ଗୋଟିଏ ସମୟ ଥିଲା ଯେତେବେଳେ ସାରା ବିଶ୍ୱରୁ ଲୋକମାନେ ଶିକ୍ଷା ଗ୍ରହଣ କରିବା ପାଇଁ ଭାରତକୁ ଆସୁଥିଲେ। ସେଥିପାଇଁ ଏଠାକାର ବିଦ୍ୟାଳୟଗୁଡ଼ିକୁ ବିଶ୍ୱବିଦ୍ୟାଳୟ କୁହାଯାଉଥିଲା। ଭାରତ ଶିକ୍ଷାର ଏତେ ଉଚ୍ଚତାରେ ପହଞ୍ଚିଥିଲା। ଆମେ ତିନି ହଜାର ବର୍ଷ ପୂର୍ବେ ଦ୍ୱାଦଶ ଶତାବ୍ଦୀ ପର୍ଯ୍ୟନ୍ତ ଏହାର କିଛି ଅବଶେଷ ପାଇଥାଉ। ଉଦାହରଣ ସ୍ୱରୂପ, ତିନି-ଚାରି ହଜାର ବର୍ଷ ପୂର୍ବେ ତକ୍ଷଶୀଳାରେ ଏକ ବଡ଼ ବିଶ୍ୱବିଦ୍ୟାଳୟ ଥିଲା। ଦ୍ୱାଦଶ ଶତାବ୍ଦୀରେ ନାଳନ୍ଦା ଏବଂ […]
NATIONAL
ସ୍ୱାଧିନତା ପରରୁ ଆଜି ପର୍ଯ୍ୟନ୍ତ ଚତୁର ଇଂରେଜ ମାନଙ୍କ ଦାସତ୍ୱ ଶିକୁଳିରୁ ଆମେ ମୁକ୍ତ ହୋଇ ପାରିନାହାଁନ୍ତି । ସେମାନେ ବିଗାଡି ଦେଇଥିବା ଭାରତୀୟ ଶିକ୍ଷା ପ୍ରଣାଳୀକୁ ଆମେ ସଜାଡିବାକୁ ଚାହୁଁ ନାହାଁନ୍ତି । ଆମେ ଆମ ମାତୃଭାଷା, ରଷ୍ଟ୍ରଭାଷା ଓ ସଂସ୍କୃତଭାଷାକୁ ଭୁଲି ଇଂରାଜି ଭାଷାକୁ ଗୁରୁତ୍ୱ ଦେଇଆସୁଛୁ । ଅଭିଭାବକ ମାନେ ନିଜନିଜର ପିଲାଙ୍କୁ ଶିକ୍ଷିତ କରାଇବା ପାଇଁ କନଭେଟ ସ୍କୁଲ ଇଂରାଜି ପ୍ରତି ମନବଳାଉଛନ୍ତି । […]
ବହୁ ଅଂଚଳ ବାହ୍ୟଜଗତରୁ ବିଛିନ୍ନ ଗୃହପାଳିତ ପ୍ରଣୀଙ୍କ ପାଇଁ ଗୋ ଖାଦ୍ୟ ଯୋଗାଇବାକୁ ଦାବୀ କୁମ୍ଭୀର ଦେଖାଯାଉଥିବାରୁ ଲୋକେ ଆତଙ୍କିତ ପଟ୍ଟାମୁଣ୍ଡାଇ୧୮/୭ – ପଟ୍ଟାମୁଣ୍ଡାଇ ବ୍ଲକ ଧୋୟାଂଚଳର ବାସୀ ଗତ ୨ ସପ୍ତା ହେବ ବନ୍ୟାରେ ଆଉଟୁ ପାଉଟୁ ହେଉଥିବା ବେଳେ ଗତ ୪ ଦିନ ହେବ ଜଳବନ୍ଦୀ ଅବସ୍ଥାରେ ରହିଛନ୍ତି। ପଟ୍ଟାମୁଣ୍ଡାଇ ବ୍ଲକର ୧୦ ପଂଚାୟତର ୬୦ହଜାରରୁ ଉର୍ଦ୍ଧ ଲୋକ ଓ ପୌରାଂଚଳର ୧୧ଟି ୱାର୍ଡର ୧୧ହଜାର ଲୋକ […]
କେନ୍ଦ୍ରାପଡ଼ା,୮ା୭:ରଥାରୁଢ ହୋଇ ଭକ୍ତମାନଙ୍କୁ ଦର୍ଶନ ଦେବା ପାଇଁ ଭାଇ ଭଉଣୀଙ୍କୁ ସାଙ୍ଗରେ ଧରି ରତ୍ନବେଦିରୁ ବାହାରିଥିବା ଶ୍ରୀବଳଦେବଜୀଉ ୯ ଦିନ ବ୍ୟାପୀ ଜନ୍ମବେଦିରେ ଲୀଳା ସାରିବା ପରେ ପୁନର୍ବାର ରତ୍ନବେଦିକୁ ଫେରିଛନ୍ତି। ରତ୍ନବେଦିକୁ ଫେରିବା ପୂର୍ବରୁ ମଙ୍ଗଳବାର ରଥ ଉପରେ ରଘୁନାଥ ବେଶ ହୋଇଥିଲା। ଏହି ବେଶ ଦେଖିବା ପାଇଁ ମଙ୍ଗଳବାର ରଥଦାଣ୍ଡ ଜନସମୁଦ୍ର ହୋଇଥିଲା। ମଙ୍ଗଳବାର ସକାଳୁ ରଥଦାଣ୍ଡରେ ଭକ୍ତଙ୍କ ଭିଡ଼ ଆରମ୍ଭ ହୋଇଯାଇଥିଲା। ମଧ୍ୟାହ୍ଣ ୧୨ଟା ବେଳକୁ […]
କେନ୍ଦ୍ରାପଡ଼ା,୭ା୭:ତୁଳସୀକ୍ଷେତ୍ର କେନ୍ଦ୍ରାପଡାର ବ୍ରହ୍ମତାଳଧ୍ୱଜ ରଥ ଚନ୍ଦନପୋଖରୀ ନିକଟରେ ଅଟକି ଥିବା ବେଳେ ସୋମବାର ମୁଖ୍ୟ ଦେଉଳ ନିକଟ ଦୋଳବେଦି ପାଖରେ ଲାଗିଛି। ।ମଙ୍ଗଳବାର ପୂର୍ବାହ୍ନରେ ରଥ ଉପରେ ମହାପ୍ରଭୁଙ୍କ ରଘୁନାଥ ବେଶ ଅନୁଷ୍ଠିତ ହେବ ବୋଲି ସୂଚନା ଦିଆଯାଇଛି । ରଥାରୁଢ ଠାକୁରମାନଙ୍କ ଦର୍ଶନ କରିବା ପାଇଁ ସୋମବାର ମଧ୍ୟ ହଜାର ହଜାର ଭକ୍ତଙ୍କ ସମାଗମ ରଥଦାଣ୍ଡରେ ହୋଇଥିଲା। ସୋମବାର ସକାଳୁ ଝିପି ଝିପି ମେଘ ଲାଗି ରହିଥିଲା। ଏହା ସତ୍ବେ […]
ପୁଣେ,୧୫ା୬- ମହରାଷ୍ଟ୍ରର ପୁଣେରେ ପ୍ରବଳ ବର୍ଷା ଯୋଗୁ ରବିବାର ଏକ ବ୍ରିଜ୍ ଭୁଶୁଡ଼ିଥିଲା। ଫଳରେ ୨ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ୩୨ଜଣ ଆହତ ହୋଇଛନ୍ତି। ଆହତଙ୍କ ମଧ୍ୟରୁ ୬ ଜଣଙ୍କ ଅବସ୍ଥା ଗୁରୁତର ରହିଛି। ଅନ୍ୟ କେତେଜଣ ନିଖୋଜ ଥିବା ବେଳେ ଉଦ୍ଧାର କାର୍ଯ୍ୟ ଜାରି ରହିଛି। ଉଦ୍ଧାର କାର୍ଯ୍ୟରେ ଏନ୍ଡିଆର୍ଏଫ୍ କର୍ମଚାରୀ ଓ ପୋଲିସ ନିୟୋଜିତ ହୋଇଛନ୍ତି। ୬ ଜଣଙ୍କୁ ଉଦ୍ଧାର କରାଯାଇଛି। ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ୍ନବିସ୍ ଉଦ୍ଧାର […]
ଅହମ୍ମଦାବାଦ ୧୨ା୬-କେତେ ସ୍ୱପ୍ନ ନେଇ ପିଲା ପାଠ ପଢୁଥିଲେ। କ୍ଲାସ ସରିବା ପରେ ମଧ୍ୟାହ୍ନ ଭୋଜନ ପାଇଁ ହଷ୍ଟେଲ ଆସିଥିଲେ । କ୍ୟାଣ୍ଟିନରେ କିଏ ଖାଉଥିଲା ତ କିଏ ଖାଇବା ପାଇଁ ଲାଇନ ଲଗାଇଥିଲା । ଖାଇବା ପରେ ପୁଣି କିଏ କ୍ଲାସ ଯାଇଥାନ୍ତା ତ ପୁଣି କିଏ ପ୍ରାକ୍ଟିକାଲ କରିବାକୁ ଯାଇଥାନ୍ତା । ହେଲେ କିଏ ଜାଣିଥିଲା ଏଇ ଖାଇବା କାହା ପାଇଁ ଶେଷ ଖାଇବା ହେବ ବୋଲି […]
୨୪୨ ଜଣ ଯାତ୍ରୀ ଜିଅନ୍ତା ଜଳିଗଲେ ଗୁଜୁରାଟର ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୟ ରୂପାନୀଙ୍କ ନିଧନ ପାଇଲଟ୍ କରିଥିଲେ ମେ ଡେ’ କଲ ଅହମ୍ମଦାବାଦ, ୧୨ା୬- ଅହମଦାବାଦରୁ ଲଣ୍ଡନ ଯାଉଥିବା ଏକ ଏୟାର ଇଣ୍ଡିଆ ବିମାନ ଅପରାହ୍ନରେ ଉଡ଼ାଣ ପରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ବିମାନରେ ଥିବା ସମସ୍ତ ୨୪୨ ଜଣଙ୍କର ମୃତ୍ୟୁ ହୋଇଥବା ଘୋଷଣା କରାଯାଇଛି। ଉଡ଼ାଣର କିଛି ସମୟ ପରେ ବିମାନଟି ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ରିପୋର୍ଟ ଅନୁଯାୟୀ, କମିଶନର ଜିଏସ […]
ଭାରତ-ପାକିସ୍ତାନ ଉତ୍ତେଜନା: ଅପରେସନ ସିନ୍ଦୂର ପରେ ପାକିସ୍ତାନକୁ ଖୋଲାଖୋଲି ସମର୍ଥନ କରିଥିବା ତୁର୍କୀ ଏବେ ଭାରତ-ପାକିସ୍ତାନ ଉତ୍ତେଜନାର ସମାଧାନ ପାଇଁ ‘ଚୌଧରୀ’ ବନିବାକୁ ଚାହୁଁଛି। ତୁର୍କୀ ରାଷ୍ଟ୍ରପତି ରେସେପ୍ ତାୟିପ୍ ଏର୍ଡୋଗାନଙ୍କ ଏକ ନୂତନ ବୟାନ ସାମ୍ନାକୁ ଆସିଛି। ଯେଉଁଥିରେ ସେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଶାନ୍ତି ପ୍ରତିଷ୍ଠାରେ ନିଜର ଭୂମିକା ଗ୍ରହଣ କରିବାକୁ ପ୍ରସ୍ତାବ ଦେଇଛନ୍ତି। ପହଲଗାମ ଆକ୍ରମଣ ପରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଉତ୍ତେଜନା […]
ନୂଆଦିଲ୍ଲୀ୧୧/୫-ଶନିବାର ସନ୍ଧ୍ୟାରେ ଯୁଦ୍ଧବିରତି ଘୋଷଣା ସହିତ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଚାଲିଥିବା ଉତ୍ତେଜନାର ଅନ୍ତ ଘଟିଛି। ପାକିସ୍ତାନ ସହିତ ଯୁଦ୍ଧବିରତି ପରେ ସୋସିଆଲ ମିଡିଆରେ ୧୯୭୧ ଯୁଦ୍ଧ ସହିତ ତୁଳନା କରାଯାଉଛି। କଂଗ୍ରେସ ନେତା ଏବଂ ସାଧାରଣ ଜନତା ଇନ୍ଦିରା ଗାନ୍ଧୀଙ୍କ ୧୯୭୧ ଯୁଦ୍ଧରେ ପାକିସ୍ତାନ ବିରୁଦ୍ଧରେ ଐତିହାସିକ ବିଜୟ ଏବଂ କିପରି ସେ ଆମେରିକା ରାଷ୍ଟ୍ରପତି ରିଚାର୍ଡ ନିକ୍ସନଙ୍କ ଆଗରେ ମୁଣ୍ଡ ନୁଆଁଇ ନଥିଲେ ତାକୁ ମନେ […]

