- ଝିଅ ଆଗରେ ମା’କୁ ଟାଣି ନେଲା କୁମ୍ଭୀର
କେନ୍ଦ୍ରାପଡା ୧୬/୬- କେନ୍ଦ୍ରାପଡା ଜିଲା ଆଳି ଥାନା ଅନ୍ତର୍ଗତ କୋଳଡିହ ପଞ୍ଚାୟତର ଓଁଳାଡିହା ଗାଁରେ ଏକ ହୃଦୟବିଦାରକ ଘଟଣା ଘଟିଛି। ଗାଁ ନିକଟ ଖରସ୍ରୋତା ନଦୀକୁ ସଂଯୋଗ କରୁଥିବା ପାନିଆ ଯୋରର ଜଣେ ମହିଳା ଶୌଚ ହେବାକୁ ଯାଇଥିବା ବେଳେ କୁମ୍ଭୀର ଟାଣି ନେଇଥିବା ଜଣାପଡ଼ିଛି। ମହିଳା ଜଣଙ୍କ ଓଁଳାଡିହା ଗାଁର କାଜଲ ମହାନ୍ତି (୪୦) । ଏହି ଘଟଣା ତାଙ୍କ ଝିଅଙ୍କ ଆଗରେ ଘଟିଥିବା ସୂଚନା ମିଳିଛି। ଘରେ […]
- ଷ୍ଟପ ଡାଇରିଆ କ୍ୟାମ୍ପନ ଉଦଘାଟିତ
କେନ୍ଦ୍ରାପଡ଼ା,୧୬ା୬ :ଜିଲ୍ଲା ସ୍ୱାସ୍ଥ୍ୟ ସମିତି ପକ୍ଷରୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଓ. ଆର. ଏସ. କର୍ଣ୍ଣର ଠାରେ ବିଧାୟକ ମହାକାଳପଡ଼ା ଡ. ଦୁର୍ଗା ପ୍ରଶନ ନାୟକ “ଷ୍ଟପ ଡାଇରିଆ” କ୍ୟାମ୍ପନ ୨୦୨୫କୁ ଶୁଭଉଦଘାଟନ କରିଛନ୍ତି। ଏହି କାର୍ଯ୍ୟକ୍ରମ ୧୬ଜୁନ ରୁ ଆରମ୍ଭ ହୋଇ ୩୧ଜୁଲାଇ ପର୍ଯ୍ୟନ୍ତ ଚାଲିବ। ଏହି କାର୍ଯ୍ୟକ୍ରମରେ ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନ ସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର ପ୍ରମୋଦ କୁମାର ପ୍ରହରାଜ, ଅତିରିକ୍ତ ଜିଲ୍ଲା ଜନସ୍ୱାସ୍ଥ୍ୟ […]
- ରେସୱା ପକ୍ଷରୁ ରଜ ମହୋତ୍ସବ ପାଳିତ
କେନ୍ଦ୍ରାପଡ଼ା,୧୬ା୬:କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ କପାଳେଶ୍ୱର ଗ୍ରାମପଞ୍ଚାୟତର ଗରାପୁର ସ୍ଥିତ ରେସଓ୍୍ୱା ଶିଶୁ୍ ଯତ୍ନ ଅନୁଷ୍ଠାନରେ ରଜ ମହୋତ୍ସବ ମହାଆଡମ୍ବରରେ ପାଳିତ ହୋଇଯାଇଛି । କିଟ ଓ କିସ୍ର ପ୍ରତିଷ୍ଠାତା ତଥା ବିଶିଷ୍ଟ ଶିକ୍ଷାବିତ୍ ଡ.ଅଚ୍ୟୁତ ସାମନ୍ତଙ୍କ ତତ୍ତ୍ୱବଧାନ ଓ ସମାଜ ସେବୀ ଦିଲ୍ଲୀପ ନାୟକଙ୍କ ପ୍ରତିନିଧିତ୍ୱରେ ରେସୱା ଶିଶୁଯତ୍ନ ଅନୁଷ୍ଠାନରେ ରହୁଥିବା ଅନ୍ତେବାସୀ ଶିଶୁମାନଙ୍କୁ ନୂତନ ବସ୍ତ୍ର ଏବଂ ସମସ୍ତ ପିଲାମାନଙ୍କ ରଜ ଉପକରଣ ମାନ ଯୋଗାଇ ଦିଆଯାଇଛି। ଫଳରେ […]
- ଗୀତାଭିନୟ କାଞ୍ଚି କାବେରୀ ପରିବେଷଣରେ ଦର୍ଶକମାନେ ଅଭିଭୂତ
ଗଣକବି ଗୋପାଳ ଦାଶଙ୍କ ଜନ୍ମତିଥିରେ ସ୍ମୃତି ସନ୍ଧ୍ୟା କେନ୍ଦ୍ରାପଡ଼ା ତା୧୬/୬- ଜ୍ୟେଷ୍ଠ ଶୁଳ୍କ ପଞ୍ଚମୀ ତିଥିରେ ତଥା ପବିତ୍ର ରଜ ସଂକ୍ରାନ୍ତି ଅବସରରେ ଓଡ଼ିଆ ଗୀତାଭିନୟ ଜଗତର ମୁକୁଟ ବିହୀନ ସମ୍ରାଟ, କିମ୍ବଦନ୍ତୀ କଳାକାର ଗଣକବି ଗୋପାଳ ଦାଶଙ୍କ ୧୪୯ତମ ଜନ୍ମୋତ୍ସବ କବିଙ୍କ ଜନ୍ମ ପୀଠ ପଳସିଂହାରେ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି। ସ୍ମୃତି ସଂସଦର ସଭାପତି ଅଜିତ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସ୍ମୃତି ଶ୍ରଦ୍ଧାଞ୍ଜଳି ସଭାରେ ମାନସ ଭୂଷଣ […]
- ପ୍ରତିଭାବାନ ଛାତ୍ରଛାତ୍ରୀଙ୍କୁ ତୁଳସୀ ମେଧା ସମ୍ମାନରେ ସମ୍ମାନିତ
ତୁଳସୀ ମେଧା ସମ୍ମାନ ୨୦୨୫ ପଟ୍ଟାମୁଣ୍ଡାଇ ତା ୧୬/୬- ପଟ୍ଟାମୁଣ୍ଡାଇ ଧୋୟାଞ୍ଚଳର ବିଶିଷ୍ଟ ସମାଜସେବିକା ଦିବଂଗତା ତୁଳସୀ ବିଶ୍ଵାଳଙ୍କ ସ୍ମୃତିରେ ଆଜି ତରଡିପାଳ ହାଇସ୍କୁଲ୍ ପଡିଆରେ ତୁଳସୀ ମେଧା ସମ୍ମାନ-୨୦୨୫ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏଥିରେ ପଟ୍ଟାମୁଣ୍ଡାଇ ଧୋୟାଞ୍ଚଳର ମାଟ୍ରିକ ଏବଂ +୨ ପରୀକ୍ଷା ରେ ସ୍କୁଲ୍ ଟପ୍ପର କିମ୍ବା ୭୫% ଅଧିକା ରଖିଥିବା ଛାତ୍ର ଛାତ୍ରୀ ମାନଙ୍କୁ ସମ୍ବର୍ଦ୍ଧିତ କରାଯାଇ ଥିଲା । ଶିକ୍ଷାବିତ ରାଜକୁମାର ବିଶ୍ୱାଳଙ୍କ […]