କେନ୍ଦ୍ରାପଡ଼ା,୧୮ା୫:କେନ୍ଦ୍ରାପଡା ଜିଲ୍ଲାର ମହାକାଳପଡ଼ାସ୍ଥିତ ଚଢେଇଗୁଁଆ ଯୁଗରୁପା ବିଦ୍ୟାଭବନର ପ୍ରଧାନ ଶିକ୍ଷକ ତଥା ମହାକାଳପଡ଼ା ବ୍ଲକ ନୋଡାଲ ପ୍ରଧାନଶିକ୍ଷକ ରଘୁନାଥ ଦାସ ଆଜି ୫ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରା ପଡିଛନ୍ତି। ଏହି ବିଦ୍ୟାଭବନର ରାତ୍ର ଜଗୁଆଳି କ୍ଷୀରୋଦ ଦାସଙ୍କ ବକେୟା ଦରମା ପ୍ରଦାନ କରିବା ପାଇଁ ଶ୍ରୀ ଦାସ ତାଙ୍କୁ ବାରମ୍ବାର ଦଉଡାଉଥିଲେ। ଶେଷରେ ୫ହଜାର ଟଙ୍କା ଲାଞ୍ଚ ଦେଲେ ବକେୟା ଦରମା ପ୍ରଦାନ କରିବେ […]

କେନ୍ଦ୍ରାପଡ଼ା,୧୭ା୫:କେନ୍ଦ୍ରାପଡା ଜିଲ୍ଲାର ଡେରାବିଶ ବ୍ଲକ ଅଧିନ କୁରୁଜଙ୍ଗା ପଞ୍ଚାତର ବଡମଙ୍ଗରାଜପୁର, କୁରୁଜଙ୍ଗା, ଆମ୍ବୁରା, ମହେଶପୁର ଓ ନୁଆଗାଁ ସମେତ କୁଶିଆପାଳ ଗ୍ରାମପଞ୍ଚାତରେ ବିଭିନ୍ନ ଗ୍ରାମରେ ଷଣ୍ଢ ଓ ମାଙ୍କଡମାନଙ୍କ ଉତ୍ପାତ ଦିନକୁ ଦିନ ଅଧିକ ହେଲାଣି। ଫଳରେ ବିଲରେ ମୁଗ, ବିରି, ନଳିତା ଓ ପନିପରିବା ଫସଲ ନଷ୍ଟ ହେଉଛି। ବାଡି ବଗିଚାରେ ଆମ୍ବ, ପଣସ, ଅମୃତଭଣ୍ଡା ଓ ପିଜୁଳି ପ୍ରଭୃତି ମଧ୍ୟ ନଷ୍ଟ ହେବାରେ ଲାଗିଛି। ଏଥିପାଇଁ ଚାଷୀ […]

ଟିପିସିଓଡିଏଲର ଉଦାସୀନତା କେନ୍ଦ୍ରାପଡ଼ା,୧୭ା୫:କେନ୍ଦ୍ରାପଡା ପୌାରାଞ୍ଚଳ ଅନ୍ତର୍ଗତ ୨ନମ୍ବର ୱାର୍ଡର ବଡବାରଙ୍ଗ ସ୍ଥିତ ବିଦ୍ୟୁତ ଖୁଣ୍ଟରେ ମାତ୍ର ୩ଶହ ମିଟର ବ୍ୟବଧାନରେ ଉଦେଶ୍ୟମୂଳକ ଭାବରେ କେବୁଲ ଦିଆଯାଉନାହିଁ। ଏନେଇ ସେହି ଗ୍ରାମର ବରିଷ୍ଠ ନାଗରିକ ତଥା ଶିକ୍ଷାବୀତ ଗଣେଶ୍ୱର ମେକାପ ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ କରିଛନ୍ତି। ଶ୍ରୀ ମେକାପଙ୍କ ଘର ପୂର୍ବରୁ ଥିବା ବିଦ୍ୟୁତ ଖୁଣ୍ଟ ଓ ପରେ ଥିବା ବିଦ୍ୟୁତ ଖୁଣ୍ଟରେ କେବୁଲ ଲଗାଯାଇଥିବା ବେଳେ ଜାଣିଶୁଣି ଉଦେଶ୍ୟମୂଳକ ଭାବରେ […]

ଅଜୟ ବିଶ୍ୱାଳ ସ୍ମୃତି ପରିଷଦ ତରଡିପାଳ   ପଟ୍ଟାମୁଣ୍ଡାଇ,୧୬/୫-କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ ବ୍ଲକ ଧୋୟାଞ୍ଚଳର ଜଣାଶୁଣା ମଣିଷ ପୂର୍ବତନ କଂଗ୍ରେସ ସଭାପତି ତଥା ତରଡିପାଳ ପଞ୍ଚାୟତର ପୂର୍ବତନ ସରପଞ୍ଚ ସ୍ୱର୍ଗତ ଅଜୟ କୁମାର ବିଶ୍ୱାଳଙ୍କ ଆତ୍ମାର ସଦଗତି କାମନା ସହ ତରଡିପାଳ ପଞ୍ଚାୟତ କାର୍ଯ୍ୟାଳୟ ପ୍ରାଙ୍ଗଣରେ ଏକ ସ୍ମୃତିଚାରଣ ସଭା ଅନୁଷ୍ଠିତ ହୋଇଯାଇଛି । ବରିଷ୍ଠ ସାମ୍ବାଦିକ ଚିତ୍ତରଞ୍ଜନ ମଲ୍ଲିକଙ୍କ ସଭାପତିତ୍ୱରେ ଆୟୋଜିତ ଏହି ସ୍ମୃତି ଚାରଣ ସଭାର ଯୁଗ୍ମ […]

ପଟ୍ଟାମୁଣ୍ଡାଇ ତା ୧୬/୫- ପଟ୍ଟାମୁଣ୍ଡାଇ ବ୍ଲକ ଅନ୍ତର୍ଗତ ଡିହାପଡା ପଂଚାୟତ ଜାମୁକୁଣ୍ଡା ଗାଁ ରେ ନୂତନ ହନୁମାନ ବିଗ୍ରହ ପ୍ରତିଷ୍ଠା ଉତ୍ସବ ସମାରୋହରେ ପାଳିତ ହୋଇଯାଇଛି । ଏହି ଉପଲକ୍ଷେ ବିଭିନ୍ନ ଆଧ୍ୟାତ୍ମିକ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା । ସର୍ବପ୍ରଥମେ ଅଙ୍କୁରାରୋପଣ କଳସ ଯାତ୍ରା, ଯଜ୍ଞ ଆରମ୍ଭ ସୂର୍ଯ୍ୟ ପୂଜା ଗୋ ପୂଜା ସହ ଯଜ୍ଞର ପୂର୍ଣ୍ଣାହୂତି ଦିଆଯାଇଥିଲା ।ଏଇ ଅବସରରେ ଭଜନ ସନ୍ଧ୍ୟା କାର୍ଯ୍ୟକ୍ରମ ଆୟୋଜନ କରାଯାଇ ଭାବରାସ୍ତାତ୍ମକ […]

ପଟ୍ଟାମୁଣ୍ଡାଇ ତା ୧୬/୫ – ପଟ୍ଟାମୁଣ୍ଡାଇ ବ୍ଲକ ଅନ୍ତର୍ଗତ ବାଛରା ପଂଚାୟତ ମଣ୍ଡପଡ଼ା ଭଜନେଶ୍ୱର ହାଇସ୍କୁଲର ୨୫ ବର୍ଷ ପୂର୍ତି ଉପଲକ୍ଷେ ରୌପ୍ୟ ଜୟନ୍ତୀ ପାଳନ କରିବା ପାଇଁ ନିଷ୍ପତି ନିଆଯାଇଛି ଏହି ଉପଲକ୍ଷେ ରୌପ୍ୟ ଜୟନ୍ତୀ କମିଟି ସଭାପତି ସଂଗ୍ରାମ ସାମଲଙ୍କ ପୌରହିତ୍ୟରେ ଏକ ପ୍ରସ୍ତୁତି ବୈଠକଅନୁଷ୍ଠିତ ହୋଇଯାଇଛି।ଏହି ବୈଠକରେ କମିଟିର ଉପସଭାପତି କମଳ ଲୋଚନ ସାହୁ, ସମ୍ପାଦକ ଅବିନାଶ ପ୍ରଧାନ, ଉପସମ୍ପାଦକ କ୍ଷୀରୋଦ ବେହେରା ନାରାୟଣ ପ୍ରସାଦ […]

ପଟ୍ଟାମୁଣ୍ଡାଇ ୧୬/୫ -କେନ୍ଦ୍ରାପଡା ଜିଲା ପଟ୍ଟାମୁଣ୍ଡାଇ ଆଦର୍ଶ ଥାନା ଅଂଚଳର କୁପୁଣି ଗାଁରେ ଏକ ଅଭାବନୀୟ ଘଟଣା ଘଟିଛି । ତରଭୁଜ ଖାଇ ଗୋଟିଏ ପରିବାରର ଜଣେ ୧୨ ବର୍ଷର ନାବାଳକଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ୪ ଜଣ ଅସୁସ୍ଥ ହୋଇ ଚିକିତ୍ସିତ ହେଉଛନ୍ତିା ମାତ୍ର ବିଷାକ୍ତ ତରଭୁଜ ହେତୁ ଏପରି ଘଟିଥିବା ସନ୍ଦେହ କରାଯାଉବେଳେ ସକାଳର ବାସୀ ପୋଇ ଶାଗ ତରକାରୀ ଖାଇବା ସହ ଅନ୍ୟାନ ଖାଦ୍ୟଖାଇ […]

ଡେରାବିଶ୧୫/୦୫ – ରୋଗୀଙ୍କୁ ଆରୋଗ୍ୟ କରିବା ପାଇଁ ଆମ୍ବୁଲାନ୍ସର ସହାୟତା ପଡ଼ିଥାଏ । ମାତ୍ର ରାଜ୍ୟରେ ତୈଳ ସଙ୍କଟ ଯୋଗୁ କଟକ ବଡ଼ଡାକ୍ତରଖାନାରୁ ଭୂବନେଶ୍ୱରର ଏକ ଘରୋଇ ଚିକିତ୍ସାଳୟକୁ ଜଣେ ରୋଗୀକୁ ନେଇ ଯାଉଥିବା ଆମ୍ବୁଲାନ୍ସରୁ କାଠଯୋଡ଼ି ପୋଲ ଉପରେ ଶୁକ୍ରବାର ତେଲ ସରିଯିବା ଯୋଗୁ ଆମ୍ବୁଲାନ୍ସ ଭିତରେ ରୋଗୀଙ୍କ ମୃତ୍ୟୁ ହେବା ଘଟଣା ସାଧାରଣରେ ଆଲୋଡ଼ନ ସୃଷ୍ଟି କରିଛି । ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି କେନ୍ଦ୍ରାପଡ଼ା […]

ଭୁବନେଶ୍ୱର- ତେଲ ସଙ୍କଟ ଦେଇ ଗତି କରୁଛି ସାରା ଦେଶ। ଓଡିଶାରେ ମଧ୍ୟ ପେଟ୍ରୋଲ ଓ ଡିଜେଲ ଅଭାବ ଉତ୍କଟ ରୂପ ନେଇଛି। ଲୋକମାନେ ନାହିଁ ନଥିବା ଅସୁବିଧା ଭୋଗିବା ସହ ଗାଡ଼ିରେ ତେଲ ପକାଇବା ପାଇଁ ଟାଙ୍କିକୁ ଟାଙ୍କି ଘୂରି ବୁଲିଛନ୍ତି। ସ୍ଥିତି ଏଭଳି ହୋଇଛି ଯେ ପେଟ୍ରୋଲ ପମ୍ପରେ ଭିଡ଼ ନିୟନ୍ତ୍ରଣ ପାଇଁ ପୋଲିସ ମୁତୟନ ହୋଇଥିବା ଦେଖିବାକୁ ମିଳିଛି।ଅନ୍ୟପକ୍ଷରେ ଆମ୍ବୁଲାନ୍ସରୁ ତେଲ ସରିଯିବାରୁ କେନ୍ଦ୍ରାପଡାର ଜଣେ […]

ପଟ୍ଟାମୁଣ୍ଡାଇ୧୫।୫: ପଟ୍ଟାମୁଣ୍ଡାଇ ବ୍ଲକ ଅଳପୁଆ ପଂଚାୟତର ବାଲି ଖାଦାନକୁ ରାସ୍ତା ନିର୍ମାଣ ପ୍ରସ୍ତାବକୁ ବିରୋଧ କରି ଆଜି ଶତାଧିକ ମହିଳା ଓ ପୁରୁଷ ଜିଲ୍ଲାପାଳଙ୍କୁ ଫେରାଦି ହୋଇ ଦାବିପତ୍ର ପ୍ରଦାନ କରିଛନ୍ତି। ଅଳପୁଆ ବ୍ରାହ୍ମଣୀ ନଦୀ ପଠାକୁ ରାସ୍ତା ନିର୍ମାଣ ନିମନ୍ତେ ମାପଚୁପ କରାଯାଇଥିଲା। କିନ୍ତୁ ମାପଚୁପ ପୂର୍ବରୁ ଏଠିକାର ଅଂଚଳବାସୀ ବା ପଠାରେ ଥିବା ଜମି ମାଲିକଙ୍କୁ ସୂଚନା ଦିଆଗଲା ନାହିଁ । ଏହି ମାପଚୁପରେ ବ୍ୟାପକ ତ୍ରୁଟି […]

Breaking News