କ୍ଷତ୍ରୀୟ ଖଣ୍ଡାୟତ ମହାସଙ୍ଘର ସେବାକାର୍ଯ୍ୟ

blank
କେନ୍ଦ୍ରାପଡ଼ା,୭ା୭:କେନ୍ଦ୍ରାପଡ଼ା ଜିଲ୍ଲା କ୍ଷତ୍ରୀୟ ଖଣ୍ଡାୟତ ମହାସଂଘ ପକ୍ଷରୁ ଶ୍ରୀ ସିଦ୍ଧ ବଳଦେବଜୀଉଙ୍କ ରଥଯାତ୍ରା ଅବସରରେ ଶ୍ରଦ୍ଧାଳୁ ମାନଙ୍କୁ ଅନ୍ନପ୍ରସାଦ ସେବା କାର୍ଯ୍ୟ ଅନୁଷ୍ଠିତ ହୋଇଯାଇଛି। ସଂଘ ପକ୍ଷରୁ ରଥ ଦାଣ୍ଡରେ ହଜାର ହଜାର ଶ୍ରଦ୍ଧାଳୁଙ୍କ ପାଇଁଁ ପ୍ରସାଦ ସେବନର ବ୍ୟବସ୍ଥା କରାଯାଇଥିଲା। ସେବାକାର୍ଯ୍ୟର ନେତୃତ୍ୱ ନେଇଥିଲେ ସଙ୍ଘ ସଭାପତି ଶରତ କୁମାର ବେହୁରା ଓ ଯୁବ ସଂଗଠକ ସୁଧାଂଶୁ କୁମାର ବେଉରା। ଅନନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ସଂଯୋଜକ ଚନ୍ଦନ ପରିଡା, କାର୍ଯ୍ୟକାରୀ ସଭାପତି ଗୋଲେଖ ଚନ୍ଦ୍ର ପଢିଆରୀ, ଉପସଭାପତି ଭାଗିରଥି ଜେନା, ଉପସଭାପତି ଡ଼. ଚୈତନ୍ୟ ଚରଣ ପରିଡା, ଉପଦେଷ୍ଟା ନରୋତ୍ତମ ପରିଡା, ଗଙ୍ଗାଧର ପରିଡା, ଧନେଶ୍ୱର ରାଉତ, ରଶ୍ମିରଞ୍ଜନ ରାଉତ, ତରୁଣ ରଞ୍ଜନ ପ୍ରଧାନ, ସଂଗଠନ ସଂପାଦକ ଦିଲ୍ଲୀପ କୁମାର ରାଉତ, ମାର୍ଶାଘାଇ ସଭାପତି ରଞ୍ଜନ କୁମାର ନାୟକ, ଆଳି ସଭାପତି ସୁକାନ୍ତ କୁମାର ରାଉତ, କେନ୍ଦ୍ରାପଡ଼ା ସଭାପତି ପୀତବାସ ବେହେରା, କୋଷାଧ୍ୟକ୍ଷ ସୁଶିଲ କୁମାର ସାମଲ, ଦିଲ୍ଲୀପ ଜେନା, ମଳୟ ରାଉତ, ରାଜକିଶୋର ମହାନ୍ତି, ଉମାକାନ୍ତ ବଳ, ଗୋଲେଖ ଚନ୍ଦ୍ର ପରିଡା, ରଞ୍ଜନ ନାୟକ, ଚିତ୍ତରଞ୍ଜନ ବଳ, ମାନସ ରାଉତରାୟ, ଚନ୍ଦ୍ରଶେଖର ଜେନା, ବୀରେନ କୁମାର ଦାସ, ପ୍ରଭାତ ସ୍ୱାଇଁ, ବିଶ୍ୱଜିତ ରାୟ, ପ୍ରେମାନନ୍ଦ ସ୍ୱାଇଁ, ଦେବବ୍ରତ ସ୍ୱାଇଁ, ରଘୁନାଥ ସାହୁ, ମଧୁସୂଦନ ମହାନ୍ତି, ଅମ୍ଲାନ ନାୟକ, କ୍ଷୀରୋଦ ଚନ୍ଦ୍ର ମେକାପ, ନିରଞ୍ଜନ ପରିଡା, ପରେଶ ଦାସ, ଅବନୀ ସ୍ୱାଇଁ, ପାର୍ଥସାରଥୀ ସାହୁ, ନିର୍ମଳ ଜେନା, ଗୌରାଙ୍ଗ ପ୍ରଧାନ, ତ୍ରିଲୋଚନ ରାଉତ, ରାଜକିଶୋର ରାଉତରାୟ, ରୁଧିର ବଳ, ନିରଞ୍ଜନ ସୁନ୍ଦରରାୟ, ହୃଷିକେଶ ବେହେରା, ଜଗନ୍ନାଥ ଧଳ, ପ୍ରଭାକର ସ୍ୱାଇଁ, ଅମୂଲ୍ୟ ସାହାଣୀ, ରାଜକିଶୋର ସାହୁ, ବିଜୟ କୁମାର ସ୍ୱାଇଁ, ଆଇନଜୀବୀ ତମସା ପାତ୍ର, ମଧୁସ୍ମିତା ନାୟକ, ମଞ୍ଜୁଲତା ସାମଲ, ସରୋଜିନୀ ମହାନ୍ତି, କଲ୍ୟାଣୀ ଜେନା, କଳ୍ପନା ଲେଙ୍କା, ଆଦ୍ୟାଶା ପରିଡ଼ା, ମନୀଷା ପରିଡା, ଚିତ୍ରରେଖା ଖୁଣ୍ଟିଆ ପ୍ରମୁଖ ଏହି ପବିତ୍ର କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ।

Next Post

ରତ୍ନବେଦିରେ ବିଜେ ହେଲେ ଚତୁର୍ଦ୍ଧାମୂର୍ତ୍ତି ରଘୁନାଥ ବେଶ ଦର୍ଶନ ପାଇଁ ରଥଦାଣ୍ଡ ଜନସମୁଦ୍ର

Tue Jul 8 , 2025
କେନ୍ଦ୍ରାପଡ଼ା,୮ା୭:ରଥାରୁଢ ହୋଇ ଭକ୍ତମାନଙ୍କୁ ଦର୍ଶନ ଦେବା ପାଇଁ ଭାଇ ଭଉଣୀଙ୍କୁ ସାଙ୍ଗରେ ଧରି ରତ୍ନବେଦିରୁ ବାହାରିଥିବା ଶ୍ରୀବଳଦେବଜୀଉ ୯ ଦିନ ବ୍ୟାପୀ ଜନ୍ମବେଦିରେ ଲୀଳା ସାରିବା ପରେ ପୁନର୍ବାର ରତ୍ନବେଦିକୁ ଫେରିଛନ୍ତି। ରତ୍ନବେଦିକୁ ଫେରିବା ପୂର୍ବରୁ ମଙ୍ଗଳବାର ରଥ ଉପରେ ରଘୁନାଥ ବେଶ ହୋଇଥିଲା। ଏହି ବେଶ ଦେଖିବା ପାଇଁ ମଙ୍ଗଳବାର ରଥଦାଣ୍ଡ ଜନସମୁଦ୍ର ହୋଇଥିଲା। ମଙ୍ଗଳବାର ସକାଳୁ ରଥଦାଣ୍ଡରେ ଭକ୍ତଙ୍କ ଭିଡ଼ ଆରମ୍ଭ ହୋଇଯାଇଥିଲା। ମଧ୍ୟାହ୍ଣ ୧୨ଟା ବେଳକୁ […]
blank

ଲୋକମତ

Breaking News

https://v3.adxpremium.services/dashboard/register-publisher

Discover more from Lokamata Odisha

Subscribe now to keep reading and get access to the full archive.

Continue reading