ପଟ୍ଟାମୁଣ୍ଡାଇ ବ୍ଲକରେ ବିକାଶ ରଥ ଉଦଘାଟିତ

blank
ପଟ୍ଟାମୁଣ୍ଡାଇ ୧୨/୬ -ରାଜ୍ୟ ବିଜେପି ସରକାରଙ୍କ ୧ବର୍ଷ ପୂର୍ତି ଉପଲକ୍ଷେ ସାରା ରାଜ୍ୟରେ ଗୁରୁବାର ଠାରୁ ଆରମ୍ଭ ହୋଇଥିବା ସରକାରଙ୍କ ବିଭିନ୍ନ ବିକାଶ କାର୍ଯ୍ୟକ୍ରମ ଓ ଜନକଲ୍ୟାଣକାରୀ ଯୋଜନା ସମ୍ପର୍କରେ ଜନସଚେତନଟା ସୃଷ୍ଟି ପାଇଁ ବିକାଶ ରଥ ପରିକ୍ରମା ଆରମ୍ଭ ହୋଇଛି । ଏହି କ୍ରମରେ ପଟ୍ଟାମୁଣ୍ଡାଇ ବ୍ଲକରେ ବିକାଶ ରଥ ଉଦଘାଟିତ ହୋଇଛି । ପଟ୍ଟାମୁଣ୍ଡାଇ ବ୍ଲକ ଅଧ୍ୟକ୍ଷ ପ୍ରଦ୍ୟୁମ୍ନ ସାମନ୍ତରାୟ, ଉପାଧକ୍ଷା ଜୟନ୍ତୀ ସ୍ୱାଇଁ, ବିଡ଼ିଓ ଅଶୋକ ମହାନ୍ତି ପତାକା ଦେଖାଇ ରଥ ଉଦଘାଟନ କରିଥିଲେ । ଏହି ଉଦଘାଟନ ଉତ୍ସବରେ ଅତିରିକ୍ତ ବିଡ଼ିଓ ସନ୍ତୋଷ କୁମାର ମନ୍ତ୍ରୀ, ସି ଡି ପି ଓ ଲଷ୍ମୀମଣି ସିଂହ, ବ୍ଲକ ସହ ନିର୍ବାହୀଯନ୍ତ୍ରୀ ରୋଜାଲିନ ସହକାରୀ ଯନ୍ତ୍ରୀ ବିନୟ ମିଶ୍ର,ପ୍ରସନ୍ନ ରାଉତ, ପ୍ରତାପ ସାହୁ, ବନ୍ଦିତା ବେହୁରା, ମୋନାଲିସା ପ୍ରଧାନ, ଏଫଓ ହରପ୍ରିୟା ବେହେରା, ଓଏଲଏମ ବିପିଏମ ପ୍ରକାଶ ସେଠୀ, ଏସ ଇ ଓ ସୁଧାଂଶୁ ଶେଖର ପ୍ରଧାନ, ଜି ପି ଟି ଓ ରଂଜିତ ପରିଡା, ଯୋଗାଣ ନିରୀକ୍ଷକ ପୁଷ୍ପଲତା ଗାହାଣ ସମେତ ବିଭିନ୍ନ ବିଭାଗର ଅଧିକାରୀ ଓ ମାନ୍ୟଗଣ୍ୟ ବ୍ୟକ୍ତି ଯୋଗ ଦେଇଥିଲେ । ଏହି କାର୍ଯ୍ୟକ୍ରମକୁ ମୁଖ୍ୟକିରାଣୀ ଗୌରୀ ବେହେରା, ପିଇଓ ପ୍ରଭାତ ମଲ୍ଲିକ, ସିପି ପ୍ରିୟ ରଞ୍ଜନ ସ୍ୱାଇଁ ପ୍ରମୁଖ ପରିଚାଳନା କରିଥିଲେ । ଏହି ରଥ ପଟ୍ଟାମୁଣ୍ଡାଇ ବ୍ଲକର ସମସ୍ତ ପଂଚାୟତ ପରିକ୍ରମା କରିବାର କାର୍ଯ୍ୟକ୍ରମ ପ୍ରସ୍ତୁତ କରାଯାଇଛି ।


Discover more from

Subscribe to get the latest posts sent to your email.

Leave a Reply

Your email address will not be published. Required fields are marked *

Next Post

ଜିଲ୍ଲା ଛାତ୍ର କଂଗ୍ରେସ ପକ୍ଷରୁ ଆଞ୍ଚଳିକ ପରିବହନ ଅଧିକାରୀଙ୍କୁ ଦାବିପତ୍ର ପ୍ରଦାନ

Thu Jun 12 , 2025
କେନ୍ଦ୍ରାପଡା୧୨/୬- ପ୍ରଦେଶ ଛାତ୍ର କଂଗ୍ରେସ ନିର୍ଦ୍ଦେଶରେ କେନ୍ଦ୍ରାପଡ଼ା ଜିଲ୍ଲା ଛାତ୍ର ସଭାପତି ଦିବ୍ୟରଞ୍ଜନ ରାଉତଙ୍କ ନେତୃତ୍ୱରେ ଛାତ୍ର ଓ ଛାତ୍ରୀ ମାନଙ୍କର ଗମନା ଗମନନରେ ୫୦ ଭାଗ ରିହାତି ପ୍ରଦାନ କରିବା ଓ ବେସରକାରୀ ଜାନରେ ମଧ୍ୟ ୫୦ ଭାଗ ରିହାତି ପ୍ରଦାନ ଦାବିରେ ଛାତ୍ର କଂଗ୍ରେସର ଏକ ପ୍ରତିନିଧି ମଣ୍ଡଳୀ ଜିଲ୍ଲା ଆଞ୍ଚଳିକ ପରିବହନ ଅଧିକାରୀଙ୍କୁ ଏକ ଦାବିପତ୍ର ପ୍ରଦାନ କରିଛନ୍ତି। ଉକ୍ତ ଦାବିପତ୍ର ପ୍ରଦାନ କାର୍ଯ୍ୟକର୍ମରେ ଜିଲ୍ଲା […]
blank

ଲୋକମତ

Breaking News

Discover more from

Subscribe now to keep reading and get access to the full archive.

Continue reading