ପଟ୍ଟାମୁଣ୍ଡାଇ ୧୭/୨  – ଦେଶ ସ୍ୱାଧିନତା ପରେ ଓଡିଶାର ଗୁରୁତ୍ୱପୂର୍ଣ୍ଣ ବିଧାନସଭା ଆସନ ମଧ୍ୟରୁ ପଟ୍ଟାମୁଣ୍ଡାଇ ନିର୍ବାଚନ ମଣ୍ଡଳୀ ଗୁରୁତ୍ୱ ବହନକରି ଆସୁଥିଲା । ୨୦୦୮ରେ ସୀମା ନିର୍ଦ୍ଧାରଣ ବେଳେ ପଟ୍ଟାମୁଣ୍ଡାଇ ବାଦ୍ ଦିଆଯାଇ ଭାଗଭାଗ କରି ଅନ୍ୟ ତିନି ନିର୍ବାଚନ ମଣ୍ଡଳୀରେ ମିଶାଇ ଦିଆଗଲା । ଫଳରେ ସ୍ୱାଭୀମାନୀ ପଟ୍ଟାମୁଣ୍ଡାଇ ବାସୀଙ୍କ ଭାବାବେଗ ଉପରେ ଶକ୍ତ ଆଘାତ ଲାଗିଥିଲା । ଯାହାକୁନେଇ ପଟ୍ଟାମୁଣ୍ଡାଇର ବିଭିନ୍ନ ସଙ୍ଗଠନ ପକ୍ଷରୁ ସେତେବେଳେ […]

  ନିଜସ୍ୱ ଟକିସରୁ ଆସିବ ୬୬ ହଜାର କୋଟି ଅଣଟକିସରୁ୬୦ ହଜାର କୋଟିଆୟ ବଜେଟ୍‌ର ୩୭ ପ୍ରତିଶତ ପ୍ରଶାସନିକ ବ୍‌୍ୟୟ ଋଣଭାର ୧.୩୪ ଲକ୍ଷ କୋଟି ଆକଳନ କାର୍ଯ୍ୟକାରୀ ହେବ ୧୬ ନୂଆ ଯୋଜନା   ଭୁବନେଶ୍ୱର,: ଆର୍ଥିକ ବର୍ଷ ୨୦୨୫-୨୬ ପାଇଁ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ବଜେଟ ଉପସ୍ଥାପନ କରିଛନ୍ତି। ମୁଖ୍ୟମନ୍ତ୍ରୀ ମୋଟ ୨ ଲକ୍ଷ ୯୦ ହଜାର କୋଟି ଟଙ୍କାର ବଜେଟ ଉପସ୍ଥାପନ କରିଛନ୍ତି । ଯାହାକି […]

ପଟ୍ଟାମୁଣ୍ଡାଇ ୧୭/୨ – କେନ୍ଦ୍ରାପଡା ଜିଲା ପଟ୍ଟାମୁଣ୍ଡାଇ ଅଂଚଳରେ ଦିନକୁ ଦିନ ସଡକ ଦୁର୍ଘଟଣା ବଢିବଢି ଚାଲିଛି। ସହରାଂଚଳ ରୁ ଗ୍ରାମାଂଚଳକୁ ସଂଯୋଗ କରୁଥିବା ଅନେକ ରାସ୍ତାର ବିଭି୍‌ନ୍ନ ସ୍ଥାନରେ ଜବରଦଖଲ, ବେଆଇନ ପାର୍କିଂ, ଚଢାଦୋକାନ ଓ ବେପରୁଆ ଗାଡି ଚାଳନା ଯୋଗୁଁ ଦୁର୍ଘଟଣା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି । ଯାହା ଏବେ ପ୍ରଶାସନର ଚିନ୍ତା ବଢାଇଛି । ପ୍ରତ୍ୟେକ ଦିନ ଏହି ପଥମାନଙ୍କରେ ଛୋଟବଡ ଦୁର୍ଘଟଣା […]

କେନ୍ଦ୍ରାପଡ଼ା,୧୬ା୨:କେନ୍ଦ୍ରାପଡା ଜିଲ୍ଲାର ଗରଦପୁର ତହସିଲ ଅନ୍ତର୍ଗତ ବିଞ୍ଚଣା ଅଞ୍ଚଳରେ ଚାଲିଥିବା ହରିଦାସପୁର ବେଆଇନ୍ ବାଲିଘାଟ ଉପରେ ଜିଲ୍ଲା ପ୍ରଶାସନ, ଖଣି ବିଭାଗ ଏବଂ ପାଟକୁରା ଥାନା ପକ୍ଷରୁ ମିଳିତ ଭାବେ ଚଢ଼ାଉ କରାଯାଇଛି। ଚଢଉ ବେଳେ ୧୯ଟି ହାଇୱା ସମେତ ୨ଟି ପ୍ରୋକଲିନ ମେସିନ ଜବତ୍ କରାଯାଇଛି। ଜବତ ଗାଡିଗୁଡିକୁ ପାଟକୁରା ଥାନାର ଜିମା ଦିଆଯାଇଛି। ଖଣି ଅଧିକାରୀ ରଞ୍ଜିତ ବେହେରା ସୂଚନା ଦେଇଛନ୍ତି ଯେ କେନ୍ଦ୍ରାପଡ଼ା ଜିଲ୍ଲାର ବିଭିନ୍ନ […]

ନୂଆଦିଲ୍ଲୀ: ଶନିବାର ରାତିରେ ନୂଆଦିଲ୍ଲୀ ରେଳ ଷ୍ଟେସନର ଦୃଶ୍ୟ ଅତ୍ୟନ୍ତ ଭୟଙ୍କର ଥିଲା। ପ୍ଲାଟଫର୍ମ ନମ୍ବର ୧୪ ଏବଂ ୧୫ ରେ ଏତେ ଭିଡ଼ ଥିଲା ଯେ ପରିସ୍ଥିତି ନିୟନ୍ତ୍ରଣ ବାହାରକୁ ଚାଲିଯାଇଥିଲ। ପ୍ଲାଟଫର୍ମକୁ ଯିବା ପାଇଁ ସିଡ଼ିରେ ପ୍ରବଳ ଭିଡ଼ ମଧ୍ୟରେ, ଜଣେ ବ୍ୟକ୍ତି ଖସିପଡିବାରୁ ତାଙ୍କ ପଛରେ ଅନେକ ଲୋକ ପଡ଼ିଯାଇଥିଲେ । ଯାହା ଫଳରେ ଦଳାଚକଟା ହୋଇଥିଲା ବୋଲି ଜାତୀୟ ଗଣମଧ୍ୟମରୁ ଜଣାପଡିଛି। ଏପରି ପରିସ୍ଥିତିରେ, […]

1

କୁଜଙ୍ଗ ରାଜକୁମାରୀ କାନୀକାଙ୍କୁ ବିବାହ କରି ରାଜା ବୀରଭଦ୍ର ଭଞ୍ଜ ଏହି ଅଞ୍ଚଳର ନାମ କରଣ କରିଥିଲେ ରାଜକନିକା । ରାଜା ବୀରଭଦ୍ର ରାଣୀ କାନୀକା ରହୁଥିବା ଜଙ୍ଗଲ ଭିତର ଅଞ୍ଚଳର ନାମକରଣ କରିଥିଲେ ଭିତରକନିକା । କେନ୍ଦ୍ରାପଡା ଜିଲ୍ଲା ଭିତରକନିକା ଡାଙ୍ଗମାଳର ବାଙ୍କୁଆଳ ଗାଁରେ କେଉଁ କାଳରୁ ମା ଜୟଦୁର୍ଗା, ଅନନ୍ତ ନାରାୟଣ, ନାଗା ଗୋସେଇଁ , ବୁଦ୍ଧଦେବ ଆଉ କପିଳେଶ୍ୱର ପୂଜା ପାଇ ଆସୁଛନ୍ତି । କେବେ […]