ଭାରତୀୟ ନୈାବାଣିଜ୍ୟ ଇତିହାସ ପୃଷ୍ଠାରେ ପ୍ରାଚୀନ ଉତ୍କଳ ବା କଳିଙ୍ଗ ଅଥବା ଆଧୁନିକ ଓଡିଶାର ନୈାବାଣିଜ୍ୟ ଅଧ୍ୟାୟ ଏକ ସ୍ୱତନ୍ତ୍ର ସ୍ଥାନ ଅଳଙ୍କୃତ କରିଅଛି। ଏହି ସ୍ମରଣୀୟ ବିଦ୍ଗଧ ନୈାଯାତ୍ରା ପରମ୍ପରା ଯେତିକି ଆବେଗୟମୟ, ଆମୋଦଜନକ, ସେତିକି ମନମୁଗ୍ଧକର ଓ ରୋମାଂଚକର। ଅତୀତର ସେହି ଦିନଗୁଡିକ ଥିଲା, ଯେତେବେଳେ କଳିଙ୍ଗ ସାଧବ ପୁଅର ଦୁଃସାହସିକତା ସମୁଦ୍ର ଯାତ୍ରା ସହିତ ବାଣିଜ୍ୟ ମାଧ୍ୟମରେ ଏସୀୟ ରାଷ୍ଟ୍ରଗୁଡିକ ସହିତ ନିଜମାଟିର ସାଂସ୍କୃତିକ […]
ODISHA
କେନ୍ଦ୍ରାପଡା ଜିଲା ପଟ୍ଟାମୁଣ୍ଡାଇ ଆଦର୍ଶ ଥାନା ଅଚଂଳରେ ବିଷାକ୍ତ ନିଶାଦ୍ରବ୍ୟ ହିରୋଇନ୍ ଚାଳାଣ ବେଳେ ଅବକାରୀ ବିଭାଗ ପକ୍ଷରୁ ଚଢାଉ କରାଯାଇ ୮୦ ଗ୍ରାମର ବ୍ରାଉନ ସୁଗାର ସହ ଏକ ମାରୁତି ଡିଜେଆର କାର ଜବତ କରିଛି । ଏହି ଘଟଣାରେ ୨ ଜଣ ବେପାରୀଙ୍କୁ ଗିରଫ କରାଯାଇଛି । ଆଉ ଜଣେ ଗାଡିରୁ ଡେଇଁ ପଳାଇ ଯାଇଛି । ଏନେଇ ଅବକାରୀ ବିଭାଗ ପକ୍ଷରୁ ଏକ ମାମଲା ରୁଜୁ […]
ପଟ୍ଟାମୁଣ୍ଡାଇ ୩୧/୧୦ -କେନ୍ଦ୍ରାପଡା ଜିଲା ପଟ୍ଟାମୁଣ୍ଡାଇ ଗ୍ରାମଂଚଳ ଥାନା ପକ୍ଷରୁ ଶୁକ୍ରବାର ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ଜନ୍ମ ଜୟନ୍ତୀ ଓ ରାଷ୍ଟ୍ରୀୟ ଏକତା ଦିବସ ଅବସରରେ ଗଣଦୌଡ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଆଇଆଇସି ଶ୍ରୀକାନ୍ତ ବାରିକଙ୍କ ନେତୃତ୍ୱରେ ନେଇଥିବା ବେଳେ ବିଭିନ୍ନ ସ୍କୁଲ କଲେଜ ଛାତ୍ରୀଛାତ୍ର ଶିକ୍ଷୟତ୍ରୀ ଶିକ୍ଷକ ସାମିଲ ହୋଇଥିଲେ । ପରେ ଆଇଆଇସି ବାରିକ ଚନ୍ଦନନଗର ଓ ଶାଶନ ହାଇସ୍କୁଲ ପରିସରରେ ଛାତ୍ରୀଛାତ୍ର ମାନଙ୍କ […]
କେନ୍ଦ୍ରାପଡା ଜିଲ୍ଲା ସମବାୟ ବିଭାଗରେ ବ୍ୟାପକ ଦୁର୍ନୀତି କେନ୍ଦ୍ରାପଡ଼ା,୨୭ା୧୦:କୃଷି ଓ କୃଷକଙ୍କ ଉନ୍ନତି ପାଇଁ ଗ୍ରାମାଞ୍ଚଳରେ ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରାଥମିକ କୃଷି ସମବାୟ ସମିତିମାନ ଖୋଲାଯାଇ ଆନ୍ଦୋଳନକୁ ବ୍ୟାପକ କରାଯାଉଛି। ମାତ୍ର କେନ୍ଦ୍ରାପଡା ଜିଲ୍ଲାରେ କେତେକ ଅସାଧୁ ଅଧିକାରୀଙ୍କ ପାଇଁ ଏହି ଯୋଜନା ବାଟବଣା ହେଉଛି। ସମବାୟ ବିଭାଗକୁ ଅଧିକ ସୁଦୃଢ କରିବା ପାଇଁ କଟକ କେନ୍ଦ୍ର ସମବାୟ ବ୍ୟାଙ୍କ ଅଧିନରେ ବିଭିନ୍ନ ପ୍ରାଥମିକ କୃଷି ସମବାୟ ସମିତିରେ […]
କେନ୍ଦ୍ରାପଡା ଜିଲା ପଟ୍ଟାମୁଣ୍ଡାଇ ଗ୍ରାମଂଚଳ ଥାନା ପୋଲିସ ଜଣେ ନାବାଳକ ଓ ନାବାଳିକାଙ୍କୁ ସୋମବାର ଉଦ୍ଧାର କରିଛି। ଉକ୍ତ ନାବାଳିକା ସନ୍ଧାନ ଲାଗି ତାଙ୍କ ପରିବାର ପକ୍ଷରୁ ଥାନାରେ ଅଭିଯୋଗ ହୋଇଥିଲା। ଏନେଇ ପୋଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଥିଲେ । ପଟ୍ଟାମୁଣ୍ଡାଇ ଗ୍ରାମାଂଚଳ ଥାନା ଅଂଚଳରୁ ଦୁଇ ଜଣ କୁଆଡେ ଚାଲି ଯାଇଥିଲା । ସେମାନଙ୍କ ସମ୍ପର୍କରେ ପଟ୍ଟାମୁଣ୍ଡାଇ ଗ୍ରାମାଂଚଳ ଥାନାରେ ଅଭିଯୋଗ […]
ପଟ୍ଟାମୁଣ୍ଡାଇ ୧୩.୧୦ -କେନ୍ଦ୍ରାପଡା ଜିଲା ପଟ୍ଟାମୁଣ୍ଡାଇ ପଂଚାୟତ ସମିତି କାର୍ଯ୍ୟାଳୟଠାରେ ସୋମବାର ଜିଲାପାଳ ଏବଂ ଆରକ୍ଷୀ ଅଧିକ୍ଷକଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ଅଭିଯୋଗ ଶୁଣାଣିରେ ମୋଟ ୧୧୬ଟି ଅଭିଯୋଗ ପଞ୍ଜିକୃତ ହୋଇଥିଲା । ସେଥିମଧ୍ୟରୁ ୧୦୩ଟି ବ୍ୟକ୍ତିଗତ ହୋଇଥିବା ବେଳେ ୧୩ଟି ସାମୂହିକ ଅଭିଯୋଗ ରହିଥିଲା । ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୮ହଜାର ଟଙ୍କା ଆର୍ଥିକ ସହାୟତା ପ୍ରଦାନ କରାଯାଇଛି । ଏହି […]
भुवनेश्वर, 27.10: चक्रवात ‘मोंथा’ का मार्ग स्पष्ट हो गया है। अगले 24 घंटों में इसके एक गंभीर चक्रवाती तूफान में तब्दील होने की आशंका है और मंगलवार, 28 तारीख की रात को यह आंध्र प्रदेश के काकीनाडा क्षेत्र में दस्तक देगा। इस समय हवा की गति 90/100 किमी प्रति घंटा […]
ଗ୍ରାମଂଚଳ ଥାନା ପକ୍ଷରୁ ସାଇବର ସଚେତନତା କାର୍ଯ୍ୟକ୍ରମ ପଟ୍ଟାମୁଣ୍ଡାଇ ୨୫/୧୦ -ରାଜ୍ୟରେ ସାଇବର ଅପରାଧ ବଢ଼ି ଚାଲିଥିବାବେଳେ ଅପରାଧୀଙ୍କ କବଳରୁ ଲୋକଙ୍କୁ ସୁରକ୍ଷା ଦେବା ପାଇଁ ସରକାର ସଚେତନତା ଉପରେ ଗୁରୁତ୍ୱ ଦେଇଛନ୍ତି। ଏନେଇ ଚଳିତ ମାସ ୧୮ରୁ ନୁଭେମ୍ବର ୧୭ ପର୍ଯ୍ୟନ୍ତ ସାଇବର ସଚେତନତା କାର୍ଯ୍ୟକ୍ରମ ଆରମ୍ଭ ହେଇଛି। ଏହି ଅବଶରରେ ଶନିବାର କେନ୍ଦ୍ରାପଡା ଏସପିଙ୍କ ନିର୍ଦେଶରେ ସାଇବର ଅପରାଧ ରୋକିବା ପାଇଁ ପଟ୍ଟାମୁଣ୍ଡାଇ ଗ୍ରାମଂଚଳ ଥାନା ଅଧୀନରେ […]
ପଟ୍ଟାମୁଣ୍ଡାଇ ତା ୨୫/୧୦- ରାଜ୍ୟ ସରକାର ଓ ଜିଲ୍ଲା ଏସ ପି ଙ୍କ ନିର୍ଦେଶରେ ପଟ୍ଟାମୁଣ୍ଡାଇ ଗ୍ରାମାଞ୍ଚଳ ଥାନା ପକ୍ଷରୁ ସାଇବର ଅପରାଧ ସମ୍ପର୍କରେ ଏକ ସଚେତନତା ସଭା ମଦନପୁର ୟୁ କେ ମହାବୀର କଲେଜ ଠାରେ ଅନୁଷ୍ଠିତ ହୋଇ ଯାଇଛି । ଗ୍ରାମାଞ୍ଚଳ ଥାନା ଅଧିକାରୀ ଶ୍ରୀକାନ୍ତ ବାରିକଙ୍କ ପୌରହିତ୍ୟରେ ଆୟୋଜିତ ସଚେତନତା ସଭାରେ ୟୁ କେ ମହାବୀର କଲେଜ ଅଧକ୍ଷ ଶ୍ରୀମନ୍ତ ଉପାଧ୍ୟାୟ,ସଂସାରଫଳ ସରପଞ୍ଚ ପ୍ରତିନିଧି ଯୁବନେତା […]
କେନ୍ଦ୍ରାପଡ଼ା,୨୪ା୧୦:ରାଜ୍ୟସ୍ତରୀୟ ୩୮ତମ ଟାଇକୋଣ୍ଡା ପ୍ରତିଯୋଗିତାରେ କେନ୍ଦ୍ରାପଡା ଟାଇକୋଣ୍ଡା ଆସୋସିଏସନର ୧୭ଜଣ ପ୍ରତିଯୋଗୀ ଅଂଶଗ୍ରହଣ କରି ୬ଟି ସ୍ୱର୍ଣ୍ଣ, ୨ରୈାପ୍ୟ ଏବଂ ୯ଟି ବ୍ରୋଞ୍ଜ ପଦକ ହାସଲ କରି ଜିଲ୍ଲା ପାଇଁ ଗୈାରବ ଆଣିଥିବା ସମ୍ପାଦକ କିଶୋର ଚନ୍ଦ୍ର ମହାନ୍ତି ସୂଚନା ଦେଇଛନ୍ତି। କଟକସ୍ଥିତ ଜବାହରଲାଲ ନେହେରୁ ଇଣ୍ଡୋର ଷ୍ଟାଡିୟମରେ ଚଳିତମାସ ୨୨ ଓ ୨୩ତାରିଖ ଦୁଇଦିନ ଧରି ଅନୁଷ୍ଠିତ ଏହି ପ୍ରତିଯୋଗିତାରେ ରାଜ୍ୟର ବିଭିନ୍ନ ଜିଲ୍ଲାରୁ ୪ଶହରୁ ଉର୍ଦ୍ଧ୍ୱ ପ୍ରତିଯୋଗୀ […]

