ତ୍ରିଲୋକ୍ୟପୁର ଭତ୍ତା କେଳେଙ୍କାରୀ ଘଟଣାରେ ପୂର୍ବତନ ଏଡିଇଓ ନିଲମ୍ବିତ

blank
କେନ୍ଦ୍ରାପଡ଼ା, ୨୬ା୧୧: କେନ୍ଦ୍ରାପଡା ଜିଲ୍ଲାର ରାଜକନିକା ବ୍ଲକ ଅଧିନ ତ୍ରିଲୋକ୍ୟପୁର ଗ୍ରାମ ପଂଚାୟତରେ ଭତ୍ତା କେଳେଙ୍କାରୀ ଘଟଣାରେ ପୂର୍ବତନ ତ୍ରିଲୋକ୍ୟପୁର ଏଡିଇଓ( ଏକାଉଣ୍ଟାଟ-କମ- ଡାଟା ଏଣ୍ଟ୍ର୍ରି ଅପରେଟର) କଳ୍ପନା ଲେଙ୍କାଙ୍କୁ କାର୍ଯ୍ୟରୁ ନିଲମ୍ବନ କରିଛନ୍ତି ଜିଲ୍ଲାପାଳ ରଘୁରାମ ଆର. ଆୟର। ପ୍ରକାଶ ଥାଉ କି କଳ୍ପନା ଲେଙ୍କା ହିତାଧିକାରୀଙ୍କ ଭତ୍ତାଟଙ୍କା ବାବଦକୁ ୧ ଲକ୍ଷ ୧୬ ହଜାର ଟଙ୍କା ହେରଫେର କରିଥିବା ତଦନ୍ତରୁ ସ୍ପଷ୍ଟ ହୋଇଛି। ଭତ୍ତାଟଙ୍କା ହେରଫେର କରୁଥିବା ନେଇ ହିତାଧିକାରୀ ମାନେ ବିଡିଓ ରାଜକନିକାଙ୍କ ପାଖରେ ଅଭିଯୋଗ କରିଥିଲେ। ଅଭିଯୋଗ ପରେ ତଦନ୍ତରୁ ଭତ୍ତା ଟଙ୍କା ହେରଫେର କରିଥିବା ସ୍ପଷ୍ଟ ହୋଇଥିଲା। ବର୍ତ୍ତର୍ମାନ ସେ ବରଡିଆ ପଂଚାୟତରେ କାର୍ଯ୍ୟରତ ଅଛନ୍ତି।

Next Post

୨୯ କୋଟି ଟଙ୍କା ବ୍ୟୟରେ ବିଭିନ୍ନ ପ୍ରକଳ୍ପ ଶୁଭ ଶିଳାନ୍ୟାସ କଲେ ରାଜନଗର ବିଧାୟକ

Wed Nov 26 , 2025
ପଟ୍ଟାମୁଣ୍ଡାଇ ୨୬/୧୧– ରାଜନଗର ନର୍ବାଚନ ମ଼ଣ୍ଡଳୀ ପଟ୍ଟାମୁଣ୍ଡାଇ ବ୍ଲକରେ ପ୍ରାୟ ୨୯ କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପକୁ ରାଜନଗର ବିଧାୟକ ଧ୍ରୁବ ସାହୁ ବୁଧବାର ଶୁଭ ଶିଳାନ୍ୟାସ କରିଛନ୍ତି । ୧୭ ନଂ ଜୋନ ବିଜେଡି ଜିଲାପରିଷଦ ସଦସ୍ୟ ରଂଜନ ବିଶ୍ୱାଳଙ୍କ ନେତୃତ୍ୱରେ ବୁଧବାର ପୂବାହ୍ନରେ ଶହ ଶହ ବିଜେଡି ନେତା କର୍ମୀ ଓ ଜନସାଧାରଣ ବାଜା ବଜାଇ ବାଣ ଫୁଟାଇ ଏକ ବିରାଟ ଶୋଭାଯାତ୍ରାରେ ବିଧାୟକ, ବ୍ଲକ ଅଧ୍ୟକ୍ଷଙ୍କୁ […]
blank

ଲୋକମତ

Breaking News

https://v3.adxpremium.services/dashboard/register-publisher

Discover more from Lokamata Odisha

Subscribe now to keep reading and get access to the full archive.

Continue reading