା, ଶ୍ରୀଧର ମହାନ୍ତି, ଶିକ୍ଷାବୀତ ମନୋରଞ୍ଜନ ତ୍ରିପାଠୀ, […]

କେନ୍ଦ୍ରାପଡ଼ା,୧୩ା୫:କେନ୍ଦ୍ରାପଡା ଜିଲ୍ଲା ଯୁବ ଓ ଛାତ୍ର ବିଜେଡି ପକ୍ଷରୁ ବୁଧବାର ସନ୍ଧ୍ୟାରେ ସହରର ପୁରୁଣା ବସଷ୍ଟାଣ୍ଡରେ ନିଟ ପରୀକ୍ଷାର ପ୍ରଶ୍ନପତ୍ର ପ୍ରଘଟ ଓ ପରୀକ୍ଷା ବାତିଲ କରାଯିବା ପ୍ରତିବାଦରେ ଏକ ପ୍ରତିବାଦ ସଭା କରାଯିବା ସହିତ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ କୁଶପୁତଳିକା ଦାହ କରାଯାଇଛି। ଏହି ଉପଲକ୍ଷେ ଜିଲ୍ଲା ଯୁବ ବିଜେଡି ସଭାପତି ରାଜେଶ ଦାସଙ୍କ ନେତୃତ୍ୱରେ ଅନୁଷ୍ଠିତ ସଭାରେ କେନ୍ଦ୍ରାପଡା ବିଧାୟକ ଗଣେଶ୍ୱର ବେହେରା, ଜିଲ୍ଲା ପରିଷଦ […]

କେନ୍ଦ୍ରାପଡ଼ା,୧୩ା୫:କଜଳା ଶ୍ରୀସାଇ ପରିବାର ଗୋଲଡେନ ଭିଲ୍ଲାସ୍ଥିତ ଶିରିଡ଼ି ସାଇବାବା ମନ୍ଦିରର ତୁଷାରକାନ୍ତଙ୍କ ଦ୍ୱାରା ଲିଖିତ ଭକ୍ତିଭରା ପ୍ରତୀକ୍ଷିତ ପୁସ୍ତକ “ଶ୍ରୀ ସାଇ ସତ୍‌ଚରିତ ସଚିତ୍ର’ ପୁସ୍ତକ ଉନ୍ମୋଚିତ ହୋଇଯାଇଛି। ଶିରିଡିର ଶ୍ରୀ ସାଇବାବା ସଂସ୍ଥାନ ଟ୍ରଷ୍ଟର ସିଇଓ ଗୋରକ୍ଷ ଗାଡିଲକର ଏବଂ ଡେପୁଟି ସିଇଓ ଭିମରାଜ ଦରାଡେଙ୍କ ଦ୍ୱାରା ଏହି ପୁସ୍ତକ ଉନ୍ମୋଚିତ ହୋଇଛି।ଏହି ସୁନ୍ଦର ପୁସ୍ତକର ବିଶେଷତ୍ୱ ହେଉଛି ଶ୍ରୀ ସାଇବାବାଙ୍କ ସମସ୍ତ ଦିବ୍ୟ ଲୀଳା ଗୁଡ଼ିକ ସଚିତ୍ର […]

କେନ୍ଦ୍ରାପଡ଼ା, ୧୨/୫-ଓଡିଶା କନଷ୍ଟ୍ରାକ୍ସନ ୱାର୍କର୍ସ ୟୁନିୟନ ଆହ୍ୱାନ କ୍ରମେ ମଙ୍ଗଳ ବାର ଦିନ ଜିଲ୍ଲା ଶ୍ରମ କାର୍ଯ୍ୟାଳୟ ସମ୍ମୁଖରେ ଶତାଧିକ ନିର୍ମାଣ ଶ୍ରମିକଙ୍କୁ ନେଇ ବିକ୍ଷୋଭ ସଂଗଠିତ ହେଇଯାଇଛି। ଚାରିଟି ଶ୍ରମକୋର୍ଡ ପ୍ରତ୍ୟାହାର, ଜିଲ୍ଲା ଶ୍ରମ କାର୍ଯ୍ୟଳୟରେ ସଂସ୍କାର ଆଣି ବ୍ୟାପକ ଦୁର୍ନୀତି ଓ ଆଇନ ବିରୋଧୀ କାର୍ଯ୍ୟକଳାପକୁ ବନ୍ଦ କରିବା, ରାଜ୍ୟ ସରକାରଙ୍କ ରୁଲ ଅନୁସାରେ ଷାଠିଏ ଦିନରେ ମୃତ୍ୟୁ କାଳୀନ ସହାୟତା ପ୍ରଦାନ କରିବା, ବନ୍ଦ ଥିବା […]

ପଟ୍ଟାମୁଣ୍ଡାଇ ୧୧/୫ -ପଟ୍ଟାମୁଣ୍ଡାଇ ବ୍ଲକ ଅନ୍ତର୍ଗତ ଶିଧବାଲି ଏସକେ ଉଚ୍ଚ ବିଦ୍ୟାଳୟରେ ୧୯୯୪ ମାଟ୍ରିକ ବ୍ୟାଚ ପକ୍ଷରୁ ଗୁରୁ ପୂଜନ ଓ ବନ୍ଧୁମିଳନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ପୁରାତନ ଛାତ୍ର ସୁଶାନ୍ତ କୁମାର ବାରିକଙ୍କ ସଂଯୋଜନାରେ ଆୟୋଜିତ ଗୁରୁ ପୂଜନ ଓ ବନ୍ଧୁ ମିଳନ ଉତ୍ସବରେ ପୂର୍ବତନ ଅବସରପ୍ରାପ୍ତ ଶିକ୍ଷକ ସଚିତ୍ର ବେହୁରା, ଦିଲ୍ଲୀପ ପରିଡା, ଦିଲ୍ଲୀପ ଖଣ୍ଡାଇ, ସନ୍ତୋଷ ମଳିକ, ସନାତନ ତରାଇ, ମାଗୁଣି ଚରଣ ବାରିକ, […]

ଅନ୍ତରୀଣ ଅଙ୍କୁଶକ ଥାଇ ମଧ୍ୟ ଚାଲିଛି ପ୍ରକଳ୍ପ କାର୍ଯ୍ୟ ପଟ୍ଟାମୁଣ୍ଡାଇ୧୧/୫ – ଗ୍ରାମସଭା ପ୍ରସଙ୍ଗକୁ ନେଇ ହାଇକୋର୍ଟଙ୍କ ନିର୍ଦ୍ଦେଶକୁ ପଟ୍ଟାମୁଣ୍ଡାଇ ବ୍ଲକ ପ୍ରଶାସନ ଅବମାନନା କରୁଛି । ବଡପଡା ପଂଚାୟରେ ଅନୁମୋଦନ ନଥିବା ପ୍ରକଳ୍ପ ଉପରେ ହାଇକୋର୍ଟଙ୍କ ଅନ୍ତରୀଣ ଅଙ୍କୁଶକୁ ପଟ୍ଟାମୁଣ୍ଡାଇ ବିଡିଓ ଅଣଦେଖା କରିବା ସହ ତରବରିଆ ଭାବେ କାର୍ଯ୍ୟ ସାରିବାକୁ ମସୁଧା ଜାରି ରଖିଛନ୍ତି । ଯାହାକୁ ନେଇ ସ୍ଥାନୀୟ ପଂଚାୟତ ବାସୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ […]

କେନ୍ଦ୍ରାପଡ଼ା,୧୨ା୫:ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ପ୍ରୋଜେକ୍ଟ ମନିଟରିଂ ଗ୍ରୁପ (ପିଏମଜି) ଏବଂ ପ୍ରଗତି ଅଧିନରେ ଚାଲୁଥିବା ବିଭିନ୍ନ ଭିତ୍ତିଭୂମି ଓ ପ୍ରମୁଖ ଉନ୍ନୟନ ପ୍ରକଳ୍ପ ଗୁଡ଼ିକର ଅଗ୍ରଗତି ନେଇ ଏକ ଗୁରୁତ୍ୱପୂର୍ଣ୍ଣ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାପାଳ ରଘୁରାମ ଆର. ଆୟରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ଚାଲୁଥିବା ବିଭିନ୍ନ ପ୍ରକଳ୍ପର କାର୍ଯ୍ୟ ଅଗ୍ରଗତି, ସମସ୍ୟା ଏବଂ ସମାଧାନ ନେଇ ସବିଶେଷ ଆଲୋଚନା କରାଯାଇଥିଲା। ବୈଠକରେ ବିଦ୍ୟୁତ ପ୍ରକଳ୍ପ, ରାସ୍ତା […]

କେନ୍ଦ୍ରାପଡ଼ା, ୧୨/୫: ଆଜି ଏସ୍ୱଏସ୍ ଗ୍ରୁପ୍ ଅଫ୍ ଇନ୍‌ଷ୍ଟିଚ୍ୟୁସନ୍ସ ପ୍ରାଙ୍ଗଣରେ ଫ୍ଲୋରେନ୍ସ ନାଇଟିଙ୍ଗେଲଙ୍କ ୨୦୬ତମ ଜନ୍ମ ଜୟନ୍ତୀ ତଥା ଅନ୍ତର୍ଜାତୀୟ ନସିଂ ସପ୍ତାହ ପାଳିତ ହୋଇଯାଇଛି। ଆଜିର ଅନୁଷ୍ଠିତ ସଭାରେ ମୁଖ୍ୟ ବକ୍ତା ଭାବେ କେନ୍ଦ୍ରାପଡ଼ା ମେଡ଼ିକାଲ ସୁପରିଣ୍ଟେଣ୍ଡେଣ୍ଟ ତଥା ଓଡ଼ିଶା ମେଡ଼ିକାଲ ସର୍ଭିସ ଆସୋସିଏସନ୍‌ର ସଭାପତି ଡଃ. କିଶୋର ଚନ୍ଦ୍ର ମିଶ୍ର ଯୋଗଦେଇ କହିଥିଲେ ଯେ ନସିଂ ଛାତ୍ରୀଛାତ୍ରମାନେ ସେମାନଙ୍କର ଅନ୍ତଃର୍ନିହିତ କାର୍ଯ୍ୟକୁ ବିକାଶ କରିବା ସହିତ ରୋଗୀଙ୍କ […]

Breaking News