- ବୋଲବମ ଯାତ୍ରାରେ ବାହାରି ହସ୍ପିଟାଲ ଗଲେ ମହିଳା
ପଟ୍ଟାମୁଣ୍ଡାଇ ତା ୨/୮- ପଟ୍ଟାମୁଣ୍ଡାଇ ବ୍ଲକ ଚନ୍ଦନନଗର ପଂଚାୟତ ତେତେଲଙ୍ଗା ଗ୍ରାମର ରମେଶ ମଲିକଙ୍କ ପତ୍ନୀ ଝୁନା ମଲିକ (୪୫) ନିଜର ମାନସିକ ପୂରଣ ପାଇଁ ନିଜ ଗାଁରୁ ୨୦ଜଣ ବୋଲବମ ଭକ୍ତଙ୍କ ସହିତ ପାଣି ଭାର ନେଇ ବାହାରି ଥିଲେ I କଖାରୁଣୀ ପୋଲ ନିକଟରେ ପହଂଚିବା ପରେ ଝୁନା ହଠାତ ଅସୁସ୍ଥ ହୋଇପଡିବା ସହିତ ଚେତାଶୂନ୍ୟ ହୋଇଥିଲେ । ଏହା ଦେଖି ସାଥିରେ ଥିବା ଅନ୍ୟ ବୋଲବମ […]
- ଜିଲ୍ଲାର ବନ୍ୟା ପ୍ରଭାବିତ ଅଞ୍ଚଳରେ ରିଲିଫ ଓ ପଶୁ ସମ୍ପଦ ସୁରକ୍ଷା
କେନ୍ଦ୍ରାପଡ଼ା,୨ା୮:ଜିଲ୍ଲାପାଳଙ୍କ ନିର୍ଦ୍ଦେଶକ୍ରମେ କେନ୍ଦ୍ରାପଡ଼ା ଜିଲ୍ଲା ପ୍ରଶାସନ ପକ୍ଷରୁ ବନ୍ୟା ପ୍ରଭାବିତ ଅଞ୍ଚଳଗୁଡ଼ିକରେ ରିଲିଫ୍ ଓ ପୁନର୍ବାସ କାର୍ଯ୍ୟକ୍ରମକୁ ଅଧିକ ତ୍ୱରାନ୍ୱିତ କରାଯାଇଛି। ପ୍ରଭାବିତ ଲୋକମାନଙ୍କ ନିକଟରେ ଆବଶ୍ୟକୀୟ ସହାୟତା ପହଞ୍ଚାଇବା ପାଇଁ ପ୍ରଶାସନ ସମସ୍ତ ପ୍ରକାର ପଦକ୍ଷେପ ଗ୍ରହଣ କରୁଛି।ବରାକାନ୍ଧ ଗ୍ରାମ ପଞ୍ଚାୟତରେ ବନ୍ୟା ଘେରରେ ବିଚ୍ଛିନ୍ନ ହୋଇ ରହିଥିବା ୩ଟି ପରିବାରକୁ ବିଶୁଦ୍ଧ ପାନୀୟ ଜଳ ବୋତଲ ବଣ୍ଟନ କରାଯାଇଛି।ଗଡରୋମିତ ଗ୍ରାମ ପଞ୍ଚାୟତରେ ବନ୍ୟା ପ୍ରଭାବିତ ପରିବାରମାନଙ୍କୁ ଶୁଖିଲା […]
- ଆସନ୍ତା ପଞ୍ଚାୟତ ନିର୍ବାଚନରେ ରେକର୍ଡ ସୃଷ୍ଟି କରିବ ଓଜେସିପି
କେନ୍ଦ୍ରାପଡ଼ା,୨ା୮:ଆସନ୍ତା ୨୦୨୭ ତ୍ରୀସ୍ତରୀୟ ପଞ୍ଚାୟତ ନିର୍ବାଚନରେ କେନ୍ଦ୍ରାପଡ଼ା ଜିଲ୍ଲାରେ ଓଡ଼ିଶା ଜନତା କଂଗ୍ରେସ ପାର୍ଟି(ଓଜେସିପି) ରେକର୍ଡ ସଂଖ୍ୟକ ସିଟରେ ବିଜୟୀ ହେବ। ଓଜେସିପି ସମର୍ଥନରେ କେନ୍ଦ୍ରାପଡା ଜିଲ୍ଲାର ପ୍ରତ୍ୟେକ ପଞ୍ଚାୟତରେ ପ୍ରାର୍ଥୀ ଦିଆଯିବ। ଫଳରେ ଓଡ଼ିଶା ରାଜନୀତିରେ ଏକ ବୈପ୍ଳବିକ ପରିବର୍ତ୍ତନ ଆସିବ ବୋଲି ଓଜେସିପିର କେନ୍ଦ୍ରାପଡ଼ା ଜିଲ୍ଲା ସଭାପତି ଅଶୋକ ପ୍ରତିହାରୀ ଦୃଢୋକ୍ତି ପ୍ରକାଶ କରିଛନ୍ତି। ଗୋପଛକ ସ୍ଥିତ ଏକ ଘରୋଇ ମଣ୍ଡପରେ ଦଳର ସଭ୍ୟ ସଂଗ୍ରହ ଅଭିଯାନରେ […]
- କେନ୍ଦ୍ରାପଡା ଜିଲ୍ଲାରେ ବନ୍ୟା ପରିସ୍ଥିତି:ପ୍ରଶାସନର ତ୍ୱରିତ ଉଦ୍ଧାର ଓ ରିଲିଫ କାର୍ଯ୍ୟ ଜାରି
କେନ୍ଦ୍ରାପଡ଼ା,୨ା୮:କେନ୍ଦ୍ରାପଡା ଜିଲ୍ଲାରେ ବନ୍ୟା ପରିସ୍ଥିତିକୁ ସାମ୍ନା କରିବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ଯୁଦ୍ଧକାଳୀନ ଭିତ୍ତିରେ ଉଦ୍ଧାର, ରିଲିଫ ଓ ପୁନରୁଦ୍ଧାର କାର୍ଯ୍ୟ ଜାରି ରହିଛି। ଜିଲ୍ଲାର ୯ଟି ବ୍ଲକ୍- ରାଜକନିକା, ପଟ୍ଟାମୁଣ୍ଡାଇ, ଆଳି, ଗରଦପୁର, ରାଜନଗର, କେନ୍ଦ୍ରାପଡା, ମାର୍ଶାଘାଇ, ମହାକାଳପଡା ଓ ଡେରାବିଶର ୮୫ଟି ଗ୍ରାମ ପଞ୍ଚାୟତର ୧୭୦ଟି ଗ୍ରାମ ବନ୍ୟା ପ୍ରଭାବିତ ହୋଇଛି। ପଟ୍ଟାମୁଣ୍ଡାଇ ପୌରାଞ୍ଚଳର ୧୧ଟି ୱାର୍ଡ ମଧ୍ୟ ବନ୍ୟା ପ୍ରଭାବରେ ରହିଛି।ଜିଲ୍ଲାରେ ମୋଟ ୮୮,୭୯୩ […]
- ବନ୍ୟା ଜଳସ୍ତର ହ୍ରାସ ପାଇଲେ ବି କମୁନି ଦୁର୍ଦ୍ଦଶା
ପଟ୍ଟାମୁଣ୍ଡାଇ ଧୋୟାଂଚଳ ଗସ୍ତ କଲେ ଜିଲାପାଳ ବ୍ୟାପକ ଫସଲ ହାନି ପଟ୍ଟାମୁଣ୍ଡାଇ ୨/୮ -ପଟ୍ଟାମୁଣ୍ଡାଇ ବ୍ଲକ୍ ଧୋୟାଂଚଳରେ ବନ୍ୟା ଜଳସ୍ତର ଧୀରେ ଧୀରେ ହ୍ରାସ ପାଉଥିଲେ ସୁଦ୍ଧା ବିପନ୍ନଙ୍କ ଦୁର୍ଦ୍ଦଶା କମିବା ବଦଳରେ ଆହୁରି ଜଟିଳ ହେବାରେ ଲାଗିଛି। ନିରବଚ୍ଛନ୍ନ ଟିପି ଟିପି ବର୍ଷା ସାଙ୍ଗକୁ ଗୋଖାଦ୍ୟ, ବିଶୁଦ୍ଧ ପାନୀୟ ଜଳ ଏବଂ ନଗଣ୍ୟ ରିଲିଫ ସହାୟତା ଲୋକଙ୍କ ନାହିଁ ନଥିବା ଦୁଃଖର କାରଣ ସାଜିଛି। ଧାନ ଓ ପନିପରିବା […]