ଦୁବାଇ୨୩ା୨-ଭାରତ ଏବଂ ପାକିସ୍ତାନ ମଧ୍ୟରେ ଚାମ୍ପିଅନ୍ସ ଟ୍ରଫି ୨୦୨୫ର ରବିବାର ଦୁବାଇ ଅନ୍ତର୍ଜାତୀୟ କ୍ରିକେଟ ଷ୍ଟାଡିୟମରେ ଖେଳାଯାଇଥିବା ପଞ୍ଚମ ମ୍ୟାଚ୍ରେ ଟିମ୍ ଇଣ୍ଡିଆର ମହାବିଜୟ ହୋଇଛି। ଚାମ୍ପିଅନ୍ସ ଟ୍ରଫିର ଏହି ହାଇଭୋଲଟେଜ୍ ମ୍ୟାଚ୍ରେ ପାକିସ୍ତାନ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା। ଭାରତ ବୋଲିଂ କରିଥିବା ବେଳେ ପାକିସ୍ତାନ ୪୯.୪ ଓଭରରେ ଅଲ୍ଆଉଟ୍ ହୋଇ ୨୪୧ ରନ୍ କରିଥିଲା। ଧାର୍ଯ୍ୟ ୨୪୨ ରନ୍ ଲକ୍ଷ୍ୟର ପିଛା କରି […]
NATIONAL
ନିଜସ୍ୱ ଟକିସରୁ ଆସିବ ୬୬ ହଜାର କୋଟି ଅଣଟକିସରୁ୬୦ ହଜାର କୋଟିଆୟ ବଜେଟ୍ର ୩୭ ପ୍ରତିଶତ ପ୍ରଶାସନିକ ବ୍୍ୟୟ ଋଣଭାର ୧.୩୪ ଲକ୍ଷ କୋଟି ଆକଳନ କାର୍ଯ୍ୟକାରୀ ହେବ ୧୬ ନୂଆ ଯୋଜନା ଭୁବନେଶ୍ୱର,: ଆର୍ଥିକ ବର୍ଷ ୨୦୨୫-୨୬ ପାଇଁ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ବଜେଟ ଉପସ୍ଥାପନ କରିଛନ୍ତି। ମୁଖ୍ୟମନ୍ତ୍ରୀ ମୋଟ ୨ ଲକ୍ଷ ୯୦ ହଜାର କୋଟି ଟଙ୍କାର ବଜେଟ ଉପସ୍ଥାପନ କରିଛନ୍ତି । ଯାହାକି […]
ନୂଆଦିଲ୍ଲୀ: ଶନିବାର ରାତିରେ ନୂଆଦିଲ୍ଲୀ ରେଳ ଷ୍ଟେସନର ଦୃଶ୍ୟ ଅତ୍ୟନ୍ତ ଭୟଙ୍କର ଥିଲା। ପ୍ଲାଟଫର୍ମ ନମ୍ବର ୧୪ ଏବଂ ୧୫ ରେ ଏତେ ଭିଡ଼ ଥିଲା ଯେ ପରିସ୍ଥିତି ନିୟନ୍ତ୍ରଣ ବାହାରକୁ ଚାଲିଯାଇଥିଲ। ପ୍ଲାଟଫର୍ମକୁ ଯିବା ପାଇଁ ସିଡ଼ିରେ ପ୍ରବଳ ଭିଡ଼ ମଧ୍ୟରେ, ଜଣେ ବ୍ୟକ୍ତି ଖସିପଡିବାରୁ ତାଙ୍କ ପଛରେ ଅନେକ ଲୋକ ପଡ଼ିଯାଇଥିଲେ । ଯାହା ଫଳରେ ଦଳାଚକଟା ହୋଇଥିଲା ବୋଲି ଜାତୀୟ ଗଣମଧ୍ୟମରୁ ଜଣାପଡିଛି। ଏପରି ପରିସ୍ଥିତିରେ, […]
ଅମୃତସର: ଶନିବାର ବିଳମ୍ବିତ ରାତିରେ ଆମେରିକାରୁ ୧୧୬ ଜଣ ଅବୈଧ ପ୍ରବାସୀଙ୍କୁ ନେଇ ଏକ ବିମାନ ଅମୃତସର ଅନ୍ତର୍ଜାତୀୟ ବିମାନବନ୍ଦରରେ ଅବତରଣ କରିଛି। ବିଭିନ୍ନ ଜାତୀୟ ଗଣମାଧ୍ୟମରୁ ଏହି ସୁଚନା ହସ୍ତଗତ ହୋଇଛି । ଅବୈଧ ପ୍ରବାସୀ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାର ପ୍ରତିଶ୍ରୁତି ସ୍ୱରୂପ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ପ୍ରଶାସନ ଦ୍ୱାରା ନିର୍ବାସିତ ହୋଇଥିବା ଏହା ଦ୍ୱିତୀୟ ଭାରତୀୟ ଦଳ ବୋଲି ଜଣାପଡିଛି। ଏହି ବିମାନଟି ରାତି […]

