ଶିଶୁ ଦିବସ ପାଳିତ

blank
କେନ୍ଦ୍ରାପଡ଼ା,୧୪ା୧୧: କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ବାରୋ ଗ୍ରାମରେ ଗଢି ଉଠିଥିବା ଓପିଏସ ବିଦ୍ୟାଳୟରେ ଶିଶୁଦିବସ ମହାସମାରୋହରେ ପାଳିତ ହୋଇଯାଇଛି। ବିଦ୍ୟାଳୟର ପ୍ରତିଷ୍ଠାତା ଉତ୍ତରମ ଚରଣ ସ୍ୱାଇଁଙ୍କ ପୈାରହିତ୍ୟରେ ଅନୁଷ୍ଠିତ ଉତ୍ସବରେ ସାମ୍ବାଦିକ ସୁଦର୍ଶନ ମହାପାତ୍ର ମୁଖ୍ୟଅତିଥି ଭାବେ ଯୋଗଦେଇ ପଣ୍ଡିତ ଜବାହରଲାଲ ନେହେରୁଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ ପୂର୍ବକ ତାଙ୍କ ଜୀବନାଦର୍ଶ ଉପରେ ଆଲୋକପାତ କରିଥିଲେ। ଛାତ୍ରଛାତ୍ରୀମାନେ ଆବାହନୀ ସଂଗୀତ ଗାନ କରିଥିଲେ।ଶିଶୁଦିବସ ଉପରେ ଛାତ୍ରଛାତ୍ରୀମାନେ ବକ୍ତବ୍ୟ ପ୍ରଦାନ କରିଥିଲେ। ଶିକ୍ଷୟିତ୍ରୀ ଦିବ୍ୟରୂପା ପରିଡା, ରଶ୍ମୀରେଖା ପରିଡା, ସ୍ନେହନାଜ, ଗୁଲଜାର ପ୍ରମୁଖ ଉତ୍ସବ ପରିଚାଳନାରେ ସହଯୋଗ କରିଥିଲେ। ଛାତ୍ର ଶ୍ରେୟାଂସ ମହାନ୍ତି କବିତା ପାଠ କରିଥିବା ବେଳେ ଦିବ୍ୟସ୍ମିତା ମଲ୍ଲିକ ଓ ରୋହନ ପରିଡା ନୃତ୍ୟ ପରିବେଷଣ କରିଥିଲେ।

Next Post

ପଟ୍ଟାମୁଣ୍ଡାଇ କଲେଜ ଇଂରାଜୀ ବିଭାଗରେ ଜାତୀୟ ସମ୍ମିଳନୀ

Sat Nov 15 , 2025
ପଟ୍ଟାମୁଣ୍ଡାଇ ତା ୧୫/୧୧- ପଟ୍ଟାମୁଣ୍ଡାଇ କଲେଜ ଇଂରାଜୀ ବିଭାଗ ପକ୍ଷରୁ ଇଣ୍ଟର ଉୟରିଂ ଆଇଡେଣ୍ଟଟିଟି, ଜେନେରାଲ କଲଚର ଲିଟ୍ରେଚର ଇନ ଇଣ୍ଡିଆନ କଣ୍ଟେଣ୍ଟ ଶୀର୍ଷକ ୨ ଦିନିଆ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । କଲେଜ ଅଧ୍ୟକ୍ଷ ପ୍ରଫେସର ଉମାକାନ୍ତ ପାତ୍ରଙ୍କ ପୌରହିତ୍ୟରେ ଆୟୋଜିତ ଜାତୀୟ ସମ୍ମିଳନୀରେ ପଣ୍ଡିଚେରୀ ବିଶ୍ୱବିଦ୍ୟାଳୟର ଡ଼ କଳ୍ପନା ରାଉତ,ଦକ୍ଷିଣ ଗୁଜୁରାଟ ବୀର ନର୍ମଦ ବିଶ୍ୱବିଦ୍ୟାଳୟର ଡ଼ ମହେଶ ଦେ, ବାରିପଦା ମହାରାଜା ରାମ ଚନ୍ଦ୍ର ଭଞ୍ଜଦେଓ […]
blank

ଲୋକମତ

Breaking News

https://v3.adxpremium.services/dashboard/register-publisher

Discover more from Lokamata Odisha

Subscribe now to keep reading and get access to the full archive.

Continue reading