ପଟ୍ଟାମୁଣ୍ଡାଇ ତା ୧୨/୬- କେନ୍ଦ୍ରାପଡା ଜିଲା ପଟ୍ଟାମୁଣ୍ଡାଇ ନିକଟ ପତ୍ରପୁର ସେତୁ ଉପରୁୁ ମା ଓ ତାଙ୍କ ନବାଳିକା ଝିଅକୁ ନେଇ ଗୁରୁବାର ସଂନ୍ଧ୍ୟାରେ ବ୍ରାହ୍ମଣୀ ନଦୀକୁ ଡେଇଁ ପଡି ନିଖୋଜ ଥିବା ଖବର ମିଳିଛି । ଖବରପାଇ ଅଗ୍ନିଶମ କମର୍ଚାରୀ ପହଁଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି। ଖବରେଲଖା ସୁଦ୍ଧା ଉଭୟ ମା ଝିଅଙ୍କ ପତା ମିଳିନାହିଁ। ତେବେ କେଉଁ କାରଣରୁ ମା ଓ ତାଙ୍କ ନବାଳିକା ଝିଅକୁ ନେଇ ନଦୀକୁ ଡେଇେଁଲେ ସେ ନେଇ କୌଣସି ସୂଚନା ମିଳିପାରି ନାହିଁ।
Discover more from
Subscribe to get the latest posts sent to your email.