ଟ୍ରଷ୍ଟ ପକ୍ଷରୁ କର୍କଟ ପିଡିତଙ୍କୁ ସହାୟତା

blank
କେନ୍ଦ୍ରାପଡ଼ା,୩ା୪: ବାଞ୍ଛାନିଧି ଦାସ ଓ ଶ୍ରୀମତୀ ଦେବୀ ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ଜଣେ କର୍କଟ ପିଡିତଙ୍କୁ ଆର୍ଥିକ ସହାୟତା ପ୍ରଦାନ କରାଯାଇଛି। ଟ୍ରଷ୍ଟର ମୁଖ୍ୟ ପୃଷ୍ଟପୋଷକ ଆମେରିକାସ୍ଥିତ ଆଲାସ୍କା ବିଶ୍ୱବିଦ୍ୟାଳୟର ଏମରିଟସ ପ୍ରଫେସର ଡ. ଦେବେନ୍ଦ୍ର କୁମାର ଦାସଙ୍କ ନିର୍ଦେଶ କ୍ରମେ ଟ୍ରଷ୍ଟ ପକ୍ଷରୁ ତାଙ୍କୁ ତୁରନ୍ତ ସହାୟତା ପ୍ରଦାନ କରାଯାଇଛି। ଟ୍ରଷ୍ଟି ଭୁବନମୋହନ ଦାସ କେନ୍ଦ୍ରାପଡା ଜିଲ୍ଲାର ଠାଉରୀ ଗ୍ରାମର ଦିନବନ୍ଧୁ ସାହୁଙ୍କ ଘରେ ପହଞ୍ଚି ତାଙ୍କୁ ଟ୍ରଷ୍ଟ ପକ୍ଷରୁ ଆର୍ଥିକ ସହାୟତା ପ୍ରଦାନ କରିଥିଲେ। ଆର୍ଥିକ ସହାୟତା ପ୍ରଦାନ ସମୟରେ ସ୍ୱୟଂଭୂବ ଦାସ ଓ ଶରତ ଚନ୍ଦ୍ର ନାୟକ ଉପସ୍ଥିତ ଥିଲେ।


Discover more from Lokamata Odisha

Subscribe to get the latest posts sent to your email.

Leave a Reply

Your email address will not be published. Required fields are marked *

Next Post

ସାତଭାୟା ଗ୍ରାମପଞ୍ଚାୟତର ୪୦ଟି ଅନୂସୂଚିତ ବର୍ଗର ପରିବାରକୁ ବଗପାଟିଆରେ ଥଇଥାନ କରାନଯିବା ପ୍ରତିବାଦରେ ଅନଶନ ଧାରଣା

Thu Apr 3 , 2025
କେନ୍ଦ୍ରାପଡ଼ା,୩ା୪: କେନ୍ଦ୍ରାପଡା ଜିଲ୍ଲାର ରାଜନଗର ତହସିଲ ଅନ୍ତର୍ଗତ ସାତଭାୟା ଗ୍ରାମପଞ୍ଚାୟତର ୪୦ଟି ଅନୂସୂଚିତ ବର୍ଗର ପରିବାରକୁ ବଗପାଟିଆ ଠାରେ ଥଇଥାନ କରାନଯିବା ପ୍ରତିବାଦରେ ଗୁରୁବାର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ସେହି ପରିବାର ଗୁଡିକ ପକ୍ଷରୁ ଅନଶନ ଧାରଣା ଦିଆଯାଇଥିଲା। ସୂଚନା ଅନୁଯାଇ ସାତଭାୟା ଗ୍ରାମପଞ୍ଚାୟତଟି ସମୁଦ୍ର ଗର୍ଭରେ ଲୀନ ହୋଇଯିବାରୁ ସେଠାରୁ ବାସଚ୍ୟୁତ ହୋଇଥିବା ୪୦ଟି ଅନୂସୂଚିତ ବର୍ଗର ପରିବାରକୁ ସରକାରଙ୍କ ଥଇଥାନ ଓ ପୁର୍ନବସତି ଯୋଜନା ଅଧିନରେ ସରକାରଙ୍କ […]
blank

ଲୋକମତ

Discover more from Lokamata Odisha

Subscribe now to keep reading and get access to the full archive.

Continue reading