ବଉଳକଣି ପଞ୍ଚାୟତର ଅର୍ଥ ତୋଷରପାତକୁ ନେଇ ଭିଜିଲାନ୍ସ ତଦନ୍ତ ଦାବି

blank
କେନ୍ଦ୍ରାପଡ଼ା,୩୦ା୫: କେନ୍ଦ୍ରାପଡା ଜିଲ୍ଲା ମହାକାଳପଡା ବ୍ଲକ ଅନ୍ତର୍ଗତ ବଉଳକଣି ପଞ୍ଚାୟତରେ ଗତ ୨୦୧୭, ୨୦୧୮, ୨୦୧୯, ୨୦୨୦ ଓ ୨୦୨୧ ମସିହାରେ ବଉଳକଣି ପଞ୍ଚାୟତର ସରପଞ୍ଚ ସୁଜାତା ସାମଲଙ୍କ ସ୍ୱାମୀ ଅମରେନ୍ଦ୍ର ସାମଲ ସରକାରୀ କର୍ମଚାରୀଙ୍କ ସହ ମିଶି ବଉଳକଣି ପଞ୍ଚାୟତର ଅର୍ଥ ତୋଷରପାତ କରିଥିବା ଅନୁଭବ କରିବା ସହିତ ଆର୍‌.ଟି.ଆଇ ଆକ୍ଟ ଅନୁଯାୟୀ ବଉଳକଣି ପଞ୍ଚାୟତବାସୀମାନେ ଅଭିଯୁକ୍ତଙ୍କୁ ତଥ୍ୟ ମାଗିଥିଲେ । କାଳକ୍ଷେପଣ ଏବଂ ଟାଳଟୁଳ ନୀତି ଅବଲମ୍ବନ କରି ମହାକାଳପଡା ବି.ଡି.ଓ ତଥ୍ୟ ନେବାରୁ ପଞ୍ଚାୟତବାସୀମାନେ ନ୍ୟାୟ ପାଇଁ କମିଶନରଙ୍କ ଦ୍ୱାରସ୍ତ ହୋଇଥିଲେ । ଗତ ତା୨୩ା୦୪ା୨୦୨୫ରିଖରେ ବିଡିଓ ଉପସ୍ଥିତ ଥାଇ ସରକାରୀ କାଗଜାତ୍‌ନାମାର ସଠିକ୍ ତଥ୍ୟ ନଥିବା ଦର୍ଶାଇଥିଲେ ।

Next Post

ଗଣକବି ଗୋପାଳ ଦାଶଙ୍କ ୧୪୯ତମ ଜୟନ୍ତୀ ପାଳିତ

Fri May 30 , 2025
କେନ୍ଦ୍ରାପଡ଼ା ତା ୩୦/୫- ଶୁକ୍ରବାର ଅପରାହ୍ନରେ କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ବାରୁଅ ସ୍ଥିତ ଅଗ୍ରଣୀ ସାଂସ୍କୃତିକ ଅନୁଷ୍ଠାନ ଭାବଗ୍ରାହୀ କଳା ନିକେତନ ଏବଂ କୋରୋ ସ୍ଥିତ ଅଗ୍ରଣୀ ସାହିତ୍ୟ ଅନୁଷ୍ଠାନ ସତୀର୍ଥର ମିଳିତ ଆନୁକୂଲ୍ୟରେ କଳା ନିକେତନର ଅକ୍ଷୟ ମହାନ୍ତି କକ୍ଷରେ ଗଣକବି ଗୋପାଳ ଦାଶଙ୍କ ପୁଣ୍ୟ ୧୪୯ତମ ଜୟନ୍ତୀ ଉତ୍ସବ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି। ସଙ୍ଗୀତ ନିର୍ଦ୍ଦେଶକ ବିମଳ ପ୍ରସାଦ ପରିଡାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଭବ୍ୟ କାର୍ଯ୍ୟକ୍ରମରେ […]
blank

ଲୋକମତ

Breaking News

https://v3.adxpremium.services/dashboard/register-publisher

Discover more from Lokamata Odisha

Subscribe now to keep reading and get access to the full archive.

Continue reading