ପଶ୍ଚିମବଙ୍ଗରେ ଲଗାତାର ୩ ପାଳି କ୍ଷମତାରେ ରହିବା ପରେ ଗତକାଲି ବିଜେପିଠାରୁ ନିର୍ବାଚନ ହାରିଥିବା ତୃଣମୂଳ କଂଗ୍ରେସ ମୁଖ୍ୟ ଏବଂ ବିଦାୟୀ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଇସ୍ତଫା ଦେବାକୁ ମନା କରିଦେଇଛନ୍ତି। ଏକ ସାମ୍ବାଦିକ ସମ୍ମିଳନୀରେ ଉଦ୍‌ବୋଧନ ଦେଇ ମମତା କହିଛନ୍ତି ବୋଲି ଏକ ଜାତୀୟ ଗଣମାଧ୍ୟମରୁ ହସ୍ତ ଗତ ତଥ୍ୟରୁ  ଜଣାପଡିଛି ।  ମମତା ଦାବି କରିଛନ୍ତି ଯେ, ମୁଁ ନିର୍ବାଚନ ହାରିନାହିଁ, ତେଣୁ ମୁଁ ରାଜଭବନ ଯିବିନାହିଁ। […]

ପଟ୍ଟାମୁଣ୍ଡାଇ ତା୫ ॰୫ ନରେନ୍ଦ୍ର ଧଳ -ପଟ୍ଟାମୁଣ୍ଡାଇ ବ୍ଲକ ଅନ୍ତର୍ଗତ ଦାଣ୍ଡିସାହି ପିଏମଶ୍ରୀ ଜୟହିନ୍ଦ ହାଇସ୍କୁଲର ଛାତ୍ରଛାତ୍ରୀ ମାନେ ଚଳିତ ମାଟ୍ରିକ ପରୀକ୍ଷା ରେ ବିଶେଷ ସଫଳତା ହାସଲ କରିଛନ୍ତି । ଏହି ଉପଲକ୍ଷେ କୃତି ଛାତ୍ରଛାତ୍ରୀଙ୍କୁ ସମ୍ବର୍ଦ୍ଧିତ କରିବା ପାଇଁ ଏକ ସମ୍ବର୍ଦ୍ଧନା ସଭା ଆୟୋଜନ କରାଯାଇଥିଲା ।  ଜୟ ହିନ୍ଦ ହାଇସ୍କୁଲର ଛାତ୍ରୀ ଅଭିସ୍ପା ରାଉତ ଚଳିତ ମାଟ୍ରିକ ପରୀକ୍ଷା ରେ ୫୪୦ ନମ୍ବର ରଖି ଏ୧ […]

ପଟ୍ଟାମୁଣ୍ଡାଇ ତା ୫/୫- ଉତ୍କଳୀୟ ଗୀତ-ବାଦ୍ୟ-ନୃତ୍ୟ-ନାଟ୍ୟ-ଚିତ୍ରାଦି ପଞ୍ଚକଳାର ମହାର୍ଘ୍ୟ ଶିକ୍ଷାଦାନ, ଉନ୍ନତ କଳାଶିଳ୍ପୀ ନିର୍ମାଣ ଓ ସାଂସ୍କୃତିକ ପ୍ରଚାର-ପ୍ରସାର କ୍ଷେତ୍ରରେ ଜୀବନବ୍ୟାପୀ ଉଲ୍ଲେଖନୀୟ ଅବଦାନ ପାଇଁ ପଟ୍ଟାମୁଣ୍ଡାଇ ଅଂଚଳର ଅନନ୍ୟ ପଞ୍ଚକଳା ପ୍ରତିଷ୍ଠାନ ଗଡମେକର୍ ପ୍ରତିଷ୍ଠାତା-ନିର୍ଦ୍ଦେଶକ ଗୀତିକବି ତଥା ଗୁରୁଶ୍ରୀ ସୁଶାନ୍ତ କୁମାର ପାଣିଙ୍କୁ ମର୍ଯ୍ୟାଦାଜନକ “ଶ୍ରୁତି ସମ୍ମାନ -୨୦୨୬” ପ୍ରଦାନ କରାଯାଇଛି ।  ଏହି ଉପଲକ୍ଷେ ଭୁବନେଶ୍ୱର ରବୀନ୍ଦ୍ର ମଣ୍ଡପଠାରେ ଅନୁଷ୍ଠିତ ୨୧ତମ ଶ୍ରୁତି ସମାରୋହରେ ବିଶ୍ବବିଦିତ ଓଡ଼ିଶୀ […]

ପଟ୍ଟାମୁଣ୍ଡାଇ ତା ୫/୫ ପଶ୍ଚିମବଙ୍ଗ ଏବଂ ଆସାମ ବିଧାନସଭା ନିର୍ବାଚନରେ ଭାରତୀୟ ଜନତା ପାର୍ଟିର ବିସ୍ମୟକର ବିଜୟ ପରେ ପଟ୍ଟାମୁଣ୍ଡାଇ ଭାଜପା ମଧ୍ୟରେ ଉତ୍ସବର ପରିବେଶ ସୃଷ୍ଟି ହୋଇଛି। ଏହି ପରିପେକ୍ଷିରେ ଭାଜପା ନେତା ଓ କର୍ମୀମାନେ ବାଜା ବଜାଇ ବାଣ ଫୁଟାଇ ବିଜୟ ଶୋଭାଯାତ୍ରା ଉତ୍ସବ ପାଳନ କରିଛନ୍ତି । ପଟ୍ଟାମୁଣ୍ଡାଇ ପୌରାଞ୍ଚଳର ବରିଷ୍ଠ କାଉନସିଲର ବିଦ୍ୟାଧର ସେଠୀଙ୍କ ନେତୃତ୍ୱରେ ପଟ୍ଟାମୁଣ୍ଡାଇ ପୁରୁଣା କେନାଲ ପୋଲ ଛକଠାରେ ବିଜୟ […]

  ମହିଳା ସ୍ୱାବଳମ୍ବୀ ହେଲେ ଆର୍ଥିକ ବିକାଶ ହୋଇପାରିବ। ଯାହାକୁ ଦୃଷ୍ଟିରେ ରଖି ସରକାର ମହିଳା-କେନ୍ଦ୍ରିକ ବିକାଶ ଧାରାକୁ ଗୁରୁତ୍ୱ ଦେଇଛନ୍ତି । ଏଥିନେଇ ସୁଭଦ୍ରା ଯୋଜନା, ଲକ୍ଷପତି ଦିଦି ଏବଂ ସ୍ୱାବଲମ୍ବନଶୀଳତା ପାଇଁ ବିଭିନ୍ନ ପଦକ୍ଷେପ ନେଉଛନ୍ତି । ସରକାର ଜୀବିକା ମିଶନ ଓ ମିଶନ ଶକ୍ତି ମାଧ୍ୟମରେ ବିଭିନ୍ନ ଯୋଜନା ଆରମ୍ଭ କରି ମହିଳା ସ୍ୱୟଂ ସହାୟକ ଗୋଷ୍ଠୀକୁ ଉଦ୍ୟୋଗୀ କରିବା କ୍ଷେତ୍ରରେ ଅଗ୍ରାଧିକାର ଦିଆଯାଇ ବ୍ୟାଙ୍କ […]

ପଟ୍ଟାମୁଣ୍ଡାଇ ୪/୫ କେନ୍ଦ୍ରାପଡା ଜିଲା ପଟ୍ଟାମୁଣ୍ଡାଇ ଆଦର୍ଶ ଥାନା ଅନ୍ତର୍ଗତ ଚୁନଡିହ ଠାରେ ଥିବା ଏକ ସାନିଟାରୀ ଦୋକାନ ଓ ପଛ ଘରୁ ସୋମବାର ଭୋରୁ ଡକାୟତି ହୋଇଛି। ଡକାୟତ ମାନେ ସମସ୍ତେ ମୁଖା ପିନ୍ଧିଥିବା ବେଳେ ହାତରେ ବନ୍ଧୁକ ଧରିଥିଲେ। ସେମାନେ ଘରର ସମସ୍ତ ଆସାବା ପତ୍ର ଫୋପାଡି ବନ୍ଧୁକ ଦେଖାଇ ସୁନା ରୁପା ଟଙ୍କା ମୋବାଇଲ ଆଦି ଲୁଟି ନେଇଛନ୍ତି । ଏନେଇ ଡକାୟତିର ଶିକାର ହୋଇଥିବା […]

କେନ୍ଦ୍ରାପଡ଼ା,୪ା୫:ଜିଲ୍ଲାର ପ୍ରମୁଖ ସାହିତ୍ୟ ସଂଗଠନ ‘ମୌସୁମୀ ସାହିତ୍ୟ ସଂସ୍କୃତି ପରିଷଦ’ ଆନୁକୂଲ୍ୟରେ ବିଶିଷ୍ଠ ସାହିତ୍ୟିକ ପ୍ରାବନ୍ଧିକ ସ୍ୱର୍ଗତ ନିରଞ୍ଜନ ମେକାପଙ୍କ ଉଦେଶ୍ୟରେ ଏକ ସ୍ମୃତିସଭା ସ୍ଥାନୀୟ ସାନ୍ଧ୍ୟ ମହାବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି। ପ୍ରଫେସର ନନ୍ଦ କିଶୋର ପରିଡାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଶୋକ ସଭାରେ ଦିବଂଗତ ଆତ୍ମାର ସଦଗତି ପାଇଁ ଦୁଇ ମିନିଟ ନିରବ ପ୍ରାର୍ଥନା କରାଯାଇ ଏକ ଶୋକ ପ୍ରସ୍ତାବ ଗ୍ରହଣ କରାଯାଇଥିଲା। ମୌସୁମୀର ସମ୍ପାଦକ ଡ. ଶ୍ରୀଧର […]

କେନ୍ଦ୍ରାପଡ଼ା,୨ା୫: ବିଶ୍ୱ ସମାଜସେବା ଓ ଆଧ୍ୟାତ୍ମିକ ସଂଗଠନ ଆନନ୍ଦମାର୍ଗର ପ୍ରତିଷ୍ଠାତା ଆଧ୍ୟାତ୍ମିକ ଗୁରୁ ଶ୍ରୀ ଶ୍ରୀ ଆନନ୍ଦ ମୂର୍ତ୍ତିଙ୍କର ୧୦୫ତମ ଶୁଭ ଜନ୍ମଦିବସ ପବିତ୍ର ବୈଶାଖୀ ଆନନ୍ଦ ପୂର୍ଣ୍ଣିମା ଅବସରରେ କପାଳେଶ୍ୱର ସ୍ଥିତ ଆନନ୍ଦମାର୍ଗ ଜାଗୃତି (ବିଦ୍ୟାଳୟ)ରେ ଅନୁଷ୍ଠିିତ ହୋଇଯାଇଛି। ଏହି ପବିତ୍ର ସମାରୋହରେ ବର୍ତ୍ତମାନ ସମାଜ ପାଇଁ ଶ୍ରୀ ଶ୍ରୀ ଆନନ୍ଦ ମୂର୍ତ୍ତିଙ୍କ ଅବଦାନ ଉପରେ ଏକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଥିଲା। ଏହି ଆଲୋଚନା ଚକ୍ରରେ କାହ୍ନୁଚରଣ ବେହୁରା, […]

କେନ୍ଦ୍ରାପଡ଼ା,୨ା୫:ନିଜ ଭାରରେ ଭାରାକ୍ରାନ୍ତ ପୁଞ୍ଜିବାଦୀ ବ୍ୟବସ୍ଥା ଏବେ ଘୋର ଆର୍ôଥକ ସଂକଟ ଦେଇ ଗତି କରୁଥିବାବେଳେ ସେଥିରୁ ରକ୍ଷା ପାଇବା ପାଇଁ ସମଗ୍ର ବିଶ୍ୱ ଉପରେ ଅନାବଶ୍ୟକ ପ୍ରଳୟଙ୍କରୀ ଯୁଦ୍ଧ ଲଦି ଦିଆଯାଇଛି। ସେହି ଯୁଦ୍ଧ ବିରୋଧି ବିଚାର, ଆଠ ଘଣ୍ଟା କାମ, କାର୍ଯ୍ୟ କ୍ଷେତ୍ରରେ ଉପଯୁକ୍ତ ପରିବେଶ ଓ ଉପଯୁକ୍ତ ମଜୁରୀ ଦାବିରେ ପ୍ରଥମ ସାମ୍ରାଜ୍ୟବାଦୀ ବିଶ୍ୱଯୁଦ୍ଧ ପରେ ପରେ ୧୯୨୦ ମସିହାରେ ସୃଷ୍ଟି ହୋଇଥିଲା ଦେଶର ପ୍ରଥମ […]

ପଟ୍ଟାମୁଣ୍ଡାଇ ୨/୫ – ରାଜ୍ୟ ଭାରତୀୟ ଜନତା ପାଟୀ ଆହ୍ୱାନକ୍ରମେ ଶୁକ୍ରବାର କେନ୍ଦ୍ରାପଡ଼ା ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ଧୋୟାଂଚଳ ୧୫ନଂ ଜୋନ ପକ୍ଷରୁ ଜନ ଆକ୍ରୋଶ ମହିଳା ସମାବେଶ ଅନୁଷ୍ଠିତ ହୋଇଯାଇଛି । ଏହି ଉପଲକ୍ଷେ କେନ୍ଦ୍ରାପଡ଼ା ନିର୍ବାଚନ ମଣ୍ଡଳୀ ଭାଜାପା ପ୍ରାର୍ଥୀନୀ ଗୀତାଞ୍ଜଳି ସେଠୀଙ୍କ ନେତୃତ୍ୱରେ ଏକ ମହିଳା ଶୋଭାଯାତ୍ରା ଧୋୟାଂଚଳର ବିଭିନ୍ନ ପଂଚାୟତ ପରିକ୍ରମା କରିବା ପରେ ସମାବେଶ ଓ ସଭା ଅନୁଷ୍ଠିତ ହୋଇଥିଲା ଓ ଏଥିରେ ପଟ୍ଟାମୁଣ୍ଡାଇ […]

Breaking News